Home Middle

ସରିଲା ମରାମତି, ଗଡ଼ିଲା ଟ୍ରେନ୍‌

ସରିଲା ମରାମତି, ଗଡ଼ିଲା ଟ୍ରେନ୍‌ବାଲେଶ୍ୱର ଅଫିସ,୫ା୬: ଦୀର୍ଘ ୫୧ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବାହାନଗା ଷ୍ଟେଶନରେ ଗଡ଼ିଚି ଟ୍ରେନ୍‌। ଉଭୟ ଅପ୍‌ ଏବଂ ଡାଉନ ଲାଇନ୍‌ରେ ପରୀକ୍ଷାମୂଳକ ଭାବେ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ଉଭୟ ଟ୍ରାକ୍‌ରେ ରବିବାର ରାତିରେ…

ଆଫଗାନିସ୍ତାନରେ ୮୦ ଛାତ୍ରୀଙ୍କୁ ଦିଆଗଲା ଜହର …

କାବୁଲ,୫।୬ : ଆଫଗାନିସ୍ତାନରେ ପ୍ରାୟ ୮୦ ସ୍କୁଲ ଛାତ୍ରୀଙ୍କୁ ଜହର ଦିଆଯାଇଛିି। ଏନେଇ ତାଲିବାନ ଉପରେ ସନ୍ଦେହ କରାଯାଉଛି। କିନ୍ତୁ ତାଲିବାନ ଏହି ଘଟଣାରେ କୌଣସି ସମ୍ପୃକ୍ତିକୁ ଅସ୍ବୀକାର କରିଛି। ଉତ୍ତର ଆଫଗାନିସ୍ତାନର ପ୍ରାଥମିକ ବିଦ୍ୟାଳୟ ଉପରେ ଦୁଇଟି ପୃଥକ ଘଟଣାରେ…

କ୍ୱାର୍ଟରରେ ଜୋକୋଭିଚ୍‌-ଖାଚାନୋଭ

ପ୍ୟାରିସ୍‌, ୫ା୬: କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ ଫ୍ରେଞ୍ଚ ଓପନ କ୍ୱାର୍ଟର ଫାଇନାଲରେ ସର୍ବିଆର ନୋଭାକ୍‌ ଜୋକୋଭିଚ୍‌ ପ୍ରବେଶ କରିଛନ୍ତି। ରାଫେଲ ନାଡାଲଙ୍କ ଅନୁପସ୍ଥିତିରେ ଟାଇଟଲ୍‌ ଫେବରିଟ୍‌ ଭାବରେ ବିବେଚିତ ଜୋକୋଭିଚ୍‌ ଜୁଆନ୍‌ ପାବ୍‌ଲୋ ଭାରିଲାସଙ୍କୁ ୬-୩, ୬-୨, ୬-୨ ସେଟ୍‌ରେ ପରାସ୍ତ…

ଆଉ ୫ଦିନ ତାତି

ଭୁବନେଶ୍ୱର,୫ା୬(ବ୍ୟୁରୋ): ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି। ରବିବାର ୪୪ ଡିଗ୍ରୀ ସହ ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଏଥିସହ ୧୫ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲାବେଳେ ସନ୍ଧ୍ୟାରେ ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, ସମ୍ବଲପୁର ଆଦି…

୩ ବର୍ଷ ପରେ ପାସ୍‌ପୋର୍ଟ ପାଇଲେ ମେହବୁବା

ଶ୍ରୀନଗର, ୫ା୬: ପିଡିପି ଅଧ୍ୟକ୍ଷା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ୩ ବର୍ଷ ପରେ ପାସ୍‌ପୋର୍ଟ ଇସ୍ୟୁ କରାଯାଇଛି। ଏହାର ବୈଧତା ଅବଧି ୧୦ ବର୍ଷ ରହିଛି। ଦିଲ୍ଲୀ ହାଇକୋର୍ଟରେ ଦୀର୍ଘଦିନର ଲଢ଼େଇ ପରେ ପିଡିପି ନେତ୍ରୀଙ୍କୁ ପାସ୍‌ପୋର୍ଟ…

କିମ୍‌ଙ୍କୁ ଅଭିନନ୍ଦନ ଜଣାଇ ଟ୍ରମ୍ପ୍‌ ଅଡ଼ୁଆରେ

ଓ୍ବାଶିଂଟନ, ୫ା୬: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କାର୍ଯ୍ୟକାରିଣୀ ବୋର୍ଡରେ ଉତ୍ତର କୋରିଆ ସାମିଲ ହେବାକୁ ନେଇ ଏହାର ନେତା କିମ୍‌ ଜଙ୍ଗ୍‌ ଉନ୍‌ଙ୍କୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଅଭିନନ୍ଦନ ଜଣାଇ ଅଡ଼ୁଆରେ ପଡ଼ିଛନ୍ତି। ତାଙ୍କ ଦଳ ରିପବ୍ଲିକାନ୍‌…

ମାସକରେ ୪,୦୦୦ ଚାକିରି ନେଇଛି ଏଆଇ

ଓ୍ବାଶିଂଟନ, ୫ା୬ : ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ଆମେରିକାରେ ମେ’ ମାସରେ ପ୍ରାୟ ୪,୦୦୦ ଲୋକଙ୍କ ଚାକିରି ଛଡ଼ାଇନେଇଛି। ଚ୍ୟାଲେଞ୍ଜର, ଗ୍ରେ ଆଣ୍ଡ କ୍ରିଷ୍ଟମାସ୍‌ ପକ୍ଷରୁ ଜାରି ମାସିକ ରିପୋର୍ଟରେ ଏହା କୁହାଯାଇଛି। ୩,୯୦୦ କର୍ମଚାରୀ ଛଟେଇ ପାଇଁ ଏଆଇ ଦାୟୀ…

ମଣିପୁରରେ ପେଟ୍ରୋଲ ୨୦୦ ଟଙ୍କା

ନୂଆଦିଲ୍ଲୀ/ଇମ୍ଫାଲ, ୫ା୬ : ହିଂସାଗ୍ରସ୍ତ ମଣିପୁରରେ ଦରଦାମ୍‌ ଆକାଶଛୁଆଁ ହୋଇଛି। ପେଟ୍ରୋଲ କଳାବଜାରରେ ଲିଟର ୨୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଜୀବନ ରକ୍ଷାକାରୀ ଔଷଧର ଘୋର ଅଭାବ ଦେଖାଦେଇଛି। ଏଟିଏମ୍‌ଗୁଡ଼ିକରେ ଟଙ୍କା ନ ଥିବାବେଳେ ଦୋକାନ ବଜାର ଦିନକୁ ଅଳ୍ପ…

ରେଳମନ୍ତ୍ରୀଙ୍କ ଇସ୍ତଫା ଦାବିକଲା କଂଗ୍ରେସ

ନୂଆଦିଲ୍ଲୀ,୫ା୬: ବାହାନଗା ଟ୍ରିପଲ ଟ୍ରେନ୍‌ ଟ୍ରାଜେଡିକୁ ନେଇ ରାଜନୀତି ଆରମ୍ଭ ହୋଇଛି। ରେଳମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରେନ୍‌ଗୁଡ଼ିକର ଉଦ୍‌ଘାଟନ କରୁଥିବାବେଳେ ରେଳ…

ଭାଜପା-ଟିଡିପି ମେଣ୍ଟକୁ ନେଇ ଚର୍ଚ୍ଚା

ଅମରାବତୀ, ୫ା୬ (ଆଇଏଏନ୍‌ଏସ୍‌): ତେଲୁଗୁଦେଶମ୍‌ ପାର୍ଟି (ଟିଡିପି) ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ଶନିବାର ନୂଆଦିଲ୍ଲୀରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଭେଟି ଆଲୋଚନା କରିବା ପରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟରେ ଟିଡିପି…

ୟୁକ୍ରେନ୍‌ ଯୁଦ୍ଧ ୫୦୦ ଶିଶୁଙ୍କ ଜୀବନ ନେଲାଣି

କିଭ୍‌, ୫ା୬ : ୟୁକ୍ରେନ୍‌ ଉପରେ ଚାଇନାର ଆକ୍ରମଣ ୧୬ ମାସରେ ପହଞ୍ଚତ୍ଛି। ଏହି ଯୁଦ୍ଧରେ ୟୁକ୍ରେନ୍‌ର ଅନୂ୍ୟନ ୫୦୦ ଶିଶୁ ପ୍ରାଣ ହରାଇଲେଣି ବୋଲି ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି। ନିକଟରେ ରୁଷିଆ ଆକ୍ରମଣରେ ନିହତ ହୋଇଥିବା ୨ ବର୍ଷର…

ପ୍ରକୃତ ମୃତ୍ୟୁସଂଖ୍ୟା ଲୁଚାଯାଉଛି: ମମତା

ଭୁବନେଶ୍ୱର,୫ା୬(ବ୍ୟୁରୋ): ବାଲେଶ୍ୱର ଜିଲାର ବାହାନଗା ଟ୍ରେନ ଦୁର୍ଘଟଣାରେ ୨୭୫ଜଣଙ୍କ ମୃତ୍ୟୁ ଘଟିଥିବା ରେଲଓ୍ବେ ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ଏହି ମୃତ୍ୟୁସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପ୍ରକୃତ ମୃତ୍ୟୁସଂଖ୍ୟା ଲୁଚାଯାଉଛି ବୋଲି ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri