Home Middle

‘ଶତ୍ରୁଙ୍କ ସହ ମୁକାବିଲା ପାଇଁ ଶକ୍ତିଶାଳୀ ଅସ୍ତ୍ର ପ୍ରସ୍ତୁତ କରୁଛୁ’

ମସ୍କୋ,୧୧ା୧୨: ରୁଷିଆର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଡିଭେଡଭ ରବିବାର କହିଛନ୍ତି, ୟୁରୋପ, ଆମେରିକା ଏବଂ ଅଷ୍ଟ୍ରେଲିଆ ପରି ଶତ୍ରୁମାନଙ୍କଠାରୁ ନିଜକୁ ରକ୍ଷା କରିବା ପାଇଁ ଦେଶ ଦ୍ରୁତ ଗତିରେ ନୂତନ ପିଢ଼ିର ଅସ୍ତ୍ର ଉତ୍ପାଦନ କରୁଛି। ସେ କହିଛନ୍ତି, ଆମେ ନୂତନ…

ସ୍ବଦେଶ ଫେରିଲେ ଶେହବାଜଙ୍କ ପୁଅ, ଦୁର୍ନୀତି ଅଭିଯୋଗରେ କରିବେ ଆତ୍ମସମର୍ପଣ…

ଇସଲାମାବାଦ,୧୧।୧୨ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ପଳାତକ ପୁତ୍ର ସୁଲେମାନ ଶେହବାଜ ଲଣ୍ଡନରେ ଚାରି ବର୍ଷ ଆତ୍ମ-ର୍ନିବାସନ ପରେ ରବିବାର ସକାଳେ ସ୍ବଦେଶ ଫେରିଛନ୍ତି। ଦୁର୍ନୀତିର ଅନେକ ଅଭିଯୋଗତାଙ୍କ ବିରୋଧରେ ରହିଛି। ଡିସେମ୍ବର ୧୩ ପର୍ଯ୍ୟନ୍ତ ଆତ୍ମସମର୍ପଣ କରିବାକୁ କୋର୍ଟ…

ଭାଜପାର ଚା’ ବାଲାର ଜବାବ କଂଗ୍ରେସ କ୍ଷୀର ବାଲାରେ ଦେଲା…

ଶିମଲା,୧୧।୧୨ : ସୁଖବିନ୍ଦର ସିଂ ସୁଖୁ ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏପରି କରି କଂଗ୍ରେସ ଭାଜପାର ଚା’ ବାଲାର ଜବାବ କ୍ଷୀର ବାଲାରେ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚା’ ବିକ୍ରି କରୁଥିଲେ। ସେହିପରି…

୮୦ ପ୍ରତିଶତ ଶ୍ରୀଲଙ୍କା ନାଗରିକ ଭୋକ ବିକଳରେ ବାଧ୍ୟ ହୋଇ ବିକ୍ରି କରୁଛନ୍ତି ନିଜ ସମ୍ପତ୍ତି…

କଲମ୍ବୋ,୧୧।୧୨ : ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଯୋଗୁଁ ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ଯେ ଲୋକମାନେ ଭୋକ ବିକଳରେ ଖାଦ୍ୟ ଯୋଗାଡ଼ କରିବା ପାଇଁ ଭଲ ସମୟରେ କିଣିଥିବା ସମ୍ପତ୍ତି ବିକ୍ରୟ କରୁଛନ୍ତି। ତଥାପି ସେମାନଙ୍କୁ ଖାଇବାକୁ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦର ସିଂ ସୁଖୁ, ମୁକେଶ ଅଗ୍ନିହୋତ୍ରୀ ହେଲେ ଉପମୁଖ୍ୟମନ୍ତ୍ରୀ

ଶିମଲା,୧୧ ।୧୨: ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ସୁଖବିନ୍ଦର ସିଂ ସୁଖୁ ରବିବାର ଶପଥ ଗ୍ରହଣ କରିଛନ୍ତି । ଏହା ବ୍ୟତୀତ ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରବିବାର ଶିମଲାର ରିଜ ମଇଦାନରେ ଦିନ…

ସୋମବାର ୨୫ ରାଜ୍ୟର ୧୯୭ ଜିଲାରେ ଆପ୍ରେଣ୍ଟିଶିପ ମେଳା…

ନୂଆଦିଲ୍ଲୀ,୧୧।୧୨ : ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗକୁ ଉତ୍ସାହିତ କରିବା ପାଇଁ ଜାତୀୟ ଦକ୍ଷତା ବିକାଶ ଯୋଜନା ଅଧୀନରେ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ୧୨ ଡିସେମ୍ବର ୨୦୨୨ ରେ ୨୫ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର…

୨୦ ନେତାଙ୍କ ସୁରକ୍ଷା ବ୍ୟବସ୍ଥା ହଟାଗଲା…

ଶ୍ରୀନଗର,୧୧।୧୨ : ଜମ୍ମୁ-କଶ୍ମୀରରେ ୨୦ ଜଣ ରାଜନେତାଙ୍କ ସୁରକ୍ଷା ପ୍ରତ୍ୟାହାର କରାଯାଇଛି। ଡିସେମ୍ବର ୧୦ ରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। କିଛି ନେତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କମାଇ ଦିଆଯାଇଛି। ରାଜନେତାମାନଙ୍କୁ ସୁରକ୍ଷା କର୍ମୀ ପ୍ରଦାନ କରାଯିବା ବ୍ୟତୀତ ସେମାନଙ୍କ ଏସକର୍ଟ…

ଗୁଜରାଟରେ କାହିଁକି ହାରିଲା କଂଗ୍ରେସ, ବିରପ୍ପା ମୋଇଲି କହିଲେ କାରଣ…

ନୂଆଦିଲ୍ଲୀ,୧୧।୧୨ : ଗୁଜରାଟରେ କଂଗ୍ରେସର ଅପମାନଜନକ ପରାଜୟ କାହିଁକି ହେଲା? ଏଥିପାଇଁ କିଏ ଦାୟୀ? ଦଳର ବରିଷ୍ଠ ନେତା ଏମ ବିରାପ୍ପା ମୋଇଲି ବର୍ତ୍ତମାନ ଏହି ସବୁ କାରଣ ନେଇ ନୀରବତା ଭାଙ୍ଗିଛନ୍ତି। ମୋଇଲି କହିଛନ୍ତି ଯେ ବିଧାନସଭା ନିର୍ବାଚନରେ କଂଗ୍ରେସ…

କଟକଣା କୋହଳ ପରେ ଚାଇନାରେ କରୋନା ଆତଙ୍କ…

ବେଜିଂ,୧୧।୧୨ : ଚାଇନାରେ କରୋନା କଟକଣା କୋହଳ ପରେ ପୁଣି ଥରେ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ସଂକ୍ରମିତ ଲୋକଙ୍କ ସଂଖ୍ୟା ଉଦବେଗଜନକ ହାରରେ ବୃଦ୍ଧି ପାଇବାରେ ଲାଗିଛି। ଔଷଧ ପାଇଁ ଦୋକାନରେ ଲମ୍ବା ଧାଡି ଦେଖିବାକୁ ମିଳୁଛି। ଅଭାବ ଯୋଗୁ…

୪ ହଜାର ତଳେ ସକ୍ରିୟ ମାମଲା, ଦୈନିକ ସଂକ୍ରମଣ ୧୭୩…

ନୂଆଦିଲ୍ଲୀ, ୧୧।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ସେହିପରି…

ସ୍କ୍ରାପ ବିକ୍ରି କରି ୧୪୦ କୋଟିରୁ ଅଧିକ ଟଙ୍କା ଆୟ କଲା ଉତ୍ତର ପଶ୍ଚିମ ରେଲଓ୍ବେ…

ଜୟପୁର,୧୧।୧୨ : ସ୍କ୍ରାପରୁ କୋଟି କୋଟି ଟଙ୍କା ଆୟ କରିଛି ରେଲଓ୍ବେ। ଉତ୍ତର ପଶ୍ଚିମ ରେଲଓ୍ବେ ସ୍କ୍ରାପ ବିକ୍ରି କରି ୧୪୦କୋଟିରୁ ଅଧିକ ଆୟ ସଂଗ୍ରହ କରିଛି। ଉତ୍ତର ପଶ୍ଚିମ ରେଲଓ୍ବେ ଏହାର ଅଜମେର, ଯୋଧପୁର, ବିକାନେର ଏବଂ ଜୟପୁର ଡିଭିଜନରେ…

ବଦଳିବ ସଲାମ ଆଳତିର ନାମ, ହେବ ସନ୍ଧ୍ୟା ଆଳତି…

ବେଙ୍ଗାଲୁରୁ,୧୧।୧୨ : କର୍ନାଟକର ସମସ୍ତ ମନ୍ଦିରରେ ଥିବା ସଲାମ ଆଳତି ବର୍ତ୍ତମାନ ସନ୍ଧ୍ୟା ଆଳତି ଭାବରେ ପରିଚିତ ହେବ। ହିନ୍ଦୁ ମନ୍ଦିରଗୁଡିକର ତଦାରଖ କରୁଥିବା ସର୍ବୋଚ୍ଚ ସରକାରୀ ସଂସ୍ଥା ଏକ ୬ ମାସର ପ୍ରସ୍ତାବକୁ ଅନୁମୋଦନ କରିଛି। ଏଥିରେ, ଟିପୁ ସୁଲତାନଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri