ଖଲିସ୍ତାନ ହିଂସା ମାମଲାରେ ୩ ଗିରଫ
ମେଲବୋର୍ନ,୩୦ା୩: ମେଲବୋର୍ନ ଇଷ୍ଟ ନେବରିଂ ପୋଲିସ ଟିମ୍ ୩ ଜଣଙ୍କୁ ଗିରଫ କରିଥିବା ଗୁରୁବାର ସୂଚନା ଦେଇଛି। ଜାନୁୟାରୀ ୨୯ରେ ଫେଡେରେଶନ ସ୍କୋୟାରରେ ଚାଲିଥିବା ଖଲିସ୍ତାନ ଉପନିର୍ବାଚନ କାର୍ଯ୍ୟକ୍ରମରେ ପୋଲିସ ଉପସ୍ଥିତ ଥିବା ବେଳେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।…
ରାମନବମୀରେ ବଡ଼ ଦୁର୍ଘଟଣା: ଭୁଶୁଡିଲା ମନ୍ଦିର କୂଅ ଛାତ
ଇନ୍ଦୋର,୩୦।୩: ମଧ୍ୟ ପ୍ରଦେଶର ଇନ୍ଦୋରରେ ରାମ ନବମୀରେ ଏକ ବଡ ଦୁର୍ଘଟଣା ଘଟିଛି। ସ୍ନେହା ନଗର ନିକଟସ୍ଥ ଶ୍ରୀ ବେଲେଶ୍ୱର ମହାଦେବ ଜୁଲେଲାଲ ମନ୍ଦିର କୂଅ ଛାତ ଭୁଶୁଡି ପଡିଛି। ଫଳରେ ୨୫ରୁ ଅଧିକ ଭକ୍ତ କୂଅ ଭିତରେ ଫସି ରହିଛନ୍ତି।…
ଭାରତ-ଶ୍ରୀଲଙ୍କା ସୌରଶକ୍ତି ଚୁକ୍ତି: ସ୍ଥାପିତ ହେବ ୧୩୫ ମେଗାଓ୍ବାଟ ସୋଲାର ପ୍ଲାଣ୍ଟ…
ନୂଆଦିଲ୍ଲୀ,୩୦।୩ : ଦ୍ୱିପାକ୍ଷିକ ଅର୍ଥନୈତିକ ଭାଗିଦାରୀକୁ ମଜବୁତ କରିବା ପାଇଁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସୌୀଶକ୍ତି ଚୁକ୍ତି ହୋଇଛି। ଏହା ଅନ୍ତର୍ଗତ ଶ୍ରୀଲଙ୍କର ଉପକୂଳବର୍ତ୍ତୀ ପୂର୍ବ ଜିଲାର ଟ୍ରିନକୋମାଲିରେ ଦୁଇ ପର୍ଯ୍ୟାୟରେ ୧୩୫ ମେଗାୱାଟ ସୌର ବିଦ୍ୟୁତ ଉତ୍ପାଦନ କେନ୍ଦ୍ର…
ଅନ୍ଲାଇନ କାରବାରକୁ ସାବଧାନ ! ହଜାରେ ଦିନରେ ୧୩ କୋଟି ଥର ସାଇବର କ୍ରାଇମ ପୋର୍ଟାଲର ସହାୟତା ନେଇଛନ୍ତି ଲୋକେ…
ନୂଆଦିଲ୍ଲୀ,୩୦।୩ : ବିଶ୍ୱସ୍ତରରେ, ଏହା ବିକଶିତ ହେଉ କିମ୍ବା ବିକାଶଶୀଳ ରାଷ୍ଟ୍ର ହେଉ, ସାଇବର ଅପରାଧ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ବାନ ଭାବରେ ଉଭା ହୋଇଛି । ଭାରତରେ ସାଇବର ଅପରାଧର ମୁକାବିଲା ତଥା ଏହାର ବିପଦ ବିଷୟରେ ଲୋକଙ୍କୁ…
ୟେଦୁରପ୍ପାଙ୍କ ବଡ଼ ଘୋଷଣା: ଲଢ଼ିବିନି ନିର୍ବାଚନ…
ବେଙ୍ଗାଲୁରୁ,୩୦।୩ : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରୁପ୍ପା ତଥା ଭାଜପା ନେତା ଏକ ବଡ଼ ଘୋଷଣା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସେ ଏଥର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ୟେଦୁରୁପ୍ପା ତାଙ୍କ ବୟସ ଦର୍ଶାଇ ଏହା…
ଦିଲ୍ଲୀ ପରେ ଏବେ ସାରା ଦେଶରେ ୧୧ ଭାଷାରେ ଲାଗିଲା ମୋଦି ବିରୋଧି ପୋଷ୍ଟର…
ନୂଆଦିଲ୍ଲୀ,୩୦।୩ : ଆମ ଆଦମୀ ପାର୍ଟି (ଏଏପି) ସାରା ଦେଶରେ ୧୧ ଟି ଭାଷାରେ ମୋଦି ହଟାଓ, ଦେଶ ବଚାଓ ପୋଷ୍ଟର ଲଗାଯାଇଛି। ମାର୍ଚ୍ଚ ୩୦ ରେ ଦେଶବ୍ୟାପୀ ଏଭଳି କରାଯିବ ବୋଲି ଏଏପିର ଦିଲ୍ଲୀ ୟୁନିଟ ମୁଖ୍ୟ ତଥା ପରିବେଶ…
ମୋବାଇଲ ଫୋନର ବ୍ୟବହାର ଆବଶ୍ୟକତାଠାରୁ ଅଧିକ କରୁଛନ୍ତି ଲୋକେ: ମୋବାଇଲ ଉଦ୍ଭାବକ ମାର୍ଟିନ କୁପର…
ଓ୍ବାଶିଂଟନ,୩୦।୩ : ମୋବାଇଲ ଫୋନ ଏକ ଅତ୍ୟନ୍ତ ଉପଯୋଗୀ ଉପକରଣ, କିନ୍ତୁ ଏହାର ସମସ୍ୟା ହେଉଛି ଲୋକମାନେ ଏହାକୁ ଆବଶ୍ୟକତାଠାରୁ ଅତ୍ୟଧିକ ବ୍ୟବହାର କରୁଛନ୍ତି। ୫୦ ବର୍ଷ ପୂର୍ବେ ମୋବାଇଲ ଫୋନ ଉଦ୍ଭାବନ କରିଥିବା ଆମେରିକୀୟ ଇଞ୍ଜିନିୟର ମାର୍ଟିନ କପୁର୍ କହିଛନ୍ତି।…
କରୋନା ଚିକିତ୍ସାରୁ ହଟିଲା ୯ ଔଷଧ…
ନୂଆଦିଲ୍ଲୀ,୩୦।୩ : କରୋନା ସଂକ୍ରମଣର ଚିକିତ୍ସାରୁ ୯ ଔଷଧକୁ ପ୍ରୋଟୋକଲରୁ ବାଦ ଦିଆଯାଇଛି। ଏଥିମଧ୍ୟରେ ଆଜିଥ୍ରୋମାଇସିନ, ଡକ୍ସିସାଇକ୍ଲିନ, ମୋନୋକ୍ଲୋନାଲ ଆଣ୍ଟିବଡି ଏବଂ ଆଇଭର୍ମେକ୍ଟିନ ଔଷଧ ଅନ୍ତର୍ଭୁକ୍ତ। ଏସବୁ ଔଷଧ ତିନି ବର୍ଷ ଧରି କରୋନା ଚିକିତ୍ସାରେ ବ୍ୟବହୃତ ହେଉଥିଲା। ତେବେ ଏସବୁକୁ…
ଆମେରିକାର କୋର୍ଟରେ ୨୬/୧୧ ମୁମ୍ବାଇ ଆକ୍ରମଣ ମୁଖ୍ୟ ଅଭିଯୁକ୍ତ ତହଓ୍ବୁର ରାଣା…
ଓ୍ବାଶିଂଟନ,୩୦।୩ : ୨୦୦୮ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ପାକିସ୍ତାନୀ-କାନାଡିୟ ବ୍ୟବସାୟୀ ତାହଓ୍ବୁର ରାଣା ୨୦ ମାସରୁ ଅଧିକ ସମୟ ଧରି ଭାରତକୁ ତାଙ୍କ ପ୍ରତ୍ୟର୍ପଣ ଆଦେଶକୁ ଅପେକ୍ଷା କରିବା ପରେ ଆମେରିକାର କୋର୍ଟରେ ପହଞ୍ଚିଛନ୍ତି। ଇଟାଲୀର ଡେଭିଡ କୋଲେମାନ ହେଡଲିଙ୍କ…
ଆଜି ଶ୍ରୀରାମ ନବମୀ, ରାମମନ୍ଦିର ଚଳଚଞ୍ଚଳ
ଭୁବନେଶ୍ୱର,୩୦ା୩(ବ୍ୟୁରୋ): ଆଜି ଅର୍ଥାତ୍ ଗୁରୁବାର ପବିତ୍ର ଶ୍ରୀରାମ ନବମୀ। ଏନେଇ ରାଜଧାନୀ ଭୁବନେଶ୍ୱରର ଶ୍ରୀରାମ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରଭୁଙ୍କ ଦର୍ଶନ ପାଇଁ ସକାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି। ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଅବକାଶ ନୀତି, ମହାସ୍ନାନ, ସକାଳ…
ଅଜୟ ବଙ୍ଗା ବିଶ୍ୱବ୍ୟାଙ୍କର ନିର୍ବିରୋଧ ଅଧ୍ୟକ୍ଷ ହେବା ନିଶ୍ଚତ…
ଓ୍ବାଶିଂଟନ,୩୦।୩ : ମୂଳ ଭାରତୀୟ ଅଜୟ ବଙ୍ଗା ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ହେବା ପ୍ରାୟ ନିଶ୍ଚିତ। ବୁଧବାର ଏହି ପଦବୀ ପାଇଁ ନାମାଙ୍କନ ଶେଷ ହୋଇଛି। ଅନ୍ୟ କୌଣସି ଦେଶ ସର୍ବସାଧାରଣରେ ବିକଳ୍ପ ପ୍ରାର୍ଥୀ ପ୍ରସ୍ତାବ ଦେଇନାହାନ୍ତି। ଅର୍ଥ ବଙ୍ଗା ବିରୋଧରେ ଅନ୍ୟ…
ଅତ୍ୟାବଶ୍ୟକ ଔଷଧ ତାଲିକାରେ ସାମିଲ ହୋଇପାରେ ମେଦବହୁଳତା ଔଷଧ: ଡବ୍ଲୁଏଚଓରେ ଆବେଦନ…
ଜେନେଭା,୩୦।୩ : ମେଦବହୁଳତାର ମୁକାବିଲା କରିବା ପାଇଁ ଅତ୍ୟାବଶ୍ୟକ ଔଷଧ ତାଲିକାରେ ପ୍ରଥମ ଥର ପାଇଁ ମେଦବହୁଳତା ଔଷଧ ସାମିଲ ହୋଇପାରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ଔଷଧ ତାଲିକାରେ ଏହି ଔଷଧକୁ ଅନ୍ତର୍ଭୁକ୍ତ କରାଯାଇପାରେ। ସ୍ବଳ୍ପ ଏବଂ ମଧ୍ୟବିତ୍ତ ଦେଶରେ…
Archives


