ଏସିଆ କପ ପରେ ଅଧରାତିରେ ହେଲା ଭାରତ-ପାକିସ୍ତାନ ଆଉ ଏକ ଯୁଦ୍ଧ, ମୁନିରଙ୍କ ଚେଲା ରଚିଲେ ଚକ୍ରବ୍ୟୁହ, ଜାଣନ୍ତୁ…
ଦୁବଇ,୨୯।୯: ଭାରତ ଏସିଆ କପ ୨୦୨୫ ଜିତିଥିଲା। ଫାଇନାଲରେ ସେମାନେ ପାକିସ୍ତାନକୁ ପରାସ୍ତ କରିଥିଲେ। ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଦଳକୁ ଧୂଳି ଚଟାଇଥିଲେ, ଯେପରି ଅପରେଶନ ସିନ୍ଦୂର ପାକିସ୍ତାନକୁ ପରାସ୍ତ କରିଥିଲା। ପ୍ରଥମେ ଅପରେଶନ ସିନ୍ଦୂର ଏବଂ ଏବେ ତିଲକ ପାକିସ୍ତାନକୁ…
ମୋଦିଙ୍କ ପୋଷ୍ଟ ପରେ ଖ୍ବାଜା ଆସିଫଙ୍କୁ ଲାଗିଲା ଜବରଦସ୍ତ ଝଟକା, କହିଲେ ଆମେ ୬-୦ରେ…
ଦୁବଇ,୨୯।୯: ଭାରତ ଏସିଆ କପ ୨୦୨୫ର ଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଥିଲା। ଦୁବାଇରେ ଖେଳାଯାଇଥିବା ଫାଇନାଲ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିମ ଇଣ୍ଡିଆକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସମୟରେ ଅପରେଶନ ସିନ୍ଦୂରର କଥା କହିଥିଲେ। ପ୍ରଧାନମନ୍ତ୍ରୀ…
ଟାଇଟଲ ଜିତିବା ପରେ ବି ପୁରସ୍କାର ଗ୍ରହଣ କଲାନାହିଁ ଟିମ୍ ଇଣ୍ଡିଆ, ସାରା ବିଶ୍ୱ ସମ୍ମୁଖରେ ପାକିସ୍ତାନ ହେଲା ବେଇଜ୍ଜତ
ଦୁବଇ,୨୯।୯: ଭାରତୀୟ କ୍ରିକେଟ ଦଳ ଏସିଆ କପ ଟାଇଟଲ ଜିତିଛି। ଫାଇନାଲରେ ଭାରତ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ଟାଇଟଲ ଜିତିଛି। ଭାରତୀୟ ଦଳ ୯ମ ଥର ପାଇଁ ଏସିଆ କପ ଚାମ୍ପିୟନ ହୋଇଛି। ୫୩ ବଲରେ ଅପରାଜିତ ୬୯…
ପାକିସ୍ତାନକୁ ଧୂଳି ଚଟାଇ ଭାରତ ଏସିଆ କପ୍ ଚାମ୍ପିୟନ
ଦୁବାଇ: ଭାରତ ଏସିଆ କପ୍ ୨୦୨୫ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଫାଇନାଲରେ ପାକିସ୍ତାନକୁ ରୋମାଞ୍ଚକର ମୁକାବିଲାରେ ପରାସ୍ତ କରି ଭାରତ ଟ୍ରଫି ଉଠାଇଛି। ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ଅର୍ଦ୍ଧଶତକ ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।…
ଏସିଆ କପ୍ ଫାଇନାଲ: ଭାରତ ଆଗରେ ୧୪୭ ରନର ଟାର୍ଗେଟ୍, କୁଲଦୀପ ଯାଦବଙ୍କୁ ୪ ଉଇକେଟ୍
ଦୁବାଇ,୨୭।୯: ଏସିଆ କପ୍ ୨୦୨୫ର ଐତିହାସିକ ଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ମୁକାବିଲା ଆରମ୍ଭ ହୋଇଛି। ଦୁବାଇ ଇଣ୍ଟର୍ନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନର ବ୍ୟାଟିଂ ଲାଇନ୍ଆପ୍କୁ…
ଶ୍ରୀମନ୍ଦିରରେ ମା’ ବିମଳାଙ୍କ ଷୋଡ଼ଶ ଦିନାତ୍ମକ ଶାରଦୀୟ ପୂଜା, ତିନିଦିନ ଲାଗି ହେବ ବଳି
ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଅବସ୍ଥିତ ମା’ ବିମଳାଙ୍କ ପୀଠ, ଭାରତର ଚାରି ପ୍ରମୁଖ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ, ଶାରଦୀୟ ଦୁର୍ଗାପୂଜାରେ ଭକ୍ତିମୟ ମିଳିଥାଏ। ଏହି ପୀଠରେ ମା’ ବିମଳାଙ୍କ ଷୋଳପୂଜା ଏକ ଅନନ୍ୟ ପରମ୍ପରା ଭାବେ ପାଳନ କରାଯାଏ, ଯେଉଁଥିରେ…
ଏସିଆ କପ୍ ଫାଇନାଲ: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା
ଦୁବାଇ,୨୮।୯: ଏସିଆ କପ୍ ୨୦୨୫ର ଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ଐତିହାସିକ ମୁକାବିଲା ପାଇଁ ମଞ୍ଚ ପ୍ରସ୍ତୁତ। ଏହି ୪୧ ବର୍ଷିୟ ଟୁର୍ନାମେଣ୍ଟର ଇତିହାସରେ ପ୍ରଥମ ଥର ପାଇଁ ଏହି ଦୁଇ ଚିରପ୍ରତିଦ୍ୱନ୍ଦୀ ଫାଇନାଲରେ ମୁହାଁମୁହିଁ ହେଉଛନ୍ତି। ଭାରତୀୟ ଅଧିନାୟକ…
୨୦୨୫ରେ ଭାରତର ଏହି ରାଜ୍ୟରେ ବିକ୍ରି ହେଲା ସବୁଠୁ ଅଧିକ ମଦ, ଓଡ଼ିଶାରେ ଆଖିଦୃଶିଆ ଅଭିବୃଦ୍ଧି
ମୁମ୍ବାଇ,୨୮ା୯: ଭାରତରେ ନିର୍ମିତ ବିଦେଶୀ ମଦ (IMFL) ବିକ୍ରିରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଆଧିପତ୍ୟ ବଜାୟ ରଖିଛନ୍ତି। ଅର୍ଥନୈତିକ ବର୍ଷ ୨୦୨୫ (FY25)ରେ ଦକ୍ଷିଣ ଭାରତ ସମୁଦାୟ ଦେଶୀୟ ଆୟର ୫୮% ଅଂଶ ଅର୍ଜନ କରିଛି, ଯେଉଁଥିରେ କର୍ଣ୍ଣାଟକ ୧୭% ଅଂଶ…
ଝିଅଙ୍କ ପାଇଁ ଖୁସିଖବର, ଅକ୍ଟୋବର ୧ରୁ ଆକାଉଣ୍ଟକୁ ଆସିବ ଟଙ୍କା, ତେବେ ଜାଣନ୍ତୁ କେଉଁମାନେ ପାଇବେ…
ନୂଆଦିଲ୍ଲୀ,୨୮ା୯: ଝିଅମାନଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି। ଦିଲ୍ଲୀ ସରକାର ଘୋଷଣା କରିଛନ୍ତି ଯେ, ‘ଲାଡଲି ଯୋଜନାର’ ପ୍ରାୟ ୪୦୦୦୦ ହିତାଧିକାରୀ ଅକ୍ଟୋବର ୧ରେ ଆକାଉଣ୍ଟକୁ ଟଙ୍କା ଆସିବ। ତାଳକଟୋରା ଷ୍ଟାଡିୟମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ରାଶି ବଣ୍ଟନ…
ଭାରତର ଏହି ତିନି ରାଜ୍ୟର ଲୋକେ ସପୂର୍ଣ୍ଣ ଶିକ୍ଷିତ, ଜାଣନ୍ତୁ କିପରି ହାସଲ କଲେ ଏହି ସଫଳତା
ନୂଆଦିଲ୍ଲୀ,୨୮।୯: ମିଜୋରାମ, ଗୋଆ ଓ ତ୍ରିପୁରା ଦୀର୍ଘ ବର୍ଷର ସରକାରୀ ଉଦ୍ୟମ, ସମୁଦାୟର ସକ୍ରିୟ ଅଂଶଗ୍ରହଣ ଏବଂ ଆଧୁନିକ ଟେକ୍ନୋଲୋଜି-ଆଧାରିତ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ଉଚ୍ଚ ସାକ୍ଷରତା ହାସଲ କରିଛନ୍ତି। କେନ୍ଦ୍ର ସରକାରଙ୍କ ନୂଆ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ULLAS) ଏହି…
LPG ସିଲିଣ୍ଡର-ରେଲଓ୍ବେ ଟିକେଟରୁ ପେନସନ ଯାଏ, ଅକ୍ଟୋବର ୧ରୁ ବଦଳିଯିବ ନିୟମ, ଲାଗିବ ବଡ଼ ଝଟ୍କା!
ନୂଆଦିଲ୍ଲୀ,୨୮।୯: ମାସ ଆରମ୍ଭରୁ ବଦଳିଯିବ ସବୁକିଛି, ଗ୍ରାହକଙ୍କ ପକେଟକୁ ଲାଗିବ ବଡ଼ ଝଟ୍କା! ପ୍ରତି ମାସର ପ୍ରଥମ ତାରିଖରେ କିଛି ନା କିଛି ପରିବର୍ତ୍ତନ ହୋଥାଏ। କେବେ କିଛି ମହଙ୍ଗା ହୋଇଯାଏ ତ କେବେ ଶସ୍ତା। ତେବେ ଆଉ ୨ଦିନ ପରେ…
ନା ଥିଲା ଖାଦ୍ୟ ନା ଥିଲା ପାଣି, ଅପେକ୍ଷାର ଧୈର୍ଯ୍ୟବି ଭାଙ୍ଗି ସାରିଥିଲା…, ତାମିଲନାଡୁ ଦଳଚକଟାକୁ ନେଇ ଏମିତି କହିଲେ ଡିଜିପି
କରୁର,୨୮।୯: ତାମିଲନାଡୁ କରୁରରେ ଶନିବାର ଅଭିନେତାରୁ ନେତା ହୋଇଥିବା ବିଜୟ ଥାଲାପତିଙ୍କ ତାମିଲଗା ଭେଟ୍ରି କାଝାଗମ (ଟିଭିକେ) ଦ୍ୱାରା ଆୟୋଜିତ ଏକ ରାଜନୈତିକ ରାଲିରେ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଅତି କମରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିଲା। ୧୦୦ ରୁ…
Archives


