Home Middle

ହକି ବିଶ୍ୱକପ୍‌ରୁ ବିଦାୟ ନେଲା ଭାରତ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଭାରତ ୨୦୨୩ ହକି ବିଶ୍ୱକପ୍‌ରୁ ବିଦାୟ ନେଇଛି। କ୍ରସ୍‌ ଓଭର ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡଠାରୁ ପେନାଲଟି ସୁଟ୍‌ଆଉଟ୍‌ ପରାଜିତ ହୋଇଛି। ଫଳରେ ଭାରତର କ୍ୱାର୍ଟରଫାଇନାଲ ଖେଳିବା ଆଶା ମଉଳିଯାଇଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଆରମ୍ଭରୁ ଭାରତ ଭଲ…

ହକି ବିଶ୍ୱକପ୍‌ ୨୦୨୩: ପ୍ରଥମ ଟିମ ଭାବେ କ୍ବାର୍ଟରଫାଇନାଲରେ ପ୍ରବେଶ କଲା ସ୍ପେନ୍‌

ଭୁବନେଶ୍ବର,୨୨।୧(ବ୍ୟୁରୋ): ହକି ବିଶ୍ୱକପ୍‌ ୨୦୨୩ରେ ପ୍ରଥମ ଟିମ ଭାବେ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି ସ୍ପେନ୍‌। ମାଲେସିଆ ଓ ସ୍ପେନ ମଧ୍ୟରେ ରବିବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା କ୍ରସ ଓଭର ମ୍ୟାଚରେ ସୁଟଆଉଟ୍‌ରେ ମାଲେସିଆକୁ ସ୍ପେନ ପରାସ୍ତ କରିଛି। ଏହି ବିଜୟ ସହ…

ଆମେରିକାରେ ଗୁଳିକାଣ୍ଡ: ୯ ମୃତ

ଓ୍ବାଶିଂଟନ,୨୨ା୧: ଆମେରିକାର ଲସ୍‌ ଆଞ୍ଜେଲସ୍‌ରେ ଆଖିବୁଜା ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଲସ୍‌ ଆଞ୍ଜେଲ୍‌ସର ପୂର୍ବ ମୋଣ୍ଟେରୀ ପାର୍କରେ ଚାଇନାର ନୂଆବର୍ଷ ପାଳନ ପରେ ଏହି ଗୁଳି ବିନିମୟ ହୋଇଥିବା…

ସୀତାଙ୍କ ସହ ବସି ମଦ୍ୟପାନ କରୁଥିଲେ ରାମ: ଲେଖକଙ୍କ ମନ୍ତବ୍ୟ ନେଇ ବିବାଦ…

ବେଙ୍ଗାଲୁରୁ,୨୨।୧ : ରାମଚରିତମାନସ ବିବାଦ ପରେ କର୍ନାଟକର ଲେଖକ କେ.ଏସ ଭଗବାନ ପୁଣି ପ୍ରଭୁ ଶ୍ରୀରାମଙ୍କ ବିଷୟରେ ଆଉ ଏକ ବିବାଦ ସୃଷ୍ଟି କରିଛନ୍ତି। ସେ ଭଗବାନ ରାମ ଏବଂ ସୀତାଙ୍କ ବିଷୟରେ ଅନେକ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ସେ ଦାବି…

କୋଠା ଭୁଶୁଡ଼ି ଜଣେ ଶିଶୁଙ୍କ ସମେତ ୧୦ ମୃତ

ଡାମାସକସ୍‌,୨୨ା୧: ରବିବାର ସିରିଆର ଉତ୍ତର ଆଲେପ୍ପୋରେ ଏକ କୋଠା ଭୁଶୁଡ଼ି ପଡ଼ିବାରୁ ଜଣେ ଶିଶୁ ସମେତ ଅତି କମ୍‌ରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ପାଞ୍ଚ ମହଲା ବିଶିଷ୍ଟ କୋଠାଟି ଭୁଶୁଡି ପଡିଥିଲା । କୁହାଯାଉଛି, ଲଗାତର ଜଳ ନିଷ୍କାସନ…

ଜାପାନରେ ଆପାର୍ଟମେଣ୍ଟ ଅଗ୍ନିକାଣ୍ଡରେ ୪ ଜୀବନ୍ତ ଦଗ୍ଧ…

ଟୋକିଓ,୨୨।୧ : ଜାପାନର କୋବେ ସହରରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଏକ ଆପାର୍ଟମେଣ୍ଟରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୪ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଅନ୍ୟ ୪ ଜଣ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ…

ଭାରତକୁ ଅନୁସରଣ କଲା ଚାଇନା, ଆଇଏମଏଫ ବେଲ ଆଉଟ ପ୍ୟାକେଜ ପାଇଁ ଶ୍ରୀଲଙ୍କାକୁ ଦେଲା ଆଶ୍ୱାସନା…

ବେଜିଂ,୨୨।୧ : ଋଣଗ୍ରସ୍ତ ଶ୍ରୀଲଙ୍କାକୁ ସାହାଯ୍ୟ କରିବା ପାଇଁ ଚାଇନା ମଧ୍ୟ ଭାରତକୁ ଅନୁସରଣ କରିଛି। ୨.୯ ବିଲିୟନ ଡ଼ଲାରର ଏକ ବେଲଆଉଟ ପ୍ୟାକେଜ ଆଇଏମଏଫରୁ ରିଲିଜ ପାଇଁ ଶ୍ରୀଲଙ୍କାକୁ ଚାଇନା ଆଶ୍ୱାସନା ଦେଇଛି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର…

ଆମେରିକାରେ ପୁଣି ଗୁଳିକାଣ୍ଡ, ସମାରୋହରେ ଗୁଳି ଚାଳନାରେ ବହୁ ଆହତ…

ଓ୍ବାଶିଂଟନ,୨୨।୧ : ଆମେରିକାରେ ପୁଣି ଗୁଳିକାଣ୍ଡ ଘଟିଛି। କାଲିଫର୍ନିଆରେ ଏକ କାର୍ଯ୍ୟରେ ଜଣେ ଅଜଣା ବ୍ୟକ୍ତି ଗୁଳି ଚଳାଇଛନ୍ତି। କୁହାଯାଉଛି ଯେ ଚାଇନାର ନୂଆ ବର୍ଷକୁ ଦୃଷ୍ଟିରେ ରଖି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି ଘଟିଛି। ଏହି ଘଟଣାରେ ପ୍ରାୟ ୧୬…

ବିବିସି ଡକ୍ୟୁମେଣ୍ଟାରୀ ମାମଲା: ଭାରତର କିଛି ଲୋକ ବିବିସିକୁ ସୁପ୍ରିମ୍‌କୋର୍ଟଠାରୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି କହିଲେ କିରେନ୍‌ ରିଜିଜୁ…

ନୂଆଦିଲ୍ଲୀ,୨୨।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବ୍ରିଟିଶ ବ୍ରୋଡକାଷ୍ଟ କର୍ପୋରେଣନ (ବିବିସି) ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ଥମିବାର ଏହାର ନା ନେଉନାହିଁ। ବିରୋଧୀ ଦଳର ନେତାମାନେ ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବାକୁ ପଛାଉ ନାହାଁନ୍ତି। ଏନେଇ ଶାସକ ଦଳ…

ଶେଷ ଗ୍ରାଣ୍ଡସ୍ଲାମ୍‌ରେ ହାରିଲେ ସାନିଆ ମିର୍ଜା, ଟାଇଟଲ ଜିତିବାର ଆଶା ମଉଳିଲା…

ମେଲବୋର୍ନ,୨୨।୧ : ମହିଳା ଡବଲ୍ସ ଇଭେଣ୍ଟରେ ଦ୍ୱିତୀୟ ରାଉଣ୍ଡରେ ରବିବାର ହାରିଯିବା ପରେ ସାନିଆ ର୍ମିଜା ଏବଂ ତାଙ୍କ ସହଯୋଗୀ ଆନା ଡାନିଲିନା ଅଷ୍ଟ୍ରେଲିଆ ଓପନରୁ ବାହାର ହୋଇଛନ୍ତି। ଇଣ୍ଡୋ-କାଜାକ ଯୋଡି ବେଲଜିୟମର ଆଲିସନ ୱାନ ୟୁଟଭ୍ୟାଙ୍କ ଏବଂ ୟୁକ୍ରେନର ଆନହେଲିନା…

ନିର୍ବାଚନ ପୂର୍ବରୁ ବିରୋଧୀ ଏକତାରେ ଫାଟ, ଟିଏମ୍‌ସି କହିଲା କଂଗ୍ରେସ କରୁଛି ‘ଏକଲା ଚଲୋ ରେ’ ଯୋଜନା…

ନୂଆଦିଲ୍ଲୀ,୨୨।୧ : ଲୋକସଭା ନିର୍ବାଚନ ୨୦୨୪ରେ ଅନୁଷ୍ଠିତ ହେବ। ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ସରକାରଙ୍କୁ କ୍ଷମତାଚ୍ୟୁତ କରିବାକୁ ଚାହୁଁଛନ୍ତି। ଏଭଳି ପରିସ୍ଥିତିରେ ପୁଣି ଥରେ ବିରୋଧୀ ଏକତାର ସ୍ଲୋଗାନ ଉଠିବା ଆରମ୍ଭ ହୋଇଛି। ନିକଟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ…

ମୋଦିଙ୍କୁ ଅସନ୍ତୁଷ୍ଟ କଲାଭଳି କିଛି କରିବେନି ମମତା ଦିଦି: ଅଧିର ରଞ୍ଜନ…

କୋଲକାତା,୨୨।୧ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଟାର୍ଗେଟ କରିଛନ୍ତି। ସେ ଉଭୟ ନେତାଙ୍କୁ ଏକ ବିଚାର ଧାରାର ବ୍ୟକ୍ତିତ୍ୱ ବୋଲି ବର୍ଣ୍ଣନା କରିଛନ୍ତି। ମମତା ବାନାର୍ଜୀ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri