ନଦୀକୁ ଖସିଲା ଟ୍ରାକ୍ଟର, ୧୪ରୁ ଅଧିକଙ୍କ ମୃତ୍ୟୁ ଆଶଙ୍କା…
ଲକ୍ଷ୍ନୌ,୧୫।୪ : ଶନିବାର ଅପରାହ୍ନରେ ଉତ୍ତରପ୍ରଦେଶର ଶାହାଜାହାନପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରାୟ ୪୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଟ୍ରଲି ଗର୍ରା ନଦୀରେ ଖସି ପଡିଛି। ଏଥିରେ୧୪ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଦୁର୍ଘଟଣା…
୨୧ ତମ ମ୍ୟାଚରେ ଏଲଏସଜି-ପିବିକେଏସ ମୁହାଁମୁହିଁ…
ଲକ୍ଷ୍ନୌ,୧୫।୪ : ଆଇପିଏଲ ସିରିଜ ୧୬ର ୨୧ତମ ମ୍ୟାଚ ଶନିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମଧ୍ୟରେ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯାଉଛି। ପିବିକେଏସ ପ୍ଲେଇଙ୍ଗ ୧୧ରେ ପ୍ରଭାସୀମନ ସିଂ, ଶିଖର ଧାୱନ (କ୍ୟାପଟେନ), ମାଥ୍ୟୁ…
ଟସ ଜିତିଲା ଡିସି, ପ୍ରଥମେ ବୋଲିଂ…
ବେଙ୍ଗାଲୁରୁ,୧୫।୪ : ଆଇପିଏଲ ସିରିଜ ୧୬ର ୨୦ତମ ମ୍ୟାଚ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟରେ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଡିସି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।…
୨୦୨୪ରେ ବାମପନ୍ଥୀଙ୍କୁ କରିବି ସମର୍ଥନ: ଦେବଗୌଡ଼ା…
ବେଙ୍ଗାଲୁରୁ,୧୫।୪ : ଜନତା ଦଳ (ସେକୁଲାର) ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା କହିଛନ୍ତି, ସେ ୨୦୨୪ ଲୋକସଭା ନିର୍ବାଚନରେ ବାମପନ୍ଥୀ ଦଳ ସହ ଛିଡା ହେବେ। ବାମ ଦଳଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ଜେଡିଏସ ମଧ୍ୟ ସମର୍ଥନ…
ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀଙ୍କ ଭଣଜା ଗିରଫ
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫ା୪: ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ଥିବା ପୋଲିସ କର୍ମଚାରୀ ଏକ ଡ୍ରଗ୍ସ ରାକେଟକୁ ଧରିବାରେ ସଫଳ ହୋଇଛି। ଏଥିରେ ବଲତେଜ ସିଂ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଯିଏକି ସତଓ୍ବନ୍ତ ସିଂଙ୍କ ଭଣଜା। ଯିଏକି ସାଥୀ ଅଙ୍ଗରକ୍ଷୀ ବେଆନ୍ତ ସିଂଙ୍କ ସହ…
କେଜ୍ରିଓ୍ବାଲଙ୍କୁ ୫ଟି ପ୍ରଶ୍ନର ଉତ୍ତର ମାଗିଲା ଭାଜପା
ନୂଆଦିଲ୍ଲୀ,୧୫।୪: ଦିଲ୍ଲୀର ନୂଆ ଅବକାରୀ ନୀତି ମାମଲାରେ ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରି୍ଓ୍ବାଲଙ୍କୁ ସମନ ଜାରି କରିଛି। ଏହାକୁ ନେଇ ଶନିବାର ଭାଜପା ଖବରଦାତା ସମ୍ମିଳନୀ କରି କେଜରି୍ଓ୍ବାଲଙ୍କୁ ୫ଟି ପ୍ରଶ୍ନର ଉତ୍ତର ମାଗିଛିି। ଅବକାରୀ ନୀତିର ଗୁରୁତ୍ୱପୂର୍ଣ୍ଣ ବୈଠକ…
ବିଚାରାଧୀନ କଏଦୀଙ୍କ ପୋଷାକ ଓହ୍ଲାଇ ତଲାସୀ ନେବା ଅଧିକାରର ଉଲ୍ଲଂଘନ: କୋର୍ଟ…
ମୁମ୍ବାଇ,୧୫।୪ : ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତ କହିଛନ୍ତି, ବିଚାରାଧୀନ କଏଦୀଙ୍କ ପୋଷାକ ଓହ୍ଲାଇ ତଲାସୀ ନେବା ଅଧିକାରର ଉଲ୍ଲଂଘନ॥ ଏହା କଏଦୀଙ୍କର ମୌଳିକ ଅଧିକାରର ଉଲ୍ଲଂଘନ ବୋଲି କୋର୍ଟ କହିଛନ୍ତି। ବନ୍ଦୀମାନଙ୍କ ତଲାସୀ ପାଇଁ ସ୍କାନର ଏବଂ ବୈଷୟିକ ଉପକରଣ…
ବେଙ୍ଗାଲୁରୁରେ ଆରସିବି-ଡିସି ଲଢ଼େଇ…
ବେଙ୍ଗାଲୁରୁ,୧୫।୪ : ଖରାପ ଫର୍ମ ସହ ସଂଘର୍ଷ କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଦଳ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷରେ ଆଇପିଏଲ -୧୬ରେ ପ୍ରଥମ ବିଜୟ ପଞ୍ଜିକରଣ କରିବା ଉଦ୍ଦେଶ୍ୟରେ ପଡ଼ିଆକୁ ଅପରାହ୍ନ ସାଢ଼େ ୩ଟାରେ ଓହ୍ଲାଇବ। ଏହି ମ୍ୟାଚ…
ଏଆଇର ଅପବ୍ୟବହାର ରୋକିବା ଜରୁରୀ: ଜାତିସଂଘରେ କହିଲା ଭାରତ…
ଜେନେଭା,୧୫।୪ : ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ମିଶନ ମିଳିତ ଜାତିସଂଘ ମୁଖ୍ୟାଳୟ କମ୍ପ୍ଲେକ୍ସରେ ଏକ ସମ୍ମିଳନୀ ଆୟୋଜନ କରି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ଟେକ୍ନୋଲୋଜିର ବିଶେଷ କରି କୃତ୍ରିମ ବୁଦ୍ଧିମତା (ଏଆଇ) ର ଭୂମିକା ଉପରେ ବିଚାରବିମର୍ଶ…
ଇଦ୍-ଉଲ୍-ଫିତର ପରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବେ ଇମ୍ରାନ
ଇସଲାମାବାଦ,୧୫ା୪: ପାକିସ୍ତାନ ତେହେରିକ-ଇ-ଇନ୍ସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍ ଇଦ୍-ଉଲ୍-ଫିତର ପରେ ଦେଶରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବେ ବୋଲି ଘୋଷଣା କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଇମ୍ରାନ ପିଟିଆଇ କର୍ମୀ ଏବଂ ସମର୍ଥକଙ୍କୁ ସମ୍ବୋଧିତ କରି କହିଛନ୍ତି, ଇଦ୍-ଉଲ-ଫିତର ପରେ…
କ୍ଷେପଣାସ୍ତ୍ର ପରୀକ୍ଷା କଲା ଚାଇନା
ବେଜିଂ,୧୫ା୪: ଚାଇନା ଏକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଚାଇନା ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଅପରେଶନ କରାଯାଇଥିଲା ଏବଂ ଏହାର ଉଦ୍ଦେଶ୍ୟ ହାସଲ କରାଯାଇଥିଲା। ଏହି ପରୀକ୍ଷା ବିଷୟରେ ମନ୍ତ୍ରଣାଳୟ ଅଧିକ ସୂଚନା ଦେଇନାହିଁ।…
ଆମେରିକାର ଚେତାବନି ପରେ ନଇଁଲା ଚାଇନା! ଯୁଦ୍ଧରେ କୌଣସି ପକ୍ଷକୁ ଅସ୍ତ୍ର ନ ଦେବାକୁ ନେଲା ସଂକଳ୍ପ
ବେଜିଂ,୧୫।୪: ରୁଷିଆ-ୟୁକ୍ରେନ ଯୁଦ୍ଧରେ ଚାଇନା କୌଣସି ପକ୍ଷକୁ ଅସ୍ତ୍ର ବିକ୍ରୟ କରିବ ନାହିଁ। ପଶ୍ଚିମ ଦେଶ ଚିନ୍ତା ପ୍ରକଟ କରିଥିଲା କି ବେଜିଂ ରୁଷିଆକୁ ସେନା ସହାୟତା ପ୍ରଦାନ କରିପାରେ। ଏହାର ଜବାବରେ ଚାଇନାର ବଦେଶିକ ମନ୍ତ୍ରୀ କିନ ଗୌଂଗ ଶୁକବ୍ରାର…
Archives


