Home Middle

ଟି-୨୦ ବିଶ୍ୱକପ୍‌: ଟସ୍‌ ଜିତିଲା ଭାରତ

ମେଲବୋର୍ନ,୬।୧୧: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୨ ସୁପର-୧୨ର ଶେଷ ମ୍ୟାଚ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି। ଭାରତ ଅଧିନାୟକ ରୋହିତ ଶର୍ମା ଟସ ଜିତି ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜିମ୍ବାୱେ ବିପକ୍ଷ…

୫ କୋଟି କୋଭାକ୍ସିନ୍‌ ଡୋଜ ନଷ୍ଟ ହେବାକୁ ଯାଉଛି, କାରଣ ସମ୍ପର୍କରେ ସୂଚନା ଦେଲା ଭାରତ ବାୟୋଟେକ…

ନୂଆଦିଲ୍ଲୀ,୬।୧୧ : ଭାରତ ବାୟୋଟେକ କରୋନା ଟିକା କୋଭାକ୍ସିନ୍‌ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି। କମ୍ପାନୀ କହିଛି ଯେ ଏହା ନିକଟରେ ପଡ଼ିଥିବା କରୋନା ଟିକାର ୫ କୋଟି ଡୋଜ ୨୦୨୩ ପ୍ରାରମ୍ଭରେ ନଷ୍ଟ ହେବାକୁ ଯାଉଛି। କମ୍ପାନୀ କହିଛି…

ମୁଖ୍ୟମନ୍ତ୍ରୀ ପାଇଁ ଶିନ୍ଦେଙ୍କ ନାମ ପ୍ରସ୍ତାବ ଦେଇଥିଲେ ଫଡନାଭିସ…

ମୁମ୍ବାଇ,୬।୧୧ : ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ସରକାରଙ୍କ ପତନ ପରେ ଦେବେନ୍ଦ୍ର ଫଡନାଭିସଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରାଯାଇପାରିବ ବୋଲି ଆଲୋଚନା ହୋଇଥିଲା। ତେବେ ସମସ୍ତ କଳ୍ପନାଜଳ୍ପନା ଭୁଲ ବୋଲି ପ୍ରମାଣିତ ହୋଇଥିଲା ଏବଂ ପ୍ରାୟ ୪୦ଜଣ ବିଧାୟକଙ୍କ ସମର୍ଥନ ଥିବା…

ରୁଷିଆ ସପକ୍ଷରେ ଭୋଟ ଦେଲା ଭାରତ…

ଜେନେଭା,୬।୧୧ : ମିଳିତ ଜାତିସଂଘରେ ନାଜିବାଦ ଉପରେ ରୁଷିଆର ପ୍ରସ୍ତାବ ସପକ୍ଷରେ ଭାରତ ଭୋଟ ଦେଇଛି। ରଣନୀତି ଅନୁଯାୟୀ ଏହି ଭୋଟ ଦେଇ ଭାରତ ଅନେକ ବାର୍ତ୍ତା ଦେଇଛି। ବିଶେଷ କଥା ହେଉଛି ଆମେରିକା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ଭଳି ଦେଶ…

ମୋକାମରୁ ଆରଜେଡ଼ି ବିଜୟୀ…

ପାଟନା,୬।୧୧ : ୨୦୨୨ ଉପ-ନିର୍ବାଚନରେ ବାହୁବଳୀ ନେତା ଅନନ୍ତ ସିଂଙ୍କ ସ୍ତ୍ରୀ ନୀଲମ ଦେବୀ ଆରଜେଡି ଟିକେଟରେ ମୋକାମା ଆସନରୁ ଜିତିଛନ୍ତି। ସେ ଭାରତୀୟ ଜନତା ପାର୍ଟିର ସୋନମ ଦେବୀଙ୍କୁ ୨୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ନୀଲମ ଦେବୀ…

ଜମ୍ମୁ-କଶ୍ମୀରକୁ ମିଳିପାରେ ରାଜ୍ୟ ମାନ୍ୟତା, ଅର୍ଥମନ୍ତ୍ରୀ ଦେଲେ ସଙ୍କେତ…

ଥିରୁଭାନନ୍ତପୁରମ,୬।୧୧ : ଜମ୍ମୁ-କଶ୍ମୀରକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ସଙ୍କେତ ଦେଇଛନ୍ତି। ୧୪ ତମ ଅର୍ଥ ଆୟୋଗର ସୁପାରିଶ ବିଷୟରେ ସୂଚନା ଦେଇ ସେ ପାଣ୍ଠି ବଣ୍ଟନ ସମ୍ବନ୍ଧରେ ସେ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ। ଥିରୁଭାନନ୍ତପୁରମରେ ଏହି…

ଗୋଟିଏ ପରେ ଗୋଟିଏ ରାଉଣ୍ଡରେ ଭାଜପା ଆଗରେ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ଭଦ୍ରକସ୍ଥିତ ସଂସ୍କୃତି ଭବନଠାରେ ରବିବାର ସକାଳ ୮ରୁ ଭୋଟଗଣନା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ତେବେ ଗୋଟିଏ ପରେ ଗୋଟିଏ ରାଉଣ୍ଡରେ ଭାଜପା ଆଗରେ ରହୁଛି । ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଭାଜପା ୩୨୬୧ ଖଣ୍ଡ ଭୋଟରେ ଆଗୁଆ…

ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବି ଭାଜପା ଆଗୁଆ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ଓଡ଼ିଶାବାସୀଙ୍କ ନଜରରେ ଧାମନଗର ଉପ-ନିର୍ବାଚନ ଫଳାଫଳ ରହିଥିବା ବେଳେ ପ୍ରଥମ ରାଉଣ୍ଡ ଓ ୨ୟ ରାଉଣ୍ଡରେ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହିଛନ୍ତି। ତେବେ ତୃତୀୟ ରାଉଣ୍ଡରେ ବି ଭାଜପା ଆଗରେ ରହିଛି। ତୃତୀୟ ରାଉଣ୍ଡ ଗଣତି ଶେଷ…

ଭାଜପାର ନିର୍ବାଚନୀ ଇସ୍ତାହାର ଜାରି : ୟୁନିଫର୍ମ ସିଭିଲ କୋଡଠାରୁ ନିଯୁକ୍ତି ପର୍ଯ୍ୟନ୍ତ ୧୧ ପ୍ରତିଶ୍ରୁତି…

ଶିମଲା,୬।୧୧ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା ରବିବାର ଶିମଲାରେ ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ଦଳର ଇସ୍ତାହାର ପ୍ରକାଶ କରିଛନ୍ତି। ଏଥିରେ ୟୁନିଫର୍ମ ସିଭିଲ କୋଡ୍‌ ଠାରୁ ଠାରୁ ଆରମ୍ଭ କରି ରାଜ୍ୟରେ ଚାକିରି ଯୋଗାଇବା…

ସୈନ୍ୟ କମାଣ୍ଡର୍ସ ସମ୍ମଳନୀରେ ଏଲଏସି ପାଇଁ ନୂଆ ରଣନୀତି…

ନୂଆଦିଲ୍ଲୀ,୬।୧୧ : ପୂର୍ବ ଲଦାଖରେ ଥିବା ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତ-ଚାଇନା ସମ୍ପର୍କ ଉପରେ ଏକ ନୂତନ ରଣନୀତି ପ୍ରସ୍ତୁତ କରାଯାଉଛି। ସୋମବାରଠାରୁ ଦିଲ୍ଲୀରେ ଆରମ୍ଭ ହେବାକୁ ଥିବା ପାଞ୍ଚ ଦିନିଆ ମିଲିଟାରୀ କମାଣ୍ଡର୍ସ…

ସେମିଫାଇନାଲରେ ଟିମ୍‌ ଇଣ୍ଡିଆ…

ମେଲବୋର୍ନ,୬।୧୧ : ରବିବାର ନେଦରଲାଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକା ପରାସ୍ତ ହେବା ପରେ ଭାରତୀୟ ଦଳ ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ଗ୍ରୁପ-୨ ରୁ ଶେଷ -୪ରେ ପହଞ୍ଚିବାରେ ଟିମ୍‌ ଇଣ୍ଡିଆ ପ୍ରଥମ ଦଳ ହୋଇଛି। ଚାରିଟି ମ୍ୟାଚରେ ଟିମ…

ପ୍ରାରମ୍ଭିକ ପର୍ଯ୍ୟାୟରେ ଭାଜପା ଆଗୁଆ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ଆଜି ଆସିବ ନିର୍ବାଚନ ଫଳାଫଳ। କିଏ ମାରିବ ବାଜି! ଏ ନେଇ ସବୁଠି ଚର୍ଚ୍ଚା। ଓଡ଼ିଶାବାସୀଙ୍କ ନଜରରେ ରହିଛି ଧାମନଗର ନିର୍ବାଚନ ଫଳାଫଳ। କାହା ଅଙ୍କକଷା କେତେ କାମ କରିବ? ୩ ପ୍ରମୁଖ ଦଳ ମଧ୍ୟରେ ଅଛନ୍ତି ସ୍ବାଧୀନ ପ୍ରାର୍ଥୀ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri