Home Middle

ତଥାଗତଙ୍କୁ ଧନ୍ୟବାଦ ଜଣାଇଲେ ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଆୟୋଜିତ  ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌-୨୦୨୩ ୩ୟ ସଂସ୍କରଣ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟବସାୟୀଙ୍କୁ ଉଦ୍ୟୋଗ କ୍ଷେତ୍ରରେ ଉତ୍ସାହିତ କରିବାକୁ ଧରିତ୍ରୀ ଓ ଓଡ଼ିଶାପୋଷ୍ଟ ଏକ ପ୍ରୟାସ ଜାରି ରଖିଛି। ଯେଉଁମାନେ ଉଦ୍ୟୋଗ…

ଆରମ୍ଭ ହେଲା ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌-୨୦୨୩

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌-୨୦୨୩ ୩ୟ ସଂସ୍କରଣ ଶୁଭାରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶିଳ୍ପ ଓ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ…

ଆଉ କିଛି ସମୟ ପରେ ଆରମ୍ଭ ହେବ ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌-୨୦୨୩

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌-୨୦୨୩ ୩ୟ ସଂସ୍କରଣ । ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶିଳ୍ପ ଓ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ…

ଚାଇନା ଏବେ ପର୍ଯ୍ୟନ୍ତ କାହିଁକି ଦେଉନାହିଁ କରୋନା ଡାଟା: ଡବ୍ଲୁଏଚଓ

ଜେନେଭା,୧୮ ।୩: ସାରା ବିଶ୍ୱରେ ୨୦୨୦ରେ କୋଭିଡ ମହାମାରି ପାଦ ରଖିଥିଲା । ଏହି ମାରାତ୍ମକ କରୋନା ଜୀବଣୁ ପ୍ରଥମେ ଚାଇନାର ଉହାନ ସହରରେ ମିଳିଥିଲା । ତିନିବର୍ଷ ପରେ ଦ ନ୍ୟୁୟର୍କସ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱ…

ଇତିହାସକୁ ଭୁଲି ଜାପାନ-ଦକ୍ଷିଣ କୋରିଆ ସୁରକ୍ଷା ସମ୍ପର୍କ ସୁଧାରିବାକୁ ହେଲେ ସହମତ

ଟୋକିଓ,୧୮ ।୩: ଜାପାନ ଓ ଦକ୍ଷିଣ କୋରିଆ ମଧ୍ୟରେ ଦୀର୍ଘଦିନ ପରେ ଶିଖର ସମ୍ମିଳନୀ ଅବସରରେ ଉଭୟ ଦେଶ ମଧ୍ୟରେ ନିୟମିତ ଗସ୍ତ ଆରମ୍ଭ କରିବାକୁ ଏବଂ ବାଣିଜ୍ୟ ବିବାଦର ସମାଧାନ ପାଇଁ ପଦକ୍ଷେପ ନେବାକୁ ସହମତ ହୋଇଛନ୍ତି । ଦୀର୍ଘଦିନ…

ଫେସବୁକକୁ ଫେରିଲେ ଟ୍ରମ୍ଫ

ୱାଶିଂଟନ,୧୮ ।୩: ପ୍ରତିବନ୍ଧ ହଟାଯିବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ପୁଣିଥରେ ଫେସବୁକକୁ ଫେରିଛନ୍ତି । ଟ୍ରମ୍ଫ ଶୁକ୍ରବାର ପ୍ରଥମ ପୋଷ୍ଟ କରିଛନ୍ତି । ସେଥିରେ ସେ ଲେଖିଛନ୍ତି, ‘ଆଇ ଆମ ବ୍ୟାକ’ । ସୂଚନାଯୋଗ୍ୟ, ୬ ଜାନୁୟାରୀ…

ହିରୋ ସାଜିଲେ ‘କେ ଏଲ୍‌ ରାହୁଲ’: ପ୍ରଥମ ଦିନିକିଆକୁ ୫ ଉଇକେଟରେ ଜିତିଲା ଭାରତ

ମୁମ୍ବାଇ,୧୭।୩: ବିଜୟରୁ ସିରିଜ ଆରମ୍ଭ କଲା ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲାକୁ ଭାରତ ୫ ଉଇକେଟରେ ଜିତି ନେଇଛି। ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌ ରାହୁଲ ମ୍ୟାଚ୍‌ର ହିରୋ ସାଜି କଠିନ…

୫ ଦିନରେ ମାତ୍ର ୯୭ ମିନିଟ ଚାଲିଛି ସଂସଦ

ନୂଆଦିଲ୍ଲୀ,୧୭।୩: ଶିଳ୍ପପତି ଗୌତମ ଅଦାନୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ଜାରି ରହିଥିବା ହଟ୍ଟଗୋଳ ଯୋଗୁୁ ପଞ୍ଚମ ଦିନରେ ବି ସଂସଦ ଚାଲିପାରିନାହିଁ। ଉଭୟ ଲୋକ ସଭା ଏବଂ ରାଜ୍ୟ ସଭା ସୋମବାର ଅର୍ଥାତ୍‌ ମାର୍ଚ୍ଚ ୨୦…

ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ

ଭୁବନେଶ୍ବର,୧୭।୩(ବ୍ୟୁରୋ): ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ । ଏ ନେଇ ଡ୍ରାଇଭର ମହାସଂଘ ରାଜ୍ୟ ସଭାପତି ସୂଚନା ଦେଇଛନ୍ତି। ସଭାପତି ପ୍ରଶାନ୍ତ ମୁଦୁଲି ସୂଚନା ଦେଇ କହିଛନ୍ତି, ୩ ମାସ ଯାଏ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଲିଖିତ ପ୍ରତିଶ୍ରୁତି ମିଳିବା ପରେ…

ଭାରତରେ ଦ୍ରୁତ ଗତିରେ ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ: ଆଗାମୀ ଲହରର ଆଶଙ୍କା କହିଲେ ଏକ୍ସପର୍ଟ

ନୂଆଦିଲ୍ଲ,୧୭।୩: ଭାରତରେ ଗତ କିଛି ଦିନରୁ କୋଭିଡ-୧୯ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଭାରତରେ ପ୍ରାୟ ଚାରିମାସ ପରେ ଗୁରୁବାର ୭୦୦ରୁ ଊର୍ଦ୍ଧ୍ୱ କରୋନା ମାମଲା ଚିହ୍ନଟ ହୋଇଛି। ଏହାକୁ ମିଶାଇ ବତ୍ତର୍ମାନ ଭାରତରେ ସକ୍ରିୟ ମାମଲା ସଂଖ୍ୟା ୪,୬୨୩କୁ…

ଦେଶର ତୃତୀୟ ଉପରାଷ୍ଟ୍ରପତି ହୋଇପାରନ୍ତି ରାମସହାୟ

କାଠମାଣ୍ଡୁ,୧୭ା୩: ନେପାଳର ଉପରାଷ୍ଟ୍ରପତି ପଦ ପାଇଁ ଏମ୍‌ପିମାନେ ଭୋଟ୍‌ ଦେବା ଆରମ୍ଭ କରିଥିବାରୁ  ମାଢେସ ଅଞ୍ଚଳର ନେତା ରାମସହାୟ ଯାଦବ ଶୁକ୍ରବାର ଦେଶର ତୃତୀୟ ଉପରାଷ୍ଟ୍ରପତି ହେବାର ସମ୍ଭାବନା ରହିଛି। ଉପରାଷ୍ଟ୍ରପତି ପଦବୀ ପାଇଁ ପ୍ରାର୍ଥୀମାନେ ହେଉଛନ୍ତି ଜନତା ସମାଜ ପାର୍ଟିର…

ସଂସଦରେ ଜୋରଦାର ହଟ୍ଟଗୋଳ: ଉଭୟ ଗୃହ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ସ୍ଥଗିତ

ନୂଆଦିଲ୍ଲୀ,୧୭।୩: ସଂସଦରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ୫ମ ଦିନରେ ମଧ୍ୟ ଉଭୟ ଗୃହର କାର୍ଯ୍ୟ ସଠିକ୍‌ ଭାବେ ଚାଲିପାରିନାହିଁ। ଶୁକ୍ରବାର ଗୃହ କାର୍ଯ୍ୟ ଆରମ୍ଭରୁ ଶାସକ ଦଳ କଂଗ୍ରେସ ନେତାଙ୍କ ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ଉଭୟ ଗୃହରେ ଜୋରଦାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri