Home Middle

ଦେଶରେ ବଢୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୬୦୫୦ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୭।୪: ଦେଶରେ ଲଗାତାର ଭାବେ ବଢି ଚାଲିଛି କରୋନା ସଂକ୍ରମଣ। ଶୁକ୍ରବାର ଆସିଥିବା ସଂଖ୍ୟା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୬୦୫୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ବିଗତ ଦିନରେ ମିଳିଥିବା ସଂଖ୍ୟା ତୁଳନାରେ ଏହା ପ୍ରାୟ ୧୩ ପ୍ରତିଶତ…

ଆଜି ଲକ୍ଷ୍ନୌକୁ ଭେଟିବ ହାଇଦ୍ରାବାଦ

ଲକ୍ଷ୍ନୌ,୭।୪: ଆଇପିଏଲ ସିରିଜ ୧୬ର ଦଶମ ମ୍ୟାଚ୍‌ ବୁଧବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌(ଏଲ୍‌ଏସ୍‌ଜି) ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ(ଏସ୍‌ଆର୍‌ଏଚ୍‌)ମଧ୍ୟରେ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଖେଳାଯିବ। ଚଳିତ ଆଇପିଏଲ୍‌ରେ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ଜିତିବା ପାଇଁ…

ଆମେରିକାରେ ଜଣେ ଭାରତୀୟ ନାଗରିକଙ୍କୁ ୩୩ ମାସ ଜେଲ୍‌ଦଣ୍ଡ

ଓ୍ବାଶିଂଟନ,୭ା୪: ଆମେରିକାରେ ଜଣେ ଭାରତୀୟ ନାଗରିକଙ୍କୁ ୩୩ ମାସ କାରାଦଣ୍ଡରେ ଦଣ୍ଡିତ କରାଯିବା ସହ ୨.୪ ମିଲିୟନ ଡଲାର ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆମେରିକାର ବୃଦ୍ଧ ଲୋକଙ୍କୁ ପ୍ରତାରଣା କରିଥିବା ଭାରତୀୟ ନାଗରିକଙ୍କ ନାଁରେ ଅଭିଯୋଗ ହୋଇଛି। ଭାରତୀୟ ନାଗରିକ…

ବିମାନ ଦୁର୍ଘଟଣା: ୨ ମହିଳାଙ୍କ ସମେତ ୪ ମୃତ

ଓ୍ବାଶିଂଟନ,୭ା୪: ଫ୍ଲୋରିଡାର ଗଲ୍ଫ କୋଷ୍ଟ ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି। ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଦୁଇ ମହିଳା ଥିଲେ। ବର୍ତ୍ତମାନ ପୋଲିସ ସମସ୍ତ ମୃତଦେହ…

କୋଲକାତାର ବୃହତ ବିଜୟ

କୋଲକାତା,୬।୪: କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଅନୁଷ୍ଠିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ନବମ ମ୍ୟାଚରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଚମତ୍କାର ପ୍ରଦର୍ଶନ କରି ୮୧ ରନ୍‌ରେ ବିଜୟୀ ହୋଇଛି। ଶାର୍ଦ୍ଦୂଳ ଠାକୁର ଓ ରହମାନଉଲ୍ଲା ଗୁରବାଜଙ୍କ…

ବର୍ଦ୍ଧିତ କରୋନା ମାମଲାକୁ ନେଇ ଆଲର୍ଟରେ କେନ୍ଦ୍ର ସରକାର: ଶୁକ୍ରବାର ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ମନସୁଖ ମାଣ୍ଡଭିଆ

ନୂଆଦିଲ୍ଲୀ,୬।୪: ଦେଶର ଅନେକ ରାଜ୍ୟରେ କୋଭିଡ-୧୯ର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମଧ୍ୟ ଆଲର୍ଟ ମୋଡରେ ଆସିଯାଇଛନ୍ତି। କୋଭିଡ-୧୯ର ସ୍ଥିତିର ଆକଳନ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିଆ ଶୁକ୍ରବାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ…

ଶ୍ରମିକଙ୍କ ମଜୁରୀ ବଢ଼ାଇଲେ ସରକାର

ଭୁବନେଶ୍ୱର,୬ା୪(ବ୍ୟୁରୋ): ରାଜ୍ୟ ସରକାର ନିର୍ମାଣ ଶ୍ରମିକଙ୍କ ମଜୁରୀ ବଢ଼ାଇଛନ୍ତି। ଏହି ମଜୁରୀ ୧୨ଟଙ୍କାକୁ ବୃଦ୍ଧି କରାଯାଇଥିବା ଶ୍ରମ ଆୟୁକ୍ତଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୩୩ରୁ ୩୪୫ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ…

ବଦଳିଲେ ଝାରସୁଗୁଡ଼ା ଜିଲାପାଳ

ବ୍ରଜରାଜନଗର,୬।୪(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲାପାଳ ସରୋଜ ସାମଲଙ୍କୁ ଗୁରୁବାର ବଦଳି କରାଯାଇଛି। ତାଙ୍କ ସ୍ଥାନରେ ସୁବର୍ଣ୍ଣପୁର ଜିଲାପାଳ ଆବୋଲି ସୁନୀଲ ନରଓ୍ବଣେଙ୍କୁ ଅବସ୍ଥାପିତ କରାଯାଇଛି। ଏପରି କି ତୁରନ୍ତ ଦାୟିତ୍ୱ ନେଇ ଝାରସୁଗୁଡ଼ା ଜିଲାପାଳ ଭାବେ ଯୋଗଦେବାକୁ ତାଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।…

ଆଜିର ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସକୁ ସତର୍କ ରହିବାକୁ ପଡ଼ିବ

କୋଲକାତା,୬ା୪: ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର -କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ହେବ। ଏହି ମ୍ୟାଚ୍‌ ଆଜି ସନ୍ଧ୍ୟା ୭.୩୦ରେ ଇଡେନ ଗାର୍ଡେନ୍ସରେ ଖେଳାଯିବ। ତେବେ ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳକୁ କୋଲକାତା ନାଇଟ…

କରୋନା ଭାଇରସ ସଂକ୍ରମଣକୁ ନେଇ ମୋଦି ସରକାର ନେଇ ପାରନ୍ତି ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୬।୪: ଦେଶରେ ବେଳକୁ ବେଳ ବଢି ଚାଲିଥିବା କରୋନା ସଂକ୍ରମଣ ଏବେ କେନ୍ଦ୍ର ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି। ଏହି କାରଣରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ କରୋନାର ଗମ୍ଭିରତାକୁ ଦେଖି ସବୁ ରାଜ୍ୟର ବୈଠକ ଡକାଇଛନ୍ତି। ଶୁକ୍ରବାର ହେବାକୁ ଥିବା…

କୀଟନାଶକ ପିଇ ୪ ଶିଶୁ ଗୁରୁତର

ଭଦ୍ରକ ଅଫିସ,୬ା୪: ଭଦ୍ରକ ଜିଲା ତିହିଡ଼ି ଥାନା ଝିଙ୍କିରିଆରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବିଲରେ ଖେଳୁଥିବା ବେଳେ ୪ ଶିଶୁ କୀଟନାଶକ ପିଇ ଦେଇଛନ୍ତି। ଫଳରେ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ସମସ୍ତଙ୍କୁ ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି…

୧୧୦୦୦ ଫୁଟରେ ଉଡୁଥିଲା ବିମାନ, କକ୍‌ପିଟରେ ସାପ ଦେଖି ଜରୁରୀ ଅବତରଣ କରାଇଲେ ପାଇଲଟ

ପ୍ରିଟୋରିଆ,୬ା୪: ଦକ୍ଷିଣ ଆଫ୍ରିକାର ପାଇଲଟଙ୍କ ସହ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପାଇଲଟ ରୁଡୋଲ୍ଫ ଏରସ୍ମସ୍‌ଙ୍କ ପାଇଁ ଏହା ଏକ ନିତିଦିନିଆ ବିମାନ ଥିଲା। ଯେପର୍ଯ୍ୟନ୍ତ ସେ ଅନୁଭବ କଲେ ଯେ, ବିମାନଟି ଆଉ ଜଣେ ଯାତ୍ରୀଙ୍କୁ ନେଇ ଯାଉଛି। ଅର୍ଥାତ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri