ଡି.କେ.ଶିବକୁମାରଙ୍କ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ: ମଝି ଆକାଶରେ ଇଗଲ ସହ ଧକ୍କା, କକପିଟ୍ର କାଚ ଭାଙ୍ଗିଲା…
ବେଙ୍ଗାଲୁରୁ,୨।୫ : କର୍ନାଟକରେ ବିଧାନସଭା ର୍ନିବାଚନ ପ୍ରଚାର ଜୋରସୋର ଜାରି ରହିଛି। ବିଧାନସଭା ନିର୍ବାଚନର ତାରିଖ ପାଖେଇ ଆସୁଥିବାରୁ ଭେଟେରାନ ନେତାମାନେ ପ୍ରଚାରକୁ ଜୋରଦାର କରିଛନ୍ତି। ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ଡି.କେ ଶିବକୁମାରଙ୍କ ବିଷୟରେ ଏକ ବଡ ଖବର…
ଫାଶୀ ଯନ୍ତ୍ରଣାଦାୟକ, ଅନ୍ୟ ସରଳ ଉପାୟରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଉ: ସୁପ୍ରିମ୍କୋର୍ଟରେ ଆବେଦନ ଦାଖଲ…
ନୂଆଦିଲ୍ଲୀ,୨।୫ : ଫାଶୀ ମୃତ୍ୟୁ ଦଣ୍ଡାଦେଶ ଦ୍ୱାରା ଦୁନିଆର ୫୦ ରୁ ଅଧିକ ଦେଶରେ ଅପରାଧୀଙ୍କୁ ହତ୍ୟା କରିବାର ନିୟମ ରହିଛି। ସେମାନଙ୍କର ଅପରାଧ ପାଇଁ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ମଧ୍ୟ ଏଥିପାଇଁ ଏହି ବ୍ୟବସ୍ଥା ଅଛି।…
କ୍ୱାଡ଼ରେ ନୂଆ ସଦସ୍ୟ ଅନ୍ତର୍ଭୁକ୍ତ କରିବାର ଯୋଜନା ଏବେ ନାହିଁ…
ଓ୍ବାଶିଂଟନ,୨।୫ : ଚଳିତ ମାସ ଶେଷରେ ଅଷ୍ଟ୍ରେଲିଆରେ ହେବାକୁ ଥିବା କ୍ୱାଡ ନେତାଙ୍କ ଶିଖର ସମ୍ମିଳନୀ ପୂର୍ବରୁ ହ୍ବାଇଟ ହାଉସ କହିଛି, କ୍ୱାଡରେ ନୂତନ ସଦସ୍ୟ ସାମିଲ କରିବାର କୌଣସି ଯୋଜନା ଏବେ ନାହିଁ। କ୍ୱାଡ ଦେଶର ମୁଖ୍ୟ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ…
୫ ମାସରେ ୨୦ ହଜାର ରୁଷିଆ ସୈନିକ ମୃତ, ୮୦ ହଜାରରୁ ଅଧିକ ଆହତ: ଆମେରିକା…
ଓ୍ବାଶିଂଟନ,୨।୫ : ପୂର୍ବ ୟୁକ୍ରେନରେ ବିଶେଷ କରି ବାଖମୁଟରେ ପାଞ୍ଚ ମାସ ଧରି ଚାଲିଥିବା ଯୁଦ୍ଧରେ ୨୦ ହଜାରରୁ ଅଧିକ ରୁଷିଆ ସୈନିକଙ୍କର ମୃତ୍ୟୁ ଘଟିଛି ଏବଂ ୮୦ ହଜାରରୁ ଅଧିକ ଆହତ ହୋଇଛନ୍ତି। ହ୍ବାଇଟ ହାଉସର ଜଣେ ଅଧିକାରୀ ଏହି…
କଂଗ୍ରେସର ଘୋଷଣା ପତ୍ରକୁ ନେଇ ବର୍ଷିଲେ ମୋଦି
ବେଙ୍ଗାଲୁରୁ,୨।୫: କର୍ନାଟକର ହୋସପେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି। ସେ କଂଗ୍ରେସର ଘୋଷଣା ପତ୍ରକୁ ନେଇ କହିଛନ୍ତି, ପ୍ରଥମେ ପ୍ରଭୁ ଶ୍ରୀରାମଙ୍କୁ ନେଇ ଅସୁବିଧା ଥିଲା…
‘ଇସ୍ତଫାର ନିଷ୍ପତ୍ତି ଫେରାଇ ନେବେନାହିଁ ଶରଦ ପାଓ୍ବାର’: ଅଜିତ ପାଓ୍ବାର
ମୁମ୍ବାଇ,୨।୫: ଏନସିପି ନେତା ଶରଦ ପାଓ୍ବାର ପାର୍ଟିର ମୁଖ୍ୟ ପଦରୁ ଇସ୍ତଫା ଦେବା ଘୋଷଣା କରିବା ପରେ ଏବେ ରାଜ୍ୟ ରାଜନୀତି ହୋଇଛି ସରଗରମ। ଏବେ ଅନୁମାନ କରି ଆଲୋଚନା ହେଉଛି ଯେ ଶରଦ ପାଓ୍ବାର ତାଙ୍କ ନିଷ୍ପତ୍ତିକୁ ବଦଳାଇ ନ…
ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଘୋଷଣା କଲେ ଶରଦ ପାଓ୍ବାର
ମୁମ୍ବାଇ,୨।୫: ଦେଶର ବରିଷ୍ଠ ରାଜନେତାଙ୍କ ମଧ୍ୟରୁ ଜଣେ ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ପାଓ୍ବାର ରିଟାୟର ହେବାକୁ ଘୋଷଣା କରିଛନ୍ତି। ନିଜ ଜୀବନ ସହ ଜଡିତ ଏକ ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମରେ ସେ କହିଛନ୍ତି, ମୁଁ ଆଜି ରାଷ୍ଟ୍ରବାଦୀ କଂଗ୍ରେସ(ଏନସିପି) ଅଧ୍ୟକ୍ଷ…
୪୫ ହଜାର ତଳେ ସକ୍ରିୟ ମାମଲା, ଦୈନିକ ସଂକ୍ରମଣ ୪ ହଜାରରୁ କମ…
ନୂଆଦିଲ୍ଲୀ, ୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…
ଆଜି ଘରୋଇ ପଡ଼ିଆରେ ଦିଲ୍ଲୀକୁ ଭେଟିବ ଗୁଜରାଟ
ଅହମ୍ମଦାବାଦ,୨।୫: ଆଇପିଏଲ ୨୦୨୩ର ୪୪ ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ(ଜିଟି)କୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)। ମଙ୍ଗଳବାର ସନ୍ଧ୍ୟା ୭.୩୦ରେ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଗୁଜରାଟ ୮ଟି ମ୍ୟାଚ ଖେଳି ୬ଟିରେ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ…
‘କଂଗ୍ରେସ-ଜେଡିଏସର କାର୍ଯ୍ୟ ଗୋଟିଏ’, ଉଭୟ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଛନ୍ତି: ଗର୍ଜିଲେ ମୋଦି
ଚିତ୍ରଦୁର୍ଗ,୨।୫: କର୍ନାଟକ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ରହିଛି। ଏହାରି ଭିତରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଧୂଆଁଧାର ରାଲି ଆରମ୍ଭ କରି ଦେଇଛନ୍ତି। ମିଶନ କର୍ନାଟକରେ ଶାସକ ଭାଜପା…
ମହାତ୍ମା ଗାନ୍ଧୀଙ୍କ ନାତି ଅରୁଣ ଗାନ୍ଧୀଙ୍କ ପରଲୋକ
ନୂଆଦିଲ୍ଲୀ,୨।୫: ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ନାତି ତଥା ସାମାଜିକ- ରାଜନୈତିକ କାର୍ଯ୍ୟକର୍ତ୍ତା ଅରୁଣ ଗାନ୍ଧୀଙ୍କ ମଙ୍ଗଳବାର ପରଲୋକ ଘଟିଛି। ୮୯ ବର୍ଷ ବୟସରେ ମହାରାଷ୍ଟ୍ରର କୋହ୍ଲାପୁରରେ ଦେହାନ୍ତ ହୋଇଛି। ତେବେ କୋହ୍ଲାପୁରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବା ନେଇ ଅରୁଣ ଗାନ୍ଧୀଙ୍କ…
କାନାଡାରେ ମିଶନ ମିଲେଟ ଏବଂ ସ୍ବରାଜ ଏକ ଗାଥା ଆୟୋଜନ, ଭାରତୀୟ ରାଜ୍ୟର ପାରମ୍ପରିକ ବ୍ୟଞ୍ଜନ ସାମିଲ
ଟୋରୋଣ୍ଟୋ,୨।୫: କାନାଡାର ସହର ଟୋରୋଣ୍ଟୋରେ ‘ରେଡିଓ ଡିସୁମ’ ଓ ‘କନସଲେଟ ଜେନରାଲ ଅଫ ଇଣ୍ଡିଆ, ଟୋରୋଣ୍ଟୋ’ର ସହଯୋଗରେ ପ୍ରଥମ କରି ‘ ମିଲେଟ ମେଳା’ ଓ ‘ସ୍ବରାଜ-ସ୍ବତନ୍ତ୍ରତା କି ଗାଥା’ର ଆୟୋଜନ ରବିବାର ଅର୍ଥାତ୍ ୩୦ ଏପ୍ରିଲରେ ବଡ ଧୁମଧାମରେ କରାଯାଇଛି।…
Archives


