ଏନସିପିରେ ବିଦ୍ରୋହ ପରେ ଶିନ୍ଦେଙ୍କ ସାମ୍ନାରେ ସଙ୍କଟ, ଅଯୋଗ୍ୟତାକୁ ନେଇ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ
ନୂଆଦିଲ୍ଲୀ,୪।୭: ଏନସିପିରେ ବିଦ୍ରୋହ ପରେ ବର୍ତ୍ତମାନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ବିଧାନସଭାରୁ ଅଯୋଗ୍ୟତା ପ୍ରସଙ୍ଗ ପୁଣି ଥରେ ସାମ୍ନାକୁ ଆସିଛି। ଉଦ୍ଧବ ଠାକୁରଙ୍କ ଶିବସେନା ନେତା ସୁନୀଲ ପ୍ରଭୁ ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ସେ…
ଆଜି ଏସସିଓର ଭର୍ଚୁଆଲ ବୈଠକ: ଚାଇନା-ରୁଷିଆ ରାଷ୍ଟ୍ରପତିଙ୍କ ସମେତ ପାକ୍ ପ୍ରଧାନମନ୍ତ୍ରୀ ହେବେ ସାମିଲ
ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ଭର୍ଚୁଆଲ ଶିଖର ସମ୍ମିଳନୀ ଆୟୋଜନ କରିବେ। ଏଥିରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ସମେତ ଅନ୍ୟ…
ଆଜି ସନ୍ଧ୍ୟା ସୁଦ୍ଧା ନୂଆ ମନ୍ତ୍ରୀଙ୍କୁ ବଣ୍ଟାଯିବ ବିଭାଗ
ମୁମ୍ବାଇ,୪।୭: ମହାରାଷ୍ଟ୍ରରେ ରାଜନୈତିକ ଅଦଳବଦଳ ଦେଖାଯାଇଛି। ଏସବୁ ମଧ୍ୟରେ ଏନସିପି ନେତା ଅଜିତ ପାୱାର ତାଙ୍କ ଦଳର ମନ୍ତ୍ରୀଙ୍କ ବିଭାଗ ବଣ୍ଟନ ସମ୍ପର୍କରେ ଦେବେନ୍ଦ୍ର ଫଡନ୍ବିସଙ୍କୁ ଭେଟିଛନ୍ତି। ତେବେ ମଙ୍ଗଳବାର ସା ସୁଦ୍ଧା ବିଭାଗ ନିଷ୍ପତ୍ତି ନିଆଯିବ ବୋଲି ସୂତ୍ରରୁ ପ୍ରକାଶ…
କାନାଡା: ଭାରତୀୟ ଦୂତାବାସ ସାମ୍ନାରେ ଖଲିସ୍ତାନୀ ସମର୍ଥକଙ୍କ ଫ୍ରିଡମ ରାଲି ଘୋଷଣା, ମନ୍ତ୍ରୀ କହିଲେ ଗ୍ରହଣୀୟ ନୁହେଁ
ଓଟାଓ୍ବା,୪।୭: କନାଡାରେ ଖଲିସ୍ତାନୀ ସମର୍ଥକଙ୍କ ଭାରତ ବିରୋଧି କାର୍ଯ୍ୟକଳାପ ଥମିବାର ଦେଖାଯାଉନାହିଁ। କାନାଡାରେ ପୁଣିଥରେ ଏମିତି ସବୁ ବୋଷ୍ଟ ଦେଖିବାକୁ ମିଳିଛି, ଯେଉଁଥିରେ ଲେଖାଯାଇଛି, ‘କିଲ ଇଣ୍ଡିଆ’।ଏହା ବ୍ୟତୀତ ଏହି ପୋଷ୍ଟରରେ ଭାରତୀୟ ହାଇ କମିଶନର ସଞ୍ଜୟ କୁମାର ବର୍ମା ଓଟରଣ୍ଟୋରେ…
କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ, ନିର୍ବାଚନୀ ରାଜ୍ୟକୁ କରାଯିବ ଫୋକସ
ନୂଆଦିଲ୍ଲୀ,୪।୭: ଲୋକ ସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳ ବଦଳର ପ୍ରସ୍ତୁତି ଚାଲିଛି। କୁହାଯାଉଛି କି ଆଗାମୀ କିଛିଦିନ ମଧ୍ୟରେ ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ଆଉ କେତେଜଣ ମନ୍ତ୍ରିଙ୍କ ନାମ ଯୋଡା ଯାଇପାରେ। କ୍ୟାବିନେଟ ସମ୍ପ୍ରସାର ପାଇଁ ପ୍ରସ୍ତୁତି ସମ୍ପର୍କରେ…
ମୋଦିଙ୍କ କ୍ୟାବିନେଟରେ ଦେଖିବାକୁ ମିଳିବ ମହାରାଷ୍ଟ୍ର ଇଫେକ୍ଟ
ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଏବେ ଅଦଳବଦଳ ହେବାର ଅନୁମାନ କରାଯାଉଛି।ମନ୍ତ୍ରୀଙ୍କ ନୂଆ ତାଲିକା ଯେ କୌଣସି ସମୟରେ ଜାରି କରାଯାଇପାରେ। ଆଗାମୀ ଲୋକ ସଭା ନିର୍ବାଚନକୁ ଆଖି ଆଗରେ ରଖି ନୂଆ ନାମର ଏଣ୍ଟ୍ରି ହୋଇପାରେ ବୋଲି ଅନୁମାନ…
ପ୍ରଫୁଲ୍ଲ ପଟେଲଙ୍କ ଦାବି, ଏନସିପିର ୫୧ ବିଧାୟକ ଭାଜପା ସହ ମିଶି ଗଢିବାକୁ ଚାହୁଁଥିଲେ ସରକାର
ମୁମ୍ବାଇ,୪।୭: ଶରଦ ପାଓ୍ବାରଙ୍କ ପାର୍ଟି ଏନସିପି ଏବେ ସବୁଠାରୁ ବଡ ସଙ୍କଟ ସହ ଲଢିବାରେ ଲାଗିଛି। ଅଜିତ ପାୱାର ଏବଂ ଘନିଷ୍ଠ ନେତାଙ୍କ ବିଦ୍ରୋହ ପରେ ଶରଦ ପାୱାରଙ୍କୁ ବ୍ୟାକଫୁଟରେ ଦେଖିବାକୁ ମିଳିଛି। ବରିଷ୍ଠ ଏନସିପି ନେତା ତଥା ଏମପି ପ୍ରଫୁଲ୍ଲ…
ଛଅ ମାସ ମଧ୍ୟରେ ଦ୍ୱିତୀୟଥର ଭାରତୀୟ ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ କଲେଣି ଖଲିସ୍ତାନ ସମର୍ଥକ, ନିନ୍ଦା କଲା ଆମେରିକା
ନୂଆଦିଲ୍ଲୀ/ଓ୍ବାଶିଂଟନ,୪।୭: ଆମେରିକା ରବିବାର ସାନ ଫ୍ରାନ୍ସିସକୋରେ ଭାରତୀୟ ବାଣିଜ୍ୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ପକ୍ଷରୁ କରାଯାଇଥିବା ଆକ୍ରମଣ ଯୋଜନାକୁ ନିନ୍ଦା କରିଛି। ଆମେରିକାର ସ୍ଥାନୀୟ ଟେଲିଭିଜନ ଚ୍ୟାନେଲ ଦିୟା ଟିଭି ରିପୋର୍ଟ କରିଛି ଯେ ଖାଲିସ୍ତାନୀ କଟ୍ଟରପନ୍ଥୀମାନେ ସକାଳ ୧ଟା…
ଭାରତ-କୁଏଟ୍ ଟକ୍କର
ବେଙ୍ଗାଲୁରୁର ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ମଙ୍ଗଳବାର ଚଳିତ ସାଫ୍ ଫୁଟବଲ ଚାମ୍ପିୟନଶିପ୍ର ଫାଇନାଲ ଭାରତ ଓ କୁଏଟ୍ ମଧ୍ୟରେ ଅନୁଷ୍ଠିତ ହେବ। ଦୁଇଟି ଯାକ ଦଳ ଫର୍ମରେ ଥିବାରୁ ମୁକାବିଲା ସଂଘର୍ଷପୂର୍ଣ୍ଣ ହେବା ଆଶା ରହିଛି। ଭାରତ ଟୁର୍ନାମେଣ୍ଟର ସବୁଠାରୁ ସଫଳ…
ନିଜ ସ୍କୁଲରେ ଯୁକ୍ତ ୨ ପଢ଼ିବେ ଦିବ୍ୟାଙ୍ଗ ଛାତ୍ରୀଛାତ୍ର
ଭୁବନେଶ୍ୱର,୪ା୭(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱର ୟୁନିଟ -୩ ସ୍ଥିତ ଭୀମ ଭୋଇ ଦିବ୍ୟାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ଲୋକାର୍ପିତ…
ଫ୍ରାନ୍ସ ହିଂସା ବିରୋଧରେ ରାଲି ପାଇଁ ମେୟରଙ୍କ ଆହ୍ବାନ
ପ୍ୟାରିସ,୪।୭: ଫ୍ରାନ୍ସର ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ରବିବାର ରାତିରେ ଅଳ୍ପ କିଛି ସ୍ଥାନରେ ବିକ୍ଷୋଭକାରୀଙ୍କ ନାରାବାଜି ଦେଖାଯାଇଥିବାବେଳେ କମ୍ ସଂଖ୍ୟକ ଲୋକଙ୍କୁ ଗିରଫ କରାଯାଇଛି। ରାଷ୍ଟ୍ରପତି ଇମାନୁଏଲ୍ ମାକରଁଙ୍କ ନିର୍ଦ୍ଦେଶକ୍ରମେ ରାସ୍ତାରେ ପୋଲିସ ଛାଉଁଣୀ କରାଯାଇଛି। ଅନ୍ୟପକ୍ଷେ ବିକ୍ଷୋଭଜନିତ…
ମନ୍ତ୍ରିମଣ୍ଡଳ ବୈଠକ ଫଳପ୍ରଦ ହୋଇଛି: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୪।୭ (ପି.ଟି.): ପ୍ରଗତି ମଇଦାନ ସମ୍ମିଳନୀ କେନ୍ଦ୍ରରେ ସୋମବାର ଅନୁଷ୍ଠିତ ମନ୍ତ୍ରିମଣ୍ଡଳ ବୈଠକ ଅତ୍ୟନ୍ତ ଫଳପ୍ରଦ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବୈଠକରେ ଅଧ୍ୟକ୍ଷତା କରିବା ବେଳେ ବିଭିନ୍ନ ନୀତି ସଂକ୍ରାନ୍ତରେ ଢେର ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ…

