Home Middle

ଇସଲାମାବାଦ୍‌ରେ ହୋଇପାରେ ଆତ୍ମଘାତୀ ଆକ୍ରମଣ: ସତର୍କ କରାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୧୨: ଇସଲାମାବାଦରେ ଥିବା ଆମେରିକୀୟ ଦୂତାବାସ ନିଜ କର୍ମଚାରୀଙ୍କୁ ସହରର ମ୍ୟାରିଅଟ ହୋଟେଲ ପରିଦର୍ଶନ ଉପରେ ପ୍ରତିବନ୍ଧକ ଲଗାଇଛି। ଦୂତାବାସ ଏକ ସୁରକ୍ଷା ଆଲର୍ଟରେ କହିଛି ଯେ, ଛୁଟିଦିନରେ ଇସଲାମାବାଦର ମ୍ୟାରିଅଟ ହୋଟେଲରେ ଅଜ୍ଞାତ ବ୍ୟକ୍ତି ଆମେରିକୀୟଙ୍କ ଉପରେ ଆକ୍ରମଣ କରିବାକୁ…

ସୋମବାର ଶପଥ ନେବେ ପ୍ରଚଣ୍ଡ

କାଠମାଣ୍ଡୁ,୨୫।୧୨: ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ ନେପାଳର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। କରିଛନ୍ତି। ସୋମବାର ଅପରାହ୍ନ ୪ଠାରେ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ପ୍ରଚଣ୍ଡ ଶପଥ ନେବେ ବୋଲି ଜଣାପଡିଛି। ନେପାଳର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଟୁଇଟ କରି ଏହି…

୧୫ ଦିନ ପର୍ଯ୍ୟନ୍ତ କାହାକୁ ଭେଟି ପାରିବେନି ସତ୍ୟେନ୍ଦ୍ର ଜୈନ…

ନୂଆଦିଲ୍ଲୀ,୨୫।୧୨ : ଜେଲରେ ଥିବା ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆସନ୍ତା ୧୫ ଦିନ ପାଇଁ ପରିଦର୍ଶକଙ୍କୁ ଭେଟି ପାରିବେ ନାହିଁ। ଟେବୁଲ ଏବଂ ଚେୟାର ପରି ସୁବିଧା ଜେଲରେ ଥିବା ତାଙ୍କ କୋଠରୀରୁ ହଟାଇ ଦିଆଯାଇଛି। ରବିବାର ଏନେଇ…

ସିଏଜି ରିପୋର୍ଟ: ଆସାମରେ ଏନଆରସି ତଥ୍ୟ ଅଦଳବଦଳ ଅଭିଯୋଗ…

ଗୁଆହାଟୀ,୨୫।୧୨ : ଆସାମରେ ନ୍ୟାଶନାଲ ରେଜିଷ୍ଟର ଅଫ ସିଟିଜେନ୍ସ (ଏନଆରସି) କୁ ଅପଡେଟ କରିବା ପ୍ରକ୍ରିୟାରେ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ ଅଫ ଇଣ୍ଡିଆ (ସିଏଜି) ବହୁତ ତ୍ରୁଟି ହୋଇଥିବା ଜାଣିବାକୁ ପାଇଛନ୍ତି। ଏନଆରସି ତଥ୍ୟ ଅଦଳବଦଳ ଅଭିଯୋଗ ହୋଇଛି। ଆସାମ…

ଏହି ରାଜ୍ୟରେ ମୁସଲମାନ ବିବାହରେ ଆଧାର କାର୍ଡ ଜରୁରୀ…

ହାଇଦ୍ରାବାଦ,୨୫।୧୨ : ନାବାଳିକା ମୁସଲମାନ ଝିଅମାନଙ୍କ ବିବାହ କରୁଥିବା କାଜୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତେଲେଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ତରଫରୁ ୱାକଫ ବୋର୍ଡକୁ ମଧ୍ୟ ସମସ୍ତ ବିବାହର ବିବରଣୀ ଅନଲାଇନରେ ରେକର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।…

ଏୟାର ଇଣ୍ଡିଆର ଫଗ୍‌ କେୟାର ସର୍ଭିସ୍‌ ଆରମ୍ଭ…

ନୂଆଦିଲ୍ଲୀ,୨୫।୧୨ : କୁହୁଡ଼ି ପ୍ରଭାବିତ ବିମାନର ଯାତ୍ରୀମାନଙ୍କ ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ଫଗ କେୟାର ସର୍ଭିସ୍‌ ଆରମ୍ଭ କରାଯାଇଛି। ଏୟାର ଇଣ୍ଡିଆ କହିଛି ଯେ ଏହା ସକ୍ରିୟ ଭାବେ ଯାତ୍ରୀମାନଙ୍କ ସହିତ ଯୋଗାଯୋଗ କରିବ ଏବଂ ସେମାନଙ୍କୁ କୌଣସି ଦେୟ…

ନେପାଳରେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା

କାଠମାଣ୍ଡୁ,୨୫ା୧୨: ଦକ୍ଷିଣ ନେପାଳରେ ୫ ଜଣ ଅଜ୍ଞାତ ବନ୍ଧୁକଧାରୀ ଜଣେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି। ମୃତକଙ୍କ ନାମ ଶିବପୂଜନ ଯାଦବ(୪୫)।ସେ ମୋତିହାରୀ ଛଉଦାଦାନୋ ନିବାସୀ ଅଟନ୍ତି। ତାଙ୍କୁ ମହାଗଡ଼ିମାଇ ପୌରସଂସ୍ଥାରେ ଗୁଳି ଚଳାଇଥିବା…

କିମ୍‌ଙ୍କଠାରୁ ଅସ୍ତ୍ରଶସ୍ତ୍ର କିଣୁଛନ୍ତି ପୁଟିନ…

ମସ୍କୋ,୨୫।୧୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କଠାରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଅସ୍ତ୍ରଶସ୍ତ୍ର କିଣୁଥିବା ନେଇ ଚର୍ଚ୍ଚା ହେଉଛି। ଆମେରିକା ଏବଂ ଜାପାନ ଏଭଳି ଅଭିଯୋଗ କରିଛନ୍ତି। ୟୁକ୍ରେନ ଯୁଦ୍ଧରେ ରୁଷିଆ ଦ୍ୱାରା ଉତ୍ତର କୋରିଆ…

ଲାପ୍‌ଟପ୍‌ରୁ ବାହାରିଲା ଧୂଆଁ: ବିମାନବନ୍ଦରରେ ଯାତ୍ରୀଙ୍କୁ କରାଗଲା ଖାଲି

ନ୍ୟୁୟର୍କ,୨୫ା୧୨: ନ୍ୟୁୟର୍କ ସହରର ଜେଏଫ୍‌କେ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଜେଟ୍‌ ବ୍ଲ୍ୟୁ ବିମାନରେ ଲାପଟପରୁ ଧୂଆଁ ବାହାରିବା ନ୍ୟୁୟର୍କ ବିମାନ ବନ୍ଦରକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ବିମାନବନ୍ଦର ଅଧିକାରୀ ରବିବାର ଏହି ସୂଚନା ଦେଇଛନ୍ତି। ଜେଟ୍‌ ବ୍ଲ୍ୟୁ ଫ୍ଲାଇଟ୍‌-୬୬୨ର କର୍ମଚାରୀମାନେ ଶନିବାର…

କରୋନା ସଙ୍କଟ ମଧ୍ୟରେ ଆମେରିକା ଟିକା ସହାୟତାକୁ ମନା କଲା ଚାଇନା…

ବେଜିଂ,୨୫।୧୨ : ଚାଇନା ଆମେରିକାର ନିର୍ମିତ ଏମଆରଏନଏ ଟିକା ବଦଳରେ ନିଜ ସ୍ବଦେଶୀ ଟିକା ବ୍ୟବହାର ଜାରି ରଖିବାକୁ ନିଷ୍ପତ୍ତି ନେଇଛି। ଏହି ପରିପ୍ରେକ୍ଷୀରେ ଚାଇନା ସରକାରଙ୍କ ମଡର୍ଣ୍ଣା ଏବଂ ଫାଇଜର-ବାୟୋଟେକ କମ୍ପାନୀର ଟିକା ଆମଦାନୀ କରିବାକୁ ଚିନ୍ତା କରୁଥିବା ଅସ୍ପଷ୍ଟ…

ନେପାଳରେ ରାଜନୈତିକ ସଙ୍କଟ, ଶାସକ ମେଣ୍ଟ ବୈଠକ ବିଫଳ…

କାଠମାଣ୍ଡୁ,୨୫।୧୨ : ନେପାଳରେ ଶାସକ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ଶେଷ ହୋଇଛି। ଏଥିରେ ନୂତନ ସରକାର ଗଠନ ସମ୍ପର୍କରେ ଏକମତ ହେବାକୁ ଥିବା ମିଳିତ ଦଳ ସରକାରଙ୍କ ଚାରିଟି ଦଳ ଏକ ଚୁକ୍ତି କରିବାକୁ ଯାଉଥିଲେ, କିନ୍ତୁ ବୈଠକ ବିଫଳ…

ସତର୍କ-ସୁରକ୍ଷିତ-ସାବଧାନ ରୁହନ୍ତୁ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୫।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେକ ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ନେଇ ରବିବାର ଦେଶବାସୀଙ୍କୁ ସତର୍କ-ସୁରକ୍ଷିତ-ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି। ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସମୟରେ ଅନେକ ଲୋକ ଛୁଟିରେ ଅଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri