Home Middle

ଦୈନିକ ସଂକ୍ରମଣ ୮୮…

ନୂଆଦିଲ୍ଲୀ, ୧୮।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…

ଭାରତ-ଆମେରିକା ସମ୍ପର୍କ ବୃଦ୍ଧି ପାଇଲେ ଆମର କିଛି ସମସ୍ୟା ନାହିଁ, ଆମେ ଚାହୁଁଛୁ ଶାନ୍ତି: ପାକିସ୍ତାନ…

ଇସଲାମାବାଦ,୧୮।୬ : ଭାରତ ଏବଂ ଆମେରିକାର ସମ୍ପର୍କକୁ ନେଇ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ବଡ ବିବୃତ୍ତି ସାମ୍ନାକୁ ଆସିଛି। ୍‌ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିଛନ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କ ବଢ଼ିଲେ…

ଯୁଦ୍ଧର ସମାପ୍ତି ଏବେ ଜରୁରୀ: ପୁଟିନଙ୍କୁ କହିଲେ ରାମାଫୋସା…

ମସ୍କୋ,୧୮।୬ : ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଛନ୍ତି ୟୁକ୍ରେନ-ରୁଷିଆ ଯୁଦ୍ଧ ଏବେ ଶେଷ ହେବା ଉଚିତ। ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ରାମାଫୋସା ଶନିବାର ସେଣ୍ଟ ପିଟର୍ସବର୍ଗର ଅଷ୍ଟାଦଶ ଶତାବ୍ଦୀର କନଷ୍ଟାଣ୍ଟିନୋଭସ୍କି ପ୍ୟାଲେସରେ…

ଶତ୍ରୁ ହେବେ ମିତ୍ର: ଚାଇନାରେ ବ୍ଲିଙ୍କେନ…

ବେଜିଂ,୧୮।୬ : ପୃଥିବୀର ଦୁଇ ବୃହତ ଅର୍ଥନୀତି ତଥା ଶତ୍ରୁ ଆମେରିକା ଚାଇନା ମଧ୍ୟରେ ବନ୍ଧୁତ୍ୱ ସମ୍ପର୍କର ପ୍ରସ୍ତୁତି ଆରମ୍ଭ ହୋଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଦୁଇ ଦିନିଆ ଗସ୍ତରେ ରବିବାର ଚାଇନାରେ ପହଞ୍ଚିଛନ୍ତି। ଏହି ସମୟ ମଧ୍ୟରେ…

ନଓ୍ବାଜ ଶରିଫଙ୍କ ଘରବାହୁଡ଼ା ପ୍ରସ୍ତୁତି ଆରମ୍ଭ : ସିନେଟରେ ବିଲ ପାରିତ…

ଇସଲାମାବାଦ,୧୮।୬ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଦୀର୍ଘ ଦିନ ଧରି ଇଂଲଣ୍ଡରେ ରହୁଥିଲେ କିନ୍ତୁ ବର୍ତ୍ତମାନ ତାଙ୍କ ଘରକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କୌଣସି ବ୍ୟକ୍ତି ଆଜୀବନ ଅଯୋଗ୍ୟ ହୋଇପାରିବ ନାହିଁ। ବିରୋଧୀଦଳ ଅଭିଯୋଗ କରିଛନ୍ତି ଏହି…

ସିଡିସି ମୁଖ୍ୟ ହେବେ ମେଣ୍ଡି କୋହେନ…

ଓ୍ବାଶିଂଟନ,୧୮।୬ : ଉତ୍ତର କାରୋଲିନା ରାଜ୍ୟର ପୂର୍ବତନ ଅଧିକାରୀ ଡ. ମେଣ୍ଡି କୋହେନ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ର ନୂତନ ନିର୍ଦ୍ଦେଶକ ହେବେ। ହ୍ବାଇଟ ହାଉସ ପକ୍ଷରୁ ଏହା ଘୋଷଣା କରାଯାଇଛି। କୋହେନଙ୍କର ଅନେକ ବର୍ଷର କାର୍ଯ୍ୟ…

ଏସଟିଏ ଚୁକ୍ତିନାମା ଉପରେ ଆମେରିକା ଚାଇନା ନଜର…

ଓ୍ବାଶିଂଟନ,୧୮।୬ : ଆମେରିକା ଚାଇନା ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଐତିହାସିକ ବିଜ୍ଞାନ ଚୁକ୍ତି ଏସଟିଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୪୦ ବର୍ଷରୁ ଅଧିକ ସମୟ ପାଇଁ, ଆମେରିକା ଏବଂ ଚାଇନା ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ବିଭିନ୍ନ ବୈଜ୍ଞାନିକ ଏବଂ ବୈଷୟିକ…

୧୧ କୋଟି ଟଙ୍କାର ସିଗାରେଟ୍‌ ଜବତ

ଇସଲାମାବାଦ,୧୮ା୬: ବେଲୁଚିସ୍ତାନର କିଛି ସ୍ଥାନରେ ପୃଥକ୍‌ ଭାବେ ଚଢ଼ାଉ କରାଯାଇଥିବା ବେଳେ ପାକିସ୍ତାନ କଷ୍ଟମ୍ସ ୧୧ କୋଟି ଟଙ୍କାର ବିଦେଶୀ ସିଗାରେଟ୍‌ ଜବତ କରିଛି। ୪ଟି ପ୍ରଦେଶରେ ଆରମ୍ଭ ହୋଇଥିବା ସିଗାରେଟ୍‌ ଚୋରା ଚାଲାଣ ବିରୋଧୀ ଅପରେଶନ ସମୟରେ ଗତ ସପ୍ତାହରେ…

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷା ଫଳ

ନୂଆଦିଲ୍ଲୀ,୧୮ା୬: ରବିବାର ପୂର୍ବାହ୍ନରେ ଜେଇଇ ଆଡଭାନ୍ସ-୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି। ଉଭୟ ପ୍ରଥମ ଓ ଦ୍ବିତୀୟ ପେପରରେ ମୋଟ୍‌ ୧ ଲକ୍ଷ ୮୦ ହଜାର ୩୭୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୪୩ ହଜାର ୩୭୩ ଜଣ ପାସ୍‌ କରିଛନ୍ତି।…

‘୨୦୨୫ ସୁଦ୍ଧା ଟିବି ମୁକ୍ତ ହେବ ଭାରତ’ ‘ମନ କି ବାତ’ରେ ମୋଦି କହିଲେ ଲକ୍ଷ୍ୟ ବଡ ନିଶ୍ଚିତ ହେଲେ…

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ଏଥର ଥିଲା ମନ କି ବାତ କାର୍ଯ୍ୟକ୍ରମର ୧୦୨ତମ ଅଧ୍ୟାୟ। ମନ କି ବାତ କାର୍ଯ୍ୟକ୍ରମ ମାସର ଶେଷ ରବିବାରରେ ଅନୁଷ୍ଠିତ…

ଆଜି ପ୍ରଚାରିତ ହେବ ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ, ବିଶେଷ କାରଣ ପାଇଁ ଗୋଟିଏ ସପ୍ତାହ ପୂର୍ବରୁ ହେବ ପ୍ରଚାରିତ

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍‌ ୧୮ ଜୁନରେ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଜରିଆରେ ଜୁନ ୧୮ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ମୋଦିଙ୍କ ଏହି କାର୍ଯ୍ୟକ୍ରମର ଏହା ହେଉଛି ୧୦୨ ତମ ଅଧ୍ୟାୟ। ପ୍ରତିଥର…

ସୁପ୍ରିମକୋର୍ଟ ଗଲେ ମମତା

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏବଂ ଭାଜପା ମଧ୍ୟରେ କ୍ଷମତା ପାଇଁ ଲଢ଼େଇ ଜାରି ରହିଥିବାବେଳେ ଜୁଲାଇ ୮ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ବ୍ୟାପକ ହିଂସାକୁ ଦୃଷ୍ଟିରେ ରଖି ନିର୍ବାଚନ ବେଳେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?