ସେ କେବଳ ବ୍ୟାଟ୍ସମ୍ୟାନ୍ ନୁହନ୍ତି, ଜଣେ ଭଲ ଗଣିତଜ୍ଞ ବି: ଶ୍ରୀସନ୍ତ
ନୂଆଦିଲ୍ଲୀ,୪ା୫: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୩ର ୪୭ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍କୁ ୬ ଓ୍ବିକେଟରେ ପରାସ୍ତ କରି ସିଜିନର ପଞ୍ଚମ ବିଜୟ ହାସଲ କରିଛି। ଏହି ମ୍ୟାଚ୍ରେ ଓପନର୍ ଇଶାନ କିଶାନ ଏବଂ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମ୍ୟାଚ୍…
ଚାଇନା ବୈଦେଶିକ ମନ୍ତ୍ରୀଙ୍କ ସହ ଗୋଆରେ ଦ୍ୱିପାକ୍ଷିକ ବୈଠକ ଆରମ୍ଭ କଲେ ଏସ ଜୟଶଙ୍କର, ସୀମା ବିବାଦକୁ ନେଇ ହୋଇପାରେ ଆଲୋଚନା
ପଣଜି,୪।୫: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ଚାଇନାର ବୈଦେଶିକ ମନ୍ତ୍ରୀ ଚିନ ଗାଂଗଙ୍କ ମଧ୍ୟରେ ଗୋଆରେ ଗୁରୁବାର ସାଂଘାଇ ସହଯୋଗ ସମ୍ମିଳନ(ଏସସିଓ)ର ଦ୍ୱିପାକ୍ଷିକ ବୈଠକ ଆରମ୍ଭ ହୋଇଛି। ଦୁଇ ନେତାଙ୍କ ମଧ୍ୟରେ ଗତ ଦୁଇ ମାସରେ ଏହା ଦ୍ୱିତୀୟ…
ମନି ଲଣ୍ଡରିଂ ମାମଲାରେ ସିସୋଡିଆଙ୍କୁ ଅଭିଯୁକ୍ତ କଲା ଇଡି, ଦାଖଲ କଲା ଅଢେଇ ହଜାର ପୃଷ୍ଠାର ଚାର୍ଜସିଟ
ନୂଆଦିଲ୍ଲୀ,୪।୫: ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଗୁରୁବାର ଚାର୍ଜସିଟ ଦାଖଲ କରିଛି। ଏଥିରେ ଇଡି ଆମ ଆଦମୀ ପାର୍ଟି(ଏଏପି) ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଛି। ଅବକାରୀ…
ରାଜ୍ୟର ବିଭିନ୍ନ ସ୍ଥାନରେ ହନୁମାନ ମନ୍ଦିର ନିର୍ମାଣ କରିବୁ: ଡି.କେ ଶିବକୁମାର
ବେଙ୍ଗାଲୁରୁ, ୪।୫:କର୍ନାଟକ ବିଧାନସଭା ନିର୍ବାଚନକୁ ଆଉ ସପ୍ତାହେ ବାକି ଥିବା ବେଳେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ହନୁମାନଙ୍କୁ ନେଇ ରାଜନୀତି ଦେଖିବାକୁ ମିଳିଛି। ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଜାରି ଇସ୍ତାହାରରେ ବଜରଙ୍ଗ ଦଳ ଏବଂ ପପୁଲାର ଫ୍ରଣ୍ଟ ଅଫ୍…
ଡ୍ରୋନ୍ ଆକ୍ରମଣ ପଛରେ ଆମେରିକାର ହାତ ଥିବା କହିଲା ରୁଷିଆ
ମସ୍କୋ,୪ା୫: କ୍ରେମଲିନ ଉପରେ ଡ୍ରୋନ ଆକ୍ରମଣ ପଛରେ ଆମେରିକାର ହାତ ରହିଛି। କିଭ୍ ଆମେରିକାର ଆଦେଶରେ ଏହି ଆକ୍ରମଣ କରିଥିଲା। ରୁଷିଆ ଗୁରୁବାର ଏହି ବଡ ଅଭିଯୋଗ ଆଣିଛି। ପ୍ରକୃତରେ କିଭ୍ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ହତ୍ୟା କରିବାକୁ ଚାହୁଁଥିବା ଅଭିଯୋଗ…
‘କେରଲା ଷ୍ଟୋରି’: ସୁପ୍ରିମକୋର୍ଟରେ ଆଉ ଏକ ପିଟିଶନ ଦାଖଲ, ଶୁଣାଣି କରିବାକୁ ମନା କଲେ ପ୍ରଧାନ ବିଚାରପତି
ଥିରୁଭାନନ୍ତପୁରମ୍,୪।୫: ଫିଲ୍ମ ‘କେରଲା ଷ୍ଟୋରି’ ଶୁକ୍ରବାର ରିଲିଜ ହେବାକୁ ଯାଉଛି। ତେବେ ଫିଲ୍ମକୁ ନେଇ ବିବାଦ ଜାରି ରହିଛି। ଜମିୟତ ଉଲେମା-ଏ-ହିନ୍ଦର ଆଇନଜୀବୀ ‘କେରଲା ଷ୍ଟୋରି’ ବିରୋଧରେ ପୁଣି ଥରେ ସୁପ୍ରିମକୋର୍ଟରେ ମାମଲା ଦାୟର କରିଛନ୍ତି। କିନ୍ତୁ ଜମିୟତ ଓକିଲଙ୍କ ଆବେଦନ…
ଗୋଆ ପହଞ୍ଚିଲେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ
ପଣଜୀ,୪।୫: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଭାରତ ଗସ୍ତରେ ଆସିଛନ୍ତି। ବିଲାଓ୍ବଲ ଗୁରୁବାର ଦିନ ଗୋଆରେ ପହଞ୍ଚିଛନ୍ତି। ଏଠାରେ ସେ ଚାଇନାର ଅନୁଗାମି ସାଂଘାଇ କୋଅପରେଶନ ଅର୍ଗାନାଇଜେଶନ(ଏସସିଓ)ର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବେ। ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର…
ହାଇକୋର୍ଟରୁ ନୀତୀଶ ସରକାରଙ୍କୁ ବଡ ଝଟକା!
ପାଟନା,୪।୫: ଜାତୀୟ ଜନଗଣନା ଉପରେ ରୋକ ଲଗାଇବାକୁ ନେଇ ଦାୟର କରାଯାଇଥିବା ଆବେଦନ ଉପରେ ଗୁରୁବାର ପାଟନା ହାଇକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି। ବିହାର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ଆଦେଶରେ କୁହାଯାଇଥିଲା କି ୩ ଦିନରେ ଶୁଣାଣି କରି…
ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧିପୀଠର ବିକାଶ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୪ା୫(ବ୍ୟୁରୋ): ଅଲଚିକି ଲିପିର ଉଦ୍ଭାବକ ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧିପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସାନ୍ତାଳି ସମାଜ ଓ ସାନ୍ତାଳି ଭାଷା ଓ ସାହିତ୍ୟ ପ୍ରତି ଗୁରୁ ଗମକେ…
ଦିଲ୍ଲୀକୁ ଚାରିପଟୁ ବନ୍ଦ କରି ଦିଅନ୍ତୁ: ଅଭୟ ଚୌତାଲା
ଚଣ୍ଡିଗଡ଼, ୪।୫: ଆଇଏନଏଲଡି ନେତା ତଥା ବିଧାୟକ ଅଭୟ ସିଂ ଚୌତାଲା ଯନ୍ତରମନ୍ତରରେ ଧାରଣାରେ ବିସିଥିବା ରେସଲର୍ମାନଙ୍କୁ ସମର୍ଥନ କରିଛନ୍ତି। ରୋହତକରେ ଏକ ଗଣମାଧ୍ୟମ ସମ୍ମିଳନୀ କରି ଚୌତାଲା କହିଛନ୍ତି, ଏ ପ୍ରସଙ୍ଗରେ ବୈଠକ ଡକାଇ ବଡ ନିଷ୍ପତ୍ତି ନିଆଯିବା ଉଚିତ୍।…
‘ଏଫଆଇଆର ହେଲା, ସୁରକ୍ଷା ମିଳିଲା’, ରେସଲରଙ୍କ ଯୌନ ଉତ୍ପିଡନ ମାମଲାକୁ ନେଇ ସୁପ୍ରିମକୋର୍ଟ କହିଲେ- ଏବେ କିଛି ଚାହାଁନ୍ତି ତ…
ନୂଆଦିଲ୍ଲୀ,୪।୫: ମହିଳା ରେସଲରଙ୍କ ଆବେଦନ ଉପରେ ଶୁଣାଣି ପରେ ସୁପ୍ରିମକୋର୍ଟ ମାମଲାକୁ ବନ୍ଦ କରି ଦେଇଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି(ସିଜେଆଇ) ଜଷ୍ଟିଶ ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ପୀଠ କହିଛନ୍ତି ଆମେ ଏହି ମାମଲାକୁ ଏଇଠି ବନ୍ଦ କରି ଦେଉଛୁ। ଯଦି ଆଉ କିଛି…
ଜର୍ମାନ ଏୟାରଲାଇନ୍ସ ଉପରେ ଗୋ ଫାଷ୍ଟ ଭଳି ସଙ୍କଟ
ବର୍ଲିନ/ନୂଆଦିଲ୍ଲୀ,୪।୫: ଗୋ ଫାଷ୍ଟ ଏୟାର ଲାଇନ୍ସ ମେ’ ୯ ପର୍ଯ୍ୟନ୍ତ ତା’ର ଉଡାଣକୁ ରଦ୍ଦ କରିଦେଇଛି। ଏହି ଗୁରୁତର ସଙ୍କଟ ପାଇଁ ଏୟାରଲାଇନ୍ସ ଆମେରିକା କମ୍ପାନୀ ପ୍ରେଡ ଏଣ୍ଡ ହ୍ବିଟନିକୁ ଦାୟୀ କରିଛି। ଏବେ ଜର୍ମାନ ଏୟାରଲାଇନ୍ସ ଲୁଫଥାଂସା ବି ଗୋ…
Archives


