ଯେଉଁ ପାର୍ଟି ଜୀବନ ସାରା ସମ୍ମାନ ଦେଲା, ଶେଷରେ ତାପ୍ରତି ବିଶ୍ୱାସଘାତକତା କଲ: ଗୁଲାମ ନବୀଙ୍କୁ କଂଗ୍ରେସ ନେତାଙ୍କ ପ୍ରଶ୍ନ…
ନୂଆଦିଲ୍ଲୀ,୧୧।୪ : କଂଗ୍ରେସର ବରିଷ୍ଠ ନେତା ସୈଫୁଦ୍ଦିନ ସୋଜ ମଙ୍ଗଳବାର ଗୁଲାବ ନବୀ ଆଜାଦଙ୍କୁ ପାଲଟା ଜବାବ ଦେଇଛନ୍ତି। ସୋଜ କହିଛନ୍ତି, ଆଜାଦ ଲୋକଙ୍କ ମଧ୍ୟରେ ବିଶ୍ୱାସ ଜାଗ୍ରତ କରି ପାରିବେ ନାହିଁ ଯେ ଦଳ ପ୍ରତି ତାଙ୍କର ଅବିଶ୍ୱାସ ଯଥାର୍ଥ…
ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ
ଭୁବନେଶ୍ୱର,୧୧।୪ (ବ୍ୟୁରୋ): ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ମଙ୍ଗଳବାର ସର୍ତ୍ତମୂଳକ ଜାମିନ ମିଳିଛି। ନୟାପଲ୍ଲୀ ଥାନା ମାମଲାରେ ତାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତଦନ୍ତରେ ସହଯୋଗ କରିବା ସହ ବାହାରକୁ ନ ଯିବାକୁ କୋର୍ଟଙ୍କ କଡ୍ଡା ନିର୍ଦ୍ଦେଶ…
ଇସ୍ତଫା ଦିଅନ୍ତୁ ଶିନ୍ଦେ: ଉଦ୍ଧବ…
ମୁମ୍ବାଇ,୧୧।୪ : ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲଙ୍କ ବିବୃତ୍ତି ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଶିନ୍ଦେ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ କିମ୍ବା ସେ ତାଙ୍କ ମନ୍ତ୍ରୀ…
ଚଳିତ ମୌସୁମୀ ରହିବ ସ୍ବାଭାବିକ: ପାଣିପାଗ ବିଭାଗର ପୂର୍ବାନୁମାନ…
ନୂଆଦିଲ୍ଲୀ,୧୧।୪ : ଦେଶରେ ତାତି ବୃଦ୍ଧି ନେଇ ସମସ୍ୟାରେ ପଡ଼ିଥିବା ଲୋକଙ୍କୁ ପାଣିପାଗ ବିଭାଗର ପୂର୍ବାନୁମାନ ଆଶ୍ୱସ୍ତି ଦେଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି , ଚଳିତ ମୌସୁମୀ ସ୍ବଭାବିକ ହେବ। ଆଇଏମଡି କହିଛି ଚଳିତ ବର୍ଷ…
ଆମେରିକାର ମିତ୍ର ହୋଇ ବି ରୁଷିଆକୁ ଇଜିପ୍ଟ ଯୋଗାଇବ ୪୦ ହଜାର ବିପଜ୍ଜନକ ରକେଟ…
କାଏରୋ,୧୧।୪ : ଗତ ବର୍ଷଠାରୁ ରୁଷିଆ-ୟୁକ୍ରେନ ଯୁଦ୍ଧ ଚାଲିଛି। ବର୍ତ୍ତମାନ ଇଜିପ୍ଟକୁ ରୁଷିଆର ସାହାଯ୍ୟକାରୀ ମଧ୍ୟ କୁହାଯାଉଛି। ଆମେରିକାର ଗୁପ୍ତଚର ତଥ୍ୟ ଅନୁଯାୟୀ, ଯୁଦ୍ଧ ସମୟରେ ଗୁଳିଗୋଳା ସାମଗ୍ରୀ ବୃଦ୍ଧି ପାଇଁ ଇଜିପ୍ଟ ଗୁପ୍ତ ଭାବରେ ରୁଷିଆକୁ ପ୍ରାୟ ୪୦ ହଜାର…
୨୦୨୪ରେ ମୋଦି ତୃତୀୟ ଥର ପାଇଁ ହେବେ ପ୍ରଧାନମନ୍ତ୍ରୀ, ଭାଜପା ଜିତିବ ୩୦୦ରୁ ଅଧିକ ଆସନ: ଶାହା…
ଗୁଆହାଟୀ,୧୧।୪ : ଆସାମର ଦିବ୍ରୁଗଡରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ୨୦୨୪ ଲୋକସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନରେ ଆସାମର ୧୪ଟି ସିଟ ମଧ୍ୟରୁ ଭାଜପା ୧୨ଟି ଜିତିବ। ଏଥିସହ ଭାଜପା…
ମ୍ୟାନମାରରେ ସାମରିକ ଶାସକଙ୍କ ନରସଂହାର: ୩୦ରୁ ଅଧିକ ମୃତ…
ନାପିଦ୍ୱ,୧୧।୪ : ମ୍ୟାନମାରର କେନ୍ଦ୍ରୀୟ ଅଞ୍ଚଳରେ ସାମରିକ ଶାସକଙ୍କ ନରସଂହାରରେ ୩୦ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସାମରିକ ନିୟମକୁ ବିରୋଧ କରିବା ପାଇଁ ଆନ୍ଦୋଳନକାରୀମାନେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ତେବେ ସାମରିକ ଶାସକ ବିଦ୍ରୋହୀଙ୍କ ଉପରେ…
ସୋସିଆଲ ମିଡ଼ିଆରେ ମିଥ୍ୟା ଖବର ଚିହ୍ନଟ ପାଇଁ ସଂଶୋଧିତ ଆଇଟି ନିୟମକୁ ଚ୍ୟାଲେଞ୍ଜ: କେନ୍ଦ୍ରକୁ ହାଇକୋର୍ଟଙ୍କ ଜବାବ ତଲବ…
ମୁମ୍ବାଇ,୧୧।୪ : ସୋସିଆଲ ମିଡିଆରେ ମିଥ୍ୟା ଖବର ଚିହ୍ନଟ ପାଇଁ ଆଇଟି ନିୟମରେ କେନ୍ଦ୍ର ସରକାର କରିଥିବା ସଂଶୋଧନକୁ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ହାସ୍ୟ ଅଭିନେତା କୁନାଲ କାମରାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଶୁଣାଣି ବେଳେ ହାଇକୋର୍ଟ ଏହି…
ମିଥ୍ୟା ଖବର ପ୍ରସାର ମାମଲା: କେନ୍ଦ୍ର-ବିହାର-ତାମିଲନାଡୁକୁ ସୁପ୍ରିମ୍କୋର୍ଟଙ୍କ ନୋଟିସ…
ନୂଆଦିଲ୍ଲୀ,୧୧।୪ : ୟୁଟ୍ୟୁବର୍ ମନୀଷ କାଶ୍ୟପଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାର, ବିହାର ଏବଂ ତାମିଲନାଡୁ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ବାସ୍ତବରେ କାଶ୍ୟପ ତାମିଲନାଡୁ ବିଷୟରେ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ତାମିଲନାଡୁ ବ୍ୟତୀତ…
ଡ୍ରୋନ୍ ମାଧ୍ୟମରେ ଚୋରା ଅସ୍ତ୍ରଶସ୍ତ୍ର କାରବାର ଆହ୍ବାନର ସମ୍ମୁଖୀନ ହେଉଛି ଭାରତ…
ଜେନେଭା,୧୧।୪ : ମିଳିତ ଜାତିସଂଘରେ ଭାରତର ପ୍ରତିନିଧୀ ରୁଚିରା କାମ୍ବୋଜ ନାମ ନ ନେଇ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ଜାତିସଂଘରେ ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ କାରବାର ରୋକିବା ନେଇ ଚାଲିଥିବା ବିତର୍କରେ ସେ ସିଧାସଳଖ ପାକିସ୍ତାନକୁ ଘେରତଛନ୍ତି।…
ଘନେଇଲା କରୋନା ସଙ୍କଟ : ୩୭ ହଜାର ଟପିଲା ସକ୍ରିୟ ମାମଲା…
ନୂଆଦିଲ୍ଲୀ, ୧୧।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…
ବିଜୟ ଲକ୍ଷ୍ୟରେ ଦିଲ୍ଲୀ-ମୁମ୍ବାଇ
ନୂଆଦିଲ୍ଲୀ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ମଙ୍ଗଳବାର ଦିଲ୍ଲୀସ୍ଥିତ ଅରୁଣ ଜେଟଲି ଷ୍ଟାଡିୟମଠାରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)ଏବଂ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ)ମୁହାଁମୁହିଁ ହେବେ। ଉଭୟ ଟିମ୍ ଏ ପର୍ଯ୍ୟନ୍ତ ବିଜୟ ଖାତା ଖୋଲି ପାରିନାହାନ୍ତି। ଦିଲ୍ଲୀ ୩ଟି ମ୍ୟାଚ ଖେଳି ୩ଟିରେ…
Archives


