ତୁର୍କୀ-ସିରିଆରେ ହଜାର ହଜାର ଜୀବନରେ ଲାଗିଲା ବିରାମ, ମୃତକଙ୍କ ସଂଖ୍ୟା ୧୫୦୦୦ ଟପିଲା
ଅଙ୍କାରା,୯ ।୨: ତୁର୍କୀ ଓ ସିରିଆରେ ୬ ଫେବୃୟାରୀରେ ଆସିଥିବା ବିନାଶକାରୀ ଭୂକମ୍ପ ଫଳରେ ହଜାର ହଜାର ଜୀବନରେ ବିରାମ ଲାଗିଛି । ଏବେ କେବଳ ଧ୍ୱଂସାବଶେଷ ଭିତରୁ ଜୀବନ ଖୋଜା ଚାଲିଛି । ୩ ଦିନ ପରେ ଜୀବନର ଆଶା…
ସ୍ଲାବ୍ ତଳେ ଭାଇକୁ ସୁରକ୍ଷା ଦେଇଥିଲା ଭଉଣୀ
ଦାମସ୍କସ୍, ୯।୨: ଭୂକମ୍ପରେ ପ୍ରଭାବିତ ସିରିଆରେ ସ୍ଲାବ୍ ତଳେ ଫସି ରହିଥିବା ଭଉଣୀ ଭାଇଙ୍କ ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି। ସାନ ଭାଇକୁ ରକ୍ଷା କରିବା ଲାଗି ତା’ ମୁଣ୍ଡ ଉପରେ ଭଉଣୀ ନିଜ ହାତକୁ ରଖିଛି।…
ଆଦାନୀ ପ୍ରସଙ୍ଗ: ସଂସଦରେ ଅଚଳାବସ୍ଥା ଜାରି
ନୂଆଦିଲ୍ଲୀ,୯ା୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକ ସଭାରେ ଆଦାନୀ ଗ୍ରୁପ୍ର ଜାଲିଆତି ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ କରିବାର ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବକ୍ତବ୍ୟ ରଖିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବେଳେ ପ୍ରଧାନମନ୍ତ୍ରୀ…
‘ହିମ ହ୍ରଦ ବନ୍ୟା’: ପ୍ରଭାବିତ ହେବେ ୩୦ ଲକ୍ଷ
ଲଣ୍ଡନ, ୯।୨: ଭବିଷ୍ୟତରେ ସାରା ବିଶ୍ୱ ହିମ ହ୍ରଦ ବନ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଯାଉଛି। ବ୍ରିଟେନ ନ୍ୟୁକାଷ୍ଟଲ ୟୁନିଭର୍ସିଟି ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନରେ ଏହା ଜଣାପଡ଼ିଛି। ଗ୍ଲାସିଆଲ ଲେକ୍ ଆଉଟ୍ବ୍ରଷ୍ଟ ଫ୍ଲଡ୍ସ (ଜିଏଲ୍ଓଏଫ୍) ବା ହିମ ହ୍ରଦ ବନ୍ୟା…
‘ଅପରେଶନ ଦୋସ୍ତ’
ନୂଆଦିଲ୍ଲୀ, ୯।୨: ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ତୁର୍କୀ ଓ ସିରିଆକୁ ଭାରତ ସହଯୋଗ କରିବା ନେଇ ପ୍ରତିଶ୍ରୁତି ଦେଇଛି। କେନ୍ଦ୍ର ସରକାର ‘ଅପରେଶନ୍ ଦୋସ୍ତ’ ଆରମ୍ଭ କରିଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ବୁଧବାର ଟୁଇଟରରେ ଏକ ପୋଷ୍ଟ ଶେୟାର…
୧୧ ହଜାର ଟପିଲା ମୃତ୍ୟୁ
ଗାଜିଆଣ୍ଟେପ, ୯।୨: ତୁର୍କୀ ଓ ସିରିଆରେ ଅନୁଭୂତ ଶକ୍ତିଶାଳୀ ଭୂକମ୍ପକୁ ତିନିଦିନ ବିତିଯାଇଛି। ଦିନ ବିତିବା ସାଙ୍ଗକୁ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ବୁଧବାର ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା ୧୧,୨୦୦ରେ ପହଞ୍ଚିଛି। ତୁର୍କୀ ରାଷ୍ଟ୍ରପତି ରିସେପ ଟାୟିପ ଇର୍ଡୋଗାନ୍ ଭୂକମ୍ପରେ କ୍ଷତିଗ୍ରସ୍ତ…
ସହାୟତା ଲୋଡି ଫ୍ରାନ୍ସ ପହଞ୍ଚିଲେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲନସ୍କି
ପ୍ୟାରିସ,୯ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ବର୍ଷେ ପୂରଣ ହେବାକୁ ଯାଉଛି । ହେଲେ ଏବେ ପର୍ଯ୍ୟନ୍ତ ନା ରୁଷିଆ ନା ୟୁକ୍ରେନ୍ କେହି ପଛକୁ ହଟିବାକୁ ରାଜି ନୁହଁନ୍ତି । ଏହାରି ଭିତରେ ୟୁରୋପୀୟ ଅସ୍ତ୍ରଶସ୍ତ୍ରର ସହାୟତା ଲୋଡି ୟୁକ୍ରେନ୍ ରାଷ୍ଟ୍ରପତି…
ନାଟୋ ଜେଟ୍ରେ ପ୍ରଶିକ୍ଷଣ ନେଇପାରିବେ ୟୁକ୍ରେନ ପାଇଲଟ
କିଭ୍,୮ା୨: ବୁଧବାର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବ୍ରିଟେନ ଗସ୍ତ କରିଛନ୍ତି। ତାଙ୍କ ଗସ୍ତରେ ସେ ରୁଷିଆ ବିରୋଧରେ ଚାଲିଥିବା ଯୁଦ୍ଧ ପାଇଁ ସାମରିକ ସହାୟତା ଲୋଡ଼ିଛନ୍ତି। ପାଶ୍ଚାତ୍ୟ ସାମରିକ ସମର୍ଥନରେ ଏହା ଏକ ପ୍ରତୀକାତ୍ମକ ପଦକ୍ଷେପ। ଉନ୍ନତ ନାଟୋ ଯୁଦ୍ଧବିମାନ ଉପରେ…
ତୁର୍କୀରେ ଫସିଛନ୍ତି ୧୦ ଭାରତୀୟ
ନୂଆଦିଲ୍ଲୀ,୮ା୨: ତୁର୍କୀରେ ହୋଇଥିବା ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ବୁଧବାର ୧୧୦୦୦ ଟପିଥିବା ବେଳେ ବିପର୍ଯ୍ୟୟ ପ୍ରଭାବିତ ଦେଶକୁ ସାହାଯ୍ୟ କରିବା ପାଇଁ ଭାରତ ବିପୁଳ ପରିମାଣର ରିଲିଫ ସାମଗ୍ରୀ ପଠାଇଛି। ଏହି ସମୟରେ, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ…
୨୦୦୪ ରୁ ୨୦୧୪ ଘୋଟାଲାର ଦଶନ୍ଧି ଥିଲା: ମୋଦି
ନୂଆଦିଲ୍ଲୀ,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଲୋକ ସଭାରେ ବିରୋଧୀ ଦଳ ଉପରେ ବର୍ଷିଛନ୍ତି। ସେ କଂଗ୍ରେସ ନେତୃତ୍ୱାଧୀନ ପୁରୁଣା ୟୁପିଏ ସରକାରର ଦିନଗୁଡିକୁ ମନେ ପକାଇ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ୨୦୦୪ ରୁ ୨୦୧୪ ମଧ୍ୟରେ ଦେଶର…
ରାହୁଲ ଗାନ୍ଧୀଙ୍କ ନାଁ ନେଇ ବର୍ଷିଲେ ମୋଦି
ନୂଆଦିଲ୍ଲୀ,୮।୨: ପାର୍ଲାମେଣ୍ଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜବାବ ରଖିଛନ୍ତି। ଏହି ଅବସରରେ ବିରୋଧୀ ଦଳ ଉପରେ ଟାର୍ଗେଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କ୍ଷମତାର ସ୍ବପ୍ନ ଦେଖୁଥିବା…
ତୁର୍କୀ, ସିରିଆରେ ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୧୧୦୦୦ ଟପିଲା
ଆଙ୍କାରା,୮ା୨: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁସଂଖ୍ୟା ବୁଧବାର ୧୧୦୦୦ ଅତିକ୍ରମ କରିଛି। ଦକ୍ଷିଣ ତୁର୍କୀ ଏବଂ ସିରିଆର ଲୋକମାନେ ପ୍ରବଳ ଶୀତରେ ରାତି କଟାଇଛନ୍ତି। ତୁର୍କୀର ହାଟେ ପ୍ରଦେଶର ଏକ ଡାକ୍ତରଖାନା ବାହାରେ ହଜାର ଶହ ଶହ…
Archives


