Home Middle

ଘାଟିରୁ ଖସିଲା ବସ୍‌, ଚାଲିଗଲା ୩୯ ଜୀବନ

ଇସଲାମାବାଦ,୨୯ା୧: ରବିବାର ପାକିସ୍ତାନର ଲାସବେଲା ଜିଲାର ଏକ ବସ୍‌ ଘାଟିରୁ ଖସିପଡ଼ିଥିବା ବେଳେ ଅତି କମ୍‌ରେ ୩୯ ଜଣଙ୍କର ମୃତ୍ୟୁ ଘଟିଛି। ଲାସବେଲା ଆସିଷ୍ଟାଣ୍ଟ କମିଶନର ହମଜା ଅଞ୍ଜୁମ କହିଛନ୍ତି, ୪୮ ଜଣ ଯାତ୍ରୀଙ୍କୁ ନେଇ ବସ୍‌ଟି କ୍ୱେଟାଠାରୁ କରାଚି ଅଭିମୁଖେ…

‘ଅନାବଶ୍ୟକ କଥା କହୁଛନ୍ତି ଇମ୍ରାନ’

ଇସଲାମାବାଦ,୨୯ା୧: ପୂର୍ବତନ ରାଷ୍ଟ୍ରପତି ଆସିଫ୍‌ ଅଲି ଜରଦାରୀଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଥିବାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍‌ଙ୍କୁ ନିନ୍ଦା କରିଛନ୍ତି। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ସହ-ଚେୟାରମ୍ୟାନ ଜରଦାରୀଙ୍କୁ ହତ୍ୟା କରିବା…

ଇରାନର ଇସଫାହାନ ସହରରେ ଡ୍ରୋନ୍ ଆକ୍ରମଣ, ଟାର୍ଗେଟରେ ମିଲିଟ୍ରି ସାଇଟ

ତେହେରାନ,୨୯ ।୧: ଇରାନର ସେଣ୍ଟ୍ରାଲ ସହର ଇସଫାହାନରେ ଡ୍ରୋନ୍ ଆକ୍ରମଣ କରାଯାଇଛି । ଏହି ସମୟରେ ଏକ ସାମରିକ କାରଖାନାରେ ଖୁବ ଜୋରରେ ଶବ୍ଦ ଶୁଣାଯାଇଥିଲା । ତେବେ ଏହା ଏକ ବିଫଳ ଡ୍ରୋନ ଆକ୍ରମଣ ବୋଲି ଇରାନର ପ୍ରତିରକ୍ଷା ମନ୍ତ୍ରଣାଳୟ…

ଗୁଜରାଟରେ ପୁଣି ପେପର ଲିକ୍‌, ଜୁନିୟର କ୍ଲର୍କ ଭର୍ତ୍ତି ପରୀକ୍ଷା ରଦ୍ଦ

ଗାନ୍ଧୀନଗର,୨୯ ।୧: ଗୁଜରାଟରେ ପୁଣିଥରେ ପେପର ଲିକ୍ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ୨୯ ଜାନୁୟାରୀ ଅର୍ଥାତ୍ ରବିବାର ହେବାକୁ ଥିବା ଜୁନିୟର କ୍ଲର୍କ ଭର୍ତ୍ତି ପରୀକ୍ଷାକୁ ରଦ୍ଦ କରିବାକୁ ପଡିଛି । ଗୁଜରାଟ ପଞ୍ଚାୟତ…

ତାଲିବାନ ସରକାରଙ୍କ ନୂଆ ନିର୍ଦ୍ଦେଶ, ଘରୋଇ ବିଶ୍ୱିଦ୍ୟାଳୟରେ ମହିଳାଙ୍କୁ ମିଳିବନି ପଞ୍ଜିକରଣ ଅନୁମତି

କାବୁଲ,୨୯ ।୧: ଆଫଗାନିସ୍ତାନର ତାଲିବାନ ସରକାର ଘରୋଇ ବିଶ୍ୱବିଦ୍ୟାଳୟରେ ମହିଳାମାନଙ୍କୁ ବୟସ୍କ ହେବା ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷାରେ ପଞ୍ଜିକରଣ ଅନୁମତି ନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଆସୋସିଏଶନ ଅଫ ପ୍ରାଇଭେଟ ୟୁନିଭର୍ସିଟି କହିଛି, ଯେ…

ପ୍ରବଳ ବର୍ଷାରେ ବେହାଲ ନ୍ୟୁଜିଲାଣ୍ଡର ଅକଲାଣ୍ଡ ସହର, ୩ ମୃତ, ବିମାନ ବନ୍ଦରରେ ଫସିଲେ ଶହ ଶହ ଯାତ୍ରୀ

ୱେଲିଂଟନ,୨୯ ।୧: ନ୍ୟୁଜିଲାଣ୍ଡର ସବୁଠାରୁ ବଡ ସହର ଅକଲାଣ୍ଡ ସହରରେ ଲଗାତାର ମୁଷଳ ଧାରରେ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ଉପୁଜିଛି । ଏଥିରେ ଏବେ ପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଥିବା ଜଣାପଡିଛି…

ବିଟିଂ ଦ ରିଟ୍ରିଟରେ ହେବ ଦେଶର ସବୁଠାରୁ ବଡ ଡ୍ରୋନ ଶୋ, ୩ ସେନା ବଜାଇବେ ଶାସ୍ତ୍ରୀୟ ଧୁନ

ନୂଆଦିଲ୍ଲୀ,୨୯ ।୧: ଦେଶର ୭୪ ତମ ସାଧାରଣତନ୍ତ୍ର ଦିବସ ଏବେ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ । ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ୨୯ ଜାନୁୟାରୀରେ ‘ବିଟିଂ ଦ ରିଟ୍ରିଟ’ ସମାରୋହର ଆୟୋଜନ ହୋଇଥାଏ । ‘ବିଟିଂ ଦ ରିଟ୍ରିଟ’ ସହ…

ଇରାନରେ ଭୂକମ୍ପ, ୭ ମୃତ, ୪୪୦ ଆହତ

ତେହେରାନ,୨୯ ।୧: ଉତ୍ତର ପଶ୍ଚିମ ଇରାନର ପଶ୍ଚିମ ଅଜରବୈଜାନ ଅଞ୍ଚଳର ଖୋୟେ ସହରରେ ଶନିବାର ରାତିରେ ବଡ ଧରଣର ଭୂକମ୍ପ ଅନୁଭୁତ ହୋଇଛି । ଏହାଦ୍ୱାରା ବହୁ ପରିମାଣରେ ଧନଜୀବନ ହାନୀ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ଭୂକମ୍ପର…

ସାବାଳିକା ଝିଅ ନିଜର ଗୁଜୁରାଣ ମେଣ୍ଟାଇବାକୁ ସକ୍ଷମ ନ ହେଲେ ପିତା ଦେଇପାରିବେନି ଭରଣପୋଷଣ: ହାଇକୋର୍ଟ…

ଥିରୁଭାନନ୍ତପୁରମ,୨୮।୧ : କେରଳ ହାଇକୋର୍ଟ ଦୋହରାଇଛନ୍ତି ଯେ ଜଣେ ସାବାଳିକା ଅବିବାହିତା ଝିଇ, ସିଆରପିସିର ଧାରା ୧୨୫(୧) ଅନୁଯାୟୀ ତାଙ୍କ ପିତାଙ୍କ ରକ୍ଷଣାବେକ୍ଷଣ ଦାବି କରିପାରିବେ ନାହିଁ। ସେ ନିଜର ଗୁଜୁରାଣ ମେଣ୍ଟାଇବାକୁ ସକ୍ଷମ ନ ଥିବା ଦର୍ଶାଇ ଏଭଳି ଦାବି…

ଆଇନ ଅନୁଯାୟୀ ପ୍ରାସଙ୍ଗିକ ସମୟରେ ଧର୍ମ ଗୁରୁତ୍ୱପୂର୍ଣ୍ଣ, ଅନ୍ୟଥା ଭାରତ ଧର୍ମନିରପେକ୍ଷ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୮।୧ : ସୁପ୍ରିମକୋର୍ଟ କହିଛନ୍ତି ଯେ ଆମ ଦେଶରେ ଧର୍ମ ଯେତେବେଳେ ଆଇନ ଅନୁଯାୟୀ ପ୍ରାସଙ୍ଗିକ ହୋଇଥାଏ ସେତେବେଳେ ଏହା ଗୁରୁତ୍ୱପୂର୍ଣ୍ଣ। ନଚେତ ଭାରତ ସବୁ ଉଦ୍ଦେଶ୍ୟରେ ଏକ ଧର୍ମନିରପେକ୍ଷ ଦେଶ। ଯେତେବେଳେ ଏହା ଗୁରୁତ୍ୱପୂର୍ଣ୍ଣ ସେତେବେଳେ ଧର୍ମକୁ ଆମେ ଗୁରୁତ୍ପ…

କ୍ଷୁଦ୍ର ବ୍ୟବସାୟୀଙ୍କ ନାଁରେ ୩୬୬ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ

ଲକ୍ଷ୍ନୌ,୨୮।୧ : ଉତ୍ତରପ୍ରଦେଶର ମୁଜାଫରନଗରରେ ରାସ୍ତା ପାର୍ଶ୍ୱରେ ବସି ପୋଷାକ ବିକ୍ରି କରୁଥିବା ଜଣେ କ୍ଷୁଦ୍ର ବ୍ୟବସାୟୀଙ୍କ ନାଁରେ ୩୬୬ କୋଟି ଟଙ୍କାର ଟିକସ ଫାଙ୍କି ଅଭିଯୋଗ ହୋଇଛି। ଇଜାଜ ଅହମ୍ମଦ ନାମକ କ୍ଷୁଦ୍ର ବ୍ୟବସାୟୀ ଜଣକ ଏଥିରେ ଆଶ୍ଚର୍ଯ୍ୟ ହୋଇ…

ପାର୍ଲାମେଣ୍ଟରେ ପିଟିଶନ ପାଇଁ ନାଗରିକଙ୍କୁ କ୍ଷମତା ମିଳିବା ନେଇ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ,୨୮।୧: ପାର୍ଲାମେଣ୍ଟରେ ପିଟିଶନ ଦାୟର ଲାଗି ନାଗରିକମାନଙ୍କୁ କ୍ଷମତା ମିଳିବା ନେଇ  କେନ୍ଦ୍ର ସରକାର ଓ ଅନ୍ୟ ପକ୍ଷମାନଙ୍କୁ ନିର୍ଦ୍ଦେଶ ଦେବା ଲାଗି ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ଶୁକ୍ରବାର ଜଷ୍ଟିସ କେ.ଏମ୍‌ ଜୋସେଫ ଏବଂ ବି.ଭି. ନାଗରତ୍ନାଙ୍କ ଖଣ୍ଡପୀଠରେ ଏହାର ଶୁଣାଣି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri