Home Middle

ଏଲଏସିରେ ଭାରତୀୟ ବାୟୁସେନା ପକ୍ଷରୁ ହେବ ସମରାଭ୍ୟାସ ‘ପ୍ରଳୟ’…

ନୂଆଦିଲ୍ଲୀ,୨୧।୧ : ଚାଇନା ସହିତ ଏଲଏସିରେ ଚାଲିଥିବା ବିବାଦ ମଧ୍ୟରେ ଭାରତୀୟ ବାୟୁସେନା ଉତ୍ତର ପୂର୍ବ ଭାରତରେ ଏକ ପ୍ରମୁଖ ସମରାଭ୍ୟାସ କରିବାକୁ ଯାଉଛି। ଏହାର ନାମ ‘ପ୍ରଳୟ’ ରଖାଯାଇଛି। ବାୟୁସେନା ସୂତ୍ରରୁ ଜଣାପଡିଛି ଯେ ସମସ୍ତ ପ୍ରମୁଖ ଏୟାରବେସର ସହଯୋଗରେ…

ସିରିଜ ଜିତିଲା ଭାରତ…

ରାୟପୁର,୨୧।୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଅର୍ନ୍ତଜାତୀୟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚକୁ ସହଜରେ ଟିମ ଇଣ୍ଡିଆ ଜିତିଛି। ଏହା ସହିତ ତିନିଟିକିଆ ସିରିଜକୁ ଭାରତ ୨-୦ରେ ଜିତଛି। ରାୟପୁରର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ…

ସୋସିଆଲ ମିଡ଼ିଆ ପ୍ରଭାବଶାଳୀଙ୍କ ପାଇଁ ନୂଆ ନିୟମ: ବିଭ୍ରାନ୍ତିକର ବିଜ୍ଞାପନ ଦେଲେ ୫୦ ଲକ୍ଷ ଜରିମାନା…

ନୂଆଦିଲ୍ଲୀ,୨୧।୧ : ସୋସିଆଲ ମିଡିଆ ପ୍ରଭାବଶାଳୀ(ଇନଫ୍ଲ୍ୟୁଏନ୍ସର)ମାନଙ୍କୁ ଉତ୍ପାଦ ଏବଂ ସେବାକୁ ପ୍ରୋତ୍ସାହନ ଦେବାବେଳେ ସରକାର ସେମାନଙ୍କର ସାମଗ୍ରୀକ ସମ୍ବନ୍ଧ ଏବଂ ଆଗ୍ରହକୁ ପ୍ରକାଶ କରିବାକୁ ବାଧ୍ୟତାମୂଳକ କରିଛନ୍ତି। ସରକାର କହିଛନ୍ତି ଯେ ଯଦି ଏହା କରା ନ ଯାଏ ତେବେ ବିଜ୍ଞାପନ…

ବିବିସିର ଡକ୍ୟୁମେଣ୍ଟାରୀର ଭିଡିଓ-ଟୁଇଟ ଅବରୋଧ ପାଇଁ ସରକାରଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୧।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିେରୋଧରେ ପ୍ରଚାର କରୁଥିବା ବିବିସିର ଡକ୍ୟୁମେଣ୍ଟାରୀ ଶେୟାର କରୁଥିବା ଭିଡିଓ ଏବଂ ଟୁଇଟକୁ ଅବରୋଧ କରିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହା ଉପରେ ବିବିସି ଡକ୍ୟୁମେଣ୍ଟାରୀ ଇଣ୍ଡିଆ: ଦ ମୋଦି କୋଶ୍ଚିନର ଭିଡିଓ…

ଅହୋମ ମୈଦାନ ୟୁନେସ୍କୋ ବିଶ୍ୱ ଐତିହ୍ୟରେ ସାମିଲ କରିବାକୁ ପ୍ରସ୍ତାବ ପଠାଇବେ କେନ୍ଦ୍ର ସରକାର…

ଗୁଆହାଟୀ,୨୧।୧ : କେନ୍ଦ୍ର ସରକାର ଅହୋମ ସାମ୍ରାଜ୍ୟର ଚରାଇଦେବ ମୈଦାନକୁ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ମନୋନୀତ କରିବାକୁ ୟୁନେସ୍କୋକୁ ଏକ ପ୍ରସ୍ତାବ ପଠାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଶନିବାର ଏହି ସୂଚନା…

ଡିଜିଟାଲ ଜ୍ଞାନକୌଶଳ ଦ୍ୱାରା ଅନୁପ୍ରବେଶ ସାଇବର ସୁରକ୍ଷା ପାଇଁ ଆହ୍ବାନ ସୃଷ୍ଟି କରିଛି…

ନୂଆଦିଲ୍ଲୀ,୨୧।୧ : ସମ୍ପ୍ରତି ଡିଜିଟାଲ ଜ୍ଞାନକୌଶଳ ଦ୍ୱାରା ଅନୁପ୍ରବେଶ ସାଇବର ସୁରକ୍ଷା ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। ଏଣ୍ଡ-ଟୁ-ଏଣ୍ଡ ସୁରକ୍ଷା କିପରି ସୁନିଶ୍ଚିତ ହେବ ସେ ନେଇ ସରକାରଙ୍କ ପକ୍ଷରୁ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରହିଛି। ୫୭ ତମ…

ଆରଏସଏସକୁ ସମାଲୋଚନା କଲେ ନେତାଜୀଙ୍କ ଝିଅ, ଦୁହିଁଙ୍କ ଚିନ୍ତା ଧାରା ଭିନ୍ନ ଭିନ୍ନ ବୋଲି କହିଲେ…

କୋଲକାତା,୨୧।୧ : ଜାନୁଆରୀ ୨୩ ରେ କୋଲକାତାରେ ଆରଏସଏସ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ ପାଳନ କରିବାକୁ ଯୋଜନା କରିଛି। ଏନେଇ ନେତାଜୀଙ୍କ ଝିଅ ଅନୀତା ବୋଷ ଫାଫ କହିଛନ୍ତି ଯେ ତାଙ୍କ ପିତାଙ୍କ ଉତ୍ତରାଧିକାରୀଙ୍କ ଶୋଷଣ ପାଇଁ…

ଶରଦ ପାଓ୍ବାରଙ୍କୁ ପ୍ରଶଂସା କଲେ ଶିନ୍ଦେ…

ମୁମ୍ବାଇ,୨୧।୧ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ପ୍ରଶଂସା କରିଛନ୍ତି। ଶନିବାର ପୁଣେର ବସନ୍ତ ଦାଦା ସୁଗାର ଇନଷ୍ଟିଚ୍ୟୁଟର ୪୬ ତମ ବାର୍ଷିକ ଉତ୍ସବରେ ଯୋଗଦେଇ ସେ କହିଛନ୍ତି, ସହକାରୀ କ୍ଷେତ୍ରରେ ପାଓ୍ବାରଙ୍କ ଯୋଗଦାନ ବେଶ୍‌…

‘ମୋଦି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି’

ଲଣ୍ଡନ,୨୧ା୧: ବିଟ୍ରେନ ଏମ୍‌ପି ଲର୍ଡ କରଣ ବିଲିମୋରିଆ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି’ ବୋଲି କହିଛନ୍ତି। ସେ କହିଛନ୍ତି, ଭାରତ ବିଶ୍ୱର ଏକ ପ୍ରମୁଖ ଅର୍ଥନୀତି ଅଟେ। ପିଲାଦିନେ ମୋଦି ଗୁଜରାଟର ଏକ ରେଳ ଷ୍ଟେଶନରେ…

ଦଲାଇ ଲାମାଙ୍କ ଉତ୍ତରାଧିକାରୀ ପ୍ରକ୍ରିୟାରେ ଚାଇନାର ହସ୍ତକ୍ଷେପ: ବୌଦ୍ଧ ସଂଗଠନ ପକ୍ଷରୁ ନିନ୍ଦା…

ତିବ୍ଦତ,୨୧।୧ : ଦଲାଇ ଲାମାଙ୍କ ଉତ୍ତରାଧିକାରୀ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବାରୁ ଚାଇନାକୁ ବୌଦ୍ଧ ସଂଗଠନ ପକ୍ଷରୁ ନିନ୍ଦା କରାଯାଇଛି। ଜାପାନର ବିଶ୍ୱ ବୌଦ୍ଧ ଫେଡେରେଶନ ଏକ କଠୋର ବାର୍ତ୍ତାରେ କହିଛି ଯେ ତିବ୍ଦତୀୟ ଲୋକମାନେ ଚାଇନା ନୁହେଁ ତିବ୍ଦତୀୟ ସଂସ୍କୃତି ଏବଂ…

ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୦୯…

ରାୟପୁର,୨୧।୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଅର୍ନ୍ତଜାତୀୟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ରାୟପୁରର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଜାରି ରହିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତିବା ପରେ ପ୍ରଥମେ ବୋଲିଂ…

କରୋନା ନିୟମରେ ଚାଲିବ ଖଣ୍ଡଗିରି ମେଳା

ଭୁବନେଶ୍ୱର,୨୧ା୧(ବ୍ୟୁରୋ): ଆସନ୍ତା ମାଘସପ୍ତମୀରୁ ଖଣ୍ଡଗିରିରେ ପ୍ରସିଦ୍ଧ କୁମ୍ଭମେଳା ଆରମ୍ଭ ହେବ। ଏହି ଉପଲକ୍ଷେ ଯାତ୍ରାକୁ ଅନୁମତି ମିଳିଛି।୩୦ ତାରିଖରୁ ୫ଟି ପେଣ୍ଡାଲରେ ଯାତ୍ରା ପାର୍ଟି ନାଟକ ପରିବେଷଣ କରିବେ।କରୋନା ଗାଇଡ୍‌ଲାଇନ୍‌ ଅନୁଯାୟୀ, ପ୍ରସିଦ୍ଧ ଖଣ୍ଡଗିରି ମେଳା ଚାଲିବ ବୋଲି ଶନିବାର ବିଏମ୍‌ସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri