ଆର୍ଥିକ ସଙ୍କଟ ସାଙ୍ଗକୁ ବଢୁଛି କରୋନା ମାମଲା
ଇସଲାମାବାଦ,୨୫ା୩: ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନରେ କରୋନା ପ୍ରକୋପ କମିନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପାକିସ୍ତାନରେ ୩.୫୮ ପ୍ରତିଶତ କରୋନା ମାମଲା ବୃଦ୍ଧି ଘଟିଛି। ଏହା ସହିତ ସଂକ୍ରମଣରୁ ରକ୍ଷା…
ଅଣାୟତ୍ତ ମୁହାଁ କରୋନା: ରାଜ୍ୟଙ୍କୁ ଚିଠି ଲେଖିଲେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ-ଆଇସିଏମଆର…
ନୂଆଦିଲ୍ଲୀ,୨୫।୩ : ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଏନେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ମହାନିର୍ଦ୍ଦେଶକ ଡାକ୍ତର ରାଜୀବ ବହଲ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ କରୋନା…
ଆସନ୍ତାକାଲି ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୫ା୩(ବ୍ୟୁରୋ): ଆସନ୍ତାକାଲି ଅର୍ଥାତ୍ ରବିବାର ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କବିସୂର୍ଯ୍ୟନଗର, ଛତ୍ରପୁର ଏବଂ ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଗଞ୍ଜାମ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ…
କଂଗ୍ରେସ କର୍ନାଟକକୁ ନେତାଙ୍କ ଏଟିଏମ୍ରେ ପରିଣତ କରିବାକୁ ଚାହୁଁଛି: ପ୍ରଧାନମନ୍ତ୍ରୀ…
ବେଙ୍ଗାଲୂରୁ,୨୫।୩ : କର୍ନାଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁର ଦେବାଗେରେଠାରେ ଏକ ରୋଡ ଶୋ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି କହିଛନ୍ତି, କଂଗ୍ରେସ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କର୍ମକ୍ଷେତ୍ର ଥିବା କାଲବର୍ଗିରେ ବିଜୟ…
ଆସିବ ନୂଆ କରୋନା ଗାଇଡ୍ଲାଇନ୍
ଭୁବନେଶ୍ୱର,୨୫ା୩(ବ୍ୟୁରୋ): ଦେଶ ଏବଂ ରାଜ୍ୟରେ କରୋନା ସ୍ଥିତି ବଢୁଥିବାରୁ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। କରୋନା ପାଇଁ ନୂଆ ଗାଇଡ୍ଲାଇନ୍ ଆସିବା ନେଇ ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ ବସିବ। ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନରେ ଏହି…
ନୂଆ ପାଠ୍ୟକ୍ରମ ଲାଗୁ ହେବା ପରେ ବିଶ୍ୱବିଦ୍ୟାଳୟକୁ ଫେରିବେ ଛାତ୍ରୀ: ତାଲିବାନ…
କାବୁଲ,୨୫।୩ : ଆଫଗାନିସ୍ତାରେ ସୁରକ୍ଷା ବିଭାଗର ମୁଖ୍ୟ ଅଜିଜୁଲ୍ଲା ଓମାର ଗଣମାଧ୍ୟମକୁ କହିଛନ୍ତି ଯେ ଏକ ନୂତନ ପାଠ୍ୟକ୍ରମ ପ୍ରସ୍ତୁତ ହେବା ପରେ ଛାତ୍ରୀମାନଙ୍କୁ ଆଫଗାନିସ୍ତାନର ବିଶ୍ୱବିଦ୍ୟାଳୟକୁ ଫେରିବାକୁ ଅନୁମତି ଦିଆଯିବ। ସେ କହିଛନ୍ତି, ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ପାଠପଢ଼ା ଆରମ୍ଭ କରିବାରେ…
ଆମେରିକା-ଇରାନ ମୁହାଁମୁହିଁ: ଯୁଦ୍ଧକ୍ଷେତ୍ର ପାଲଟିଛି ସିରିଆ..
ଓ୍ବାଶିଂଟନ,୨୫।୩ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇରାନକୁ ଚେତାବନୀ ଦେଇଛନ୍ତି ଏବଂ କହିଛନ୍ତି ଯେ ଆମେରିକୀୟ ନାଗରିକଙ୍କୁ ବଞ୍ଚାଇବା ପାଇଁ ସେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସିରିଆରେ ଇରାନ ସମର୍ଥିତ ସୁରକ୍ଷା ବାହିନୀ ବିରୋଧରେ ଆମେରିକାର ଏୟାର ଷ୍ଟ୍ରାଇକ…
ସୁଖମୟ ଭବିଷ୍ୟତ ଆଶା ମଉଳି ଯାଉଛି : ଆମେରିକା ନୂଆ ପିଢ଼ି ନିରାଶ…
ଓ୍ବାଶିଂଟନ,୨୫।୩ : ଆମେରିକୀୟମାନଙ୍କ ମଧ୍ୟରେ ଆଗାମୀ ପିଢ଼ିଙ୍କି ପାଇଁ ଏକ ସୁଖମୟ ଉନ୍ନତ ଜୀବନର ଆଶା ଦ୍ରୁତ ଗତିରେ କମିବାରେ ଲାଗିଛି । ବହୁ ସଂଖ୍ୟକ ଲୋକ ମତ ଦେଇଛନ୍ତି ଯେ ସେମାନଙ୍କ ପିଲାମାନଙ୍କର ଜୀବନ ବର୍ତ୍ତମାନର ଅପେକ୍ଷା ଭଲ ହେବ…
ଭୟଙ୍କର ଝଡ଼: ୧୯ ଜଣଙ୍କ ଜୀବନ ଗଲା
ଓ୍ବାଶିଂଟନ,୨୫ା୩: ଆମେରିକାର ଦକ୍ଷିଣ-ପୂର୍ବ ମିସିସିପିରେ ଏକ ଭୟଙ୍କର ଘୂର୍ଣ୍ଣିବଳୟ ଏବଂ ପ୍ରବଳ ବଜ୍ରପାତ ଘଟି ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ଶନିବାର ଏକ ରିପୋର୍ଟରେ ପ୍ରକାଶ ପାଇଛି। ମିସିସିପିର ଜରୁରିକାଳୀନ ପରିଚାଳନା ଏଜେନ୍ସି ରିପୋର୍ଟରେ କୁହାଯାଇଛି, ଶାର୍କି ଏବଂ ହାମ୍ଫ୍ରିସ୍ କାଉଣ୍ଟିରେ…
ଗାନ୍ଧୀ ବାଦୀ ବିଚାରଧାରା ପ୍ରତି ହୋଇଛି ବିଶ୍ୱାସଘାତ: ଆମେରିକା ସାଂସଦ…
ଓ୍ବାଶିଂଟନ,୨୫।୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କଚ ଦଣ୍ଡାଦେଶ ଏବଂ ପରେ ଲୋକସଭା ସଦସ୍ୟତା ହରାଇବା ପ୍ରସଙ୍ଗରେ, ଭାରତରେ ସମଗ୍ର ବିରୋଧୀ ଦଳ ଏକଜୁଟ ହୋଇଛନ୍ତି। ଏପରି ସ୍ଥଳେ ଏହାକୁ ନେଇ ମିଳିତ ଜାତିସଂଘରୁ ଆମେରିକୀୟ ସାଂସଦଙ୍କ ବିବୃତ୍ତି ସାମ୍ନାକୁ ଆସିଛି।…
ମୁଁ ପ୍ରଶ୍ନ ପଚାରିବା ବନ୍ଦ କରିବି ନାହିଁ: ରାହୁଲ…
ନୂଆଦିଲ୍ଲୀ,୨୫।୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭାର ସଦସ୍ୟ ଭାବରେ ଅଯୋଗ୍ୟ ହେବା ପରେ ଶନିବାର ଅପରାହ୍ନ ଗୋଟାଏରେ ଦଳ ମୁଖ୍ୟାଳୟରେ ଏକ ଗଣମାଧ୍ୟମ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଦେଶରେ ଗଣତନ୍ତ୍ର ଉପରେ ଆକ୍ରମଣ ହେବା କଥା…
ପେନସିଲଭାନିଆରେ ବିସ୍ଫୋରଣ: ୨ ମୃତ, ୮ ଆହତ…
ଓ୍ବାଶିଂଟନ,୨୫।୩ : ଆମେରିକାର ପେନସିଲଭାନିଆରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ପେନସିଲଭାନିଆର ଏକ ଚକୋଲେଟ କାରଖାନାରେ ବିସ୍ଫୋରଣ ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଲୋକ ଆହତ ହୋଇଥିବାବେଳେ ୯ ଜଣ ମଧ୍ୟ ନିଖୋଜ ଅଛନ୍ତି। ପଶ୍ଚିମ ରିଡିଂର…
Archives


