Home Middle

୨୦୦ ଭାରତୀୟ ମତ୍ସଜୀବୀ, ୩ କଏଦୀଙ୍କୁ ମୁକ୍ତ କରିବ ପାକିସ୍ତାନ, ଓ୍ବାଘା ସୀମା ଦେଇ ଭାରତକୁ କରିବ ହସ୍ତାନ୍ତର

ଇସଲାମାବାଦ,୨।୬: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜରଦାରୀ ଭାରତ ଗସ୍ତ କରିବା ପରେ ଏବେ ସେମାନଙ୍କ ମନୋଭାବରେ ସାମାନ୍ୟ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ପ୍ରଥମେ ଭାରତକୁ ପ୍ରଶଂସା କରିବା ଆଉ ଏବେ ସେ ଘୋଷଣା କରିଛନ୍ତି କି ପାକିସ୍ତାନ ଶୁକ୍ରବାର…

କଂଗ୍ରେସର ୫ ଗ୍ୟାରେଣ୍ଟି ଉପରେ ମୋହର ଲଗାଇଲା କର୍ନାଟକ କ୍ୟାବିନେଟ

ବେଙ୍ଗାଲୁରୁ,୨।୬: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଶୁକ୍ରବାର କହିଛନ୍ତି, କଂଗ୍ରେସ ନିର୍ବାଚନ ପୂର୍ବରୁ ଯେଉଁ ୫ଟି କଥା ଦେଇଥିଲା ଏ ସବୁକୁ ଚଳିତ ଆର୍ଥିକ ବର୍ଷରେ ଲାଗୁ କରାଯିବ। ଜୁନ ୨ ଶୁକ୍ରବାର ସିଦ୍ଦାରାମାୟା କହିଛନ୍ତି, ନିର୍ବାଚନ ସମୟରେ ଓ ଏହା ପୂର୍ବରୁ…

୬ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି। ଗୁରୁବାର ଗଞ୍ଜାମ ଜିଲା ଛତ୍ରପୁର ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ି ୨ ଛାତ୍ରୀ ପ୍ରାଣ ହରାଇଥିଲେ। ସେହିପରି ମାଲକାନଗିରି…

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ୱର,୨ା୬(ବ୍ୟୁରୋ): ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇଛି ଚଳିତବର୍ଷର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ। ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ବିଭାଗୀୟ ସଚିବ ଉଷା ପାଢ଼ୀଙ୍କ ସମେତ ଓଜେଇଇର ଅଧିକାରୀମାନେ ଉପସ୍ଥିତ…

ଶିବାଜୀ ହିଁ ଶେଷ କରିଥିଲେ ଦାସତ୍ୱର ମାନସିକତା: ମୋଦି

ନୂଆଦିଲ୍ଲୀ,୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଛତ୍ରପତି ଶିବାଜୀ ମହାରାଜଙ୍କ ରାଜତିଳକର ୩୫୦ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ମୋଦି କହିଛନ୍ତି, ଛତ୍ରପତି ଶିବାଜୀ ମହାରାଜ ଦାସତ୍ୱର ମାନସିକତାକୁ ଶେଷ କରିଥିଲେ। ଶିବାଜୀ ମହାରାଜ ସର୍ବଦା ଦେଶର ଏକତା…

ଭାଟିକାନ ଚର୍ଚ୍ଚରେ ନଗ୍ନ ହେଲେ ବ୍ୟକ୍ତି

ଭାଟିକାନ,୨।୬: ଭାଟିକାନ ସିଟିର ସେଣ୍ଟ ପିଟର ଚର୍ଚ୍ଚରେ ଗୁରୁବାର ଜଣେ ବ୍ୟକ୍ତି ନଗ୍ନ ହୋଇଥିବା ସୂଚନା ମିଳିଛି। ମିଡିଆ ରିପୋର୍ଟର ସୂଚନା ଅନୁଯାୟୀ, ଅଭିଯୁକ୍ତ ବ୍ୟକ୍ତି ଚର୍ଚ୍ଚର ବେଦିକା ନିକଟରେ ନିଜର କପଡା ଖୋଲି ଦେଇଥିଲେ। କୁହାଯାଉଛି କି ୟୁକ୍ରେନ୍‌ ଯୁଦ୍ଧକୁ…

ମୁସଲିମ ଲିଗକୁ ଧର୍ମନିରପେକ୍ଷ ପାର୍ଟି ବୋଲି କହିଲେ ରାହୁଲ, ଭାଜପା କହିଲା ନିରୁପାୟ କଂଗ୍ରେସ ନେତା

ଓ୍ବାଶିଂଟନ,୨।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଅଛନ୍ତି। ମଙ୍ଗଳବାର ସେ ଆମେରିକାରେ ପହଞ୍ଚିଛନ୍ତି। ତାଙ୍କ ବିଦେଶ ଯାତ୍ରା ଆରମ୍ଭ ହେବା କ୍ଷଣି ଦେଶରେ ରାଜନୈତିକ ବାତାବରଣ ଉଷ୍ମ ହୋଇଉଠିଛି। ଅଭିଯୋଗ-ପ୍ରତି ଅଭିଯୋଗର ଖେଳ ଆରମ୍ଭ ହୋଇ ସାରିଛି।…

ମଞ୍ଚରେ ପଡ଼ିଗଲେ ବାଇଡେନ

ଓ୍ବାଶିଂଟନ,୨ା୬: ଆମେରିକାର ବାୟୁସେନା ଏକାଡେମୀରେ ଏକ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ରାଷ୍ଟ୍ରପତି ଜୋ ବାଇଡେନ ମଞ୍ଚରେ ପଡ଼ିଗଲେ। ତେବେ ପଡ଼ିବାର କିଛି ସମୟ ପରେ ତାଙ୍କୁ ସୁରକ୍ଷା କର୍ମୀମାନେ ଉଠାଇ ନେଇଥିଲେ। ବର୍ତ୍ତମାନ ବାଇଡେନ ଭଲ ଥିବା ହ୍ବାଇଟ୍‌ ହାଉସ୍‌ ପକ୍ଷରୁ…

ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୬(ବ୍ୟୁରୋ): ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ)ର ତୃତୀୟ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ନିର୍ଦ୍ଦେଶକ ଡ.…

ମୃତ୍ୟୁଞ୍ଜୟ ମହାପାତ୍ର ଡବ୍ଲ୍ୟୁଏମ୍‌ଓ ଉପାଧ୍ୟକ୍ଷ ନିର୍ବାଚିତ

ନୂଆଦିଲ୍ଲୀ, ୨ା୬(ପି.ଟି.): ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ)ର ତୃତୀୟ ଉପାଧ୍ୟକ୍ଷ ଭାବେ ଗୁରୁବାର ନିର୍ବାଚିତ ହୋଇଛନ୍ତି। ଜାତିସଂଘର ଏହି ସଂସ୍ଥା ଜଳବାୟୁ ପରିବର୍ତ୍ତନ ଉପରେ ନଜର ରଖିବା ସହ ଆଗୁଆ ସତର୍କ…

ବିଦେଶରେ ଉଦ୍ଧବ, ଶିନ୍ଦେଙ୍କୁ ଭେଟିଲେ ଶରଦ ପାୱାର

ମୁମ୍ବାଇ,୧।୬: ଏନସିପି ସୁପ୍ରିମୋ ଶରଦ ପାୱାର ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଭେଟିବା ପାଇଁ ବର୍ଷା ବଙ୍ଗଳାଠାରେ ପହଞ୍ଚିଛନ୍ତି। ଉଦ୍ଧବ ଠାକ୍‌ରେ ବିଦେଶରେ ଅଛନ୍ତି। ଏହି ସମୟରେ ଶରଦ ପାୱାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଛନ୍ତି। ଏହି ସାକ୍ଷାତର ବିଷୟବସ୍ତୁ ବିଷୟରେ…

ଏହି ରାଜ୍ୟରେ ବଢ଼ିଲା ବିଜୁଳି ଦର

ରାଞ୍ଚି,୧ା୬: ଝାଡ଼ଖଣ୍ଡରେ ନୂତନ ବିଦ୍ୟୁତ ଶୁଳ୍କ ଆଂଶିକ ବୃଦ୍ଧି କରାଯାଇଛି। ତେବେ ନୂତନ ଶୁଳ୍କରେ ବିଦ୍ୟୁତ ଦର ବର୍ତ୍ତମାନ ୪ ଦିନରେ ୨୫ରୁ ୩୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଘରୋଇ ଗ୍ରାମୀଣ ବିଦ୍ୟୁତର ସ୍ଥିର ହାର ୨୬ ଟଙ୍କାରୁ ୫୦ ଟଙ୍କାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri