ଭାରତରେ ଫେସବୁକ୍ରେ ଅଧିକ ଅଶ୍ଳୀଳତା ଯୋଗୁ ମହିଳା ୟୁଜରଙ୍କ ସଂଖ୍ୟା କମୁଛି, ମେଟା ରିପୋର୍ଟ…
ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨।୭ : ଫେସବୁକ (ମେଟା) ପାଇଁ ଏକ ବଡ ବଜାର ଭାବରେ ପରିଗଣିତ ଭାରତରେ ବର୍ତ୍ତମାନ କମ୍ପାନୀ ୟୁଜରଙ୍କ ସଂଖ୍ୟା ବୃଦ୍ଧି କରିବାକୁ କଠିନ ପରିଶ୍ରମ କରୁଛି। ଏହାର ସବୁଠାରୁ ବଡ କାରଣ ହେଉଛି ସୋସିଆଲ ମିଡିଆ ସାଇଟରେ ଅଶ୍ଳୀଳତା ବଢ଼ିବା।…
ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପ୍: ଫାଇନାଲ୍ରେ ସୁନା ପୁଅ
ଓରେଗନ,୨୨।୭: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପରେ ଭାରତୀୟ ଆଥଲେଟ ନୀରଜ ଚୋପ୍ରା ପୁଣି ଜଲଓ୍ବା ଦେଖାଇଛନ୍ତି। ସେ ପ୍ରଥମ ପ୍ରୟାସରେ ୮୮.୩୯ ମିଟର ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗି ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆମେରିକାର ଓରେଗନରେ ଆୟୋଜିତ ଏହି ଚାମ୍ପିଅନଶିପରେ ମୋଟ…
ଆତଙ୍କବାଦୀଙ୍କ ହାତରେ ପହଞ୍ଚୁଛି ରାସାୟନିକ ଅସ୍ତ୍ରଶସ୍ତ୍ର, ସୁରକ୍ଷା ପରିଷଦରେ ଭାରତର ଚେତାବନୀ…
ଜେନେଭା,୨୨।୭ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଆତଙ୍କବାଦୀଙ୍କ ହାତରେ ରାସାୟନିକ ଅସ୍ତ୍ରଶସ୍ତ୍ର ପହଞ୍ଚୁଥିବା ନେଇ ଭାରତ ବିଶ୍ୱକୁ ଚେତାବନୀ ଦେଇଛି। ଆତଙ୍କବାଦୀ ଗୋଷ୍ଠୀ ତଥା ବ୍ୟକ୍ତିବିଶେଷ ରାସାୟନିକ ଅସ୍ତ୍ରଶସ୍ତ୍ର ପାଇବା ସମ୍ଭାବନା ବିରୋଧରେ ବାରମ୍ବାର ସତର୍କ ସୂଚନା ଜାରି ହେଉଥିବା…
ଯୁଦ୍ଧ ବ୍ୟାପକ କରିବାକୁ ରୁଷିଆର ସଙ୍କେତ, ଆମେରିକା-ବିଟ୍ରେନ ୟୁକ୍ରେନ୍କୁ ଯୋଗାଇବେ ଅସ୍ତ୍ରଶସ୍ତ୍ର…
ମସ୍କୋ,୨୨।୭ : ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୫ ମାସ ବିତିଗଲାଣି। ରୁଷିଆ ସୈନ୍ୟ ୟୁକ୍ରେନ୍ ଦଖଲ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ପୂର୍ବ ଡୋନବାସରେ ଚାଲିଥିବା ସଂଘର୍ଷ ମଧ୍ୟରେ ୟୁକ୍ରେନକୁ ଅଧିକ ରକେଟ ସିଷ୍ଟମ, ଗୁଳି ଏବଂ ଅନ୍ୟାନ୍ୟ ସାମରିକ ସହାୟତା ଯୋଗାଇଦେବାକୁ…
ଅବିବାହିତାଙ୍କୁ ଗର୍ଭପାତ ଅନୁମତି
ନୂଆଦିଲ୍ଲୀ, ୨୨/୭:୨୪ ସପ୍ତାହର ଗର୍ଭବତୀ ଥିବା ଜଣେ ଅବିବାହିତା ଯୁବତୀଙ୍କୁ ଗର୍ଭପାତ କରାଇବାକୁ ସୁପ୍ରିମକୋର୍ଟ ଗୁରୁବାର ଅନୁମତି ଦେଇଛନ୍ତି। ଫଳରେ ୨୦ ସପ୍ତାହରୁ ଅଧିକ ସମୟ ଗର୍ଭବତୀ ହେବା ପରେ କୌଣସି ଯୁବତୀ ଗର୍ଭପାତ କରାଇପାରିବେ ନାହିଁ ବୋଲି ପୂର୍ବରୁ ଦିଲ୍ଲୀ…
ଦ୍ରୌପଦୀଙ୍କ ଘରେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୧।୭: ପ୍ରଥମ ଓଡ଼ିଆ ଓ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଗୁରୁବାର ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ମୁର୍ମୁଙ୍କ ଐତିହାସିକ ବିଜୟ ପରେ ଦେଶରେ ଉତ୍ସବର ମାହୋଲ ଦେଖାଦେଇଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବା…
ଦ୍ରୌପଦୀ ହେବେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୧।୭: ରାଇସିନା ହିଲ୍ରେ ଚମକିବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ଗୁରୁବାର ଦେଶର ୧୫ତମ ରାଷ୍ଟ୍ରପତି ଭାବେ ପ୍ରଥମ ଓଡ଼ିଆ ଓ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହୋଇଛନ୍ତି। ଆସନ୍ତା ୨୫ରେ ସେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ…
ସରିଲା ଦ୍ୱିତୀୟ ରାଉଣ୍ଡ ଗଣତି: ୧୦ ରାଜ୍ୟରେ ଦ୍ରୌପଦୀ ଆଗରେ
ନୂଆଦିଲ୍ଲୀ,୨୧।୭: ରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ଭୋଟଗଣନା ଜାରି ରହିଛି। ଇତିମଧ୍ୟରେ ଦ୍ୱିତୀୟ ରାଉଣ୍ଡ ଗଣତି ଶେଷ ହୋଇଛି। ପ୍ରଥମ ଭଳି ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ଦ୍ରୌପଦୀ ମୁର୍ମୁ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କଠାରୁ ବହୁ ଆଗରେ ରହିଛନ୍ତି। ୧୦…
ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ପାଇଁ ଡିନରର ଆୟୋଜନ କରିବେ କୋବିନ୍ଦ
ନୂଆଦିଲ୍ଲୀ,୨୧ ।୭: ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ୨୪ ଜୁଲାଇରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ୨୫ ଜୁଲାଇରେ ସେ ରାଷ୍ଟ୍ରପତି ଭବନ ଛାଡିବେ । ହେଲେ ଏହା ପୂର୍ବରୁ ସେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ପାଇଁ…
ପୁଣି ଆଉ ୨ ଗେଟ୍ ଖୋଲିଲା ହୀରାକୁଦ: ୧୦ ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ
ସମ୍ବଲପୁର,୨୧ା୭(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ହୀରାକୁଦ ଡ୍ୟାମର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଫଳରେ ଗୁରୁବାର ପୂର୍ବାହ୍ନରେ ୩ଟି ଗେଟ୍ ଖୋଲାଯାଇଥିବା ବେଳେ ଅପରାହ୍ନରେ ଆଉ ଦୁଇଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୫ଟି ଗେଟ୍ ଖୋଲାଯାଇଥିଲା। ବର୍ତ୍ତମାନ ମୋଟ୍…
ପ୍ରଥମ ରାଉଣ୍ଡ ଫଳାଫଳ: ଦ୍ରୌପଦୀ ମୁର୍ମୁ ଆଗରେ
ନୂଆଦିଲ୍ଲୀ,୨୧।୭: ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଗୁରୁବାର ପ୍ରକାଶ ପାଇବ। ଏଥିପାଇଁ ସକାଳ ୧୧ଟାରୁ ଗଣତି ଆରମ୍ଭ ହୋଇଯାଇଛି। ପ୍ରଥମ ରାଉଣ୍ଡ ଭୋଟ ଗଣନାରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଗୁଆ ଅଛନ୍ତି। ରାଜ୍ୟ ସଭା ମହାସଚିବ ପିସି ମୋଦି କହିଛନ୍ତି, ଏମ୍ପିଙ୍କ…
ବିଜୟ ପରେ ଦ୍ରୌପଦୀ ମୁର୍ମୁଙ୍କ ଘରକୁ ଯିବ ପୂରା ମୋଦି କ୍ୟାବିନେଟ
ନୂଆଦିଲ୍ଲୀ,୨୧ ।୭: ରାଷ୍ଟ୍ରପତି ନିର୍ବାଚନର ମତଗଣନା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇବାକୁ ସମ୍ପୂର୍ଣ୍ଣ ମୋଦି କ୍ୟାବିନେଟ ତାଙ୍କ ଘରେ ପହଞ୍ଚିବେ । କୁହାଯାଉଛି କି ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରୋଡ ଶୋ’ କରି ଦ୍ରୌପଦୀଙ୍କ…
Archives


