କର୍ମଚାରୀଙ୍କୁ କ୍ଷମା ପ୍ରାର୍ଥନା କଲେ ଏଲନ ମସ୍କ…
ଓ୍ବାଶିଂଟନ,୮।୩ : ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖ ବିଶ୍ୱର ଅନେକ ଛୋଟ ବଡ କମ୍ପାନୀ ଛଟେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଅନେକ ଥର କର୍ମଚାରୀମାନଙ୍କୁ ସିଧାସଳଖ ବହିଷ୍କାର କରାଯିବା ବିଷୟରେ କୁହାଯାଉଛି। ବେଳେବେଳେ ସେମାନଙ୍କୁ କିଛି ସୂଚନା ନ ଦେଇ ଛଟେଇ…
ନେଡ୍ ପ୍ରାଇସ୍ ଦେଲେ ଇସ୍ତଫା…
ଓ୍ବାଶିଂଟନ,୮।୩ : ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ ତାଙ୍କ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି। ତେବେ ସେ ଚଳିତ ଶେଷ ମାସ ପର୍ଯ୍ୟନ୍ତ ତାଙ୍କ ପଦବୀରେ ରହିବେ। ଗତ ଦୁଇ ବର୍ଷ ଧରି ଆମେରିକାର ବୈଦେଶିକ…
ନ୍ୟୁୟର୍କର ଜିଲା ଜଜ ହେବେ ମୂଳ ଭାରତୀୟ ଅରୁଣ…
ନ୍ୟୁୟର୍କ,୮।୩ : ନ୍ୟୁୟର୍କର ଦକ୍ଷିଣ ଜିଲା ପାଇଁ ମୂଳ ଭାରତୀୟ ଆମେରିକୀୟ ଅରୁଣ ସୁବ୍ରମଣ୍ୟନ ଜଜ ହେବେ। ସେ ଏହି ବେଞ୍ଚରେ ପ୍ରଥମ ଦକ୍ଷିଣ ଏସୀୟ ବିଚାରପତି ଭାବେ କାର୍ଯ୍ୟ କରିବେ। ସିନେଟ ନ୍ୟାୟପାଳିକା କମିଟି ଏହାକୁ ନିଶ୍ଚିତ କରିଛନ୍ତି। ଗତ…
ଆଜି ହୋଲି : ଗାଁଠୁ ସହର ଯାଏ ସବୁଠି ଉତ୍ସବ ମୁଖର
ଭୁବନେଶ୍ବର,୮।୩(ବ୍ୟୁରୋ): ଆଜି ହେଉଛି ହୋଲି ପର୍ବ। ରଙ୍ଗର ପର୍ବ ହୋଲିକୁ ନେଇ ଗାଁଠୁ ସହର ସବୁଠି ଉତ୍ସବ ମୁଖର। ହିନ୍ଦୁ ପରମ୍ପରା ଅନୁଯାୟୀ ଦୋଳ ପୂର୍ଣ୍ଣିମା ଅବସରରେ ଦୋଳଗୋବିନ୍ଦ ଅବିର ଖେଳିଛନ୍ତି। କରୋନା କଟକଣା ପାଇଁ ୨ ବର୍ଷ ହେଲା ରଙ୍ଗ…
୭୦ ଟ୍ରେନିଂ ବିମାନ କ୍ରୟ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏଚଏଏଲ ମଧ୍ୟରେ ଚୁକ୍ତି…
ନୂଆଦିଲ୍ଲୀ,୭।୩ : ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର ୭୦ ଏଚଟିଟି-୪୦ ଟ୍ରେନିଂ ବିମାନ କ୍ରୟ ପାଇଁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ(ଏଚଏଏଲ) ସହିତ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି। ବାୟୁସେନା ଏହି କ୍ରୟ ପାଇଁ ୬,୮୦୦ କୋଟି ଟଙ୍କା ଖର୍ଚ୍ଚ କରିବ। ୩୧,୦୦୦ କୋଟି…
ଚାଇନା କିଣୁଛି ଶୀତଳ ଅସ୍ତ୍ର…
ନୂଆଦିଲ୍ଲୀ,୭।୩ : ଗଲଓ୍ବାନ ଏବଂ ତୱାଙ୍ଗରେ ଭାରତୀୟ ସେନାର ଆକ୍ରମଣର ପ୍ରତିଶୋଧ ନେବାକୁ ଚାଇନା ଷଡ଼ଯନ୍ତ୍ର କରୁଛି। ଭାରତୀୟ ସେନାର ମୁକାବିଲା କରିବାକୁ ଚାଇନା ଏଲଏସିରେ ଲଢ଼େଇ ପାଇଁ ଶୀତଳ ଅସ୍ତ୍ର (କୋଲ୍ଡ ଓ୍ବିପୋନ) କିଣୁଛି। ଗୁପ୍ତଚର ରିପୋର୍ଟ ଅନୁଯାୟୀ ଚାଇନର…
କର୍ନାଟକର ବିଧାନସଭା ନିର୍ବାଚନରେ କଂଗ୍ରେସ ଜିତିବ ୧୪୦ରୁ ଅଧିକ ଆସନ: ଡି.କେ ଶିବକୁମାର…
ବେଙ୍ଗାଲୁରୁ,୭।୩ : କର୍ନାଟକ ବିଧାନସଭାର କାର୍ଯ୍ୟକାଳ ୨୪ ମେ ୨୦୨୩ ରେ ଶେଷ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଚଳିତ ମାସରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହି ସମୟରେ କର୍ନାଟକ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଡି.କେ ଶିବକୁମାର ଦାବି…
ଭାରତ ପରେ ଏବେ ଇରାନର ଭାଗ୍ୟ ଚମକିଲା: ମାଟିତଳେ ୮୫ ଲକ୍ଷ ଟନ ଲିଥିୟମ…
ତେହେରାନ,୭।୩ : ନିକଟରେ ଭାରତରେ ଲିଥିୟମର ଏକ ବିଶାଳ ଭଣ୍ଡାର ରହିଥିବା ଜଣାପଡ଼ିଥିଲା। ବର୍ତ୍ତମାନ ଇରାନର ମାଟିତଳେ ମଧ୍ୟ ବହୁ ପରିମାଣରେ ଲିଥିୟମ ଥିବା ଜଣାପଡ଼ିଛି। ଇରାନ କହିଛି ଯେ ଦେଶର ପଶ୍ଚିମ ପ୍ରଦେଶର ଏକ ବୃହତ ଲିଥିୟମ ଭଣ୍ଡାର ଆବିଷ୍କାର…
୪-୬ ଜଣ ବିଧାୟକଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ମିଳିବ ଟିକଟ: ୟେଦୁରପ୍ପା…
ବେଙ୍ଗାଲୁରୁ,୭।୩ : କର୍ନାଟକ ବିଧାନସଭାର କାର୍ଯ୍ୟକାଳ ୨୪ ମେ ୨୦୨୩ ରେ ଶେଷ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଚଳିତ ମାସରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହି ସମୟରେ, ଭାଜପାର ବରିଷ୍ଠ ନେତା ତଥା ଦଳର ସଂସଦୀୟ ବୋର୍ଡର…
ଲାଲୁଙ୍କୁ ସିବିଆଇ ପଚରାଉଚରା: ଝିଅ ରୋହିଣୀ କହିଲେ ମୋ ବାପାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି…
ପାଟନା,୭।୩ : ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ତାଙ୍କ ପିତାଙ୍କୁ ସିବିଆଇ ପଚରାଉଚରା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରୋହିଣୀ ହିଁ ତାଙ୍କ ପିତାଙ୍କୁ କିଡନୀ ଦାନ କରିଥିଲେ। ମଙ୍ଗଳବାର ସେ କେନ୍ଦ୍ର ସରକାରଙ୍କୁ ଜଣେ…
ଏସିଆ-ପ୍ରଶାନ୍ତ ମହାସାଗର ଅଞ୍ଚଳ ରଣନୀତିରେ ଦ୍ୱିତୀୟ ନାଟୋ ପ୍ରତିଷ୍ଠା କରିବାକୁ ଚାହୁଁଛି ଆମେରିକା: ଚାଇନା…
ବେଜିଂ,୭।୩ : ଦୀର୍ଘ ଦିନ ଧରି ଚାଇନା ଏବଂ ଆମେରିକା ମଧ୍ୟରେ ତିକ୍ତତା ଜାରି ରହିଛି। ଦୁଇ ବିଶ୍ୱ ଶକ୍ତି ମଧ୍ୟରେ ଉତ୍ତେଜନା କମ୍ ହେବାର ନାମ ନେଉନାହିଁ। ପ୍ରଥମେ ତାଇୱାନ ପ୍ରସଙ୍ଗରେ ଏବଂ ପରେ ଗୁପ୍ତଚର ବେଲୁନ ଉପରେ ଉଭୟେ…
ନାଗାଲାଣ୍ଡରରେ ପ୍ରଥମ ମହିଳା ମନ୍ତ୍ରୀ…
କୋହିମା,୭।୩ : ନାଗାଲାଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିବା ପ୍ରଥମ ମହିଳା ବିଧାୟକ ସାଲହୁଟୁନୁ କ୍ରୁସେ ମଙ୍ଗଳବାର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେସେ ଶପଥ ଗ୍ରହଣ କରିଛନ୍ତି। ଏହି ସମାରୋହରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା,…
Archives


