କର୍ନାଟକ ବିଧାନସଭା ନିର୍ବାଚନ: ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଭୋଟ ଫ୍ରମ ହୋମ୍ର ବ୍ୟବସ୍ଥା
ବେଙ୍ଗାଲୁରୁ,୩୦।୪: ପ୍ରାୟ ଏକ ସପ୍ତାହ ପରେ କର୍ନାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ସବୁ ଦଳ ଜୋରଦାର ପ୍ରଚାର ପ୍ରସ୍ତୁତି କରିବା ସହ ନିର୍ବାଚନ ଆୟୋଗଙ୍କ ଦ୍ୱାରା ମତଦାନ ସୁରୁଖୁରୁରେ ହେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କର୍ନାଟକରେ ପ୍ରଥମ…
ମାର୍ଗଦର୍ଶକଙ୍କୁ ମନେ ପକାଇଲେ ମୋଦି
ନୂଆଦିଲ୍ଲୀ,୩୦ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୧୦୦ତମ ଏପିସୋଡ୍ରେ ତାଙ୍କ ପରାମର୍ଶଦାତା ତଥା ମାର୍ଗଦର୍ଶକଙ୍କୁ ମନେ ପକାଇଛନ୍ତି। ଏହି ସମୟରେ ସେ ତାଙ୍କଠାରୁ ଯାହା ଶିଖିଛନ୍ତି, ତାହା ଏହି କାର୍ଯ୍ୟକ୍ରମ ମାଧ୍ୟମରେ କହିଛନ୍ତି। ମୋଦି…
ରେସଲରଙ୍କ ସମର୍ଥନରେ ବାହାରିଲେ ଚନ୍ଦ୍ରଶେଖର ଆଜାଦ
ନୂଆଦିଲ୍ଲୀ,୩୦।୪: ଭିମ ଆର୍ମି ଚିଫ ଚନ୍ଦ୍ରଶେଖର ଆଜାଦ ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଜନ୍ତର ମନ୍ତରରେ ଧାରଣାରେ ବସିଥିବା ମହିଳା ରେସଲରଙ୍କୁ ଭେଟିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ନେଇ ସରକାରଙ୍କ…
‘ମନ କି ବାତ’କୁ ‘ମୌନ କି ବାତ’ସହ ତୁଳନା କଲା କଂଗ୍ରେସ
ନୂଆଦିଲ୍ଲୀ,୩୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶୋ ‘ମନ କି ବାତ’ର ୧୦୦ତମ ଅଧ୍ୟାୟକୁ ପ୍ରସାରଣ କରୁଛନ୍ତି। ତେବେ ଏହି ସମୟରେ କଂଗ୍ରେସ ନେତା ଜୟରାମ ରମେଶ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ମୋଦିଙ୍କ ଶୋ ‘ମନ…
‘ମନ କି ବାତ ଯାହା ସହ ଯୋଡି ହେଲା ତାହା ଜନ ଆନ୍ଦୋଳନ ହୋଇଗଲା’, ୧୦୦ ତମ ଏପିସୋଡରେ ମୋଦି କହିଲେ ଏହା ମୋ ମନର ଆଧ୍ୟାତ୍ମିକ ଯାତ୍ରା
ନୂଆଦିଲ୍ଲୀ,୩୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି। ମନ କି ବାତ କାର୍ଯ୍ୟକ୍ରମର ଏହା ୧୦୦ ତମ ଅଧ୍ୟାୟ, ଯାହା ପ୍ରତିମାସର ଶେଷ ରବିବାର ସକାଳ ୧୧ଟାରେ ପ୍ରଚାରିତ ହୋଇଥାଏ। ଏହି କାର୍ଯ୍ୟକ୍ରମକୁ ରେଡିଓ…
ଉତ୍ତାପ ସୂଚକାଙ୍କ ଲଞ୍ଚ୍ କଲା ଆଇଏମ୍ଡି, ରଙ୍ଗରୁ ଜଣାପଡ଼ିବ ତାପମାତ୍ରା
ନୂଆଦିଲ୍ଲୀ,୩୦ା୪: ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଉତ୍ତାପ ସୂଚକାଙ୍କ ଲଞ୍ଚ୍ କରାଯାଇଛି। ଏହି ସୂଚକାଙ୍କ ତାପମାତ୍ରା ପରିବର୍ତ୍ତନ ସହିତ ବାୟୁରେ ଥିବା ଆର୍ଦ୍ରତାକୁ ମଧ୍ୟ ବିଚାରକୁ ନେଇଥାଏ। ଆଇଏମ୍ଡି ମୁଖ୍ୟ ଡ.ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଉତ୍ତାପ ସୂଚକାଙ୍କ ତାପମାତ୍ରା ପରିସରକୁ ଦର୍ଶାଉଛି।…
ଭାରତର ଆଥଲେଟ ଝିଅଙ୍କୁ କାହିଁକି ଭାଜପା ଶିକାରୀଙ୍କଠାରୁ ରକ୍ଷା କରାଯାଇ ପାରିବ ନାହିଁ: ମହୁଆ ମୈତ୍ର
ନୂଆଦିଲ୍ଲୀ, ୩୦।୪: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ଉପରେ ମହିଳା କୁସ୍ତିଯୋଦ୍ଧା ଯୌନ ଶୋଷଣ କରିଥିବା ନେଇ କାର୍ଯ୍ୟାନୁଷ୍ଠାନ ଦାବି କରି ଆନ୍ଦୋଳନ କରୁଛନ୍ତି। ତେବେ ଏହା ଉପରେ ଟିଏମସି ସାଂସଦ ମହୁଆ ମୈତ୍ର ମୋଦିଙ୍କୁ ଟାର୍ଗେଟ…
ପୁଟିନଙ୍କ ବିରୋଧରେ ହୋଇପାରେ ‘ସେନା ବିଦ୍ରୋହ’? ରୁଷିଆ କମାଣ୍ଡର ଦେଲେ ଚେତାବନୀ
ମସ୍କୋ,୩୦।୪: ରୁଷିଆର କମାଣ୍ଡର ଇଗୋର ଗିରକିନ ଚେତାବନୀ ଦେଇଛନ୍ତି କି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ‘ସେନା ବିଦ୍ରୋହ’ ହୋଇପାାର। ଆଉ ଏହି ବିଦ୍ରୋହ ଓ୍ବାଗନର ଗ୍ରୁପ କରିପାରନ୍ତି। ସୂଚନାଯୋଗ୍ୟ, ରୁଷିଆର ପ୍ରାଇଭେଟ ଆର୍ମି ଓ୍ବାଗନର ଗ୍ରୁପର ମୁଖ୍ୟ ୟେଭେଗେନି…
ଉତ୍ତେଜନାମୂଳକ କାର୍ଯ୍ୟ ବନ୍ଦ କରିବାକୁ ଚାଇନାକୁ କହିଲା ଆମେରିକା
ଓ୍ବାଶିଂଟନ,୩୦ା୪: ଦକ୍ଷିଣ ଚାଇନା ସାଗରରେ ଉତ୍ତେଜନାମୂଳକ ତଥା ଅସୁରକ୍ଷିତ ଆଚରଣ ବନ୍ଦ କରିବାକୁ ଆମେରିକା ଚାଇନାକୁ ଆହ୍ବାନ କରିଛି। ସ୍ବରାଷ୍ଟ୍ର ବିଭାଗ ଏକ ବିବୃତ୍ତିରେ କହିଛି ଯେ, ‘ଆମେ ଚାଇନାକୁ ଏହାର ଉତ୍ତେଜକ ତଥା ଅସୁରକ୍ଷିତ ଆଚରଣରୁ ନିବୃତ୍ତ ହେବାକୁ ଆହ୍ବାନ…
‘ମନ କି ବାତ’ର ୧୦୦ ତମ ଏପିସୋଡ ପ୍ରସାରଣ ପୂର୍ବରୁ ମୋଦି କହିଲେ, ସତରେ ବହୁତ ନିଆରା ଥିଲା ଯାତ୍ରା
ନୂଆଦିଲ୍ଲୀ,୩୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ତମ ଏପିସୋଡ ରବିବାର ଅର୍ଥାତ୍ ୩୦ ଏପ୍ରିଲରେ ପ୍ରସାରଣ କରାଯିବ। ଏହି ଦିନକୁ ଐତିହାସିକ କରିବାକୁ ଭାରତୀୟ ଜନତା ପାର୍ଟି(ଭାଜପା) ଜୋରଦାର ପ୍ରସ୍ତୁତ କରିଛି। ପ୍ରଧାନମନ୍ତ୍ରୀ ମୋଦି ୧୦୦…
୯ ରନରେ ଜିତିଲା ଏସଆରଏଚ, ପୁଣି ହାରିଲା ଡିସି…
ନୂଆଦିଲ୍ଲୀ,୨୯।୪ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୪୦ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ସନରାଇ ଜର୍ସ ହାଇଦ୍ରାବାଦ(ଏସଆରଏଚ) ୯ ରନରେ ବିଜୟ ହାସଲ କରିଛି। ଡିସି ପୁଣି ହାରିଛି। ମୂଳରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଡିସି…
ରଞ୍ଜନ ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟ ସରକାର ଶନିବାର ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁଯାୟୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବଦଳିଛନ୍ତି। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କୁ ବଦଳି…
Archives


