ବାଲେଷ୍ଟିକ ମିଶାଇଲ ପରୀକ୍ଷା କଲା ଉତ୍ତର କୋରିଆ
ସିୟୋଲ.୨୭ ।୩: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ ତାଙ୍କର ପ୍ରକୃତିରେ କୌଣସି ପରିବର୍ତ୍ତନ କରିପାରୁ ନାହାନ୍ତି । ଦକ୍ଷିଣ କୋରିଆ ସେନାର ସୂଚନା ଅନୁଯାୟୀ, ଉତ୍ତର କୋରିଆ ସୋମବାର ପୂର୍ବ ସାଗରରେ ଏକ ବାଲେଷ୍ଟିକ ମିଶାଇଲ ପରୀକ୍ଷା…
୨୦୨୪ରେ କଂଗ୍ରେସ ହେବ ଆହୁରି ମଜଭୁତ: ରାହୁଲଙ୍କ ସଦସ୍ୟତା ରଦ୍ଦକୁ ନେଇ ଏମିତି କହିଲେ ଚିଦାମ୍ବରମ
ନୂଆଦିଲ୍ଲୀ,୨୬ ।୩: ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ ରବିବାର କହିଛନ୍ତି କି ତାଙ୍କ ଦଳର ନେତା ରାହୁଲ ଗାନ୍ଧୀଙ୍କ ଲୋକ ସଭାରେ ଅଯୋଗ୍ୟତା କଂଗ୍ରେସକୁ ମଜଭୁତ କରିବ । ଏହାର ଫାଇଦା ଆଗାମୀ ବର୍ଷ ହେବାକୁ…
ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ
ମୁମ୍ବାଇ,୨୬।୩: ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଖେଳାଯାଉଥିବା ମହିଳା ପ୍ରିମିୟର ଲିଗର ପ୍ରଥମ ସିଜନର ଫାଇନାଲ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ୭ ଉଇକେଟରେ ବିଜୟୀ ହୋଇଛି। ଫଳରେ ପ୍ରିମିୟର ଲିଗର ପ୍ରଥମ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ ହୋଇଛି। ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ…
ଡବ୍ଲୁପିଏଲ୍ ଫାଇନାଲ୍: ଟସ୍ ଜିତିଲା ମୁମ୍ବାଇ
ନୂଆଦିଲ୍ଲୀ,୨୬।୩: ମହିଳା ପ୍ରିମିୟର ଲିଗର ପ୍ରଥମ ସିଜିନର ଆଜି ଫାଇନାଲ ଖେଳାଯାଉଛି। ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ମୁକାବିଲା ହେଉଛି। ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ମେଗ ଲାନିଙ୍ଗ ଟସ ଜିତି ପ୍ରଥମେ ବ୍ୟାଟିଂ…
‘ଗଞ୍ଜାମକୁ ଦେଶର ୧ ନମ୍ବର ଜିଲା କରିବାକୁ ଉଦ୍ୟମ ହେବ’
କବିସୂର୍ଯ୍ୟନଗର,୨୬ା୩(ଡି.ଏନ୍.ଏ.): ଗଞ୍ଜାମକୁ ଦେଶର ୧ ନମ୍ବର ଜିଲା କରିବାକୁ ଉଦ୍ୟମ ହେବ। ଗଞ୍ଜାମ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କବିସୂର୍ଯ୍ୟନଗର ସମାବେଶରେ ଏପରି ଆହ୍ବାନ ଦେଇଛନ୍ତି। ରବିବାର ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ଥିବା ବେଳେ ପ୍ରଥମେ କବିସୂର୍ଯ୍ୟନଗର ଠାରେ ପହଞ୍ଚିଥିଲେ।…
ଇମ୍ରାନଙ୍କ ରାଲି ସଫଳ
ଲାହୋର,୨୬ା୩: ପାକିସ୍ତାନ ତେହେରିକ-ଇ-ଇନ୍ସାଫ (ପିଟିଆଇ) ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଲାହୋରବାସୀଙ୍କୁ ତାଙ୍କର ମିନାର-ଇ-ପାକିସ୍ତାନ ସମାବେଶକୁ ସଫଳ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସମାବେଶର ଗୋଟିଏ ଦିନ ପରେ ଇମ୍ରାନ ନିଜ ଟୁଇଟରରେ ଲେଖିଛନ୍ତି, ଲାହୋରରେ ବଦମାସ ଗ୍ୟାଙ୍ଗ ବନ୍ଦ…
ରୁଷିିଆ-ଚାଇନା ଗଠନ କରୁ ନାହାନ୍ତି ସାମରିକ ମେଣ୍ଟ: ପୁଟିନ…
ମସ୍କୋ,୨୬।୩ : ଆମେରିକା ସମେତ ଅନେକ ନାଟୋ ଦେଶ ରୁଷିଆ ଏବଂ ଚାଇନା ମଧ୍ୟରେ ବଢୁଥିବା ବନ୍ଧୁତାକୁ ନେଇ ଚିନ୍ତିତ ଅଛନ୍ତି। ତେବେ ରୁଷିଆ ଏବଂ ଚାଇନା ମଧ୍ୟରେ କୌଣସି ସାମରିକ ମେଣ୍ଟ ଗଠନ କରାଯାଉ ନାହିଁ ବୋଲି ସୂଚନା ସାମ୍ନାକୁ…
ମିଶନଶକ୍ତି ମା’ମାନେ ଉଦ୍ୟୋଗୀ ହୁଅନ୍ତୁ: ମୁଖ୍ୟମନ୍ତ୍ରୀ
ହିଞ୍ଜିଳିକାଟୁ,୨୬ା୩(ଡି.ଏନ୍.ଏ.): ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ରବିବାର ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ ଆସି ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମିଶନଶକ୍ତି ମହିଳାଙ୍କୁ ଆର୍ଥିକ ସହାୟତା ଓ…
ମନରେଗା ଶ୍ରମିକଙ୍କ ବଢ଼ିଲା ମଜୁରୀ: ଅଧିସୂଚନା ଜାରି କଲେ କେନ୍ଦ୍ର ସରକାର…
ନୂଆଦିଲ୍ଲୀ,୨୬।୩ : ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା ଅନ୍ତର୍ଗତ ମଜୁରୀ ହାର ବୃଦ୍ଧି ପାଇଁ କେନ୍ଦ୍ର ସରକାର ଅଧିସୂଚନା ଜାରି କରିଛନ୍ତି। ହରିୟାଣାର ଦୈନିକ ସର୍ବାଧିକ ମଜୁରୀ ୩୫୭ ଟଙ୍କା ଥିବାବେେଳେ ମଧ୍ୟପ୍ରଦେଶ ଏବଂ ଛତିଶଗଡରେ…
ମୋଦିଙ୍କୁ ଲଲନଙ୍କ ପ୍ରଶ୍ନ, ନୀତୀଶଙ୍କ ଡିଏନଏ ଉପରେ ମନ୍ତବ୍ୟ କେଉଁ ପ୍ରକାରର ଅପମାନ ?…
ପାଟନା,୨୬।୩ : କଂଗ୍ରେସର ରାହୁଲ ଗାନ୍ଧୀଙ୍କୁ ଲୋକସଭା ସଦସ୍ୟତାରୁ ଅଯୋଗ୍ୟତା ଘୋଷଣା ପରେ ରବିବାର ଦଳର ନେତା ଓ କର୍ମୀମାନେ ସତ୍ୟାଗ୍ରହ ପାଳନ କରିଛନ୍ତି। ବର୍ତ୍ତମାନ ଅନ୍ୟ ଦଳ ମଧ୍ୟ ଏହି ପ୍ରସଙ୍ଗରେ ଖୋଲାଖୋଲି ଭାବେ ରାହୁଲଙ୍କୁ ସମର୍ଥନ କରୁଛନ୍ତି ଏବଂ…
ରାଷ୍ଟ୍ରୀୟ ସୁରକ୍ଷା ଆଇନ ଲାଗୁ ହେବା ପରେ ହଂକଂରେ ପ୍ରଥମ ପ୍ରଦର୍ଶନ…
ହଂକଂ,୨୬।୩ : କଡା ନିୟମ ମଧ୍ୟରେ ରବିବାର ହଂକଂବାସୀ ସରକାରଙ୍କ ବିରୋଧରେ ପ୍ରଥମ ବିରୋଧ ପ୍ରଦର୍ଶନ କରିଛନ୍ତି। ପ୍ରସ୍ତାବିତ ପୁନରୁଦ୍ଧାର ଏବଂ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ସୁବିଧା ନିର୍ମାଣ ବିରୋଧରେ ଏହି ପ୍ରତିବାଦ କରାଯାଇଥିଲା। କରୋନା କଟକଣା ଯୋଗୁ ଏହି ବିରୋଧ ପୂର୍ବରୁ…
ପରୀକ୍ଷଣ ସମୟରେ ଧ୍ରୁବ ହେଲିକପ୍ଟରର ଜରୁରୀକାଳୀନ ଅବତରଣ…
କୋଚି,୨୬।୩ : ଭାରତୀୟ ତଟରକ୍ଷୀ ବାହିନୀର ଏଏଲଏଚ ଧ୍ରୁବ ହେଲିକପ୍ଟରର ଏକ ପରୀକ୍ଷଣ ବିମାନକୁ ରବିବାର କେରଳର କୋଚିରେ ଜରୁରୀକାଳୀନ ଅବତରଣ କରାଯାଇଛି। ନ୍ୟୁଜ ଏଜେନ୍ସି ଅନୁଯାୟୀ, ଏଏଲଏଚ ଧ୍ରୁବ ମାର୍କ-୩ ଏକ ପରୀକ୍ଷଣ ଉଡ଼ାଣ ସମୟରେ ୨୫ ଫୁଟ ଉଚ୍ଚରେ…
Archives


