Home Middle

୩ ମାସରେ ଆସିବ ୩ ଲହର: ଚାଇନାକୁ ଚେତାବନୀ…

ବେଜିଂ,୨୧।୧୨ : ଚାଇନାରେ କରୋନା ସଂକ୍ରମଣ କାୟା ବିସ୍ତାର କରୁଛି। ହଂକଂ ପୋଷ୍ଟର ଖବର ଅନୁଯାୟୀ ଚାଇନା ସରକାର କରୋନା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ନାହାନ୍ତି। କାରଣ ସାରା ଦେଶରେ ଜନ ବିରୋଧ ପରେ ସରକାର ଶୂନ-କୋଭିଡ ନୀତି…

୧୦ ଦେଶରେ ପୁଣି କରୋନା ଆତଙ୍କ…

ଓ୍ବାଶିଂଟନ,୨୧।୧୨ : ଚାଇନା ସମେତ ବିଶ୍ୱର ଅନେକ ଦେଶରେ କରୋନା ସଂକ୍ରମଣ ପୁଣି ଥରେ ବ୍ୟାପିବା ଆରମ୍ଭ କରିଛି। ପ୍ରତିଦିନ ପାଞ୍ଚରୁ ଛଅ ଲକ୍ଷ ନୂତନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ସେହିପରି ୧,୫୦୦ରୁ ୨,୦୦୦ ଲୋକ ମଧ୍ୟ ମରୁଛନ୍ତି। ଚାଇନା ଏବଂ…

ଚାଇନାରେ କରୋନା ଚିନ୍ତା ଜନକ, ଭାରତ ପାଇଁ ଭୟର କାରଣ ନାହିଁ: ପୁନାଓ୍ବାଲା…

ନୂଆଦିଲ୍ଲୀ,୨୧।୧୨ : ଚାଇନାରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଉଦବେଗ ପ୍ରକାଶ କରି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସିଇଓ ଆଦର ପୁନାୱାଲା ବୁଧବାର କହିଛନ୍ତି ଯେ ଭାରତର ଉତ୍କୃଷ୍ଟ ଟିକାକରଣ କଭରେଜ ଏବଂ ଟ୍ରାକ ରେକର୍ଡକୁ ବିଚାରକୁ ନେଇ ଜନସାଧାରଣଙ୍କୁ…

ଡ୍ରଗ୍ସ ବିରୋଧରେ ଏକଜୁଟ ହୋଇ ଲଢ଼ିବାକୁ ପଡ଼ିବ: ଶାହା…

ନୂଆଦିଲ୍ଲୀ,୨୧।୧୨ : ଲୋକସଭାରେ ଡ୍ରଗ୍ସ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଡ୍ରଗ୍ସ ଦେଶ ପାଇଁ ଏକ ଗୁରୁତର ସମସ୍ୟା। ଡ୍ରଗ୍ଟ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କଠୋର ନୀତି ଆପଣାଇଛନ୍ତି। ଡ୍ରଗ୍ସ…

ନିଜ କ୍ରିପ୍ଟୋକରେନ୍ସି ଯୋଗୁ ଭାରତରେ ସୃଷ୍ଟି ହୋଇପାରେ ଆର୍ଥିକ ସଙ୍କଟ: ଆରବିଆଇ ଗଭର୍ନରଙ୍କ ଚେତାବନୀ…

ନୂଆଦିଲ୍ଲୀ,୨୧।୧୨ : ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ନିଜର କ୍ରିପ୍ଟୋକରେନ୍ସି ଦ୍ୱାରା ଭାରତରେ ଆର୍ଥିକ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି। ସେ କ୍ରିପ୍ଟୋକୁ ବ୍ୟାଟିଂର ଏକ ମାଧ୍ୟମ ବୋଲି ମଧ୍ୟ କହିଛନ୍ତି। ଗତ କିଛି ମାସ ଧରି…

ଚାଇନାକୁ ଆଇନା ଦେଖାଇଲେ ଦଲାଇ ଲାମା, ପଡୋଶୀଙ୍କୁ ଧ୍ୱଂସ କରିବାରେ ଲାଗିଛି ଚାଇନା…

ଗୁରୁଗ୍ରାମ,୨୧।୧୨ : ଭାରତ ସହ ଚାଇନା ସୀମା ବିବାଦ ଦୀର୍ଘ ବର୍ଷ ଧରି ଚାଲିଆସୁଛି। ଏହି ସମୟରେ, ତିବ୍ଦତୀୟ ଧାର୍ମିକ ନେତା ଦଲାଇ ଲାମା ବର୍ତ୍ତମାନ ଚାଇନାକୁ ଆଇନା ଦେଖାଇଛନ୍ତି। ଏଭଳି କରି ସେ ଚାଇନା କରୁଥିବା କାର୍ଯ୍ୟ ସମ୍ପର୍କରେ ସୂଚାଇବାର…

ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହେଲେ ଶେର ବାହାଦୂର ଦେଉବା

କାଠମାଣ୍ଡୁ,୨୧ା୧୨: ନେପାଳରେ ସଂସଦୀୟ ନେତା ନିର୍ବାଚନ ଘୋଷଣା କରାଯାଇଛି। ନିର୍ବାଚନ କମିଟି ନେପାଳର ପ୍ରଧାନମନ୍ତ୍ରୀ ତଥା ଶାସକ ନେପାଳ କଂଗ୍ରେସର ଅଧ୍ୟକ୍ଷ ଶେର ବାହାଦୂର ଦେଉବାଙ୍କୁ ସଂସଦୀୟ ଦଳର ନେତା ପଦ ପାଇଁ ବିଜେତା ଘୋଷଣା କରାଯାଇଛି। ଏହା ସହିତ ନେପାଳର…

ଟୁଇଟରର ସିଇଓ ପଦରୁ ଇସ୍ତଫା ଦେଇପାରନ୍ତି ଏଲନ୍‌ ମସ୍କ

ଓ୍ବାଶିଂଟନ୍‌,୨୧।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ହୋଇଥିବା ଏଲୋନ ମସ୍କ ଟୁଇଟରର ନୂତନ ମୁଖ୍ୟ ହେବା ଆରମ୍ଭରୁ ବିବାଦ ଘେରରେ ରହିଛନ୍ତି। ବର୍ତ୍ତମାନ ତାଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଯାହା ଏବେ ଚର୍ଚ୍ଚାର ବିଷୟ…

କରୋନା ସମୀକ୍ଷା ବୈଠକ: ସତର୍କ ରହିବାକୁ ପରାମର୍ଶ…

ନୂଆଦିଲ୍ଲୀ,୨୧।୧୨ : ଚାଇନା ସମେତ ବିଶ୍ୱର ସମସ୍ତ ଦେଶରେ ପୁଣିଥରେ କରୋନା ଆତଙ୍କ ଦେଖାଦେଇଛି। ଭାରତରେ କରୋନା ଭାଇରସ ସଂକ୍ରମଣକୁ ଏଡାଇବା ପାଇଁ ସତର୍କତା ଅବଲମ୍ବନ କରାଯାଇଛି। ଏହି କ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ବୁଧବାର ଏକ ଉଚ୍ଚ ସ୍ତରୀୟ…

ଯେମିତି ଚାଇନା ଭାରତରେ ଅନୁପ୍ରବେଶ କରିଛି, ଆମେ ସେମିତି କର୍ନାକଟରେ ପ୍ରବେଶ କରିବୁ: ସଞ୍ଜୟ ରାଉତ…

ମୁମ୍ବାଇ,୨୧।୧୨ : କର୍ନାଟକ ଏବଂ ମହାରାଷ୍ଟ୍ର ସୀମା ପ୍ରସଙ୍ଗରେ ବିବାଦ ବଢ଼ିବାରେ ଲାଗିଛି। ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ସଞ୍ଜୟ ରାଉତ ବର୍ତ୍ତମାନ ଦୁଇ ରାଜ୍ୟ ମଧ୍ୟରେ ବଢୁଥିବା ତିକ୍ତତା ଉପରେ ଏଭଳି ବିବୃତ୍ତି ଦେଇଛନ୍ତି, ଯାହା ଏକ ରାଜନୈତିକ…

ତଓ୍ବାଙ୍ଗରେ ସ୍ଥାପନ ହେବ ୨୩ ନୂଆ ମୋବାଇଲ ଟାଓ୍ବାର…

ନୂଆଦିଲ୍ଲୀ,୨୧।୧୨ : ଅରୁଣାଚଳପ୍ରଦେଶର ତୱାଙ୍ଗ ସେକ୍ଟରରେ ଚାଇନା ସୈନିକଙ୍କ ସହ ସଂଘର୍ଷ ପରେ ଭାରତ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏଲଏସିରେ ଉନ୍ନତ ସଂଯୋଗ ପାଇଁ ସରକାର ୨୩ ଟି ନୂଆ ମୋବାଇଲ ଟାୱାର ସ୍ଥାପନ କରିବାକୁ ଯାଉଛନ୍ତି। ତୱାଙ୍ଗ…

ବିରୋଧୀ ଏକତା ନେଇ ଚିନ୍ତାରେ ଭାଜପା, ୨୦୨୪ ପାଇଁ ପ୍ରସ୍ତୁତ କଲା ପ୍ଲାନ୍‌ ୧୬୦…

ନୂଆଦିଲ୍ଲୀ,୨୧।୧୨ : ବିହାରରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ବିରୋଧୀ ଏକତା ଦେଖି ୨୦୨୪ ସାଧାରଣ ନିର୍ବାଚନ ନେଇ ଭାଜପାର ଚିନ୍ତା ବଢ଼ିବାରେ ଲାଗିଛି। ଭାଜପା ଏନେଇ ସତର୍କ ହୋଇପଡିଛି। ଏହି କାରଣରୁ ଭାଜପା ସାଧାରଣ ନିର୍ବାଚନରେ ପୂର୍ବରୁ ୧୪୪ ଟି ଆସନକୁ କଷ୍ଟସାଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri