କ୍ରିକେଟରଙ୍କ ଉନ୍ନତିରେ କ୍ରିକେଟର ବିକାଶ
ଭୁବନେଶ୍ୱର,୨୭ା୪(ସ୍ପୋଟର୍ସ ବ୍ୟୁରୋ): ଓଡ଼ିଶା ପୁରୁଷ ସିନିୟର କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବରେ ନିଯୁକ୍ତ ହୋଇଥିବା ଦୀନେଶ ମୋଙ୍ଗିଆ ବୁଧବାର ଓଡ଼ିଶାରେ ପହଞ୍ଚିବା ସହିତ ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ଅବସରରେ ମୋଙ୍ଗିଆ ଓଡ଼ିଶା କ୍ରିକେଟ ପାଇଁ ତାଙ୍କର…
ସ୍ପୋଟର୍ସ ଓଡ଼ିଶାର ବିଜୟ ଅଭିଯାନ
ଭୁବନେଶ୍ୱର, ୨୭।୪ (କ୍ରୀଡ଼ା ପ୍ରତିନିଧି): ଇଣ୍ଡିଆନ ଓମେନ୍ସ ଲିଗ୍ର ୬ଷ୍ଠ ସଂସ୍କରଣ ବୁଧବାରଠାରୁ ଗୁଜରାଟର ୩ଟି ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାର ୨ଟି ଦଳ ଭାଗ ନେଉଥିବାବେଳେ ପ୍ରଥମ ଦିବସରେ ସ୍ପୋଟର୍ସ ଓଡ଼ିଶା ବିଜୟ ସହ ଅଭିଯାନ ଆରମ୍ଭ କରିଛି।…
ଇଣ୍ଡିଆନ ଓମେନ୍ସ ଲିଗ୍ ଆରମ୍ଭ
ଇଣ୍ଡିଆନ ଓମେନ୍ସ ଲିଗ୍ର ୬ଷ୍ଠ ସଂସ୍କରଣ ଗୁଜରାଟର ବିଭିନ୍ନ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହୋଇଛି । ଏଥିରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରୁଛନ୍ତି । ଏହା ମଧ୍ୟରେ ଓଡ଼ିଶାର ୨ ଦଳ ଓଡ଼ିଶା ଏଫ୍ସି ଏବଂ ସ୍ପୋଟର୍ସ ଓଡ଼ିଶା ସାମିଲ…
ଓଡ଼ିଶା ଏଫ୍ସି ଅପରାଜେୟ
ଭୁବନେଶ୍ୱର,୨୭ା୪ (ସ୍ପୋଟର୍ସ ବ୍ୟୁରୋ): ଓଡ଼ିଶା ଏଫ୍ସି (ଓଏଫ୍ସି) ଏହାର ପ୍ରଥମ ଟାଇଟଲ୍ ଭାବରେ ମଙ୍ଗଳବାର ସୁପର୍ କପ୍ ଫୁଟବଲ୍ ଚାମ୍ପିୟନ ହୋଇଥିଲା। ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍)ର ପୂର୍ବତନ ଚାମ୍ପିୟନ ଦଳ ବେଙ୍ଗାଲୁରୁ ଏଫ୍ସିକୁ ୨-୧ରେ ପରାସ୍ତ କରି ଓଏଫ୍ସି ସଫଳ…
ଓଡ଼ିଶାରେ ଖୋଲିବ ୭ ସରକାରୀ ନର୍ସିଂ କଲେଜ
ନୂଆଦିଲ୍ଲୀ,୨୭ା୪(ପି.ଟି.): ଦେଶର ମେଡିକାଲ କଲେଜଗୁଡ଼ିକ ନିକଟରେ ସରକାରୀ ନର୍ସିଂ କଲେଜ ଖୋଲିବ। ୧,୫୭୦ କୋଟି ଟଙ୍କା ବ୍ୟୟରେ ୧୫୭ଟି ନର୍ସିଂ କଲେଜ ଖୋଲିବା ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିବା ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସୂଚନା ଦେଇଛନ୍ତି। ପ୍ରତି…
ସୁଦାନରୁ ଉଦ୍ଧାର ୩୬୦ ଭାରତୀୟ ଦିଲ୍ଲୀ ପହଞ୍ଚିଲେ
ନୂଆଦିଲ୍ଲୀ,୨୭ା୪ : ଅପରେଶନ କାବେରୀରେ ସୁଦାନରୁ ଉଦ୍ଧାର ହୋଇଥିବା ଭାରତୀୟଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩୬୦ ଜଣ ବୁଧବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚତ୍ଛନ୍ତି। ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ସେମାନଙ୍କ ପହଞ୍ଚତ୍ବା ସମୟର ଫଟୋ ଟୁଇଟ୍ କରିଛନ୍ତି। ସୁଦାନ ସୈନ୍ୟ ଓ…
ତଦନ୍ତ ନ ସାରି ଚାର୍ଜଶିଟ୍ ଦାଖଲ ମନା
ନୂଆଦିଲ୍ଲୀ,୨୭ା୪: ଏକ ତଦନ୍ତକାରୀ ସଂସ୍ଥା କୌଣସି ମାମଲାରେ ତଦନ୍ତ ଶେଷ ନ କରି କୋର୍ଟରେ ଚାର୍ଜଶିଟ୍ ଦାଖଲ କରିପାରିବ ନାହିଁ ବୋଲି ବୁଧବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସିଆର୍ପିସି ଧାରା ୧୬୭ ଅନୁସାରେ ତଦନ୍ତକାରୀ ସଂସ୍ଥା ରିମାଣ୍ଡର ୬୦ ଦିନ…
ବର୍ନଭିଟା ବିଜ୍ଞାପନ ହଟାଇବାକୁ ଏନ୍ସିପିସିଆର୍ର ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୭ା୪(ପି.ଟି.) : ବିଭ୍ରାନ୍ତିକର ବିଜ୍ଞାପନ, ପ୍ୟାକେଜିଂ ଓ ଲେବଲ୍ ହଟାଇବା ପାଇଁ ବର୍ନଭିଟାକୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍ସିପିସିଆର୍) ନିର୍ଦ୍ଦେଶ ଦେଇଛି। ମୋଣ୍ଡେଲେଜ୍ ଇଣ୍ଡିଆ ମାଲିକାନାରେ ଥିବା ଉକ୍ତ କମ୍ପାନୀର ସ୍ବାସ୍ଥ୍ୟପ୍ରଦ ପାନୀୟରେ ଅତ୍ୟଧିକ ମାତ୍ରାରେ ଶର୍କରା ରହିଥିବା…
ସମଲିଙ୍ଗୀ ବିବାହ ପ୍ରସଙ୍ଗ ପାର୍ଲାମେଣ୍ଟ ଉପରେ ଛଡ଼ାଯାଉ
ନୂଆଦିଲ୍ଲୀ,୨୭ା୪(ପି.ଟି.): ସମଲିଙ୍ଗୀ ବିବାହକୁ ଆଇନଗତ ଅନୁମୋଦନ ଦାବି ଆବେଦନକୁ ନେଇ ଉଠୁଥିବା ପ୍ରଶ୍ନକୁ ପାର୍ଲାମେଣ୍ଟରେ ଆଲୋଚନା ପାଇଁ ଛଡ଼ାଯାଉ ବୋଲି ବୁଧବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଶୁଣାଣିର ପଞ୍ଚମ ଦିନରେ କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା…
ବିଶପ୍ ବୈଠକରେ ମହିଳାଙ୍କୁ ମିଳିଲା ଭୋଟ ଅନୁମତି
ଭାଟିକାନ୍ ସିଟି,୨୭ା୪: ବିଶପ୍ମାନଙ୍କ ଆଗାମୀ ବୈଠକରେ ମହିଳାମାନଙ୍କୁ ଭୋଟ ଅଧିକାର ଦେବା ପାଇଁ ପୋପ୍ ଫ୍ରାନ୍ସିସ୍ ନିଷ୍ପତ୍ତି ନେଇଛନ୍ତି। କାଥୋଲିକ୍ ଚର୍ଚ୍ଚରେ ମହିଳାମାନଙ୍କୁ ବଡ଼ ନିଷ୍ପତ୍ତି ନେବାର ଦାୟିତ୍ୱ ଦେବା ପାଇଁ ପୋପ୍ ଆଶା ରଖିଥିବା ଉପରୋକ୍ତ ନିଷ୍ପତ୍ତିରୁ ପ୍ରତିଫଳିତ ହୋଇଛି।…
୧ କେଜି ଗଞ୍ଜେଇ ପାଇଁ ଫାଶୀ
ସିଙ୍ଗାପୁର,୨୭ା୪ : ଏକ କିଲୋଗ୍ରାମ ଗଞ୍ଜେଇ ଚୋରା ଚାଲାଣ ଷଡ଼ଯନ୍ତ୍ରରେ ଦୋଷୀସାବ୍ୟସ୍ତ ଜଣେ ବନ୍ଦୀଙ୍କୁ ସିଙ୍ଗାପୁର ସରକାର ବୁଧବାର ଫାଶୀ ଦେଇଛନ୍ତି। ଏପରିକି ଅନ୍ତର୍ଜାତୀୟ ସ୍ତରରେ ଫାଶୀଦଣ୍ଡ ବନ୍ଦ ଲାଗି ଆହ୍ବାନ ସତ୍ତ୍ୱେ ସିଙ୍ଗାପୁର ଏହାକୁ ଭ୍ରୂକ୍ଷେପ କରିନାହିଁ। ଜାତିସଂଘ ମାନବାଧିକାର…
ତଲାକ୍ ରୋକିବାରେ ବିଫଳ ହୋଇଛି ନିଷେଧାଦେଶ
ନୂଆଦିଲ୍ଲୀ,୨୭ା୪: ୨୦୧୭ର ଶାୟରା ବାନୋ ମାମଲାରେ ସୁପ୍ରିମକୋର୍ଟ ତିନି ତଲାକ୍ ପ୍ରଥା ଅବୈଧ ବୋଲି ରୁଲିଂ ଦେବା ଏବଂ ସର୍ବଭାରତୀୟ ମୁସ୍ଲିମ୍ ପର୍ସନାଲ ଲ’ ବୋର୍ଡର ପ୍ରତିଶ୍ରୁତି ସତ୍ତ୍ୱେ ଦେଶର ବିଭିନ୍ନ ଭାଗରେ ତିନି ତଲାକ୍ ଜରିଆରେ ଛାଡ଼ପତ୍ର ଘଟିଚାଲିଛି। ସୁପ୍ରିମକୋର୍ଟଙ୍କ…
Archives


