ସରକାରଙ୍କୁ ଘାରିଛି ଭୋଟ ଚିନ୍ତା, କୁସ୍ତିଯୋଦ୍ଧାଙ୍କ ସମସ୍ୟା ତାଙ୍କ ପାଇଁ ନୁହେଁ ଗୁରୁତ୍ୱପୂର୍ଣ୍ଣ: ସିବଲ…
ନୂଆଦିଲ୍ଲୀ,୩୧।୫ : ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ଅଧ୍ୟକ୍ଷ ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ଦ୍ୱାରା ଯୌନ ଶୋଷଣ ଅଭିଯୋଗ ଉପରେ ରାଜ୍ୟସଭା ଏମପି କପିଲ ସିବଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି ବ୍ରିଜ…
ଆଜି ରାଜସ୍ଥାନ ଯିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୩୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜସ୍ଥାନର ଅଜମୈର ଜିଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ରାଜ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ବଡ଼ କାର୍ଯ୍ୟକ୍ରମ। ଗତ ୮ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ୬…
+୨ ରେଜଲ୍ଟ: ଦେଢ଼ଘଣ୍ଟାପରେ ପରେ ବି ଦେଖିପାରୁ ନାହାନ୍ତି ପିଲା
ଭୁବନେଶ୍ୱର,୩୧।୫(ବ୍ୟୁରୋ): +୨ ରେଜଲ୍ଟ ପ୍ରକାଶ ପାଇବାର ଦେଢ଼ ଘଣ୍ଟା ପରେ ମଧ୍ୟ ଦେଖିପାରୁନାହାନ୍ତି ଛାତ୍ରୀଛାତ୍ର। ଦିନ ୧୧ଟାରୁ ରେଜଲ୍ଟ ଘୋଷଣା ହୋଇଥିଲେ ବି ଏଯାଏ ଦେଖିହେଉନ ରେଜଲ୍ଟ। ୱେବସାଇଟ ଖୋଲୁ ନ ଥିବାରୁ ଏଭଳି ସମସ୍ୟା ଉପୁଜିଛି। ଭୁବନେଶ୍ବର, କଟକ, ବ୍ରହ୍ମପୁର,…
କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ କଲେ ରଘୁରାମ ରାଜନ: ଏଥର ପିଏଲଆଇ ଯୋଜନା ଉପରେ ପ୍ରଶ୍ନ…
ନୂଆଦିଲ୍ଲୀ,୩୧।୫ : ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ପୁଣି ଥରେ ଭାରତ ସରକାରଙ୍କ ଆର୍ଥିକ ନୀତି ଉପରେ ସନ୍ଦେହ ପ୍ରକଟ କରିଛନ୍ତି ଏବଂ କିଛି ପ୍ରଶ୍ନ ଉଠାଇଛନ୍ତି। ଏଥର ତାଙ୍କ ଲକ୍ଷ୍ୟ କେନ୍ଦ୍ର ସରକାରଙ୍କ ପ୍ରଡକ୍ସନ ଲିଙ୍କ ଇନସେଣ୍ଟିଭ…
ପୁଣି ବଢ଼ିଲା ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୩୧।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…
ଗେହଲୋଟଙ୍କୁ ଦୁର୍ଯ୍ୟୋଧନଙ୍କ ସହ ତୁଳନା କଲେ ପାଇଲଟଙ୍କ ସମର୍ଥକ ଆଚାର୍ଯ୍ୟ ପ୍ରମୋଦ…
ଜୟପୁର,୩୧।୫ : ପାଇଲଟଙ୍କ ନିକଟତର ବିବେଚନା କରାଯାଉଥିବା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡଙ୍କ ଦ୍ୱାରା ହୋଇଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ସଚିତ ପାଇଲଟଙ୍କ ମଧ୍ୟରେ ସମନ୍ବୟର ସୂତ୍ର ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ସଚିନ ଏବଂ ଗେହଲୋଟଙ୍କ…
ପାଠପଢ଼ା ଅବା ଗର୍ଭଧାରଣ ଉଭୟ ମହିଳାଙ୍କ ଅଧିକାର, କୌଣସି ଗୋଟିଏକୁ ଚୟନ କରିବା ନୁହେଁ ବାଧ୍ୟତାମୂଳକ: ହାଇକୋର୍ଟ …
ନୂଆଦିଲ୍ଲୀ,୩୧।୫ : କୌଣସି ନାଗରିକଙ୍କୁ ତାଙ୍କର ଶିକ୍ଷା ଅଧିକାର କିମ୍ବା ପ୍ରଜନନ ସ୍ବାଧୀନତା ଅଧିକାର ମଧ୍ୟରେ ବାଛିବାକୁ ବାଧ୍ୟ କରାଯାଇପାରିବ ନାହିଁ। ଜଣେ ପୁରୁଷ ନିଜର ଉଚ୍ଚଶିକ୍ଷା ଅନୁସରଣ କରୁଥିବାବେଳେ ତାଙ୍କ ପିତା ହେବାର ଆନନ୍ଦ ଉପଭୋଗ କରିପାରୁଛନ୍ତି। ଯେତେବେଳେ ଜଣେ…
ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୩ ଗିରଫ…
ଶ୍ରୀନଗର,୩୧।୫ : ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଏଲଓସି ନିକଟରେ ଅସ୍ତ୍ରଶସ୍ତ୍ର ତଥା ଡ୍ରଗ୍ସ ଚୋରା ଚାଲାଣର ଏକ ବଡ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ଏହି ଘଟଣାରେ ତିନି ଜଣଙ୍କୁ ଭାରତୀୟ ଯବାନ ଗିରଫ କରିଛି। ଅଧିକାରୀମାନେ ଏହି ସୂଚନା…
ମୋଦି ତାଙ୍କ ବନ୍ଧୁମାନଙ୍କୁ ବିକ୍ରି କରୁଛନ୍ତି ଦେଶର ସମ୍ପତ୍ତି: କଂଗ୍ରେସ…
ନୂଆଦିଲ୍ଲୀ,୩୧।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏହାର ନଅ ବର୍ଷର କାର୍ଯ୍ୟକାଳ ଶେଷ କରିଛନ୍ତି। ଏହି ଅବସରରେ ଭାଜପା ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରୁଛି। ଏଥି ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ମୋଦିଙ୍କ…
ଫଡନାଭିସ ସବୁଠାରୁ ଦୁଃଖୀ ମଣିଷ, ଯେମିତିକି କମିଶନରଙ୍କୁ ହାବିଲଦାର କରାଯାଇଛି: ସଞ୍ଜୟ ରାଉତଙ୍କ କଟାକ୍ଷ…
ମୁମ୍ବାଇ,୩୧।୫ : ମହାରାଷ୍ଟ୍ର ରାଜନୀତିରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। କେତେବେଳେ ସରକାର ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି ତ ଅନ୍ୟ କେତେବେଳେ ବିରୋଧୀ ସରକାରଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ଶିବସେନା (ୟୁବିଟି) ମୁଖପାତ୍ର ତଥା ରାଜ୍ୟସଭା ଏମପି ସଞ୍ଜୟ ରାଉତ ଉପମୁଖ୍ୟମନ୍ତ୍ରୀ…
ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ, ବାଣିଜ୍ୟ ପରୀକ୍ଷାଫଳ
ଭୁବନେଶ୍ୱର,୩୧।୫: ପ୍ରକାଶ ପାଇଲା ୨୦୨୨-୨୩ ଶିକ୍ଷାବର୍ଷର ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷାଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ)କାର୍ଯ୍ୟାଳୟରେ ବୁଧବାର ବିଧିବଦ୍ଧ ଭାବେ ପରୀକ୍ଷାଫଳ ପ୍ରକାଶ ପାଇଛି। ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ପରୀକ୍ଷାଫଳ ଘୋଷଣା କରିଛନ୍ତି। ତେବେ…
ସ୍ବିଡେନ ଉପକୂଳରେ ରୁଷିଆର ଗୁପ୍ତଚର ତିମି…
ଷ୍ଟକହୋମ,୩୧।୫ : ନରୱେ ପରେ ସ୍ବିଡେନ ଉପକୂଳରେ ଗୁପ୍ତଚର ତିମି ହ୍ବାଲଡିମିର୍ (ବେଲୁଗା) ଦେଖିବାକୁ ମିଳିଛି। ରୁଷିଆର ନୌସେନା ଦ୍ୱାରା ଗୁପ୍ତଚର ଭାବରେ ତାଲିମ ପ୍ରାପ୍ତ ହୋଇଥିବା ଅନୁମାନ କରାଯାଉଛି। ଏହା ପୂର୍ବରୁ ଏଭଳି ତିମି ୨୦୧୯ ରେ ନରୱେରେ ଦେଖାଯାଇଥିଲା…
Archives


