ଜୁଲାଇରେ ହ୍ରାସ ପାଇଲା ହୋଲସେଲ ମୂଲ୍ୟବୃଦ୍ଧି: ବିଯୁକ୍ତ ୦.୫୮%ରେ ପହଞ୍ଚିଲା ଦରଦାମ୍
ନୂଆଦିଲ୍ଲୀ,୧୪।୮: ଭାରତର ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ଆଧାରିତ ମୂଲ୍ୟବୃଦ୍ଧି ହାର ଜୁଲାଇ ୨୦୨୫ରେ ହ୍ରାସ ପାଇ ଦୁଇ ବର୍ଷର ନିମ୍ନତମ ସ୍ତର -୦.୫୮%ରେ ପହଞ୍ଚିଛି। ଜୁନ ମାସରେ ଏହା -୦.୧୩% ଥିଲା। ଖାଦ୍ୟ ପଦାର୍ଥ, ମିନେରାଲ ଅଏଲ, ଅଶୋଧିତ ପେଟ୍ରୋଲିୟମ,…
ଜମ୍ମୁ ଓ କାଶ୍ମୀରରେ ବାଦଲଫଟା ବର୍ଷା: ୩୩ ମୃତ, ୨୨୦ରୁ ଅଧିକ ନିଖୋଜ
ନୂଆଦିଲ୍ଲୀ,୧୪।୮: ଜମ୍ମୁ ଓ କାଶ୍ମୀରର କିଷ୍ଟୱାର ଜିଲାର ଚୋସିତି ଗାଁରେ ଗୁରୁବାର ଏକ ଭୟଙ୍କର ବାଦଲଫଟା ବର୍ଷା ହେତୁ ସୃଷ୍ଟ ଆକସ୍ମିକ ବନ୍ୟା ଓ ବିପର୍ଯ୍ୟୟରେ ଅତି କମରେ ୩୩ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ୨ ଜଣ ସିଆଇଏସଏଫ ଯବାନ…
ଅପରେସନ ସିନ୍ଦୂରରେ ସଫଳତା ପାଇଁ ସମ୍ମାନ, ୯ ବାୟୁସେନା ଅଧିକାରୀଙ୍କୁ ବୀରଚକ୍ର
ନୂଆଦିଲ୍ଲୀ,୧୪ା୮: ଭାରତୀୟ ବାୟୁସେନାର ୯ ଜଣ ଅଧିକାରୀ, ଯେଉଁମାନେ ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନର ମୁରିଦ୍କେ ଓ ବାହାୱଲପୁରରେ ଲସ୍କର-ଏ-ତୋଇବା (ଏଲଇଟି) ଓ ଜୈଶ-ଏ-ମହମ୍ମଦ (ଜେଇଏମ) ଆତଙ୍କୀ ସଂଗଠନର ମୁଖ୍ୟାଳୟ ସମେତ ପାକିସ୍ତାନୀ ସୈନ୍ୟ ଲକ୍ଷ୍ୟସ୍ଥଳକୁ ଧ୍ୱଂସ କରିଥିଲେ, ସେମାନଙ୍କୁ ଦେଶର…
ଭୁବନେଶ୍ୱର ମେଟ୍ରୋ ପାଇଁ କେନ୍ଦ୍ରକୁ ନୂଆ ପ୍ରସ୍ତାବ, ରୁଟ୍ ଚୂଡ଼ାନ୍ତ କରିବ ବୈଷୟିକ କମିଟି
ଭୁବନେଶ୍ୱର,୧୪ା୮: ଓଡ଼ିଶା ସରକାର ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଶୀଘ୍ର କେନ୍ଦ୍ର ସରକାରଙ୍କୁ ଏକ ନୂଆ ପ୍ରସ୍ତାବ ଦାଖଲ କରିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗୁରୁବାର ଘୋଷଣା କରିଛନ୍ତି। ମେଟ୍ରୋ ପ୍ରକଳ୍ପ ଉପରେ ମନ୍ତ୍ରୀସ୍ତରୀୟ ଉପ-କମିଟିର…
ଆମେରିକାର ଭାରତକୁ ଚେତାବନୀ: ଟ୍ରମ୍ପ-ପୁଟିନ୍ ଆଲୋଚନା ବିଫଳ ହେଲେ ଲାଗିବ ଅଧିକ ଟାରିଫ୍
ନୂଆଦିଲ୍ଲୀ,୧୪ା୮: ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଂଟ୍ ଚେତାବନୀ ଦେଇଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲାସ୍କାରେ ହେବାକୁ ଥିବା ଆଲୋଚନା ଫଳପ୍ରଦ ନହେଲେ ଭାରତ ଉପରେ ଅଧିକ ଦ୍ୱିତୀୟକ ଟାରିଫ୍ ଲାଗୁ…
ଗାଁ ମଝିରେ ସ୍ବାମୀଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ସ୍ତ୍ରୀ: ୧୦ ଘଣ୍ଟା ପରେ…
ମୋହନା,୧୪।୮((ଗିରିଧାରୀ ପରିଛା/ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ବ୍ଲକ ଅଡବା ଥାନା ଏସ ଗରଡ଼ମା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ନିଜ ସ୍ବାମୀଙ୍କୁ ଗାଁ ମଝିରେ ବାନ୍ଧି ରଖି ନିସ୍ତୁକ ପିଟିଛନ୍ତି ସ୍ତ୍ରୀ ସୁଭଦ୍ରା ମାଳବିଷୋୟୀ, ତାଙ୍କ ଭାଇ ଓ…
ଭାରତ ବିରୋଧରେ ବିଷ ଓଗାଳିଲେ ପାକିସ୍ତାନ ରାଷ୍ଟ୍ରପତି: କଶ୍ମୀରକୁ ନେଇ କହିଦେଲେ ବଡ଼ କଥା
ଇସଲାମାବାଦ୍,୧୪।୮: ଅପରେଶନ ସିନ୍ଦୂରରେ ପାକିସ୍ତାନ ପରାଜିତ ହୋଇଥିଲା। କିନ୍ତୁ ପାକିସ୍ତାନର ରାଷ୍ଟ୍ରପତିଙ୍କଠାରୁ ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ କେହି ମିଛ କହିବାରୁ ନିବୃତ୍ତ ହେଉନାହାଁନ୍ତି। ଦେଶର ସ୍ବାଧୀନତା ଦିବସ ଅବସରରେ ଶେହବାଜ ଶରିଫ କହିଛନ୍ତି, ପାକିସ୍ତାନ ସହିତ ସଂଘର୍ଷ ପାଇଁ ଭାରତ ଦାୟୀ। ଏବେ…
ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ପଡ଼ିଲା ମହଙ୍ଗା: ଦଳରୁ ବିଦା ହେଲେ ବିଧାୟିକା
ଲକ୍ଷ୍ନୌ,୧୪।୮: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ବିଦ୍ରୋହୀ ବିଧାୟକ ପୂଜା ପାଲଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ଏହି ସୂଚନା ଏକ ଚିଠିରେ ଦିଆଯାଇଛି। କୌଶାମ୍ବିର ଚୈଲ ବିଧାୟକ ପୂଜା ପାଲଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁ ବହିଷ୍କୃତ କରାଯାଇଥିବା…
ଫାଟିଲା ବାଦଲ: ଅନେକ ଲୋକଙ୍କ ମୃତ୍ୟୁ ଆଶଙ୍କା
ଶ୍ରୀନଗର,୧୪।୮: ଜମ୍ମୁର କିସ୍ତୱାରର ଚାଶୋଟି ଅଞ୍ଚଳରେ ବାଦଲ ଫାଟିବାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ପ୍ରବଳ କ୍ଷତି ହେବାର ସମ୍ଭାବନା ରହିଛି। ଉଦ୍ଧାର ଦଳ ଘଟଣାସ୍ଥଳକୁ ଯାଇଛନ୍ତି। ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ବାଦଲ…
ସାକ୍ଷାତ ପୂର୍ବରୁ ପୁଟିନଙ୍କୁ ଚେତାବନୀ ଦେଲେ ଟ୍ରମ୍ପ: ଭୋଗିବ ପରିଣାମ
ୱାଶିଂଟନ,୧୪।୮: ଅଗଷ୍ଟ ୧୫ରେ ଆଲାସ୍କାରେ ହେବାକୁ ଥିବା ଆଲୋଚନା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି,ଯଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ବନ୍ଦ କରିବାକୁ ରାଜି ନ ହୁଅନ୍ତି, ତେବେ ତାଙ୍କୁ…
8th Pay Commissionକୁ ନେଇ ଆସିଲା ବଡ଼ ଅପ୍ଡେଟ୍: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିବ…
ନୂଆଦିଲ୍ଲୀ,୧୪।୮: ସାରା ଦେଶରେ ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଗଠନ ପାଇଁ ଅପେକ୍ଷା କରିଛନ୍ତି। କିନ୍ତୁ, ଏହି ସରକାରୀ ବିଜ୍ଞପ୍ତି ଏପର୍ଯ୍ୟନ୍ତ ଜାରି କରାଯାଇ ନାହିଁ। ଏବେ କେନ୍ଦ୍ର…
ଏହି ୨ କାରଣ ପାଇଁ ଭାରତ ଉପରେ ରାଗିଛନ୍ତି ଟ୍ରମ୍ପ: ପଦାକୁ ଆସିଗଲା ପ୍ରକୃତ ସତ
ନୂଆଦିଲ୍ଲୀ,୧୪।୮: ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ନୂତନ ବନ୍ଧୁତା ଖବରରେ ଅଛି। ଆଜିକାଲି ଭାରତଠାରୁ ଦୂରତା ବୃଦ୍ଧି ପରେ, ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନର ନିକଟତର ହେଉଛନ୍ତି। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବଂ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର…
Archives


