Home Middle

ବିଧାନସଭାରେ ଉଠିଲା ଭୁବନେଶ୍ୱର କେଭି-୩ ବୋମାମାଡ଼ ପ୍ରସଙ୍ଗ

ଭୁବନେଶ୍ୱର,୨୮ା୧୧: ରାଜଧାନୀ ଭୁବନେଶ୍ୱରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ-୩ (KV-3) ସାମ୍ନାରେ ବୋମାମାଡ଼ ଘଟଣା ଶୁକ୍ରବାର ବିଧାନସଭାରେ ଉଠିଛି। ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ଗୃହରେ ଏହି ପ୍ରସଙ୍ଗ ଉଠାଇ ଘଟଣାର ସତ୍ୟାସତ୍ୟ ଜଣାଇବାକୁ ଦାବି କରିଛନ୍ତି। ଏହାର ଉତ୍ତରରେ ବାଚସ୍ପତି…

ଏତିକି ଛାତ୍ରଛାତ୍ରୀ ଥିବା ସ୍କୁଲ୍ ଖୋଲିବ ନାହିଁ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୮ା୧୧: ରାଜ୍ୟରେ ୨୦ କିମ୍ବା ତା’ଠାରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡ଼ିକୁ ପୁନଃ ଖୋଲାଯିବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ଗୁରୁବାର ସ୍ପଷ୍ଟ କରିଛନ୍ତି। ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେବା ଅବସରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।…

ଆବେଦନ ଖାରଜ କଲେ ହାଇକୋର୍ଟ: କେଭି ସିଂହଦେଓ, ଲକ୍ଷ୍ମଣ ବାଗ୍‌ଙ୍କ ବିରୋଧରେ ଚାଲିବ ମାମଲା

କଟକ,୨୮ା୧୧: ୨୦୨୪ ବିଧାନସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ ନେଇ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ବିଧାୟକ ଲକ୍ଷ୍ମଣ ବାଗ୍‌ଙ୍କ ବିରୋଧରେ ମାମଲା ଚାଲିବ। ଉଭୟ ନେତାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ଗୁରୁବାର ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। କେଭି…

DC ଗୁଳିକାଣ୍ଡ ପରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଦେଶରୁ ବାହାର କରିବାକୁ ପ୍ରତିଜ୍ଞା

ୱାଶିଂଟନ୍,୨୮ା୧୧: ହ୍ୱାଇଟ୍ ହାଉସ୍ ନିକଟରେ ଜଣେ ଆଫଗାନ ନାଗରିକ ଦୁଇ ଜଣ ନ୍ୟାସନାଲ୍ ଗାର୍ଡ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇବା ଘଟଣାର କିଛି ଦିନ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ସେ…

ମହାପ୍ରଭୁଙ୍କ ବଡ଼ ମହାସ୍ନାନ

ପୁରୀ,୨୮ା୧୧: ଶୁକ୍ରବାର ଶ୍ରୀଜିଉଙ୍କ ବଡ଼ ମହାସ୍ନାନ କରାଯାଇଛି। ଭିତରକାଠ ଦର୍ଶନ ବେଳେ ଚାଙ୍ଗଡ଼ା ଘର ନିକଟରେ ଜଣେ ଶ୍ରଦ୍ଧାଳୁ ବାନ୍ତି କରିଦେଇଥିଲେ। ଏହା ପରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଛି। Dharitri – Odisha’s No.1 Odia Daily  

ଅନ୍‌ଲାଇନ୍ ଟିକେଟ୍ ପାଇଁ କାହିଁକି ଦୁର୍ଘଟଣା ବୀମା, ଅଫ୍‌ଲାଇନ୍‌ ପାଇଁ ନୁହେଁ? – ରେଳବାଇକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୮ା୧୧: ଭାରତୀୟ ରେଳବାଇ କେବଳ ଅନ୍‌ଲାଇନ୍ ଟିକେଟ୍ କିଣୁଥିବା ଯାତ୍ରୀମାନଙ୍କୁ ଦୁର୍ଘଟଣା ବୀମା ସୁବିଧା କାହିଁକି ଯୋଗାଉଛି, କିନ୍ତୁ ଅଫ୍‌ଲାଇନ୍‌ରେ ଟିକେଟ୍ ବୁକ୍ କରୁଥିବା ଯାତ୍ରୀମାନଙ୍କୁ କାହିଁକି ନୁହେଁ, ସେ ନେଇ ସୁପ୍ରିମକୋର୍ଟ ରେଳବାଇକୁ ଜବାବ ମାଗିଛନ୍ତି। ନ୍ୟାୟମୂର୍ତ୍ତି ଅହସାନୁଦ୍ଦୀନ ଅମାନୁଲ୍ଲା…

୫୫ ଜାତୀୟ ରାଜପଥରେ ସ୍କୁଟିକୁ ଧକ୍କା ଦେଲା ଅଜଣା ଗାଡି, ୩ ଯୁବକ ମୃତ

ଢେଙ୍କାନାଳ,୨୮ା୧୧: ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୫ ର ଗୋବିନ୍ଦପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତିନି ଜଣ ଯୁବକଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ତିନି ଯୁବକ ଏକ ସ୍କୁଟିରେ…

ଆଫଗାନିସ୍ତାନ ସହ ଭାରତର ୧୦୦ ମିଲିୟନ ଡଲାର ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୨୮ା୧୧: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଅର୍ଥନୈତିକ ସହଯୋଗର ଏକ ନୂତନ ପର୍ଯ୍ୟାୟ ଆରମ୍ଭ କରି, ଦୁଇ ଦେଶର ପ୍ରମୁଖ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡ଼ିକ ମଧ୍ୟରେ ୧୦୦ ମିଲିୟନ ଡଲାରର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ପାକିସ୍ତାନର ଆଞ୍ଚଳିକ ବାଣିଜ୍ୟ…

ସିଙ୍ଗଲ୍‌ ଡୋଜ୍‌ ଡେଙ୍ଗୁ ଟିକାକୁ ବ୍ରାଜିଲର ମଞ୍ଜୁରୀ

ବ୍ରାସିଲିଆ,୨୮ା୧୧: ବିଶ୍ୱର ପ୍ରଥମ ସିଙ୍ଗଲ୍‌ ଡୋଜ୍‌ ଡେଙ୍ଗୁ ଟିକାକୁ ବ୍ରାଜିଲ କର୍ତ୍ତୃପକ୍ଷ ବୁଧବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ତାପମାତ୍ରା ବୃଦ୍ଧି ଯୋଗୁ ବିଶ୍ୱବ୍ୟାପୀ ମଶାଜନିତ ରୋଗ ବ୍ୟାପୁଥିବାବେଳେ ଏହା ଏକ ଐତିହାସିକ ସଫଳତା ବୋଲି ବ୍ରାଜିଲ କହିଛି। ଡେଙ୍ଗୁରେ ଅତ୍ୟଧିକ ଜ୍ୱର…

ଆଧାର ପାଇଥିବା ବିଦେଶୀଙ୍କୁ ଭୋଟ ଅନୁମତି ମିଳିବ କି, ସୁପ୍ରିମକୋର୍ଟ କହିଲେ…

ନୂଆଦିଲ୍ଲୀ,୨୮ା୧୧: ଆଧାରକୁ ନାଗରିକତ୍ୱର ନିର୍ବିବାଦ ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ। ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପାଇଁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ବିରୋଧକରି ଦାଏର ଅନେକ ପିଟିଶନ ଉପରେ ଚୂଡ଼ାନ୍ତ ଶୁଣାଣି ଅବସରରେ ସୁପ୍ରିମକୋର୍ଟ…

କଠୋର ନିୟମ ଆଣିଲେ ସରକାର: ଦ୍ୱିତୀୟ ବିବାହ କଲେ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୨୭ା୧୧: ଆସାମ ବିଧାନସଭାରେ ଆସାମ ବହୁବିବାହ ନିଷେଧକ ବିଲ୍, ୨୦୨୫ ଗୃହୀତ ହୋଇଛି। ଏହି କଠୋର ଆଇନରେ ବହୁବିବାହ କରୁଥିବା ବ୍ୟକ୍ତିଙ୍କ ପାଇଁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶର ବ୍ୟବସ୍ଥା ରହିଛି। ଯଦି କେହି ପୂର୍ବରୁ ଥିବା ପତ୍ନୀ ବିଷୟରେ…

ରାଷ୍ଟ୍ରପତିଙ୍କ ପାଇଁ ନୈଶ୍ୟଭୋଜିର ଆୟୋଜନ କଲେ ରାଜ୍ୟପାଳ, ଯୋଗଦେଲେ ମାନ୍ୟଗଣ୍ୟ ବ୍ୟକ୍ତି

ଭୁବନେଶ୍ୱର,୨୭ା୧୧: ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନାର୍ଥେ ଗୁରୁବାର ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ରାଜଭବନରେ ଏକ ସମ୍ମାନଜନକ ଭୋଜିର ଆୟୋଜନ କରିଥିଲେ। ଏହି ଅବସରରେ ରାଜ୍ୟପାଳଙ୍କ ପତ୍ନୀ ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ। ରାଷ୍ଟ୍ରପତିଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri