ବିଲକିସ ବାନୋ ମାମଲା: ଗୁଜରାଟ-କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବେ ନାହିଁ…
ନୂଆଦିଲ୍ଲୀ,୨।୫ : ୨୦୦୨ ଗୁଜରାଟ ଦଙ୍ଗାର ବିଲକିସ ବାନୋ ମାମଲାରେ ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ଗୁଜରାଟ ଏବଂ…
ରାଜନୈତିକ ଦଳର ଷ୍ଟାର ପ୍ରଚାରକଙ୍କୁ ସଂଯମତା ରକ୍ଷା କରିବାକୁ ନିର୍ବାଚନ ଆୟୋଗଙ୍କ ପରାମର୍ଶ…
ନୂଆଦିଲ୍ଲୀ,୨।୫ : ବିଧାନସଭା ନିର୍ବାଚନ ପାଇଁ କର୍ନାଟକରେ ପ୍ରଚାର ଚାଲିଛି। ରାଜ୍ୟରେ ଅନେକ ରାଲି କରାଯାଉଛି। ବିଭିନ୍ନ ଦଳର ନେତାମାନେ ମଧ୍ୟ ଭିନ୍ନ ଭିନ୍ନ ବିବୃତ୍ତି ଦେଉଛନ୍ତି। ସେସବୁ ମଧ୍ୟରେ ବହୁ ଉତ୍ତେଜନାମୂଳକ ଏବଂ ବିବାଦୀୟ ବକ୍ତବ୍ୟ ମଧ୍ୟ ସାମ୍ନାକୁ ଆସିଛି।…
ପୁତ୍ରଙ୍କୁ ଉତ୍ତରାଧିକାରୀ ଭାବେ ପଦବୀ ଦେବେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ…
ଫନୋମ ପେହ୍ନ,୨।୫ : କାମ୍ବୋଡିଆରେ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି। କିନ୍ତୁ କ୍ଷମତାର କେନ୍ଦ୍ର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ହୁନ ସେନଙ୍କ ଘରେ ରହିବ। ୪୦ ବର୍ଷ ଧରି ଦେଶରେ ଶାସନ କରୁଥିବା ହୁନ ସେନ ବର୍ତ୍ତମାନ ତାଙ୍କ ପଦକୁ ପୁତ୍ରଙ୍କୁ ଉତ୍ତରାଧିକାରୀ…
ନେପାଳରେ ହିମସ୍ଖଳନ: ୮ ଜଣ ବରଫ ତଳେ ରହିଥିବା ଆଶଙ୍କା…
କାଠମାଣ୍ଡୁ,୨।୫ : ନେପାଳର ଦାର୍ଚୁଲା ଜିଲାରେ ହିମସ୍ଖଳନ ଘଟିଛି। ଏହି ଘଟଣାରେ ୮ ଜଣ ବରଫ ତଳେ ରହିଥିବାର ଆଶଙ୍କା ରହିଛି। ପୋଲିସ କହିଛି, ସେମାନଙ୍କର ସନ୍ଧାନ ଜାରି ରହିଛି। ଘଟଣାସ୍ଥଳରେ ପୋଲିସ ସହିତ ସଶସ୍ତ୍ର ପୋଲିସ ଫୋର୍ସର ଟିମ ନିୟୋଜିତ…
ଟସ ଜିତିଲା ଡିସି, ପ୍ରଥମେ ବ୍ୟାଟିଂ…
ଅହମଦାବାଦ,୨।୫ : ଆଇପିଏଲ ୨୦୨୩ର ୧୬ ତମ ସିଜିନର ୪୪ ତମ ମ୍ୟାଚ ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ମଧ୍ୟରେ ଖେଳାଯାଉଛି। ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ଡିସି ଟସ ଜିତି ପ୍ରଥମେ ବ୍ୟାଟିଂ…
ରାହୁଲଙ୍କୁ ହାଇକୋର୍ଟରେ ଝଟ୍କା: ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ମନା…
ଅହମଦାବାଦ,୨।୫ : ମଙ୍ଗଳବାର ଗୁଜରାଟ ହାଇକୋର୍ଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ବଦନାମ ମାମଲାରେ ଦାଖଲ ହୋଇଥିବା ଅପରାଧିକ ସଂଶୋଧନ ଆବେଦନ ଉପରେ ଶୁଣାଣି ହୋଇଥିଲା। କୋର୍ଟ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷାକୁ ମନା କରିଥିବାବେଳେ ଦୋଷୀ ସାବ୍ୟସ୍ତ ହେବା ପାଇଁ…
କର୍ନାଟକରେ କଂଗ୍ରେସର ଲହର, ଭାଜପା ଉପରେ ଲୋକେ ଅସନ୍ତୁଷ୍ଟ: ଗେହଲୋଟ…
ବେଙ୍ଗାଲୁରୁ,୨।୫ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କନର୍ର୍ାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଁ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ସେ ଟୁଇଟ କରି କହିଛନ୍ତି, ମୁଁ କର୍ନାଟକରେ ଏକ କଂଗ୍ରେସ ଲହର ଦେଖୁଛି, କାରଣ ଲୋକମାନେ ଭଜାପାର ମନଗଢ଼ା କଥା…
ମମତାଙ୍କୁ ଝଟ୍କା: ସରକାରୀ କର୍ମଚାରୀଙ୍କ ନବାନ୍ନ ଅଭିଯାନ କାର୍ଯ୍ୟକ୍ରମକୁ ସ୍ବୀକୃତି ଦେଲେ ହାଇକୋର୍ଟ…
କୋଲକାତା,୨।୫ : ମହଙ୍ଗା ଭତ୍ତା (ଡିଏ) ଦାବି କରୁଥିବା ପଶ୍ଚିମବଙ୍ଗ ସରକାରୀ କର୍ମଚାରୀମାନଙ୍କୁ କଲିକତା ହାଇକୋର୍ଟ ସେମାନଙ୍କ ନାବାନ୍ନ ଅଭିଯାନର ମାର୍ଗ ବଦଳାଇବାକୁ ଅନୁମତି ଦେଇଛନ୍ତି। କଲିକତା ହାଇକୋର୍ଟର ବିଚାରପତି ରାଜଶେଖର ମନ୍ଥା ସରକାରୀ କର୍ମଚାରୀଙ୍କ ନବାନ୍ନ ଅଭିଯାନ କାର୍ଯ୍ୟକ୍ରମକୁ ସ୍ବୀକୃତି…
ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୨ ପାକିସ୍ତାନୀ ଅନୁୁପ୍ରବେଶକାରୀ ମୃତ…
ଜୟପୁର,୨।୫ : ରାଜସ୍ଥାନର ବାଡମେର୍ ଜିଲାରେ ସୀମା ସୁରକ୍ଷା ବଳ (ବିଏସଏଫ) ପକ୍ଷରୁ ଭାରତ-ପାକିସ୍ତାନ ସୀମାରେ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରାଯାଇଛି। ଏଥିରେ ଦୁଇ ଜଣ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ଘଟିଛି। ଗଡରା ରୋଡ ପୋଲିସ ଷ୍ଟେଶନ ଅଧୀନରେ ଥିବା…
ଦି କେରଳ ଷ୍ଟୋରି ଉପରେ ରୋକ ମାମଲା: ଶୀଘ୍ର ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୨।୫ : କେରଳର ଜିହାଦ ଏବଂ ଆତଙ୍କବାଦ ଦ୍ୱାରା ପ୍ରଭାବିତ ହୋଇଥିବା ଅଣ-ମୁସଲମାନ ଝିଅଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଦି କେରଳ ଷ୍ଟୋରି ଉପରେ ରୋକ ମାମଲା ଆବେଦନ ଉପରେ ସୁପ୍ରିମକୋର୍ଟ ତୁରନ୍ତ ଶୁଣାଣି କରିବାକୁ ମନା କରି ଦେଇଛନ୍ତି।…
ଫ୍ରାନ୍ସ-ଗ୍ରୀସ ଅଭ୍ୟାସରେ ଭାଗନେଲା ଭାରତୀୟ ବାୟୁସେନା, ପ୍ରଥମଥର ଦେଶ ବାହାରେ ଏକ୍ସରସାଇଜରେ ସାମିଲ ହେଲା ରାଫେଲ
ଏଥେନ୍ସ/ନୂଆଦିଲ୍ଲୀ,୨।୫: ଭାରତୀୟ ବାୟୁସେନା(ଆଇଏଏଫ) ଗ୍ରୀସରେ ୪ଟି ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନ ସହ ଅଭ୍ୟାସରେ ଭାଗ ନେଇଛି। ଏହି ଯୁଦ୍ଧାଭ୍ୟାସକୁ ‘ଏନିଓଚୋସ-୨୦୨୩’ ନାମ ଦିଆଯାଇଛି। ଏପଟେ ଫ୍ରାନ୍ସରେ ଚାଲିଥିବା ଏକ୍ସ-ଓରିୟନରେ ଆଇଏଏଫ ବା ଭାରତୀୟ ବାୟୁସେନାର ରାଫେଲ ଯୁଦ୍ଧ ବିମାନ ପ୍ରଥମଥର…
ଲାଡଲୀ ଲକ୍ଷ୍ମୀ ଦିବସ: ବାଳିକାଙ୍କ ଉପରେ ଫୁଲବର୍ଷା କରି ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ…
ଭୋପାଳ,୨।୫ : ମଧ୍ୟପ୍ରଦେଶରେ ମଙ୍ଗଳବାର ଲାଡଲୀ ଲକ୍ଷ୍ମୀ ଦିବସ ପାଳନ କରାଯାଇଛି। ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ମଧ୍ୟାହ୍ନ ୧୨ ଟାରୁ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇଥିବା ଭୋପାଳ, ସେହୋର, ବିିଦିଶା, ରାଜଗଡ ଏବଂ…
Archives


