Home Middle

ଇମ୍ରାନଙ୍କୁ ମରିୟମଙ୍କ କଡ଼ା ଜବାବ

ଇସଲାମାବାଦ,୨୯ା୫: ପାକିସ୍ତାନରେ ନୂଆ ସରକାର ଗଠନ ପରେ ଏଠାରେ ରାଜନୈତିକ ଉତ୍ତେଜନା ଜାରି ରହିଛି। ଇମ୍ରାନ ଖାନ୍‌ ସରକାରଙ୍କୁ ଶୀଘ୍ର ନିର୍ବାଚନ କରିବାକୁ ଦାବି କରୁଛନ୍ତି। ନିର୍ବାଚନ ପରିଚାଳନା ଦାବିରେ ସେ ଏକ ବିରୋଧ ମଧ୍ୟ ପ୍ରଦର୍ଶନ କରିଥିଲେ। ଇମ୍ରାନଙ୍କୁ ଜବାବ…

ଲିମ୍ପିଆଧୁରା-ଲିପୁଲେଖ-କାଲାପାନି ନେଇ ପୁଣି ଅଡ଼ି ବସିଲା ନେପାଳ…

କାଠମାଣ୍ଡୁ, ୨୯।୫ : ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା କହିଛନ୍ତି ଯେ ତାଙ୍କ ସରକାର ଏହାର ଅଞ୍ଚଳ ରକ୍ଷା କରିବାକୁ ପ୍ରସ୍ତୁତ। ଲିମ୍ପିୟାଧୁରା, ଲିପୁଲେଖ ଏବଂ କାଲାପାନି ଅଞ୍ଚଳ ହେଉଛି ନେପାଳର। ଏଭଳି କହି ନେପାଳ ପୁଣି ଏସବୁ ଅଞ୍ଚଳକୁ…

‘ପ୍ରେମର ଅମର ଔଷଧ’ ନାମରେ ଟିକାକରଣ କରୁଛନ୍ତି ଏକଛତ୍ରବାଦୀ ଶାସକ…

ପୋଙ୍ଗୟାଙ୍ଗ, ୨୯।୫ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଘୋଷଣା କରିଛନ୍ତି ଯେ କରୋନା ଭାଇରସ ଟିକାକରଣ ହେଉଛି ତାଙ୍କ ଦ୍ୱାରା ଦିଆଯାଇଥିବା ‘ପ୍ରେମର ଅମର ଔଷଧ‘। ଏହାକୁ ନେବା ପରେ ଲୋକମାନେ କରୋନା ମହାମାରୀରୁ ବଞ୍ଚିପାରିବେ।…

ପୁଟିନ ଆଉ ବଞ୍ଚିବେ ୩ ବର୍ଷ, ଡାକ୍ତରଙ୍କ ଦାବି !…

ମସ୍କୋ, ୨୯।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଚେତାବନୀ ଦିଆଯାଇଛି। ସେ ଆଉ ମାତ୍ର ୩ ବର୍ଷ ବଞ୍ଚିବେ। ରୁଷିଆର ରାଷ୍ଟ୍ରପତି ଭବନ ନେତାଙ୍କ ଅବସ୍ଥାକୁ ନେଇ ଚିନ୍ତିତ ହୋଇପଡ଼ିଛି। ରୁଷିଆର ଗୁପ୍ତଚର ଏଜେନ୍ସି ଏଫଏସବିର ଜଣେ ଅଧିକାରୀ ପୁଟିନଙ୍କ…

ଦୈନିକ ମୃତ୍ୟୁ ସଂଖ୍ୟା ୧୪…

ନୂଆଦିଲ୍ଲୀ, ୨୯।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ…

ସାମନାରେ ଭାଜପାକୁ ଟାର୍ଗେଟ କଲା ଶିବସେନା: ବେକାରୀ ବୃଦ୍ଧି, କଶ୍ମୀର ଅଶାନ୍ତ, ହେଲେ ବିଶ୍ୱକୁ ମାର୍ଗଦର୍ଶନ ଦେଉଥିବା ମୋଦି ଚୁପ

ମୁମ୍ବାଇ,୨୯ ।୫: ଶିବସେନା ତା’ର ମୁଖପତ୍ର ସାମନା ଜରିଆରେ ଦେଶରେ ବେକାରୀ, କଶ୍ମୀର ସମସ୍ୟା ଓ ଜ୍ଞାନବ୍ୟାପି ମସଜିଦ ଭଳି ବିଷୟକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛି । ଶିବସେନା ସାମନାର ସମ୍ପାଦକୀୟରେ ଲେଖିଛି ଯେ ଦେଶରେ ବେକାରୀ…

ବିଳମ୍ବ ହୋଇପାରେ ମୌସୁମୀ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଚଳିତ ବର୍ଷ ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଟିକେ ସଅଳ ଆସିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଥିଲା। ମେ’ ୨୭ ସୁଦ୍ଧା ମୌସୁମୀ କେରଳ ଛୁଇଁବ ବୋଲି ଆକଳନ କରାଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ କେରଳରେ ପହଞ୍ଚି…

୩୭ ହଜାର ଫୁଟ ଉଚ୍ଚରେ ଫାଟିଲା ସ୍ପାଇସ ଜେଟ ବିମାନର ୱିଣ୍ଡସିଲ

ମୁମ୍ବାଇ,୨୯ ।୫: ୩୭ ହଜାର ଫୁଟ ଉଚ୍ଚରେ ଉଡୁଥିବା ବେଳେ ବିମାନ ଝରକାର କାଚ ଫାଟିବା ଘଟଣା ଶୁଣିବା ପରେ ଯେ କୌଣସି ବ୍ୟକ୍ତିଙ୍କ ଲୋମ ଟାଙ୍କୁରି ଉଠିବ ନିଶ୍ଚୟ । ଏମିତି ଏକ ଘଟଣା ଘଟିଛି ମୁମ୍ବାଇରୁ ଗୋରଖପୁର ଯାଉଥିବା…

ରାଷ୍ଟ୍ରପତିଙ୍କ ଉଜ୍ଜୟିନୀ ଗସ୍ତକୁ ନେଇ ୧୭୦୦ ପୋଲିସଙ୍କୁ ସୁରକ୍ଷା ଦାୟିତ୍ୱ

ନୂଆଦିଲ୍ଲୀ,୨୯ ।୫: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୯ ମେ’ ଅର୍ଥାତ୍ ରବିବାର ଉଜ୍ଜୟିନୀ ଗସ୍ତ କରୁଛନ୍ତି । ସେଠାରେ ସେ ମହାକାଳେଶ୍ୱରଙ୍କ ଦର୍ଶନ କରିବେ । କାଳିଦାସ ଏକାଡେମୀର ସ୍କୁଲରେ ଆୟୋଜିତ ଆୟୁର୍ବେଦର ମହାଅଧିବେଶନରେ ସାମିଲ ହେବେ । ତାଙ୍କ ଅଗାମନକୁ…

ସମସ୍ତ ଦେଶର କୋଭିଡ-୧୯ ଟିକାକରଣ ସାର୍ଟିଫିକେଟକୁ ମାନ୍ୟତା ଦେଲା ଦକ୍ଷିଣ ଆଫ୍ରିକା

ଜୋହାନସବର୍ଗ,୨୯ ।୫: ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ଦ୍ୱାରା ଦିଆଯାଉଥିବା ତଥ୍ୟକୁ ନେଇ ଉପୁଜୁଥିବା ଭ୍ରମକୁ ଦୂର କରିବାକୁ ଦକ୍ଷିଣ ଆଫ୍ରିକା ସରକାର ସବୁ ଦେଶର କୋଭିଡ ଟିକାକରଣ ପ୍ରମାଣ ପତ୍ରକୁ ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସରକାର କହିଛନ୍ତି ଦେଶରେ ଏଣିକି…

ଏସିଆ କପ୍‌ରେ ଭାରତର ଉଲ୍ଲେଖନୀୟ ପ୍ରଦର୍ଶନ, ରୋମାଞ୍ଚକର ମୁକାବିଲାରେ ଜାପାନ ୨-୧ରେ ପରାଜିତ …

ଜାକର୍ତ୍ତା, ୨୮।୫ : ଏସିଆ କପ୍‌ ହକିରେ ଭାରତ ଜାପାନକୁ ୨-୧ ଗୋଲରେ ପରାଜିତ କରିଛି। ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଖେଳାଯାଉଥିବା ଏହି ରୋମାଞ୍ଚକର ମ୍ୟାଚ୍‌ରେ ଭାରତ ବିଜୟ ହାସଲ କରିଛି। ଭାରତୀୟ ହକି ଦଳ ଏସିଆ କପ-୨୦୨୨ ସୁପର -୪ ର…

ଚର୍ଚ୍ଚରେ ଦଳାଚକଟା, ୩୧ ମୃତ…

ଅବୁଜା, ୨୮।୫ : ନାଇଜେରିଆରେ ଏକ ଚର୍ଚ୍ଚରେ ଭୋଜନ ନେବାକୁ ଆସିଥିବା ଲୋକଙ୍କ ମଧ୍ୟରେ ଦଳାଚକଟା ଘଟିଛି। ଏଥିରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri