ଅଗ୍ନିପଥ ଯୋଜନାକୁ ନେଇ ଭାରତ ବନ୍ଦ, ବିହାରର ୧୭ ଜିଲାରେ ଇଣ୍ଟରନେଟ ବନ୍ଦ
ନୂଆଦିଲ୍ଲୀ,୨୦ ।୬: ସେନାରେ ଭର୍ତ୍ତି ହେବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଲଗାତର ବିରୋଧ ପ୍ରଦର୍ଶନ ଜାରି ରହିବା ଫଳରେ କିଛି ରାଜ୍ୟରେ ହିଂସକ ପରିସ୍ଥିତି…
କମ୍ପ୍ୟୁଟରରେ ମିଛ ପ୍ରମାଣ ଭରିଥିଲା ପୋଲିସ
ଓ୍ବାଶିଂଟନ୍/ପୁଣେ,୨୦।୬: ମହାରାଷ୍ଟ୍ରର ବହୁଚର୍ଚ୍ଚିତ ଭୀମା-କୋରେଗାଓଁ ହିଂସା ମାମଲାରେ ପୁଣେ ପୋଲିସ ୧୬ ଜଣ ସାମାଜିକ କର୍ମୀ ଓ ବୁଦ୍ଧିଜୀବୀଙ୍କୁ ଗିରଫ କରିବା ପୂର୍ବରୁ ସେମାନଙ୍କ କମ୍ପ୍ୟୁଟରରେ ମିଥ୍ୟା ଫାଇଲ ପ୍ଲାଣ୍ଟ୍ କରିଥିଲା। ସରକାର ଓ ଏକ ଟେକ୍ନୋଲୋଜି ସଂସ୍ଥାର ମିଳିତ ଉଦ୍ୟମରେ…
‘ମନ କି ବାତ’ର ୯୦ ତମ ଏପିସୋଡ ପାଇଁ ଜନତାଙ୍କ ମତାମତ ଲୋଡିଲେ ମୋଦି
ନୂଆଦିଲ୍ଲୀ,୨୦ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଆଗାମୀ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ପାଇଁ ଜନତାଙ୍କ ମତ ଲୋଡିଛନ୍ତି । ୨୬ ଜୁନରେ ପ୍ରଚାରିତ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମର ୯୦ ତମ ଏପିସୋଡ ପାଇଁ ଜନତା ସେମାନଙ୍କ…
୨-୨ରେ ସିରିଜ ଶେଷ
ବେଙ୍ଗାଲୁରୁ, ୧୯।୬: ସ୍ଥାନୀୟ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ କ୍ରିକେଟ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଛି। ଫଳରେ ୫ ମ୍ୟାଚ ବିଶିଷ୍ଟ ସିରିଜ ୨-୨ରେ ଶେଷ ହୋଇଛି। ପୂର୍ବରୁ ୪ଟି ମ୍ୟାଚ ଅନୁଷ୍ଠିତ ହୋଇ ହୋଇଥିବା ବେଳେ…
ଭାରତ-ଦକ୍ଷିଣ ଆଫ୍ରିକା ପଞ୍ଚମ ଟି-୨୦: ବର୍ଷା ସାଜିଛି ବାଧକ
ବେଙ୍ଗାଲୁରୁ,୧୯।୬: ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ବର୍ଷା ବାଧକ ସାଜିଛି। ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।…
ମିଥ୍ୟା ଖବର ପ୍ରସାରକୁ ନେଇ ସରକାରଙ୍କ ବଡ଼ ପଦକ୍ଷେପ: ୩୫ ହ୍ବାଟସଆପ ଗ୍ରୁପ ବ୍ୟାନ୍, ୧୦ ଗିରଫ
ନୂଆଦିଲ୍ଲୀ,୧୯।୬: ଅଗ୍ନିପଥ ଯୋଜନାକୁ ନେଇ ଦେଶର ଅନେକ ରାଜ୍ୟରେ ଯୁବକମାନେ ବିରୋଧ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ରବିବାର ୩ ସେନା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରି ସମସ୍ତ ସନ୍ଦେହ ଦୂର କରାଯାଇଥିଲା। ଏହାସତ୍ତ୍ୱେ ମଧ୍ୟ ସୋସିଆଲ ମିଡିଆରେ ମିଥ୍ୟା ଖବର…
ନିର୍ଣ୍ଣାୟକ ମ୍ୟାଚରେ ଟସ୍ ଜିତିଲା ଦକ୍ଷିଣ ଆଫ୍ରିକା
ବେଙ୍ଗାଲୁରୁ,୧୯।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ ଆଜି ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ନିର୍ଣ୍ଣାୟକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି…
ଥରିଲା ଜାପାନ
ଟୋକିଓ,୧୯ା୬: ଜାପାନର ଇଶିକାଓ୍ବା ପ୍ରାନ୍ତ ନୋଟୋ ଅଞ୍ଚଳରେ ଭୟଙ୍କର ଭୂକମ୍ପ ହୋଇଛି। ରିକ୍ଟର ସ୍କେଲ୍ରେ ଏହା ତୀବ୍ରତା ୫.୪ ଥିଲା। ଭୂକମ୍ପ ପ୍ରଭାବରେ ସୁନାମୀ ଆସିବାର ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ତେବେ…
ପ୍ରତ୍ୟାହାର ହେବ ନାହିଁ ‘ଅଗ୍ନିପଥ ଯୋଜନା’: ଏଫଆଇଆର୍ ଥିବା ଯୁବକଙ୍କୁ ମିଳିବନି ଚାକିରି
ନୂଆଦିଲ୍ଲୀ,୧୯।୫: ଅଗ୍ନିପଥ ଯୋଜନା ବିରୋଧରେ ଚାଲିଥିବା ପ୍ରଦର୍ଶନ ମଧ୍ୟରେ ସେନା ପକ୍ଷରୁ ରବିବାର ମିଳିତ ଖବରଦାତା ସମ୍ମିଳନୀ କରି ଏହି ଯୋଜନା ବିଷୟରେ ବିସ୍ତୃତ ସୂଚନା ଦିଆଯାଇଛି। ସାମରିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଲେଫ୍ଟ ଜେନେରାଲ ଅନିଲ ପୁରୀ କହିଛନ୍ତି…
କିଛି ନୂଆ କାମ କରିବାକୁ ହେଲେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ: ମୋଦି
ନୂଆଦିଲ୍ଲୀ,୧୯ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପ୍ରଗତି ମଇଦାନରେ ଆଟିପିଓ ଟନେଲର ଉଦଘାଟନ କରିଛନ୍ତି । ଏହା ପୂର୍ବରୁ ସେ ଏହି ଟନେଲର ଯାଞ୍ଚ ମଧ୍ୟ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦଶନ୍ଧି ପୂର୍ବରୁ ଭାରତର ପ୍ରଗତି…
ମୁଁ ଯେବେ ବାପା ହେଲି
ଯାହାଙ୍କ ବିଷୟରେ ବଖାଣିବାକୁ ଶବ୍ଦ ହୁଏ ନିଅଣ୍ଟ। ଯିଏ ପିଲାଙ୍କୁ ଭଲ ମଣିଷ କରିବାକୁ କେବେ ଖୁବ୍ ରାଗୀ ତ ପୁଣି କେବେ ସ୍ନେହ, ଶ୍ରଦ୍ଧାର ଅସୀମ ଭଣ୍ଡାର । ଯାହାଙ୍କ ଶ୍ରମ, ନିଷ୍ଠା ଆଉ କର୍ତ୍ତବ୍ୟପରାୟଣତା ସନ୍ତାନକୁ ଚଖାଏ ସଫଳତାର…
ଅଗ୍ନିପଥ ଯୋଜନାକୁ ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ
ନୂଆଦିଲ୍ଲୀ,୧୯ ।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନାକୁ ନେଇ ପ୍ରାୟ ୧୫ ରାଜ୍ୟରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଉଛି । କେରଳରେ ଯୁବକମାନେ ରାଜଭବନ ଘେରାଉ କରିଛନ୍ତି । ରାଜସ୍ଥାନରେ ବି ଏହାକୁ ବିରୋଧ କରାଯାଉଛି । ତାମିଲନାଡୁ, କର୍ନାଟକ, ଆନ୍ଧ୍ରପ୍ରଦେଶରେ…
Archives


