Home Middle

ଶିଖ୍‌ ପରେ ଜଣେ ଖ୍ରୀଷ୍ଟିଆନଙ୍କୁ ହତ୍ୟା

ଇସଲାମାବାଦ,୧ା୪: ଶନିବାର ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ କିଛି ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ଜଣେ ଖ୍ରୀଷ୍ଟିଆନ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୋଲିସ କହିଛି ଯେ, ଏହି ଘଟଣା ମୃତକଙ୍କ ଘରେ ଘଟିଛି। ମୃତକଙ୍କ ନାମ କାଶିଫ ମସିହ ବୋଲି ଜଣାପଡ଼ିଛି।…

କେକେଆର ପାଇଁ ବିଜୟ ଲକ୍ଷ୍ୟ ୧୯୨ ରନ୍‌…

ମୋହାଲି,୧।୪ : ଡବଲ ହେଡର୍‌ର ପ୍ରଥମ ମ୍ୟାଚ ପଞ୍ଜାବ କିଙ୍ଗସ(ପିବିକେଏସ) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ପଞ୍ଜାବର ଘରୋଇ ଗ୍ରାଉଣ୍ଡ ମୋହାଲିରେ ଖେଳାଯାଉଛି। ପଞ୍ଜାବର ଅଧିନାୟକ ଶିଖର ଧାୱନ ଥିବାବେଳେ କେକେଆର୍‌ର ଅଧିନାୟକ ନୀତୀଶ ରାଣା…

ଭାରତୀୟ ସମୁଦ୍ର ସୁରକ୍ଷାରେ ଶକ୍ତିଶାଳୀ କ୍ଷେପଣାସ୍ତ୍ର: ୧୭୦୦ କୋଟି ଟଙ୍କାରୁ ଅଧିକ ଚୁକ୍ତି…

ନୂଆଦିଲ୍ଲୀ,୧।୪ : ଦେଶର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନିୟୋଜିତ ଅଛନ୍ତି। ଏହି ପରିପ୍ରେକ୍ଷୀରେ, ପ୍ରତିରକ୍ଷା ମନ୍ତ୍ରଣାଳୟ ୧୭୦୦ କୋଟିରୁ ଅଧିକ ମୂଲ୍ୟରେ ନୌସନା ପାଇଁ ୧୩ ଏଲଓ୍ବାଇଏନଏକ୍ସୟୁ-୨ ଫାୟାର କଣ୍ଟ୍ରୋଲ ସିଷ୍ଟମ କ୍ରୟ…

ଭାରତ-ଚାଇନା ସୀମାରେ ସ୍ଥିତି ସ୍ବାଭାବିକ: ଚାଇନା ରାଷ୍ଟ୍ରଦୂତ…

କୋଲକାତା,୧।୪ : ଭାରତ-ଚାଇନା ସୀମାରେ ଥିବା ଜରୁରୀକାଳୀନ ସ୍ଥିତି ଏବେ ଆଉ ନାହିଁ। ପୂର୍ବର ଅବସ୍ଥା ବର୍ତ୍ତମାନ ଅତୀତର ହୋଇସାରିଛି। ବର୍ତ୍ତମାନ ସ୍ଥିତି ସ୍ବାଭାବିକ ରହିଛି। କୋଲକାତାରେ ଖବରଦାତାମାନଙ୍କ ସହ କଥାବାର୍ତ୍ତା ବେଳେ ଚାଇନାର ବରିଷ୍ଠ କୂଟନୀତିଜ୍ଞ ତଥା ରାଷ୍ଟ୍ରଦୂତ ଚେନ…

ଏପ୍ରିଲ ୩ରୁ ନୂଆ ଶିକ୍ଷାବର୍ଷ

ଭୁବନେଶ୍ୱର,୧ା୪(ବ୍ୟୁରୋ): ଚଳିତମାସ ୩ ତାରିଖରୁ ନୂଆ ଶିକ୍ଷାବର୍ଷର ପାଠପଢ଼ା ଆରମ୍ଭ ହେବ ବୋଲି ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏପ୍ରିଲ ୩ରୁ ୮ ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲୁରହିବ। ସବୁ…

ଗୁଜରାଟରେ କଂଗ୍ରେସ କରିବ ୩୦୦ରୁ ଅଧିକ ପ୍ରତିବାଦ ସଭା: ରାହୁଲଙ୍କୁ ପଠାଗଲା ଆମନ୍ତ୍ରଣ…

ନୂଆଦିଲ୍ଲୀ,୧।୪ : ଭାରତୀୟ ଜନତା ପାର୍ଟି ସରକାରଙ୍କ ବିଫଳତାକୁ ଦର୍ଶାଇ ଗୁଜରାଟ କଂଗ୍ରେସ ଚଳିତ ମାସରେ ସାରା ରାଜ୍ୟରେ ୩୦୦ରୁ ଅଧିକ ପ୍ରତିବାଦ ସଭା ଆୟୋଜନ କରିବ। ଦଳର ଜଣେ ବରିଷ୍ଠ ଅଧିକାରୀ ଶନିବାର ଏହି ସୂଚନା ଦେଇଛନ୍ତି। ଖବରଦାତାମାନଙ୍କ ସହ କଥାବାର୍ତ୍ତା…

ଗଣତାନ୍ତ୍ରିକ ଅନୁଷ୍ଠାନ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରୁଛି କଂଗ୍ରେସ: ଭୂପେନ୍ଦ୍ର ଯାଦବ…

ନୂଆଦିଲ୍ଲୀ,୧।୪ : କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଶନିବାର କଂଗ୍ରେସକୁ କଡ଼ା ସମାଲୋଚନା କରି କହିଛନ୍ତି ସେମାନେ ସମସ୍ତ ଗଣତାନ୍ତ୍ରିକ ଅନୁଷ୍ଠାନ ଏବଂ ପ୍ରକ୍ରିୟା ଉପରେ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରୁଛନ୍ତି। କଂଗ୍ରେସ ଏକ ଘୃଣ୍ୟ ପ୍ରକଳ୍ପରେ ଜଡିତ…

ଟସ୍‌ ଜିତି କେକେଆରର ବୋଲିଂ: ଆରମ୍ଭରୁ ପଞ୍ଜାବ କିଙ୍ଗ୍ସ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ…

ମୋହାଲି,୧।୪ : ଶନିବାର ଆଇପିଏଲ ୨୦୨୩ର ପ୍ରଥମ ଡବଲ ହେଡର୍‌ ଖେଳାଯିବ। ଡବଲ ହେଡର୍‌ର ପ୍ରଥମ ମ୍ୟାଚ ପଞ୍ଜାବ କିଙ୍ଗସ(ପିବିକେଏସ) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ପଞ୍ଜାବର ଘରୋଇ ଗ୍ରାଉଣ୍ଡ ମୋହାଲିରେ ଖେଳାଯାଉଛି। ଉଭୟ ଦଳର…

ଏବର୍ଷ ଅଧିକ ତାତି: ଆଇଏମଡି…

ନୂଆଦିଲ୍ଲୀ,୧।୪ : ପାଣିପାଗ ବିଭାଗ ଅନୁଯାୟୀ ଚଳିତ ବର୍ଷ ଅତ୍ୟଧିକ ତାତି ଅନୁଭୁତ ହେବ। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) କହିଛି ଯେ ଚଳିତ ବର୍ଷ ଏପ୍ରିଲରୁ ଜୁନ ମଧ୍ୟରେ ସର୍ବାଧିକ ତାପମାତ୍ରା ଅନୁଭୁତ ହେବ। ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ତଥାପି,…

ଚାଷୀଙ୍କ ଆକାଉଣ୍ଟକୁ ଗଲା ‘କାଳିଆ’ ଟଙ୍କା

ଭୁବନେଶ୍ୱର,୧ା୪(ବ୍ୟୁରୋ): ଉତ୍କଳ ଦିବସରେ ଖରିଫ ୨୦୨୩ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ‘କାଳିଆ’ ସହାୟତା ରାଶି ପ୍ରଦାନ କରିଛନ୍ତି। ୪୩ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୮୭୭ କୋଟି ଟଙ୍କାର ‘କାଳିଆ’ ସହାୟତା ଯାଇଥିବା ଜଣାପଡ଼ିଛି। ଝାରସୁଗୁଡ଼ା ବ୍ୟତୀତ…

ଭାରତ-ଚାଇନା ମୁଖ୍ୟ ସହଯୋଗୀ: ରୁଷିଆ…

ମସ୍କୋ,୧।୪ : ଭାରତ ଏବଂ ଚାଇନାକୁ ନିଜର ବନ୍ଧୁ ଭାବରେ ବର୍ଣ୍ଣନା କରି ରୁଷିଆ କହିଛି ଯେ ଏହି ଦୁଇ ଦେଶ ବିଶ୍ୱର ସାର୍ବଭୌମ ଶକ୍ତି କେନ୍ଦ୍ର। ବିସ୍ତୃତ ଭାବେ ଉଭୟ ଦେଶ ସହିତ ଆମର ସମ୍ପର୍କକୁ ଗଭୀର କରିବା ଏବଂ…

ଶ୍ରୀଲଙ୍କା ପାଇଁ ଆଇଏମଏଫ ସର୍ତ୍ତ ଉପରେ ପ୍ରଶ୍ନ ଉଠାଇଲେ ମାନବିକ ଅଧିକାର ସଂଗଠନ…

କଲମ୍ବୋ,୧।୪ : ଆମେନିଷ୍ଟ ଇଣ୍ଟରନ୍ୟାଶନାଲ ପରେ ବର୍ତ୍ତମାନ ଅନ୍ୟ ଏକ ଅଗ୍ରଣୀ ଅନ୍ତର୍ଜାତୀୟ ମାନବ ଅଧିକାର ସଂଗଠନ ହ୍ୟୁମାନ ରାଇଟ୍ସ ୱାଚ ମଧ୍ୟ ଶ୍ରୀଲଙ୍କାରେ ଥିବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ କରିଛି। ହ୍ୟୁମାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri