ପ୍ରତ୍ୟେକ ସିଗାରେଟରେ ରହିବ ସ୍ବାସ୍ଥ୍ୟ ଚେତାବନୀ, ଏହା କରିବାରେ ପୃଥିବୀର ପ୍ରଥମ ଦେଶ ହେଲା କାନାଡା…
ଟରଣ୍ଟୋ,୧।୬ : କାନାଡା ନିଜ ଦେଶବାସୀଙ୍କୁ ଧୂମପାନରୁ ନିବୃତ୍ତ କରିବା ଏବଂ ସେମାନଙ୍କୁ ଧୂମପାନ ଛାଡିବାକୁ ପ୍ରେରଣା ଦେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି। ତମାଖୁ ମୃତ୍ୟୁକୁ ହ୍ରାସ କରିବା ପାଇଁ କାନାଡା ବର୍ତ୍ତମାନ ସିଗାରେଟ ଉପରେ ସିଧାସଳଖ ସ୍ବାସ୍ଥ୍ୟ…
ଆମେରିକାରେ ଋଣ ଡିଫଲ୍ଟ ହେବାର ଆଶଙ୍କା ଦୂରହେଲା, ବିଲକୁ କଂଗ୍ରେସର ଅନୁମୋଦନ, ଏବେ ସିନେଟ ଉପରେ ନଜର…
ଓ୍ବାଶିଂଟନ,୧।୬ : ବିଶ୍ୱର ବୃହତ୍ତମ ଅର୍ଥନୀତି ଆମେରିକା ସାମ୍ନାରେ ସମ୍ପ୍ରତି ଏକ ଅଦୃଶ୍ୟ ସଙ୍କଟ ଦେଖାଦେଇଛି। ଇତିହାସରେ ପ୍ରଥମ ଥର ପାଇଁ ବିଶ୍ୱର ବୃହତ୍ତମ ଅର୍ଥନୀତି ଡିଫଲ୍ଟ ପଥରେ ଅଛି। କିନ୍ତୁ ବର୍ତ୍ତମାନ ଡେଲ ସିଲିଂ ବିଲ ଅନୁମୋଦନ ହୋଇଛି, ଯାହା…
ୟୁକ୍ରେନ ପାଇଁ ୩୦୦ ମିଲିୟନ ଡଲାରର ସାମରିକ ପ୍ୟାକେଜ ଘୋଷଣା କଲା ଆମେରିକା…
ଓ୍ବାଶିଂଟନ,୧।୬ : ପେଣ୍ଟାଗନ ୟୁକ୍ରେନ ପାଇଁ ୩୦୦ ମିଲିୟନ ଡଲାରର ଅସ୍ତ୍ର ପ୍ୟାକେଜ ଘୋଷଣା କରିଛି। ଏହି ପ୍ୟାକେଜରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ଲକ୍ଷ ଲକ୍ଷ ରାଉଣ୍ଡ ଗୁଳି ଅନ୍ତର୍ଭୁକ୍ତ। ପ୍ରତିରକ୍ଷା ବିଭାଗ କହିଛି ୟୁକ୍ରେନକୁ ଆମେରିକାର ସୁରକ୍ଷା ସହାୟତାର…
ଆଣବିକ ଶକ୍ତି ନେଇ ଆମେରିକାର ବଡ ପଦକ୍ଷେପ, ଆଠଟି ଆଣବିକ ଫ୍ୟୁଜନ କମ୍ପାନୀକୁ ୪୬ ମିଲିୟନ ଡଲାର୍ ଦେବାକୁ ଘୋଷଣା…
ଓ୍ବାଶିଂଟନ,୧।୬ : ଆଣବିକ ଶକ୍ତି କ୍ଷେତ୍ରରେ ଆମେରିକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ଏହା ଅନ୍ତର୍ଗତ ଆଠଟି ଆଣବିକ ଫ୍ୟୁଜନ କମ୍ପାନୀକୁ ୪୬ ମିଲିୟନ ଡଲାର୍ ଦେବାକୁ ରାଷ୍ଟ୍ରପତି ଜୋ ବାଇଡେନ ସରକାର ଘୋଷଣା କରିଛନ୍ତି। ଆମେରିକାର ଶକ୍ତି ବିଭାଗ…
ସ୍ପେସଏକ୍ସ ଏକ୍ସ-୨ ମିଶନ: ପ୍ରଥମ ସୌଦି ମହିଳା ରୟନା ବରନାଓ୍ବି ମହାକାଶରୁ ଫେରିଲେ…
ଦୁବାଇ,୧।୬ : ଫ୍ଲୋରିଡା ଠାରୁ ଆରମ୍ଭ ହୋଇଥିବା ଆକ୍ସିୟମ ସ୍ପେସ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନ (ଆଇଏସଏସ)ର ଏକ ବ୍ୟକ୍ତିଗତ ମିଶନ ଏକ୍ସ-୨ରେ ପ୍ରଥମ ସୌଦି ମହିଳାଙ୍କ ଚାଳକ ଦଳରେ ମହାକାଶକୁ ଯାତ୍ରା କରିଥିଲେ। ତାଙ୍କ ସମେତ ଦୁଇ ଜଣ…
ଫାଇନାଲରେ ଭାରତ
ସାଲାଲା (ଓମାନ), ୧।୬: ଏଠାରେ ଚାଲିଥିବା ଏସିଆ କପ୍ ଜୁନିୟର ହକି ଟୁର୍ନାମେଣ୍ଟର ଫାଇନାଲରେ ଭାରତ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ ସେମିଫାଇନାଲରେ ଭାରତ ବବିଂ ସିଂଙ୍କ ହ୍ୟାଟ୍ରିକ ଗୋଲ ବଳରେ ଦକ୍ଷିଣ କୋରିଆକୁ ୯-୧ ଗୋଲରେ ପରାସ୍ତ କରିଛି। ଭାରତ…
ପୂର୍ବତନ ଚାମ୍ପିୟନ ଓଷ୍ଟାପେଙ୍କୋ ବିଦା
ପ୍ୟାରିସ୍, ୧ା୬(ପି.ଟି.): କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନରୁ ବିଦାୟ ନେଇଛନ୍ତି ପୂର୍ବତନ ଚାମ୍ପିୟନ ଜେଲେନା ଓଷ୍ଟାପେଙ୍କୋ। ଏକାଧିକ ସିଡେଡ୍ ଖେଳାଳି ସହଜ ବିଜୟ ହାସଲ କରିଥିବା ବେଳେ ଓଷ୍ଟାପେଙ୍କୋ ଓ ବିଶ୍ୱ ମାନ୍ୟତାର ୫ ନମ୍ବର ସ୍ଥାନରେ ଥିବା…
ଓଡ଼ିଶା ଫୁଟ୍ବଲରେ ନୂଆ ଅଧ୍ୟାୟ
ଭୁବନେଶ୍ୱର, ୧ା୬ (ସ୍ପୋଟର୍ସ ବ୍ୟୁରୋ): ଜୁନ୍ ୯ରୁ ଓଡ଼ିଶାରେ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ୨୦୨୩ ଅନୁଷ୍ଠିତ ହେବାକୁ ଯାଉଛି। ଏହାର ଅବ୍ୟବହିତ ପୂର୍ବରୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଟି ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟନ କରିଛନ୍ତି। ଓଡ଼ିଶା ଫୁଟବଲରେ ଏକ ଐତିହାସିକ…
ଡେନ୍ମାର୍କ ପ୍ରଧାନମନ୍ତ୍ରୀଙ୍କ ସ୍ପିଚ୍ ରାଇଟର ପାଲଟିଲା ଚାଟ୍ଜିପିଟି
କୋପେନ୍ହାଗେନ,୧ା୬: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍ ଚାଟ୍ଜିପିଟି ଏବେ ଡେନ୍ମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡେରିକ୍ସେନ୍ଙ୍କ ସ୍ପିଚ୍ ରାଇଟର ପାଲଟିଛି। ମେଟ୍ଟେ ବୁଧବାର ପାର୍ଲାମେଣ୍ଟରେ ଭାଷଣ ଦେବାବେଳେ ଚାଟ୍ଜିପିଟି ଦ୍ୱାରା ଲିଖିତ ଭାଷଣର ଅଂଶକୁ ପଢ଼ି ଶୁଣାଇଛନ୍ତି। ସେ କହିଛନ୍ତି, ଗତ ସଂସଦୀୟ…
ଦେଶର ଭାବାବେଗକୁ ବିରୋଧୀ ଅପମାନିତ କରିଛନ୍ତି: ମୋଦି
ଅଜମେର,୧ା୬: ନୂଆ ସଂସଦ ଭବନର ଲୋକାର୍ପଣ ଉତ୍ସବକୁ ବିରୋଧୀ ଦଳଗୁଡ଼ିକ ବର୍ଜନ କରି ଦେଶର ଭାବାବେଗ ଏବଂ ଏହାର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ୬୦ ହଜାର ଶ୍ରମିକଙ୍କ କଠିନ ପରିଶ୍ରମକୁ ଅପମାନିତ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଲୋଚନା କରିଛନ୍ତି।…
ବିରୋଧୀ ଏକଜୁଟ ହେଲେ ଭାଜପା ହାରିବ
ସାଣ୍ଟା କ୍ଲାରା,୧ା୬: ବିରୋଧୀ ଦଳଗୁଡ଼ିକ ଉପଯୁକ୍ତ ଭାବେ ଏକଜୁଟ ହେଲେ ଭାଜପାକୁ ହରାଇବା ସମ୍ଭବ। କଂଗ୍ରେସ ଏହି ଦିଗରେ କାର୍ଯ୍ୟ କରୁଛି। ଏହା ଭଲ ଭାବେ ଚାଲିଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେରିକାର ସାଣ୍ଟାକ୍ରୁଜ୍ରେ କହିଛନ୍ତି। କର୍ନାଟକ ବିଧାନସଭା…
ମଡେଲଙ୍କୁ ବଳାତ୍କାର
ମୁମ୍ବାଇ,୧ା୬: ଜଣେ ମଡେଲଙ୍କୁ ବଳାତ୍କାର କରିବା ଅଭିଯୋଗରେ ମୁମ୍ବାଇ ପୋଲିସ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୁମ୍ବାଇରେ ରହୁଥିବା ୨୩ ବର୍ଷୀୟା ମଡେଲଙ୍କୁ ଅଭିଯୁକ୍ତ ବିବାହ ପ୍ରତିଶ୍ରୁତି ଦେଇ ଧର୍ମ ପରିବର୍ତ୍ତନ କରିବା ବାଧ୍ୟ କରିଥିଲେ। ପୀଡ଼ିତା ମଡେଲ…
Archives


