ଭାରତକୁ ଐତିହାସିକ ସଫଳତା: ଥରହର ପାକିସ୍ତାନ, ଏବେ ଟ୍ରେନ୍ରେ…
ନୂଆଦିଲ୍ଲୀ,୨୫।୯: ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ମଧ୍ୟମ ଦୂରଗାମୀ ଅଗ୍ନି-ପ୍ରାଇମ ମିଶାଇଲ୍ର ସଫଳ ପରୀକ୍ଷଣ କରିଛି। ଏହି ମିଶାଇଲ୍କୁ ଏକ ଟ୍ରେନରୁ ଉତକ୍ଷେପଣ କରାଯାଇଥିଲା। ଅଗ୍ନି-ପ୍ରାଇମ ଏକ ରେଳ-ଭିତ୍ତିକ ମୋବାଇଲ…
୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ: ମାଡ଼ିବସିଲା ଭିଜିଲାନ୍ସ
ଭୁବନେଶ୍ୱର,୨୫।୯: ଭିଜିଲାନ୍ସ ଜାଲରେ ଭୁବନେଶ୍ବର TPCODL ସର୍କଲ-୧ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟଙ୍କୁ ମାଡ଼ିବସିଛି ଭିଜିଲାନ୍ସ। ୨୦ ହଜାର ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ବିଭାଗ ଧରିଛି। ତୁଷାରକାନ୍ତ ଯାଞ୍ଚ ରିପୋର୍ଟ ସପକ୍ଷରେ ଦେବା ପାଇଁ ଠିକାଦାରଙ୍କ ଠାରୁ ଲାଞ୍ଚ…
ବୀରମହାରାଜପୁରରେ ମାଇନ୍ସ ବିଭାଗର ଚଢ଼ାଉ, ୧୫ ଶହ ଟନର ଧଳା ପଥର ଜବତ
ଅମରପାଲି,୨୫।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଧଳା ପଥର ଖଣି ରେ ଗତ ତିନି ଦିନ ହେଲା ମାଇନ୍ସ ବିଭାଗର ବଡ଼ ଧରଣର ଚଢ଼ାଉ ହେଉଛି। ବୁଧୁବାର ସଂଧ୍ୟା ପର୍ଯ୍ୟନ୍ତ ପ୍ରାୟ ୧୫ ଶହ…
ଶ୍ରୀମୟୀଙ୍କୁ ନେଇ ବ୍ୟସ୍ତ ହୋଇପଡ଼ିଛି ବିଜେଡି
ଭୁବନେଶ୍ୱର, ୨୫।୯(ସୁନିତ୍ ମିଶ୍ର): ଶ୍ରୀମୟୀଙ୍କୁ ବିଜେଡିରୁ ନିଲମ୍ବନ କରାଯିବା ପରେ ଏହି ଘଟଣାକୁ ନେଇ ରାଜନୀତି ଜୋର୍ ଧରିବାରେ ଲାଗିଛି। ଶ୍ରୀମୟୀଙ୍କ ଭୁଲ୍ ଦର୍ଶାଇବାକୁ ଯାଇ ଦଳର କେତେଜଣ ନେତାଙ୍କ ପକ୍ଷରୁ ଟାର୍ଗେଟ କରାଯାଉଛି। ନିର୍ବାଚନ ପରେ ସେ ଦଳରେ ଥିଲେ…
ସିଏଜି: ଆଇଟିଡିଏରେ ୧୪୮.୭୫ କୋଟିର ବେଆଇନ କାରବାର
ଭୁବନେଶ୍ୱର,୨୫ା୯ (ରବିନାରାୟଣ ଜେନା): ରାଜ୍ୟରେ ଆଦିବାସୀଙ୍କ କଲ୍ୟାଣ ନାମରେ ବହୁ କୋଟି ଟଙ୍କାର ସରକାରୀ ଅର୍ଥ ଅପବ୍ୟବହାର ହୋଇଛି। କେଉଁଠି ସରକାରୀ ଅର୍ଥରେ ଯନ୍ତ୍ରୀମାନେ ମୋବାଇଲ ରିଚାର୍ଜ କରିଛନ୍ତିି ତ’ ଆଉ କେଉଁଠି ଏଟିଏମ୍ ଉଠାଣ, ୟୁପିଆଇ କାରବାର ଓ ବୀମା…
ଏସିଆ କପ୍: ଫାଇନାଲରେ ଭାରତ
ଦୁବାଇ, ୨୪ା୯- ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଭାରତ ଏସିଆ କପ୍ କ୍ରିକେଟ୍ ଟୁର୍ନାମେଣ୍ଟର ବୁଧବାର ଅନୁଷ୍ଠିତ ସୁପର-୪ ମ୍ୟାଚରେ ବାଂଲାଦେଶକୁ ୪୧ ରନରେ ପରାସ୍ତ କରିଛି। ଏଥିସହ ଭାରତ ପ୍ରଥମ ଦଳଭାବେ ୪…
ପ୍ରତିରକ୍ଷା ମୁଖ୍ୟ ଅନୀଲ ଚୌହାନଙ୍କ କାର୍ଯ୍ୟକାଳ ୮ ମାସ ବୃଦ୍ଧି
ନୂଆଦିଲ୍ଲୀ,୨୪।୯: ପ୍ରତିରକ୍ଷା ମୁଖ୍ୟ (ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍) ଜେନେରାଲ ଅନୀଲ ଚୌହାନଙ୍କ କାର୍ଯ୍ୟକାଳକୁ ଆଗାମୀ ବର୍ଷ ମେ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରତିରକ୍ଷା ମନ୍ତ୍ରାଳୟ ଅନୁଯାୟୀ, ଜେନେରାଲ ଚୌହାନଙ୍କ ସେବାକାଳ ଆସନ୍ତା ମେ ୩୦ କିମ୍ବା ପରବର୍ତୀ ନିର୍ଦେଶ…
ଫେବୃଆରୀ ୧୭ରୁ ସିବିଏସ୍ଇ ଦଶମ, ଦ୍ୱାଦଶ ପରୀକ୍ଷା, ଜାଣନ୍ତୁ ସବିଶେଷ…
ଭୁବନେଶ୍ୱର,୨୩ା୯(ସୁଚିସ୍ମିତା ସାହୁ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍ଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ପରୀକ୍ଷାର ସମ୍ଭାବ୍ୟ ତାରିଖ ବୁଧବାର ଘୋଷଣା କରାଯାଇଛି। ୨୦୨୬ ଫେବୃଆରୀ ୧୭ରୁ ଏହି ୨ ପରୀକ୍ଷା ଆରମ୍ଭ ହେବ ବୋଲି ସିବିଏସ୍ଇ ପରୀକ୍ଷା ନିୟନ୍ତ୍ରକ ଡ. ସନ୍ୟାମ…
ରାଜ୍ୟର ଏହି ୮ ସୁନା ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ନିମ୍ନମାନର ଅଳଙ୍କାର ବିକ୍ରି ଅଭିଯୋଗ
ଭୁବନେଶ୍ୱର,୨୪ା୯: ଓଡ଼ିଶାରେ ନିମ୍ନମାନର ସୁନା ଅଳଙ୍କାର ବିକ୍ରି ଅଭିଯୋଗରେ ୮ ଜଣ ସୁନା ବ୍ୟବସାୟୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଖାଦ୍ୟ ଯୋଗାଣ ଓ ଗ୍ରାହକ କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବୁଧବାର ବିଧାନସଭାରେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ…
ଗୁରୁବାରଠୁ ରାଜ୍ୟରେ ବାତ୍ୟା ଭଳି ପ୍ରବଳ ବର୍ଷା! ଲଘୁଚାପ ଅବପାତରେ ପରିଣତ ହେବା ସମ୍ଭାବନା
ଭୁବନେଶ୍ୱର,୨୪ା୯: ଦକ୍ଷିଣ-ପଶ୍ଚିମ ମୌସୁମୀ ଓ ଲଘୁଚାପ କ୍ଷେତ୍ର ପ୍ରଭାବରେ ଓଡ଼ିଶାରେ ଆସନ୍ତା ୪ ଦିନ ପ୍ରବଳ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୫ ସେପ୍ଟେମ୍ବର ସୁଦ୍ଧା ଲଘୁଚାପ ସୃଷ୍ଟି ହେବ, ଯାହା ୨୬ ସୁଦ୍ଧା…
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୫୦୨୩ MBBS, ୫000 PG ସିଟ୍ ବଢ଼ିଲା
ନୂଆଦିଲ୍ଲୀ,୨୪ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୁଧବାର ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲଗୁଡ଼ିକର ଉନ୍ନତି ଓ ସମ୍ପ୍ରସାରଣ ପାଇଁ ସେଣ୍ଟ୍ରାଲି ସ୍ପନ୍ସର୍ଡ ସ୍କିମ୍ (CSS) ଫେଜ୍-IIIକୁ ଅନୁମୋଦନ ଦେଇଛି। ଏହା ଅଧୀନରେ ୫୦୨୩ MBBS ଓ ୫୦୦୦…
ନବୀନ ବାବୁଙ୍କୁ ଦଳର ସଭାପତି ନୁହେଁ, ବାପା ଭାବୁଥିଲି, କାହିଁକି ଏମିତି କହିଲେ ଶ୍ରୀମୟୀ…
ଭୁବନେଶ୍ୱର,୨୪ା୯: ପୁଣି ସୋସିଆଲ ମିଡିଆ ଜରିଆରେ ରୋଷ ଝାଡ଼ିଛନ୍ତି ବିଜେଡିରୁ ବିତାଡ଼ିତ ଶ୍ରୀମୟୀ ମିଶ୍ର। ସେ କହିଛନ୍ତି, ମୁଁ ନବୀନ ବାବୁଙ୍କୁ କେବଳ ଦଳର ସଭାପତି ଭାବି ନ ଥିଲି, ବାପା ଭାବୁଥିଲି। ମୋ ପ୍ରତି ଅପଶବ୍ଦ ପ୍ରୟୋଗ ନେଇ ନବୀନ…
Archives


