ସେନା ମୁଖ୍ୟଙ୍କ ଗୁପ୍ତ ସୂଚନା ଲିକ୍, ୬ ଅଧିକାରୀଙ୍କ ବିରୋଧରେ ଅଭିଯୋଗ…
ଇସଲାମାବାଦ,୬।୫ : ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କ ଗୁପ୍ତ ଏବଂ ବ୍ୟକ୍ତିଗତ ସୂଚନା ଲିକ ହେବାରେ ଲାଗିଛି। ଏହି ଘଟଣାରେ ପାକିସ୍ତାନର ସଂସଦ କମିଟି ଏବଂ ସରକାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ପାକିସ୍ତାନର ସଂସଦର ଏକ ପ୍ରଭାବଶାଳୀ କମିଟି ସରକାରୀ…
ଯୁଦ୍ଧକ୍ଷେତ୍ରରେ ଚିତ୍ର ଦେଖିପାରିବେ କମାଣ୍ଡର, ଶତ୍ରୁଙ୍କ ସ୍ଥିତି ଆକଳନ କରି ହେବ ପ୍ରହାର…
ନୂଆଦିଲ୍ଲୀ,୬।୫ : ସମୟ ବଦଳିବା ଏବଂ ଚ୍ୟାଲେଞ୍ଜ ବଢ଼ିବା ମଧ୍ୟରେ ଭାରତୀୟ ସେନାକୁ ଆଧୁନିକୀକରଣ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଏହା ଅନ୍ତର୍ଗତ ସେନା ଏହିପରି ଅନେକ ପ୍ରକଳ୍ପର କାର୍ଯ୍ୟ କରୁଛି, ଯାହା ସମାପ୍ତ ହେବା ପରେ ଆମର ସେନା ଆଧୁନିକ…
ଟସ ଜିତିଲା ସିଏସକେ, ପ୍ରଥମେ ବୋଲିଂ…
ଚେନ୍ନାଇ,୬।୫ : ଆଇପିଏଲ ୨୦୨୩ ର ୪୯ ତମ ମ୍ୟାଚରେ ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଶନିବାର ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ସହିତ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ…
ଯୋଜନା ପରିବର୍ତ୍ତନ ହୋଇ ନ ଥିଲେ, ସେନାରେ ଥାଆନ୍ତି: ଶିନ୍ଦେ…
ମୁମ୍ବାଇ,୬।୫ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି, ଯଦି ଟ୍ରେନିଂ ନେବାକୁ ଯାଉଥିବା ସମୟରେ ସେ ନିଜ ଯୋଜନା ପରିବର୍ତ୍ତନ କରି ନ ଥାନ୍ତେ, ତେବେ ସେ ହୁଏତ ଭାରତୀୟ ସେନାରେ କାର୍ଯ୍ୟ କରୁଥାନ୍ତେ। ତେବେ ତାଙ୍କ ନିଷ୍ପତ୍ତି ନେଇ…
‘ବିଚାରପତିଙ୍କର ବି ପ୍ରଶିକ୍ଷଣର ଆବଶ୍ୟକତା ରହିଛି’, ଲାଇଭ ଷ୍ଟ୍ରିମିଂକୁ ନେଇ କହିଲେ ସିଜେଆଇ
ନୂଆଦିଲ୍ଲୀ,୬।୫: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ କହିଛନ୍ତି ଆଜି ଜଜ ଭାବେ ଆମର ବି ପ୍ରଶିକ୍ଷଣର ଆବଶ୍ୟକତା ରହିଛି। ଆମେ ସୋସିଆଲ ମିଡିଆ ସମୟରେ କାମ କରୁଛୁ। କୋର୍ଟରେ ଆମେ ଯାହାବି କରୁଛୁ ଏହାର ଗୋଟିଏ ଗୋଟିଏ ଶବ୍ଦ ସାର୍ବଜନିକ…
ଦିଲ୍ଲୀରେ ଡିସି-ଆରସିବି ମୁହାଁମୁହିଁ, ବିରାଟଙ୍କ ଯୋଗୁଁ ସମର୍ଥନ ବିଭାଜନ ହେବା ଆଶଙ୍କା…
ନୂଆଦିଲ୍ଲୀ,୬।୫ : ଆଇପିଏଲ୍ ୨୦୨୩ର ୫୦ ତମ ମ୍ୟାଚରେ ଶନିବାର ନିଜ ଘରୋଇ ଗ୍ରାଉଣ୍ଡ ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ସହିତ ସନ୍ଧ୍ୟା ସାଢ଼େ ୭ଟାରେ ମୁହାଁମୁହିଁ ହେବ। ଦଳ ସାମ୍ନାରେ ଦୁଇଟି ବଡ଼ ଚ୍ୟାଲେଞ୍ଜ…
ଏଲ କ୍ଲାସିକୋ ମ୍ୟାଚରେ ସିଏସକେ-ଏମଆଇ ଲଢ଼େଇ…
ଚେନ୍ନାଇ,୬।୫ : ଆଇପିଏଲ ୨୦୨୩ ର ୪୯ ତମ ମ୍ୟାଚରେ ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଶନିବାର ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଅପରାହ୍ନ ସାଢ଼େ ୩ଟାରେ ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ସହିତ ମୁହାଁମୁହିଁ…
ଦୈନିକ ସଂକ୍ରମଣ ୩ ହଜାରରୁ କମ,ସକ୍ରିୟ ମାମଲା ୩୧ ହଜାର ତଳେ…
ନୂଆଦିଲ୍ଲୀ, ୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…
ଇସ୍ରାଏଲର ଆକ୍ରମଣରେ ଦୁଇ ପାଲେଷ୍ଟାଇନ୍ ମୃତ
ଜେରୁଜେଲମ୍,୬ା୫: ଶନିବାର ଇସ୍ରାଏଲର ଆକ୍ରମଣରେ ଦୁଇ ପାଲେଷ୍ଟାଇନ୍ଙ୍କ ମୃତ୍ୟୁ ହୋଇଛି। ତେବେ ଇସ୍ରାଏଲର ସୈନ୍ୟମାନେ ଏନେଇ ପ୍ରତିକ୍ରିୟା ଦେଇନାହାନ୍ତି। ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଏହି ସୂଚନା ଦିଆଯାଇଛି। ଏହି ସପ୍ତାହ ପୂର୍ବରୁ ଇସ୍ରାଏଲ ଏବଂ ଗାଜା ମଧ୍ୟରେ ସୀମାବର୍ତ୍ତୀ ଆକ୍ରମଣର…
ଏମ୍. ଚିଦାମ୍ବରମ୍ ଷ୍ଟାଡିୟମ୍ର ପିଚ୍କୁ ଦେଖି ଏମିତି ଆକଳନ କରନ୍ତି କ୍ରିକେଟ ପ୍ରେମୀ, ଜାଣନ୍ତୁ ଏ ସମ୍ପର୍କରେ…
ନୂଆଦିଲ୍ଲୀ,୬ା୫: ଆଇପିଏଲର ୨୦୨୩ର ୪୯ ତମ ମ୍ୟାଚ୍ ଖୁବ୍ ଦମ୍ଦାର ହେବାକୁ ଯାଉଛି। କାରଣ ଆଜିର ଏହି ମ୍ୟାଚ୍ରେ ଦୁଇଟି ହେଭି ଓ୍ବେଟ୍ ଦଳ ପୁଣି ଥରେ ପଡ଼ିଆକୁ ଓହ୍ଲାଉଛନ୍ତି। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ…
କଂଗ୍ରେସ ଫିଲ୍ମ ‘କେରଲା ଷ୍ଟୋରି’ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାହେଁ କିନ୍ତୁ ବିବିସି ଡକ୍ୟୁମେଣ୍ଟାରୀକୁ ନିଷିଦ୍ଧ କରୁବାକୁ ଚାହେଁନି: ହିମନ୍ତ ବିଶ୍ୱ ଶର୍ମା
ବେଙ୍ଗାଲୁରୁ,୬।୫: ଫିଲ୍ମ ‘କେରଲା ଷ୍ଟୋରି’ ରିଲିଜ୍ ହୋଇସାରିଥିଲେ ବି ଏହାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଫିଲ୍ମକୁ ନେଇ ଭାଜପା କଂଗ୍ରେସ ମଧ୍ୟରେ କାଦୁଆଫିଙ୍ଗା ରାଜନୀତି ଚାଲିଥିବା ବେଳେ ଆସାମ ମୁଖ୍ୟମନ୍ତ୍ରୀଙ୍କ ବୟାନ ଚର୍ଚ୍ଚାରେ ଅଛି। କର୍ନାଟକ ନିର୍ବାଚନ ରାଲିରେ…
ସମଲିଙ୍ଗୀ ବିବାହକୁ ବ୍ୟାଧି ବୋଲି କହିଲା ଆରଏସ୍ଏସ୍
ନୂଆଦିଲ୍ଲୀ,୬।୫: ଦେଶରେ ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାବେଳେ ରାଷ୍ଟୀୟ ସ୍ବୟଂସେବକ ସଂଘ (ଆରଏସ୍ଏସ୍)ର ମହିଳା ସଙ୍ଗଠନ ଦାବି କରି କହିଛନ୍ତି ଯେ, ସମଲିଙ୍ଗୀ ସମ୍ପର୍କ ଏକ ପ୍ରକାର ବ୍ୟାଧି। ଯଦି ଏପରି ବିବାହକୁ ଆଇନସମ୍ମତ କରାଯାଏ, ତେବେ ଏହା…
Archives


