Home Middle

ଜ୍ଞାନେଶ୍ୱରୀ ଟ୍ରେନ ଦୁର୍ଘଟଣାରେ ମମତା କ’ଣ ଇସ୍ତଫା ଦେଇଥିଲେ : ଶୁଭେନ୍ଦୁ 

କୋଲକାତା,୪।୬ :ଓଡିଶାର ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ବିରୋଧୀଦଳର ଆରୋପକୁ  ଭାଜପା  ସମାଲୋଚନା କରିଛି। ପଶ୍ଚିମବଙ୍ଗ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଟିଏମ୍‌ସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ କଡ଼ା ଜବାବ ଦେଇଛନ୍ତି। ୨୦୧୦ରେ ଜ୍ଞାନେଶ୍ୱରୀ…

ଦୈନିକ ସଂକ୍ରମଣ ୨୦୨ …

ନୂଆଦିଲ୍ଲୀ, ୪।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…

ଜମ୍ମୁ-କଶ୍ମୀରରେ ଶୀଘ୍ର ହେଉ ନିର୍ବାଚନ, ଜଣେ ଉପରାଜ୍ୟପାଳ ସମ୍ଭାଳି ପାରିବେନି ରାଜ୍ୟ: ଫାରୁକ ଅବଦୁଲା…

ଶ୍ରୀନଗର,୪।୬ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନ୍ୟାଶନାଲ କନଫରେନ୍ସ (ଏନସି)୍‌ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଫାରୁକ ଅବଦୁଲା ଶ୍ରୀନଗରର ଲାଲବଜାରରେ ଗଣମାଧ୍ୟମ ସହ କଥାବାର୍ତ୍ତା କରୁଥିବାବେଳେ ଉପରାଜ୍ୟପାଳ (ଏଲଜି) ନିୟମକୁ ସମାଲୋଚନା କରି କହିଛନ୍ତି ନିର୍ବାଚନ ନ ହେବା ଯୋଗୁ ରାଜ୍ୟରେ…

ଦେଶରେ ରହି ଚର୍ଚ୍ଚା କର, ବିଦେଶକୁ ଯାଇ କାହିଁକି କରୁଛ ରାଜନୀତି: ରାହୁଲଙ୍କୁ ଜୟଶଙ୍କରଙ୍କ ପରାମର୍ଶ…

ନୂଆଦିଲ୍ଲୀ,୪।୬ : ଆମେରିକାରେ ପୂର୍ବତନ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିବାଦୀୟ ବିବୃତ୍ତି ଉପରେ କେନ୍ଦ୍ର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ବେଳେବେଳେ ରାଜନୀତିଠାରୁ କିଛି ଜିନିଷ ବଡ଼ ହୋଇଥାଏ ଏବଂ ବିଶେଷ କରି…

ମୋଦି ସରକାରଙ୍କ କାଉଣ୍ଟ ଡାଉନ ଆରମ୍ଭ,ମିଳିତ ଭାବେ ନିର୍ବାଚନ ଲଢ଼ିଲେ ୨୦୨୪ରେ ମହାରାଷ୍ଟ୍ରରେ ୪୦ ଆସନରେ ଜିତିବ ଏମଭିଏ: କଂଗ୍ରେସ…

ମୁମ୍ବାଇ,୪।୬ : ମହାରାଷ୍ଟ୍ରର ବରିଷ୍ଠ କଂଗ୍ରେସ ନେତା ବାଲାସାହେବ ଥୋରାଟ କହିଛନ୍ତି ଯଦି ମହା ବିକାଶ ଅଘାଡି (ଏମଭିଏ) ମିଳିତ ମେଣ୍ଟରେ କଂଗ୍ରେସ, ଶିବସେନା (ୟୁବିଟି) ଏବଂ ଏନସିପି ମିଳିତ ଭାବେ ୨୦୨୪ ନିର୍ବାଚନରେ ଲଢ଼ିବେ, ତେବେ ଏମଭିଏ ମହାରାଷ୍ଟ୍ରରେ ୪୮…

ସ୍ନାନମଣ୍ଡପରେ ପଡ଼ିଲା ରକ୍ତଛିଟା

ପୁରୀ ଅଫିସ,୪ା୬: ରବିବାର ଶ୍ରୀଜିଉଙ୍କ ସ୍ନାନଯାତ୍ରା ଚାଲିଥିବା ବେଳେ ତିନି ତିନୋଟି ଅଘଟଣ ଘଟିଛି। ସକାଳେ ଜଣେ ଭକ୍ତ ମନ୍ଦିର ଭିତରେ ଦର୍ଶନ କରୁଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି…

ନୀତୀଶଙ୍କୁ ଝଟକା: ଜୁନ ୧୨ ମିଳିତ ବିରୋଧୀ ବୈଠକରେ ଯୋଗ ଦେବେନି ରାହୁଲ-ଖାର୍ଗେ…

ନୂଆଦିଲ୍ଲୀ,୪।୬ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜିକାଲି ସମସ୍ତ ବିରୋଧୀ ଦଳକୁ ଏକତ୍ର କରି ଭାଜପାକୁ ପରାସ୍ତ କରିବା ପାଇଁ ଯୋଜନାରେ ଲାଗିଛନ୍ତି। ଏଥିପାଇଁ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ଦିଲ୍ଲୀ…

କେମିତି ଘଟିଲା ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣା, କାରଣ କହିଲା ରେଳବାଇ ବୋର୍ଡ

ନୂଆଦିଲ୍ଲୀ,୪ା୬: ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣା ସମ୍ପର୍କରେ ରେଳବାଇ ବୋର୍ଡ ଏକ ବଡ଼ ଖୁଲାସା କରିଛି। ବୋର୍ଡ କହିଛି, କେବଳ କରମଣ୍ଡଳ ଏକ୍ସପ୍ରେସ୍‌ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ବେଳେ ମାଲବାହୀ ଟ୍ରେନ୍‌ ଲୁପ୍‌ ଲାଇନ୍‌ରେ ଛିଡ଼ା ହୋଇଥିଲା। ରେଳବାଇ ବୋର୍ଡର ‘ଅପରେଶନ୍‌…

ଡିଜିଟାଲ କ୍ଷେତ୍ରରେ ଭାରତ ୟୁରୋପଠାରୁ ଆଗରେ: ଜୟଶଙ୍କର…

କେପଟାଉନ,୪।୬ : ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ଭାରତୀୟ ମୂଳ ବ୍ୟକ୍ତିମାନେ ମନ୍ତ୍ରୀଙ୍କ ସମ୍ମାନାର୍ଥେ ଶନିବାର କେପଟାଉନରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି ସମୟରେ ଜୟଶଙ୍କର କହିଛନ୍ତି ବର୍ତ୍ତମାନ ଏହା ନୁହେଁ…

ଚାଇନାରେ ଭୂସ୍ଖଳନ: ୧୪ ମୃତ, ୫ ନିଖୋଜ…

ବେଜିଂ,୪।୬ : ଚାଇନାର ଦକ୍ଷିଣ-ପଶ୍ଚିମ ସିଚୁଆନ ପ୍ରଦେଶରେ ଭୂସ୍ଖଳନରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ନିଖୋଜ ହୋଇଯାଇଛନ୍ତି। ଚାଇନାର ରାଜ୍ୟ ଗଣମାଧ୍ୟମ ସିସିଟିଭି ରବିବାର ଏହି ସୂଚନା ଦେଇଛି। ସିସିଟିଭି କହିଛି ରବିବାର ଦିନ ପ୍ରାୟ ସକାଳ…

ଟିଭି, ରେଡିଓରେ ଖରାପ ପାଗର ଆଲର୍ଟ ହେବ ଉପଲବ୍ଧ, ଏନଡିଏମଏର ବିଶ୍ୱର ସର୍ବବୃହତ ଚେତାବନୀ ଆଲର୍ଟ ଯୋଜନା…

ନୂଆଦିଲ୍ଲୀ,୪।୬ : ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ମୋବାଇଲ ଫୋନକୁ ବାର୍ତ୍ତା ପଠାଇ ଖରାପ ପାଗର ସତର୍କ ସୂଚନା ଦେବା ଆରମ୍ଭ କରିଛି। ବର୍ତ୍ତମାନ ଖରାପ ପାଗ ବିଷୟରେ ଶୀଘ୍ର ଚେତାବନୀ ଟିଭି ଏବଂ ରେଡିଓରେ ମଧ୍ୟ ପ୍ରସାରଣ କରାଯିବ।…

ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତି ସୁଧାରିବାରେ ବ୍ୟସ୍ତ ଥିଲେ ରେଳମନ୍ତ୍ରୀ, ସେଥିପାଇଁ ଘଟିଲା ରେଳ ଦୁର୍ଘଟଣା: କଂଗ୍ରେସର ୯ ପ୍ରଶ୍ନ…

ନୂଆଦିଲ୍ଲୀ,୪।୬ : କଂଗ୍ରେସ ନେତା ରଣଦୀପ ସୁରଜୱାଲା ରବିବାର ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନଅଟି ପ୍ରଶ୍ନ ପଚାରିଛନ୍ତି। ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରି ସେ କରିଛନ୍ତି । ଏକ ସାକ୍ଷାତକାରରେ ସେ ରେଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri