Home Middle

ପୃଥିବୀର ସାମରିକ ଖର୍ଚ୍ଚ ୨,୧୧୩ ଶହ କୋଟି ଡଲାର, ତୃତୀୟ ସ୍ଥାନରେ ଭାରତ…

ଷ୍ଟକହୋମ୍‌, ୨୬।୪ : ପୃଥିବୀର ବିଭିନ୍ନ ଦେଶର ସାମରିକ ଖର୍ଚ୍ଚରେ ବୃଦ୍ଧି ଘଟିଛି। ମଙ୍ଗଳବାର ସ୍ବିଡେନର ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ (ଏସଆଇପିଆର୍‌ଆଇ) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁସାରେ ୨୦୨୧ରେ ପୃଥିବୀର ବିଭିନ୍ନ…

ଆର୍‌ସିବି ପାଇଁ ବିଜୟ ଲକ୍ଷ୍ୟ ୧୪୫ …

ମୁମ୍ବାଇ, ୨୬।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ମଙ୍ଗଳବାର ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍‌(ଆର୍‌ସିବି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମହାରାଷ୍ଟ୍ର ପୁୁଣେର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଆରସିବି…

ଉପର ମୁହାଁ କରୋନା, ବୁଧବାର ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ…

ନୂଆଦିଲ୍ଲୀ, ୨୬।୪ : ଦେଶରେ କରୋନା ସଂକ୍ରମଣ ପୁଣି ଉପର ମୁହାଁ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ  କାର୍ଯ୍ୟକ୍ରମ ରହିଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ…

ଟସ୍‌ ଜିତିଲା ଆର୍‌ସିବି, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ, ୨୬।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ୩୯ ତମ ମ୍ୟାଚ୍‌ରେ ମଙ୍ଗଳବାର ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍‌(ଆର୍‌ସିବି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ପୁୁଣେର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା…

ଚତୁର୍ଥ ଲହରରୁ ଦୂରେଇ ରହିବାର ୩ ଉପାୟ ସମ୍ପର୍କରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନର ସତର୍କ ସୂଚନା…

ନୂଆଦିଲ୍ଲୀ/ଜେନେଭା, ୨୬।୪ : ଦିଲ୍ଲୀ-ଏନସିଆରରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥର ଛୋଟ ପିଲାମାନେ ମଧ୍ୟ ବହୁ ସଂଖ୍ୟାରେ କରୋନା ସଂକ୍ରମିତ ହେଉଛନ୍ତି। ନୋଏଡା ଏବଂ ଗାଜିଆବାଦରେ ହାରାହାରି ୧୦ ଜଣ ପିଲା ପ୍ରତିଦିନ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଏଭଳି…

ରାଜ୍ୟପାଳ କେବଳ ପୋଷ୍ଟମ୍ୟାନ୍‌, ଚିଠି ଖୋଲିବାର ଅଧିକାର ତାଙ୍କର ନାହିଁ, ଷ୍ଟାଲିନ୍‌ଙ୍କ ବିବାଦୀୟ ମନ୍ତବ୍ୟ…

ଚେନ୍ନାଇ, ୨୬।୪ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ରାଜ୍ୟପାଳଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟପାଳ ଜଣେ ପୋଷ୍ଟମ୍ୟାନ୍‌ ଭଳି। ତାଙ୍କର ଚିଠି ଖୋଲିବାର ଅଧିକାର ମଧ୍ୟ ନାହିଁ। ଗୋଟିଏ ଦିନ ପୂର୍ବରୁ ରାଜ୍ୟ…

ଏଏପି ସରକାର ଗଠନ ପରେ ପଞ୍ଜାବରେ ୧୪ ଚାଷୀ କଲେଣି ଆତ୍ମହତ୍ୟା…

ଚଣ୍ଡିଗଡ଼, ୨୬।୪ : ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି) ସରକାର ଗଠନ ପରେ କୃଷକ ଆତ୍ମହତ୍ୟା ଜାରି ରହିଛି। ୧ ଏପ୍ରିଲରୁ ୨୩ ଏପ୍ରିଲ୍‌ ମଧ୍ୟରେ ଫସଲହାନୀ ଯୋଗୁ ୧୪ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ଫଳରେ ଚାଷୀ…

ହେଟ୍‌ ସ୍ପିଚ୍‌ ନେଇ କାହିଁକି ନିଆଗଲା ନାହିଁ ଆଇନଗତ ପଦକ୍ଷେପ, ହିମାଚଳ-ଉତ୍ତରାଖଣ୍ଡ ସରକାରଙ୍କୁ ଏସ୍‌ସିଙ୍କ ତାଗିଦ୍‌…

ନୂଆଦିଲ୍ଲୀ, ୨୬।୪ : ଭାଜପା ଶାସିତ ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାରଙ୍କୁ ଧର୍ମସଂସଦରେ ଦିଆଯାଇଥିବା ହେଟ୍‌ସ୍ପିଚ୍‌ ନେଇ ସୁପ୍ରିମକୋର୍ଟ (ଏସ୍‌ସି) ମଙ୍ଗଳବାର ତାଗିଦ୍‌ କରିଛନ୍ତି। ହେଟ୍‌ସ୍ପିଚ୍‌ ନେଇ କାହିଁକି ଆଇନଗତ ପଦକ୍ଷେପ ନିଆଗଲା ନାହିଁ ବୋଲି ଶୀର୍ଷକୋର୍ଟ ପ୍ରଶ୍ନ କରିଛନ୍ତି।…

୩ ମାସ ପରେ ରାଷ୍ଟ୍ରପତି ନିର୍ବାଚନ…

ନୂଆଦିଲ୍ଲୀ, ୨୬।୪ : ଜୁଲାଇ ୨୫ ରେ ଦେଶକୁ ନୂଆ ରାଷ୍ଟ୍ରପତି ମିଳିବେ। ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୫ ରେ ଶେଷ ହେବ। ନୂତନ ରାଷ୍ଟ୍ରପତିଙ୍କ ନିର୍ବାଚନକୁ ନେଇ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି ହେବା…

ସ୍ଥିତି ଅଣାୟତ୍ତ, ଦୈନିକ ମୃତ୍ୟୁ ସଂଖ୍ୟା ହଜାରେ ଟପିଲା…

ନୂଆଦିଲ୍ଲୀ, ୨୬।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ହଜାର ୪୮୩ ରେ ପହଞ୍ଚିଛି। ସେହିପରି…

ସାଙ୍ଘାଇରେ ହାହାକାର, ବେଜିଂରେ ୨ କୋଟିରୁ ଅଧିକଙ୍କ ନମୁନା ଟେଷ୍ଟ୍‌ ଅଭିଯାନ …

ବେଜିଂ, ୨୬।୪ : ସାଂଘାଇରେ କରୋନାର ଓମିକ୍ରନ୍‌ ଲହର ବେକାବୁ ହେବା ପରେ ଏବେ ଚାଇନାର ରାଚଧାନୀ ବେଜିଂରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ବେଜିଂରେ ସଂକ୍ରମଣର ଯେପରି ପୁନରାବୃତ୍ତି ନହୁଏ ସେଥିଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ…

ମେ’୨ ଯାଏ ବନ୍ଦ ରହିବ କଲେଜ, ୟୁନିଭର୍ସିଟି

ଭୁବନେଶ୍ୱର,୨୬।୪(ବ୍ୟୁରୋ): ରାଜ୍ୟରେ ବଢି ଚାଲିଛି ତାତିର ପ୍ରକୋପ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୟୁଜି ଏବଂ ପିଜି କ୍ଲାସ୍‌ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାରଠାରୁ ମେ’୨ ଯାଏ ସମସ୍ତ କଲେଜ୍‌ ଏବଂ ୟୁନିଭରସିଟି ବନ୍ଦ ରହିବ। ଏ ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri