ଶିବାଜୀଙ୍କୁ ନେଇ ରାଜନୈତିକ ବିବାଦ, ଶିନ୍ଦେ କଲେ ଲୋକାର୍ପଣ-ଏନସିପି କ୍ଷୀରରେ କଲା ଶୁଦ୍ଧିକରଣ…
ମୁମ୍ବାଇ, ୧୭।୯ : ମହାରାଷ୍ଟ୍ରରେ ଶିବାଜୀଙ୍କୁ ନେଇ ରାଜନୈତିକ ବିବାଦ ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଔରଙ୍ଗାବାଦରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତିର ଲୋକାର୍ପଣ କରିଛନ୍ତି। ଏହାର ପ୍ରତିବାଦରେ ଏନସିପିର ଯୁବ ମୋର୍ଚ୍ଚା ନେତାମାନେ ଏହି ପ୍ରତିମୂର୍ତ୍ତିକୁ ଶୁଦ୍ଧିକରଣ କରି…
ସର୍ବାଧିକ ଫଲୋର୍ସରେ ପ୍ରଧାନମନ୍ତ୍ରୀ ଦ୍ୱିତୀୟ ସ୍ଥାନରେ…
ନୂଆଦିଲ୍ଲୀ, ୧୭।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୭୨ ବର୍ଷରେ ପାଦ ଦେଇଛନ୍ତି। ୨୬ ମେ ୨୦୧୪ରେ, ସେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏହା ପରେ ସେ ୨୦୧୯ ରେ ପୁନର୍ବାର ପ୍ରଧାନମନ୍ତ୍ରୀ…
୭୨୮୪୯ ବର୍ଗ କିଲୋମିଟର ଅଞ୍ଚଳ ଜଙ୍ଗଲ ବାଘଙ୍କ ନାମରେ, ଖର୍ଚ୍ଚ ହେଉଛି ବାର୍ଷିକ ୩୪ ହଜାର ଲକ୍ଷ ଟଙ୍କା…
ନୂଆଦିଲ୍ଲୀ, ୧୭।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ନାମ୍ବିଆର ଆଠଟି ଚିତା ଭାରତରେ ପହଞ୍ଚିଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସେମାନଙ୍କୁ ଛାଡ଼ିଛନ୍ତି। ବର୍ତ୍ତମାନ ଭାରତର ବିଲେଇ ପରିବାରରେ ଏକ ନୂତନ ସଦସ୍ୟ ଚିତା ଯୋଗ କରାଯାଇଛି।…
ଗୁଜରାଟ ପାକିସ୍ତାନ ନୁହେଁ…
ମୁମ୍ବାଇ, ୧୭।୯ : ବେଦାନ୍ତ-ଫକ୍ସକନ ଚୁକ୍ତିକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ବାକ୍ଯୁଦ୍ଧ ଜାରି ରହିଛି। ଏହି କ୍ରମରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏନସିପି ଏବଂ ଶିବସେନାକୁ ଟାର୍ଗେଟ କରି…
ପାକିସ୍ତାନ ବନ୍ୟା ୧.୬୦ କୋଟି ଶିଶୁ ପ୍ରଭାବିତ..
ଇସଲାମାବାଦ/ଜେନେଭା, ୧୭।୯ : ନିକଟରେ ପାକିସ୍ତାନରେ ଘଟିଥିବା ଭୟଙ୍କର ସୁପର ବନ୍ୟା ଦ୍ୱାରା ଦେଶର ୧.୬୦ କୋଟି ଶିଶୁ ପ୍ରଭାବିତ ହୋଇଛନ୍ତି। ମିଳିତ ଜାତିସଂଘ କହିଛି ଯେ ବନ୍ୟା ଯୋଗୁ ୩୪ ଲକ୍ଷ ପିଲାଙ୍କ ଜୀବନ ବଞ୍ଚାଇବା ପାଇଁ ଜରୁରୀ ସହାୟତାର…
ପ୍ରଥମ ଥର ପାଇଁ ମହିଳା ପାଇଲଟ ଚଳାଇବେ ଚିନୁକ ହେଲିକପ୍ଟର…
ନୂଆଦିଲ୍ଲୀ, ୧୭।୯ : ଭାରତୀୟ ବାୟୁସେନାର ଚିନୁକ ହେଲିକପ୍ଟରକୁ ଦୁଇଜଣ ମହିଳା ପାଇଲଟ ପ୍ରଥମ ଥର ପାଇଁ ଉଡାଇବାର ଦେଖିବାକୁ ମିଳିବ। ଏହା ପ୍ରଥମ ଥର ପାଇଁ ବାୟୁସେନା ଦୁଇ ମହିଳା ଯୁଦ୍ଧ ବିମାନ ପାଇଲଟଙ୍କୁ ଏହାର ଫ୍ରଣ୍ଟଲାଇନ ଚିନୁକ ହେଲିକପ୍ଟର…
ଆମ ସିଂହ ଭାରତ ଯୋଡ ଯାତ୍ରାରେ, ତେଣୁ ଭାଜପା ଆଣିଛି ବିଦେଶୀ ଚିତା…
ନୂଆଦିଲ୍ଲୀ, ୧୭।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କୁନୋ ଜାତୀୟ ଉଦ୍ୟାନରେ ନାମ୍ବିଆରୁ ଆଣାଯାଇଥିବା ଚିତାକୁ ଛାଡ଼ିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ ଦୁର୍ଭାଗ୍ୟଜନକ ଯେ ଆମେ ୧୯୫୨ ମସିହାରେ ଦେଶରୁ ଚିତା ବିଲୁପ୍ତ ହୋଇଥିବାର ଘୋଷଣା କରିଥିଲୁ,…
ନେପାଳରେ ଭୂସ୍ଖଳନ: ୧୭ ମୃତ…
କାଠମାଣ୍ଡୁ, ୧୭।୯ : ପ୍ରବଳ ବର୍ଷା ଯୋଗୁ ପଶ୍ଚିମ ନେପାଳର ଅଛାମ ଜିଲାରେ ଏକ ବଡ ଧରଣର ପ୍ରାକୃତିକ ବିପର୍ଯ୍ୟୟ ଘଟିଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ମାଟି ତଳେ ଦବି ୧୦…
ଧାର୍ମିକ ମୌଳବାଦ ଦେଶରେ ଚରମ ସୀମାରେ, ସ୍ଥିତି ବିପଜ୍ଜନକ: କେସିଆର୍…
ହାଇଦ୍ରାବାଦ,୧୭।୯ : ଶନିବାର ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର୍) ଅଭିଯୋଗ କରିଛନ୍ତି ଯେ ଦେଶରେ ତଥା ତେଲେଙ୍ଗାନାରେ ସାମ୍ପ୍ରଦାୟିକ ଗୋଷ୍ଠୀ ସମାଜକୁ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଲୋକଙ୍କ ମଧ୍ୟରେ ଘୃଣା ବିସ୍ତାର କରୁଛନ୍ତି। ତେଲେଙ୍ଗାନା ରାଷ୍ଟ୍ରୀୟ ଏକତା…
ଦିନେ କମିଲେ ପୁଣି ବଢୁଛି…
ନୂଆଦିଲ୍ଲୀ, ୧୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା ବଢ଼ି ପୁଣି ୪୬ ହଜାର ଉପରେ ରହିଛି। କେରଳରେ…
‘ଦେଶ ପାଇଁ ଐତିହାସିକ ଦିନ’
ନୂଆଦିଲ୍ଲୀ,୧୭।୯: ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପହଞ୍ଚିଥିବା ୮ ଚିତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁନୋ ନ୍ୟାଶନାଲ ପାର୍କରେ ଛାଡିଛନ୍ତି। ୮ ଚିତା ଆସିବା ଦେଶ ପାଇଁ ଐତିହାସିକ ଦିନ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଏଥସହ ଚିତା ଦେଇଥିବାରୁ…
କୁନୋ ନ୍ୟାଶନାଲ ପାର୍କରେ ଚିତାଙ୍କୁ ଛାଡିଲେ ମୋଦି
ଭୋପାଳ,୧୭।୯: ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ୮ ଚିତା ଶନିବାର କୁନୋ ନ୍ୟାଶନାଲ ପାର୍କରେ ପହଞ୍ଚିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ସ୍ବାଗତ କରି ପାର୍କରେ ଛାଡିଛନ୍ତି। ଏପରିକି ମୋଦି ଚିତାଙ୍କ ଫଟୋ ଉଠାଇଥିଲେ। ନାମିବିୟାରୁ ସ୍ବତନ୍ତ୍ର ବିମାନ…
Archives


