Home Middle

୫୦୦ ଆମେରିକୀୟଙ୍କ ଉପରେ ପ୍ରତିବନ୍ଧକ ଘୋଷଣା କଲା ରୁଷିଆ…

ମସ୍କୋ,୨୦।୫ : ରୁଷିଆ ୫୦୦ ଆମେରିକୀୟ ନାଗରିକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି। ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନଙ୍କ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏଥିରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଠାରୁ ଟେଲିଭିଜନ ଜଗତ ପର୍ଯ୍ୟନ୍ତ ଅନେକ ବଡ ବ୍ୟକ୍ତିତ୍ୱଙ୍କ…

ମୋଦିଙ୍କୁ କୁଣ୍ଢାଇ ଧରିଲେ ବାଇଡେନ…

ଟୋକିଓ,୨୦।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୩ ଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଜାପାନରେ ପହଞ୍ଚିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଅନେକ ଦେଶର ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି। ଏଥି ସହିତ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଯୁଦ୍ଧ ମଧ୍ୟରେ ଜାପାନ ପହଞ୍ଚିଲେ ଜେଲେନକ୍ସି…

ଟୋକିଓ,୨୦।୫ : ଜାପାନର ହିରୋସିମା ଠାରେ ଜି -୭ ଶିଖର ସମ୍ମିଳନୀ ଚାଲିଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ଏହି ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଜାପାନର ହିରୋସିମା ଠାରେ ପହଞ୍ଚିଛନ୍ତି। ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁଯାୟୀ,…

ସିଦ୍ଦାରାମାୟା ସରକାରଙ୍କ ମନ୍ତ୍ରୀ ଭାବରେ ଶପଥ ନେଲେ ୮ ବିଧାୟକ

ବେଙ୍ଗାଲୁରୁ,୨୦।୫: କର୍ନାଟକର ମୁଖ୍ୟମନ୍ତ୍ରୀ ଭାବେ ଶନିବାର ସିଦ୍ଦାରାମାୟା ଶପଥ ନେଇଛନ୍ତି। ଏଥିସହ ଉପମୁଖ୍ୟମନ୍ତ୍ରୀ ଭାବେ ଡି.କେ ଶିବକୁମାର ଏବଂ ୮ କଂଗ୍ରେସ ବିଧାୟକ ମନ୍ତ୍ରୀ ଭାବରେ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ତେବେ ୮ ଜଣ ବିଧାୟକଙ୍କ ମଧ୍ୟରେ ଜି ପରମେଶ୍ୱର,…

ଖାର୍ଗେଙ୍କ ପୁଅଙ୍କୁ ମନ୍ତ୍ରୀ, ଶିବକୁମାରଙ୍କୁ ଦୁଇ ଦୁଇଟି ପଦ: କର୍ନାଟକରେ ଭାଙ୍ଗୁଛି କଂଗ୍ରେସର ସଂକଳ୍ପ

ବେଙ୍ଗାଲୁରୁ,୨୦।୪: କର୍ନାଟକରେ ଆରମ୍ଭ ହେଲା କଂଗ୍ରେସ ସରକାର। ସିଦ୍ଦାରାମାୟା ଏବଂ ଡି.କେ ଶିବକୁମାରଙ୍କ ବ୍ୟତୀତ ୮ବିଧାୟକ ମନ୍ତ୍ରୀ ପଦର ଶପଥ ନେଇଛନ୍ତି। ତେବେ କଂଗ୍ରେସ ଦ୍ୱାରା ଜାରି କରାଯାଇଥିବା ମନ୍ତ୍ରୀ ପଦ ତାଲିକାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖାର୍ଗେଙ୍କ ପୁଅ…

ଶପଥ ନେଲେ ସିଦ୍ଦାରାମାୟା, ଦ୍ୱିତୀୟ ଥର ହେଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୦।୫: ଦ୍ୱିତୀୟ ଥର ଲାଗି ସିଦ୍ଦାରାମାୟା କର୍ନାଟକର ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ରାଜ୍ୟପାଳ ଥାଓ୍ବର ଚନ୍ଦ୍ର ଗହଲୋଟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏହି ସମାରୋହରେ ଡିକେ ଶିବକୁମାର ଉପ ମୁଖ୍ୟମନ୍ତ୍ରୀ ଭାବେ…

ଜି-୭ ସମ୍ମିଳନୀରେ ସିଡିରୁ ଖସୁ ଖସୁ ଅଳ୍ପକେ ବର୍ତ୍ତିଗଲେ ଆମେରିକା ରାଷ୍ଟ୍ରପତି ବାଇଡେନ

ହିରୋଶିମା,୨୦।୫: ଜାପାନର ହିରୋଶିମାରେ ଜି-୨୦ ଶିଖର ସମ୍ମିଳନୀ ସମୟରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଏମିତି ଘଟଣା ଘଟିଛି ଯାହାକୁ ନେଇ ଆମେରିକାବାସୀ ଲଜ୍ୟା ବୋଧ କରିଛନ୍ତି। ବାଇଡେନ ହିରୋଶିମାରେ ବିଶ୍ୱର ବହୁ ନେତାଙ୍କ ଭିତରେ ବିଚଳିତ ଦେଖାଯାଉଥିଲେ, ଯେତେବେଳେ ସେ ସିଡିରୁ…

ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ସିଦ୍ଦାରାମାୟା

ବେଙ୍ଗାଲୁରୁ,୨୦।୫: କର୍ନାଟକ ରାଜନୀତି ଏବେ ବେଶ ସରଗରମ। ଚଳିତ ବର୍ଷ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସଂଖ୍ୟା ଗରିଷ୍ଠତା ମିଳିବା ପରେ ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି କଂଗ୍ରେସର ବରିଷ୍ଠ ନେତା ସିଦ୍ଦାରାମାୟା। ଏହି ଶପଥ ଗ୍ରହଣ ସମାରୋହ ବେଙ୍ଗାଲୁରୁର…

ଜି-୭ ବୈଠକରେ ୟୁକ୍ରେନ ରାଷ୍ଟ୍ରପତି ଜେଲନସ୍କିଙ୍କୁ ଭେଟିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୦।୫: ଜାପାନର ହିରୋଶିମା ସହରରେ ଆୟୋଜିତ ହୋଇଛି ଜି-୭ ଶିଖର ସମ୍ମିଳନୀ। ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କିଙ୍କୁ ଭେଟିବେ ବୋଲି ସୂଚନା ମିଳିଛି। ହ୍ବାଇଟ ହାଉସ ପକ୍ଷରୁ ଏହି ସୂଚନା ଦିଆଯାଇ କୁହାଯାଇଛି କି…

ଖାର୍ଗେଙ୍କ ନିମନ୍ତ୍ରଣକୁ ରଖିଲେ ନାହିଁ ଉଦ୍ଧବ, ଯୋଗ ଦେବେନାହିଁ ସିଦ୍ଦାରାମାୟାଙ୍କ ଶପଥ ଗ୍ରହଣ ସମାରୋହରେ

ବେଙ୍ଗାଲୁରୁ,୨୦।୫: କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ଗଲାଣି। ଆଉ କିଛି ସମୟ ପରେ ଏହି ଉତ୍ସବ ଅନୁଷ୍ଠିତ ହେବ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କର୍ନାଟକ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ଉତ୍ସବରେ ସାମିଲ…

ପାକିସ୍ତାନ ସରକାରଙ୍କ ବିରୋଧରେ ଇମ୍ରାନଙ୍କ ସାଂଘାତିକ ଅଭିଯୋଗ, କହିଲେ ପୋଲିସ ଗୁଳିରେ ଯାଇଛି ୨୫ଜୀବନ

ଇସଲାମବାଦ,୨୦।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ଶାହାବାଜ ସରକାରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଇମ୍ରାନଙ୍କ ଘର ଚାରିପାଖେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଏହି ସମୟରେ ଇମ୍ରାନ ଖାନ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।…

ଜାପାନ ଗସ୍ତରେ କୋରିଆ, ଭିଏତନାମ ନେତାଙ୍କୁ ଭେଟିଲେ ମୋଦି

ଟୋକିଓ,୨୦।୫: ପ୍ରଧାନମନ୍ତ୍ରୀ ନରେନ୍ତ୍ର ମୋଦି ଜି-୭ ବାର୍ଷିକ ଶିଖର ସମ୍ମିଳନୀରେ ଯୋାଗ ଦେବାକୁ ଜାପାନ ଯାଇଛନ୍ତି। ଶନିବାର ମୋଦି କୋରିଆ ଗଣତନ୍ତ୍ରର ରାଷ୍ଟ୍ରପତି ୟୁନ ସୁକ ୟୋଲ ଓ ଭିଏତନାମ ପ୍ରଧାନମନ୍ତ୍ରୀ ଫାମ ମିନ ଚିନଙ୍କ ସହ ଦ୍ୱିପାକ୍ଷିକ ସାକ୍ଷାତ୍‌ ଆଲୋଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri