Home Middle

ଭାଜପାରେ ସହ ହାତ ମିଳାଇବ ନାହିଁ ଏନସିପି,ପାୱାର ଉଦ୍ଧବଙ୍କୁ ଦେଇଛନ୍ତି ଆଶ୍ୱାସନା: ସଞ୍ଜୟ ରାଉତ…

ମୁମ୍ବାଇ,୧୬।୪ : ଏନସିପିରେ ବିବାଦ ଦେଖାଦେଇଥିବା ବେଳେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କ ଏକ ବଡ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି। ଶରଦ ପାୱାର ଉଦ୍ଧବ ଠାକରେଙ୍କୁ ଆଶ୍ୱାସନା ଦେଇଛନ୍ତିୁ ହୁଏତ କିଛି କିଛି ନେତା ଦଳ ଛାଡିଲେ…

ମେହୁଲ ଚୋକସିଙ୍କୁ ଆଶ୍ୱସ୍ତି ନେଇ ସରକାରଙ୍କୁ ଘେରିଲା କଂଗ୍ରେସ…

ନୂଆଦିଲ୍ଲୀ,୧୬।୪ : ଭାରତର ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ଆଣ୍ଟିଗୁଆ-ବାରବୁଡା ହାଇକୋର୍ଟରୁ ଆଶ୍ୱସ୍ତି ପାଇଛନ୍ତି। ଚୋକସିଙ୍କୁ ନିର୍ଦ୍ଦେଶ ବିନା କାରିବିଆନ ଦେଶରୁ ବାହାରକୁ ନିଆଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ବର୍ତ୍ତମାନ କଂଗ୍ରେସ ଏନେଇ ସରକାରଙ୍କୁ ଘେରିବା ଆରମ୍ଭ କରିଛି।…

ଟସ ଜିତିଲା ଆରଆର, ପ୍ରଥମେ ବୋଲିଂ…

ଅହମଦାବାଦ,୧୬।୪ : ଆଇପିଏଲ ସିରିଜ ୧୬ର ୨୩ତମ ମ୍ୟାଚ ରବିବାର ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଆରଆର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ସଞ୍ଜୁ ସାମସନଙ୍କ…

୫ ଓ୍ବିକେଟରେ ଜିତିଲା ଏମଆଇ…

ମୁମ୍ବାଇ,୧୬।୪ : ଆଇପିଏଲ ସିରିଜ ୧୬ର ୨୨ତମ ମ୍ୟାଚରେ ରବିବାର ପାଞ୍ଚ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଦୁଇଥର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ବିପକ୍ଷରେ ସହଜ ବିଜୟ ହାସଲ କରିଛି। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଏମଆଇ ୧୭.୪ ଓଭରରେ…

ମୋଦିଙ୍କ ଜୁଲମ ଯୋଗୁ ଉତ୍ତର କୋରିଆ ପାଲଟିଛି ଦିଲ୍ଲୀ, ସୃଷ୍ଟି ହୋଇଛି ଜରୁରୀକାଳୀନ ସ୍ଥିତି: ଏଏପି…

ନୂଆଦିଲ୍ଲୀ,୧୬।୪ : ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସିବିଆଇ ପଚରାଉଚରା କରୁଛି। ଏନେଇ ଏଏପି ନେତା ଜସ୍ମିନ ଶାହା ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ପ୍ରଦର୍ଶନ କରିବା ଅଧିକାର ସମସ୍ତଙ୍କର ରହିଛି। ଏଏପିର କାଉନସିଲର ବିଧାୟକଙ୍କ…

କଂସଙ୍କୁ ଜଣାଥିଲା କୃଷ୍ଣ ତାଙ୍କର କରିବେ ବଧ, ଭାଜପା ଜାଣିଛି କେଜରିଓ୍ବାଲ କରିବେ ତାହାର ନାଶ: ଏଏପି…

ନୂଆଦିଲ୍ଲୀ,୧୬।୪ : ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସିବିଆଇ ପଚରାଉଚରା କରୁଛି। ଏନେଇ ଏଏପି ନେତା ତଥା ରାଜ୍ୟସଭା ଏମପି ରାଘବ ଚଢ଼ା ଖବରଦାତାଙ୍କ ସମ୍ମୁଖରେ ଏଏପିକୁ ଭଗବାନ କୃଷ୍ଣ ଏବଂ ଭାଜପାକୁ ଅତ୍ୟାଚାରୀ କଂସ ବୋଲି କହିଛନ୍ତି।…

ଆଇପିଏଲ୍‌ରେ ଡେବ୍ୟୁ କଲେ ଅର୍ଜୁନ

ମୁମ୍ବାଇ,୧୬ା୪: ପ୍ରତୀକ୍ଷାର ଅନ୍ତ ଘଟିଛି। ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ରବିବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ବିପକ୍ଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳି ଇଣ୍ଡିଆ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଡେବ୍ୟୁ କରିଛନ୍ତି। ସିଜନର ପ୍ରଥମ ୩ଟି…

ପ୍ରଦୂଷିତ ସହର ତାଲିକାରେ ଶୀର୍ଷରେ ପହଞ୍ଚିଲା କାଠମାଣ୍ଡୁ…

ଓ୍ବାଶିଂଟନ,୧୬।୪ : ପୃଥିବୀର ପ୍ରଦୂଷିତ ସହର ତାଲିକାରେ ନେପାଳର ରାଜଧାନୀ କାଠମାଣ୍ଡୁ ଶୀର୍ଷରେ ରହିଛି। ଆଇକ୍ୟୁ ଏୟାର ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁସାରେ ରବିବାର ବାୟୁ ଗୁଣବତ୍ତା ଆଧାରରେ ସବୁଠାରୁ ପ୍ରଦୂଷିତ ସହର ତାଲିକାରେ କାଠମାଣ୍ଡୁ ଶୀର୍ଷରେ ରହିଛି। ବିଶ୍ୱ…

ଏମଆଇ ପାଇଁ ବିଜୟ ଲକ୍ଷ୍ୟ ୧୮୬ ରନ…

ମୁମ୍ବାଇ,୧୬।୪ : ଆଇପିଏଲ ସିରିଜ ୧୬ର ୨୨ତମ ମ୍ୟାଚ ରବିବାର ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଦୁଇଥର ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ମଧ୍ୟରେ ଖେଳାଯାଉଛି। ଏମଆଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ…

ଗଣମାଧ୍ୟମରେ ନିଜର ମତ ନ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ୧୬।୪: ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କ ହତ୍ୟା ନେଇ ରାଜନୈତିକ ମହଲରେ ହଟଚମଟ ଦେଖିବାକୁ ମିଳିଛି। ସବୁଆଡୁ ଲଗାତାର ବୟାନବାଜି ଚାଲୁ ରହିଛି। ସୂଚନାନୁୟାୟୀ, ଭାଜପା ହାଇକମାଣ୍ଡ ନିଜ ଦଳୀୟ ନେତାଙ୍କ ବୟାନରେ ଅସନ୍ତୁଷ୍ଟ ଅଛନ୍ତି। ୟୁପରି…

ବୁଲେଟ ଶାସନ -ଭିଡ଼ ହିଂସା ଶାସନ ଗଣତନ୍ତ୍ର ବିରୋଧୀ: ମଲ୍ଲିକାର୍ଜୁନ…

ନୂଆଦିଲ୍ଲୀ,୧୬।୪ : ଗ୍ୟାଙ୍ଗଷ୍ଟର ତଥା ପୂର୍ବତନ ଏମ୍‌ପି ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଆଶରଫଙ୍କୁ ପ୍ରୟାଗରାଜରେ ଗୁଳି କରି ହତ୍ୟା କରିବାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ଦେଶର ସମ୍ବିଧାନ ସ୍ବାଧୀନତା ପାଇଁ ସଂଗ୍ରାମ କରୁଥିବା ଲୋକମାନଙ୍କ…

ଅତିକ-ଅଶ୍ରଫ ହତ୍ୟା ମାମଲା: ୩ ଜଣିଆ ନ୍ୟାୟିକ ଆୟୋଗ ଗଠନ କଲେ ୟୁପି ସରକାର

ଲକ୍ଷ୍ନୌ,୧୬।୪: ପ୍ରୟାଗରାଜରେ ଅତିକ ଅହମ୍ମଦ ଏବଂ ଅଶ୍ରଫ ଅହମ୍ମଦଙ୍କ ହତ୍ୟା ମାମଲାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ଗୃହ ବିଭାଗ ପକ୍ଷରୁ ବର୍ତ୍ତମାନ ଏକ ନ୍ୟାୟିକ ଆୟୋଗ ଗଠନ କରାଯାଇଛି। ଏହି ତିନି ଜଣିଆ ନ୍ୟାୟିକ ଆୟୋଗ ଦୁଇ ମାସ ମଧ୍ୟରେ ଘଟଣାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri