Home Middle

ଆଜମ ଖାନ ଦୋଷମୁକ୍ତ…

ରାମପୁର,୨୪।୫ : ସମାଜବାଦି ପାର୍ଟିର ନେତା ତଥା ପୂର୍ବତନ ବିଧାୟକ ଆଜମ ଖାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବୁଧବାର ନିମ୍ନ ଅଦାଲତ ଘୃଣା ଭାଷଣ ମାମଲାରେ ତାଙ୍କ ଉପରେ ହୋଇଥିବା ଦଣ୍ଡାଦେଶ ଆଦେଶକୁ ଖାରଜ କରିଛନ୍ତି। ଘୃଣା ଭାଷଣ ମାମଲା,…

ରାଷ୍ଟ୍ରପତି ସଂସଦର ଅବିଚ୍ଛେଦ୍ୟ ଅଙ୍ଗ, ତାଙ୍କ ପ୍ରତି ଅପମାନ ଗଣତନ୍ତ୍ର ଉପରେ ପ୍ରତ୍ୟକ୍ଷ ଆକ୍ରମଣ: ବିରୋଧୀ…

ନୂଆଦିଲ୍ଲୀ,୨୪।୫ : ଦେଶର ନୂତନ ସଂସଦ ଭବନକୁ ଚଳିତ ମାସ ୨୮ ତାରିଖ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ। କିନ୍ତୁ ଏହାପୂର୍ବରୁ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି। ବୁଧବାର ୧୯ ଟି ବିରୋଧୀ ଦଳ ମିଳିତ ବିବୃତ୍ତି ଜାରି…

ଶିନ୍ଦେଙ୍କ କ୍ୟାବିନେଟର ସମ୍ପ୍ରସାରଣ ନେଇ ଚର୍ଚ୍ଚା: ଆଶାୟୀଙ୍କ ସଂଖ୍ୟା ବଢ଼ିଚାଲିଛି…

ମୁମ୍ବାଇ,୨୪।୫ : ସୁପ୍ରିମକୋର୍ଟଙ୍କ ରାୟ ପରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସରକାରଙ୍କ କ୍ୟାବିନେଟର ସମ୍ପ୍ରସାରଣ ନେଇ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ଶିନ୍ଦେ ପୂର୍ବପରି ସମ୍ପ୍ରସାରଣ ଖବରକୁ ନିଶ୍ଚିତ କରିଛନ୍ତି। ଅନ୍ୟପକ୍ଷରେ, ଆଶାୟୀମାନେ…

ଋଣ ପରିଶୋଧ ନ କରିଥିବା ଯାନବାହନ ଜବତ କରିବା ଭୁଲ: ପାଟନା ହାଇକୋର୍ଟଙ୍କ ବଡ ନିଷ୍ପତ୍ତି …

ପାଟନା,୨୪।୫ : ପାଟନା ହାଇକୋର୍ଟ କହିଛନ୍ତି ଋଣ ଡିଫଲ୍ଟ ମାଲିକଙ୍କଠାରୁ ଯାନବାହନ ଜବତ କରିବା ଭୁଲ ଅଟେ। ଏହା ସମ୍ବିଧାନ ଦ୍ୱାରା ନିଶ୍ଚିତ ଜୀବନ ଏବଂ ଜୀବିକା ପାଇଁ ମୌଳିକ ଅଧିକାରର ଚରମ ଉଲ୍ଲଂଘନ । ଏଭଳି ଧମକପୂର୍ଣ୍ଣ କାର୍ଯ୍ୟ ବିରୋଧରେ…

୪ ମାସରେ ସଡ଼କ ଦୁର୍ଘଟଣାରେ ୫ ହଜାରଙ୍କ ମୃତ୍ୟୁ: ମହାରାଷ୍ଟ୍ର ପୋଲିସ…

ନୂଆଦିଲ୍ଲୀ,୨୪।୫ : ସଡ଼କ ଦୁର୍ଘଟଣା ସମ୍ପର୍କିତ ପରିସଂଖ୍ୟାନ ରିପୋର୍ଟକୁ ମହାରାଷ୍ଟ୍ର ପୋଲିସ ଶେୟାର କରିଛି। ଏହି ରିପୋର୍ଟରେ ସଡକ ଦୁର୍ଘଟଣାର ମୃତ୍ୟୁ ଏବଂ ଆହତଙ୍କ ସୂଚନା ରହିଛି। ମହାରାଷ୍ଟ୍ର ପୋଲିସ କହିଛି ୨୦୨୨ ମସିହାରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୧୫ ହଜାରରୁ…

ନୂଆ ସଂସଦ ଭବନ ମୋଦିଙ୍କ ଦୂରଦର୍ଶିତାର ପ୍ରମାଣ: ଅମିତ ଶାହା

ନୂଆଦିଲ୍ଲୀ,୨୪।୫: ନୂଆ ସଂସଦ ଭବନ ଉଦଘାଟନକୁ ନେଇ ଏବେ ସମସ୍ତ ବିରୋଧୀ ଦଳ ଏକାଠି ହୋଇଥିବା ଦେଖାଯାଇଛି। ଏବେ ଏହାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ପ୍ରେସ କନଫରେନ୍ସରେ କହିଛନ୍ତି, ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ତମାଖୁ-ଗୁଟଖା ଉପରେ ପ୍ରତିବନ୍ଧକ: ତାମିଲନାଡୁରେ ବର୍ଷେ ବଢ଼ିଲା ସମୟ ସୀମା…

ଚେନ୍ନାଇ,୨୪।୫ : ତାମିଲନାଡୁର ତମାଖୁ-ଗୁଟଖା ବ୍ୟବହାରକାରୀମାନଙ୍କୁ ପୁଣି ଥରେ ଝଟକା ଲାଗିଛି। ଉତ୍ପାଦନ ଏବଂ ପରିବହନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଖାଦ୍ୟ ସୁରକ୍ଷା କମିଶନର ଏହି ସୂଚନା ଦେଇଛନ୍ତି। ଖାଦ୍ୟ ସୁରକ୍ଷା କମିଶନର ସୂଚନା ଦେଇଛନ୍ତି ଗୁଟଖା ଏବଂ…

ସକ୍ରିୟ ମାମଲା ୭ ହଜାର ତଳେ…

ନୂଆଦିଲ୍ଲୀ, ୨୪।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…

କେବଳ ମୋଦିଙ୍କ ନାମ ଲେଖିବାକୁ ନିର୍ମାଣ ହୋଇଛି ସଂସଦ ଭବନ, ରାଷ୍ଟ୍ରପତିଙ୍କୁ ବାହାରିବାକୁ ଦେଉନାହାନ୍ତି: ସଞ୍ଜୟ ରାଉତ

ନୂଆଦିଲ୍ଲୀ,୨୪।୫: ନୂଆ ସଂସଦ ଭବନ ନିର୍ମାଣକୁ ନେଇ ଆରମ୍ଭ ହୋଇଥିବା ରାଜନୀତି ବଢିବାରେ ଲାଗିଛି। ଶିବସେନା(ୟୁବିଟି)ର ନେତା ସଞ୍ଜୟ ରାଉତ ବୁଧବାର କହିଛନ୍ତି, ସମସ୍ତ ବିରୋଧୀ ଦଳ ନୂଆ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମକୁ ବହିଷ୍କାର କରିଛନ୍ତି। ସଞ୍ଜୟ ରାଉତ କହିଛନ୍ତି ଯେ…

ଅଷ୍ଟ୍ରେଲିଆରେ ମୋଦିଙ୍କୁ ମିଳିଲା ଗାର୍ଡ ଅଫ ଅନର

ସିଡନୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’୨୨ରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଦୁଇ ଦିନିଆ ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସଙ୍କର ସାକ୍ଷାତ ହୋଇଥିଲେ। ବୁଧବାର ସକାଳେ ଆଲାବାନିସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲିଙ୍ଗନ କରି ସ୍ବାଗତ କରିଥିଲେ।…

ନୂଆ ସଂସଦ ଭବନ ଉଦଘାଟନ ନେଇ ଅଡୁଆରେ ଭାଜପା, ୧୯ ରାଜନୈତିକ ଦଳ ଉତ୍ସବକୁ କରିଛନ୍ତି ବର୍ଜନ…

ନୂଆଦିଲ୍ଲୀ,୨୪।୫ : ନୂଆ ସଂସଦ ଭବନର ଉଦଘାଟନକୁ ନେଇ କ୍ରମାଗତ ରାଜନୈତିକ ସ୍ଥିତି ଜଟିଳ ହେବାରେ ଲାଗିଛି। ୨୮ ମଇରେ ହେବାକୁ ଥିବା ଏହି ସମାରୋହକୁ ଅନେକ ରାଜନୈତିକ ଦଳ ବର୍ଜନ କରିଛନ୍ତି। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏବଂ ଜାତୀୟତାବାଦୀ…

ମୋଦିଙ୍କ କ୍ରିକେଟ ଡିପ୍ଲୋମାସି, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଓ୍ବାର୍ଲଡ କପ ସହ ଦିପାବଳୀକୁ କଲେ ନିମନ୍ତ୍ରଣ

ସିଡନୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ଏହି ସମୟରେ ସେ କ୍ରିକେଟ ଡିପ୍ଲୋମାସି ଜରିଆରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ଚେଷ୍ଟା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଷ୍ଟ୍ରେଲିଆ ସମକକ୍ଷ ଏନ୍ଥୋନି ଏଲବିନିଜଙ୍କୁ କ୍ରିକେଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri