Home Middle

ଦେଶ ନୁହେଁ ଗୁରୁତ୍ୱପୂର୍ଣ୍ଣ ଟି-୨୦ : ପୃଥିବୀର ଅଧା କ୍ରିକେଟର ଲିଗ୍‌ ପାଇଁ ଜାତୀୟ ଚୁକ୍ତିନାମା ଛାଡ଼ିବାକୁ ରାଜି…

ଓ୍ବାଶିଂଟନ,୧।୧୨ : ସମଗ୍ର ବିଶ୍ୱରେ ଗୋଟିଏ ପରେ ଗୋଟିଏ ଆରମ୍ଭ ହେଉଥିବା ଫ୍ରାଞ୍ଚାଇଜ ଆଧାରିତ ଟି-୨୦ ଲିଗର ପ୍ରଭାବ ଖେଳାଳିଙ୍କ ଉପରେ ବୃଦ୍ଧି ପାଉଛି। ଅନ୍ତର୍ଜାତୀୟ କ୍ରିକେଟରଙ୍କ ସଂସ୍ଥା ଫିକା(ଏଫଆଇସିଏ) ଏହାର ସଦ୍ୟତମ ସର୍ଭେରେ କହିଛି ଯେ ଟି-୨୦ ଲିଗ ପାଇଁ…

ବିଶ୍ୱ କଲ୍ୟାଣ ପାଇଁ ଚିନ୍ତାଧାରାରେ ପରିବର୍ତ୍ତନ ଜରୁରୀ : ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧।୧୨ : ବିଶ୍ୱର ବୃହତ୍ତମ ଅର୍ଥନୀତିର ଫୋରମ ଜି-୨୦ ରେ ଭାରତର ଅଧ୍ୟକ୍ଷତା ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହି ମର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ମାନବିକତାର ସାମଗ୍ରିକ ଉନ୍ନତି ପାଇଁ ଚିନ୍ତାଧାରାରେ ଏକମୌଳିକ ପରିବର୍ତ୍ତନର ଆବଶ୍ୟକତା ରହିଛିି। ବିଶ୍ୱର…

ଜଳ ଶକ୍ତି ମନ୍ତ୍ରଣାଳୟର ଟୁଇଟର ହ୍ୟାଣ୍ଡେଲ ହ୍ୟାକ…

ନୂଆଦିଲ୍ଲୀ,୧।୧୨ : ଦିଲ୍ଲୀ ଏମ୍ସର ସର୍ଭର ହ୍ୟାକ ପରେ ଏବେ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରଣାଳୟର ଟୁଇଟର ହ୍ୟାଣ୍ଡେଲକୁ ହ୍ୟାକରମାନେ ହ୍ୟାକ କରିଛନ୍ତି। ସୁରକ୍ଷା ଏଜେନ୍ସି ଏବଂ ସାଇବର ଶାଖା ଏହାର ଯାଞ୍ଚ୍‌ରେ ଲାଗିଛନ୍ତି। ମନ୍ତ୍ରଣାଳୟର ଟୁଇଟର ହ୍ୟାଣ୍ଡେଲକୁ ଗୁରୁବାର ସକାଳେ…

ଇଡିରେ ହାଜର ହେଲେ ହୋଟେଲ ବ୍ୟବସାୟୀ

ଭୁବନେଶ୍ୱର,୧ା୧୨(ବ୍ୟୁରୋ): ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲାରେ ଗୁରୁବାର ଇଡିରେ ହାଜର ହୋଇଛନ୍ତି ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ। ମାଷ୍ଟରକ୍ୟାଣ୍ଟିନଠାରେ ଥିବା ତାଙ୍କର ଏକ ହୋଟେଲରେ ଡିଲ୍‌ ହୋଇଥିବା ବୋଲି କୁହାଯାଉଛି। ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ଉଭୟ ସେହି ହୋଟେଲରେ…

ଡିଜିଟାଲ ଟଙ୍କାର ରିଟେଲ ଟ୍ରାଏଲ : ପ୍ରଥମେ ମୁମ୍ବାଇ-ନୂଆଦିଲ୍ଲୀ-ବେଙ୍ଗାଲୁରୁ-ଭୁବନେଶ୍ୱରରେ…

ନୂଆଦିଲ୍ଲୀ,୧।୧୨ : ଖୁଚୁରା ଡିଜିଟାଲ ଟଙ୍କାର ପାଇଲଟ ପ୍ରକଳ୍ପ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହା ପୂର୍ବରୁ ୧ ନଭେମ୍ବର ୨୦୨୨ ରେ ହୋଲସେଲ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା (ସିବିଡିସି) ର ଏକ ଟ୍ରାଏଲ ରନ ଆରମ୍ଭ କରାଯାଇଥିଲା। ଭାରତୀୟ ରିଜର୍ଭ…

ଚାଇନା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ କଲା ଆମେରିକା…

ଓ୍ବାଶିଂଟନ,୧।୧୨ : ଆମେରିକାର ସାଂସଦ ରାଜା କୃଷ୍ଣମୂର୍ତ୍ତି ଚାଇନାର ଭାରତ ବିରୋଧୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ବିଶ୍ୱ ସମ୍ମୁଖରେ କରିଛି। କୃଷ୍ଣମୂର୍ତ୍ତି କହିଛନ୍ତି ଯେ ଭାରତ ଏବଂ ଚାଇନା ମଧ୍ୟରେ ଲାଇନ ଅଫ ଆକଚ୍ୟୁଆଲ କଣ୍ଟ୍ରୋଲ(ଏଲଏସି) ନିକଟରେ ଏକ ନୂତନ ପିପୁଲ୍ସ ଲିବରେଶନ…

ଟ୍ରକ୍‌ ପଛରେ ପିଟି ହେଲା କାର୍‌, ୪ ଜଣଙ୍କ ଜୀବନ ଗଲା

ଖୋର୍ଦ୍ଧା ଅଫିସ,୧ା୧୨: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ବଡ଼ପୋଖରୀଆ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏନ୍‌ଏଚ୍‌-୧୬ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛରେ କାର୍‌ ପିଟି ହେବାରୁ ଘଟଣାସ୍ଥଳରେ ୪ଜଣଙ୍କ ଜୀବନ ଯାଇଛି। କାର୍‌ରେ ଥିବା ୨ଜଣ…

ସରକାରୀ କାର୍ଯ୍ୟକ୍ରମରେ ଆମିଷ ଭୋଜନ-ବେସରକାରୀ କ୍ଷେତ୍ରରେ ଲାଞ୍ଚ କାରବାର ବିରୋଧରେ ଅଣାଯିବ ବିଧେୟକ…

ନୂଆଦିଲ୍ଲୀ,୧।୧୨ : ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଆମିଷ ଭୋଜନ ପରସା ନ ଯିବାକୁ ଏବଂ ବେସରକାରୀ କ୍ଷେତ୍ରରେ ଲାଞ୍ଚ କାରବାର ବିରୋଧରେ ସଂସଦର ଶୀତକାଳୀନ ଅଧିବେଶନରେ ଏହି ପରିପ୍ରେକ୍ଷୀରେ ଏକ ଘରୋଇ ବିଲ ଅଣାଯିବାର ଯୋଜନା ରହିଛି। ଏହି ଦୁଇଟି ଘରୋଇ…

ରାସ୍ତାରୁ ହଟିବ ୧୫ ବର୍ଷିଆ ଗାଡ଼ି

ଭୁବନେଶ୍ୱର,୧ା୧୨(ବ୍ୟୁରୋ): ସହରାଞ୍ଚଳରୁ ବାୟୁ ପ୍ରଦୂଷଣ ମାତ୍ରା କମାଇବାକୁ ରାଜ୍ୟ ସରକାର ୧୫ ବର୍ଷିଆ ସମସ୍ତ ଯାନକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ପଞ୍ଜୀକୃତ ଯାନ ସ୍କ୍ରାପିଂ ସୁବିଧା ନୀତି-୨୦୨୨(ରେଜିଷ୍ଟର୍ଡ ଭେହିକିଲ୍‌ ସ୍କ୍ରାପିଂ ଫାସିଲିଟି ପଲିସି-୨୦୨୨) ଆଣିଛନ୍ତି। ଏହି…

ଦୈନିକ ମୃତ୍ୟୁ ସଂଖ୍ୟା ଶୂନ…

ନୂଆଦିଲ୍ଲୀ, ୧।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି। ଦୈନିକ ସଂକ୍ରମଣ…

ପାକିସ୍ତାନ ସହିତ ଭଲ ସମ୍ପର୍କ ଚାହୁଁଛି ଆମେରିକା…

ଓ୍ବାଶିଂଟନ,୧।୧୨ : ପାକିସ୍ତାନର ନୂତନ ସେନା ମୁଖ୍ୟ ଅସୀମ ମୁନିର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଆମେରିକା ପାକିସ୍ତାନ ସହ ଦୀର୍ଘମିଆଦୀ ସମ୍ପର୍କ ଏବଂ ସହଯୋଗ ଜାରି ରଖିବାକୁ ଇଚ୍ଛା ପ୍ରକାଶ କରିଛି। ଏହା ମଧ୍ୟ କହିଛି ଯେ ଆମେରିକାର…

ଷ୍ଟେମ୍‌ ସୁପରଷ୍ଟାର ହେଲେ ୩ ମୂଳ ଭାରତୀୟ…

ମେଲବୋର୍ନ,୧।୧୨ : ତିନି ଜଣ ମୂଳ ଭାରତୀୟ ମୂଳ ଅଷ୍ଟ୍ରେଲିଆର ଷ୍ଟେମ୍‌ ସୁପରଷ୍ଟାର ଭାବରେ ମନୋନୀତ ହୋଇଛନ୍ତି। ସେମାନେ ୬୦ ବୈଜ୍ଞାନିକ, ଟେକ୍ନୋଲୋଜିଷ୍ଟ, ଇଞ୍ଜିନିୟର ଏବଂ ଗଣିତଜ୍ଞଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ (ଷ୍ଟେମ୍‌) ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri