Home Middle

ଅନୁରାଗ ଠାକୁର ଗୁଳି ଚାଳନା କରିବାକୁ କହିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ: ଚିଦାମ୍ବରମ…

ନୂଆଦିଲ୍ଲୀ,୨୪।୧୨ : କରୋନା ସଂକ୍ରମଣର ଆଶଙ୍କା ମଧ୍ୟରେ ଭାରତ ଯୋଡୋ ଯାତ୍ର ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ମନ୍ତବ୍ୟ ନେଇ କଂଗ୍ରେସ ନେତା ପି ଚିଦାମ୍ବରମ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ଯଦି କେନ୍ଦ୍ରମନ୍ତ୍ରୀ ଗୁଳି ଚାଳନା କରିବାକୁ…

ନିର୍ବାଚନ ଲଢ଼ିବାକୁ ଟ୍ରମ୍ପଙ୍କୁ ନ ମିଳୁ ଅନୁମତି: ଯାଞ୍ଚ୍‌ କମିଟିର ଦାବି…

ଓ୍ବାଶିଂଟନ,୨୪।୧୨ : ଆମେରିକାର କ୍ୟାପିଟୋଲ ହିଲ ହିଂସାର ଯାଞ୍ଚ କରୁଥିବା ପ୍ୟାନେଲ ତାଙ୍କ ରିପୋର୍ଟରେ ସୁପାରିଶ କରିଛି ଯେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଲଢ଼ିବାକୁ ଅନୁମତି ଦିଆଯିବା ଉଚିତ ନୁହେଁ। ୮୫୪ ପୃଷ୍ଠାର ରିପୋର୍ଟରେ…

ଦାଢ଼ି ରଖିଥିବା-ପଗଡ଼ି ବାନ୍ଧିଥିବା ଶିଖ୍‌ଙ୍କୁ ଆମେରିକା ମେରାଇନ କର୍ପସରେ ଅନୁମତି…

ଓ୍ବାଶିଂଟନ,୨୪।୧୨ : ଆମେରିକାର ଏକ କୋର୍ଟ ନୌସେନାରେ ନିଯୁକ୍ତି ପାଇଥିବା ଶିଖମାନଙ୍କୁ ଦାଢ଼ି ରଖିବା ଏବଂ ପଗଡ଼ି ବାନ୍ଧିବାକୁ ଅନୁମତି ଦେଇଛନ୍ତି। ଧାର୍ମିକ ଅନୁମତି ଦେବା ଦ୍ୱାରା ସମନ୍ବୟକୁ କ୍ଷୁର୍ଣ୍ଣ କରିବ ବୋଲି ଆବେଦନ କରାଇଥିବା ଯୁକ୍ତିକୁ ବିଚାରପତିମାନେ ଖାରଜ କରିଛନ୍ତି।…

ଶ୍ରୀକୃଷ୍ଣ ଜନ୍ମଭୂମି ପ୍ରସଙ୍ଗ ମାମଲା: ଶାହି ଇଦ୍‌ଗାହ ସର୍ଭେ ନିର୍ଦ୍ଦେଶ…

ମଥୁରା,୨୪।୧୨ : ମଥୁରାର ଏକ ସ୍ଥାନୀୟ ଅଦାଲତ ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ଶାହି ଇଦ୍‌ଗାହ ବିବାଦ ମାମଲାରେ ବାରାଣସୀର ଜ୍ଞାନବାପି ମାମଲାରେ ଇଦ୍‌ଗାହ ଉପରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି ପାଇଁ କୋର୍ଟ ଆସନ୍ତା ଜାନୁଆରୀ ୨୦…

ଦୈନିକ ସଂକ୍ରମଣ ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୨୪।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବଢ଼ି ୨ ଶହ ରହିଛି। ଏହା ବଢ଼ି ୨୦୦ ଛୁଇଁଛି।…

ମାଇନସ୍‌ ୪୫ଡିଗ୍ରୀ ତଳକୁ ଖସିଲା ପାରଦ: ନ୍ୟୁୟର୍କରେ ଇମର୍ଜେନ୍ସି ଘୋଷଣା

ଶିକାଗୋ,୨୪ା୧୨: କରୋନା ସହିତ ବର୍ତ୍ତମାନ ଆମେରିକା ଶୀତଦିନିଆ ବାତ୍ୟା (ବମ୍ବ ସାଇକ୍ଲୋନ) ସହ ସଂଘର୍ଷ କରୁଛି। ବମ୍ବ ସାଇକ୍ଲୋନ ଯୋଗୁ ଯୁକ୍ତରାଷ୍ଟ୍ର ଆମେରିକାର ପଶ୍ଚିମ ମୋଣ୍ଟାନା ରାଜ୍ୟରେ ଶୁକ୍ରବାର ତାପମାତ୍ରା ମାଇନସ୍‌ ୪୫ ଡିଗ୍ରୀକୁ ତଳକୁ ଖସିଆସିଛି। ସେହିପରି ଡେସ ମୋଇନେସ୍‌,…

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ସୋନିଆ-ପ୍ରିୟଙ୍କା-ରବର୍ଟ ଭଦ୍ରା

ନୂଆଦିଲ୍ଲୀ,୨୪।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାରି ରହିଥିବା ଭାରତ ଯୋଡୋ ଯାତ୍ରା ଶନିବାର ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି। ବଦରପୁର ସୀମା ଦେଇ ଏହି ଯାତ୍ରା ଦିଲ୍ଲୀରେ ପ୍ରବେଶ କରିଛି। ଏହି ପଦଯାତ୍ରାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, କଂଗ୍ରେସର…

କରୋନା ମୃତକଙ୍କୁ ନେଇ ଚାଇନାର ଦାବି ଉପରେ ଉଠିଲା ପ୍ରଶ୍ନ, ଡିସେମ୍ବରର ସଂଖ୍ୟା ଚକିତ କରୁଛି

ବେଜିଂ,୨୪ ।୧୨: ଚାଇନାରେ କରୋନାର ସଂକ୍ରମଣ ଲଗାତାର ଜାରି ରହିଛି ହସ୍ପିଟାଲରେ ଯେଉଁଠି ସଂକ୍ରମିତ ରୋଗୀଙ୍କ ଲମ୍ବା ଲାଇନ ଲାଗିଛି ଏପଟେ ମୃତ୍ୟୁ ସଂଖ୍ୟା ବି ବେଳକୁ ବେଳ ବଢିବାରେ ଲାଗିଛି । କିଛି ମିଡିଆ ରିପୋର୍ଟରେ କୁହାଯାଇଛି କି ଚାଇନାରେ…

ପ୍ରସ୍ତୁତ ରହିବାକୁ ସବୁ ହସ୍ପିଟାଲକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ବିଦେଶରେ କରୋନାର ନୂଆ ଭାରିଆଣ୍ଟ ବ୍ୟାପୁଛି। ଏବେ ଚାଇନାରେ ଭୟାବହ ପରିସ୍ଥିତି ସୃଷ୍ଟି କରିଥିବା ଓମିକ୍ରନ୍‌ର ସବ୍‌ଭାରିଆଣ୍ଟ ବିଏଫ୍‌.୭ ଭୂତାଣୁ ଭାରତରୁ ମଧ୍ୟ ମିଳିଛି। ତେବେ ଓଡ଼ିଶାରୁ ଏଥିରେ ଜଣେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ପ୍ରକାଶ ପାଇବା ପରେ…

ଆଉ ବର୍ଷେ ଯାଏ ମିଳିବ ‘ମାଗଣା ରାସନ’

ନୂଆଦିଲ୍ଲୀ,୨୩।୧୨: ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଦେଶର ଗରିବ ଲୋକଙ୍କୁ ମିଳୁଥିବା ମାଗଣା ରାସନ ଯୋଜନାକୁ ଆଉ ଏକ ବର୍ଷକ ଯାଏ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଶୁକ୍ରବାର କ୍ୟାବିନେଟ୍‌ ବୈଠକରେ ଏହି ବଡ ନିଷ୍ପତ୍ତି ନିଆଯାଇଛି। ୨୦୨୦ରେ କରୋନା…

ବିଶ୍ୱକପ ଦଳ ଘୋଷଣା କଲା ହକି ଇଣ୍ଡିଆ: ହରମନ୍‌ପ୍ରୀତଙ୍କୁ ଅଧିନାୟକ ଦାୟିତ୍ୱ

ନୂଆଦିଲ୍ଲୀ,୨୩ା୧୨: ହକି ଇଣ୍ଡିଆ ପକ୍ଷରୁ ଶୁକ୍ରବାର ହକି ବିଶ୍ୱକପ ପାଇଁ ୧୮ ଜଣିଆ ଦଳ ଘୋଷଣା କରାଯାଇଛି। ଜାନୁୟାରୀ ୧୩ରୁ ୨୯ ଯାଏ ଭୁବନେଶ୍ୱର-ରାଉରକେଲାରେ ହେବାକୁ ଥିବା ଏହି ମେଗା ଟୁର୍ନାମେଣ୍ଟ ପାଇଁ ହରମନ୍‌ପ୍ରୀତ୍‌ ସିଂଙ୍କୁ ଅଧିନାୟକ ଭାବେ ଘୋଷଣା କରାଯାଇଛି।…

ସେନା ଟ୍ରକ୍‌ ଦୁର୍ଘଟଣା ଗ୍ରସ୍ତ: ୧୬ ମୃତ

ଗ୍ୟାଙ୍ଗଟକ,୨୩।୧୨: ଭାରତ-ଚାଇନା ସୀମା ଉତ୍ତର ସିକିମ ଜେମାଠାରେ ଶୁକ୍ରବାର ଏକ ବଡ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଭାରତୀୟ ସେନାର ଏକ ଟ୍ରକ୍‌ ଦୁର୍ଘଟଣା ଗ୍ରସ୍ତ ହୋଇ ଘାଇକୁ ଖସିପଡିଛି। ଫଳରେ ୧୬ ଭାରତୀୟ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri