ଭାଜପା-ଟିଡିପି ମେଣ୍ଟକୁ ନେଇ ଚର୍ଚ୍ଚା
ଅମରାବତୀ, ୫ା୬ (ଆଇଏଏନ୍ଏସ୍): ତେଲୁଗୁଦେଶମ୍ ପାର୍ଟି (ଟିଡିପି) ଅଧ୍ୟକ୍ଷ ଏନ୍. ଚନ୍ଦ୍ରାବାବୁ ନାଇଡୁ ଶନିବାର ନୂଆଦିଲ୍ଲୀରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଭେଟି ଆଲୋଚନା କରିବା ପରେ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ମେଣ୍ଟରେ ଟିଡିପି…
ୟୁକ୍ରେନ୍ ଯୁଦ୍ଧ ୫୦୦ ଶିଶୁଙ୍କ ଜୀବନ ନେଲାଣି
କିଭ୍, ୫ା୬ : ୟୁକ୍ରେନ୍ ଉପରେ ଚାଇନାର ଆକ୍ରମଣ ୧୬ ମାସରେ ପହଞ୍ଚତ୍ଛି। ଏହି ଯୁଦ୍ଧରେ ୟୁକ୍ରେନ୍ର ଅନୂ୍ୟନ ୫୦୦ ଶିଶୁ ପ୍ରାଣ ହରାଇଲେଣି ବୋଲି ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି କହିଛନ୍ତି। ନିକଟରେ ରୁଷିଆ ଆକ୍ରମଣରେ ନିହତ ହୋଇଥିବା ୨ ବର୍ଷର…
ପ୍ରକୃତ ମୃତ୍ୟୁସଂଖ୍ୟା ଲୁଚାଯାଉଛି: ମମତା
ଭୁବନେଶ୍ୱର,୫ା୬(ବ୍ୟୁରୋ): ବାଲେଶ୍ୱର ଜିଲାର ବାହାନଗା ଟ୍ରେନ ଦୁର୍ଘଟଣାରେ ୨୭୫ଜଣଙ୍କ ମୃତ୍ୟୁ ଘଟିଥିବା ରେଲଓ୍ବେ ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ଏହି ମୃତ୍ୟୁସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପ୍ରକୃତ ମୃତ୍ୟୁସଂଖ୍ୟା ଲୁଚାଯାଉଛି ବୋଲି ସେ…
ସିଏଜି ତ୍ରୁଟି ଦେଖାଇଥିଲେ, ମନ୍ତ୍ରୀ ଦୋହରାଇଲେ
ନୂଆଦିଲ୍ଲୀ,୫ା୬: ବାଲେଶ୍ୱର ଜିଲା ବାହାନଗା ୩ ରେଳ ଦୁର୍ଘଟଣାର ମୂଳ କାରଣ ଚିହ୍ନଟ କରାଯାଇଛି ଏବଂ ଶୀଘ୍ର ଏକ ରିପୋର୍ଟରେ ଏହା ପ୍ରଘଟ ହେବ ବୋଲି ରବିବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ‘ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ’ରେ ପରିବର୍ତ୍ତନ ଓ ସିଗ୍ନାଲ ତ୍ରୁଟି…
ତୁମର ଫିଗର ସୁନ୍ଦର, ଡେଟରେ ଯିବ କି ,ଜଣେ ମହିଳା ସହକର୍ମୀଙ୍କୁ ଏପରି କହିବା ଯୌନ ଉତ୍ପୀଡ଼ନ: କୋର୍ଟଙ୍କ ରାୟ…
ମୁମ୍ବାଇ,୪।୬ : ମୁମ୍ବାଇର ଏକ କୋର୍ଟ କହିଛନ୍ତି ଜଣେ ମହିଳା ସହକର୍ମୀଙ୍କ ଫିଗରକୁ ପ୍ରଶଂସା କରିବା ଏବଂ ତାଙ୍କୁ ଡେଟରେ ଯିବାକୁ କହିବା ଯୌନ ଉତ୍ପୀଡ଼ନ। ଏହା ସହିତ ଯୌନ ନିର୍ଯାତନା ଅଭିଯୋଗରେ ରିଅଲ ଇଷ୍ଟେଟ କମ୍ପାନୀର ଦୁଇଜଣ କର୍ମଚାରୀଙ୍କୁ ଜାମିନ…
ଗୌତମ ଆଦାନୀଙ୍କ ବଡ଼ ଘୋଷଣା: ଟ୍ରେନ ଦୁର୍ଘଟଣାରେ ମାତାପିତାଙ୍କୁ ହରାଇଥିବା ପିଲାଙ୍କୁ ମାଗଣା ଶିକ୍ଷାଦାନ…
ନୂଆଦିଲ୍ଲୀ,୪।୬ : ଓଡ଼ିଶାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ ଏକ ବଡ଼ ଘୋଷଣା କରିଛନ୍ତି। ଏକ ଟୁଇଟରେ ଆଦାନୀ କହିଛନ୍ତି ଆଦାନୀ ଗ୍ରୁପ୍ ଦୁର୍ଘଟଣାରେ ମାତାପିତାଙ୍କୁ ହରାଇଥିବା ପିଲାମାନଙ୍କର ଶିକ୍ଷାଦାନର ବ୍ୟବସ୍ଥା କରିବେ। ଓଡିଶା ଘଟିଥିବା…
ପଶ୍ଚିମବଙ୍ଗର ୬୨ ଜଣଙ୍କ ଜୀବନ ଯାଇଛି, କେନ୍ଦ୍ର ସରକାର ଲୋକଙ୍କ ପାଇଁ କିଛି କରୁ ନାହାନ୍ତି…
କୋଲକାତା,୪।୬ : ଓଡ଼ିଶାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ସହାୟତାର ଆବଶ୍ୟକତା ରହିଛି ନା ଏହା ଝଗଡ଼ାର ସମୟ। ରେଳ ମନ୍ତ୍ରୀ ମୋ ପାଖରେ ଛିଡା ହୋଇଥିଲେ। କିନ୍ତୁ ସେ କିଛି କହି…
ଟ୍ରେନ ଦୁର୍ଘଟଣାସ୍ଥଳରେ ୩ ମନ୍ତ୍ରୀ: ମାଣ୍ଡବ୍ୟ-ବୈଷ୍ଣବ-ଧର୍ମେନ୍ଦ୍ର…
ନୂଆଦିଲ୍ଲୀ/ବାହାନଗା/ଭୁବନେଶ୍ୱର,୪।୬ : ଓଡ଼ିଶାର ବାଲେଶ୍ୱରରେ ଘଟିଥିବା ଯନ୍ତ୍ରଣାଦାୟକ ଟ୍ରେନ ଦୁର୍ଘଟଣାରେ ଆହତଙ୍କ ଯତ୍ନ ନେବା ଏବଂ ରେଳ ଲାଇନର ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଛନ୍ତି।…
ବାହାନଗା ଟ୍ରେନ୍ ଦୁର୍ଘଟଣା: ପୋପ ଫ୍ରାନ୍ସିସ୍ଙ୍କ ଶୋକ ପ୍ରକାଶ…
ଭଟିକାନ ସିଟି,୪।୬ : ରବିବାର ପୋପ ଫ୍ରାନ୍ସିସ ଭାରତର ଓଡ଼ିଶାର ବାଲେଶ୍ୱରରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ମୁଁ ଭାରତରେ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ପାଇଁ ପ୍ରାର୍ଥନା କରୁଛି। ନ୍ୟୁଜ ଏଜେନ୍ସି ଏହି…
ଟ୍ରେନ ଦୁର୍ଘଟଣାକୁ ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ସୋସିଆଲ ମିଡ଼ିଆରେ ଷଡ଼ଯନ୍ତ୍ର, ଇସକନ ମନ୍ଦିରକୁ ଦର୍ଶାଯାଇଛି ମସଜିଦ୍: ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କହିଲା ପ୍ରଶାସନ…
ନୂଆଦିଲ୍ଲୀ,୪।୬ : ବାହନଗା ଟ୍ରେନ ଦୁର୍ଘଟଣା ସମ୍ପର୍କରେ ଗୁଜବକୁ ଏଡ଼ାଇବାକୁ ଓଡିଶା ପୋଲିସ ଲୋକଙ୍କୁ ପରାମର୍ଶ ଦେଇଛି। ପୋଲିସ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି, ଏହା ଦେଖିବାକୁ ମିଳିଛି କିଛି ସୋସିଆଲ ମିଡିଆ ୟୁଜରମାନେ ଏହି ଯନ୍ତ୍ରଣାଦାୟକ ଟ୍ରେନ ଦୁର୍ଘଟଣାକୁ…
ବାହାନଗା ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ସୁପାରିସ
ଭୁବନେଶ୍ୱର,୪ା୬: ବାଲେଶ୍ୱର ଜିଲା ବାହାନଗା ରେଳ ଷ୍ଟେଶନରେ ହୋଇଥିବା ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ପାଇଁ ରେଲଓ୍ବେ ବୋର୍ଡ ପକ୍ଷରୁ ସୁପାରିଶ କରାଯାଇଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ସନ୍ଧ୍ୟାରେ ସୂଚନା ଦେଇଛନ୍ତି। ଯେଉଁ ପରିସ୍ଥିତିରେ ଘଟଣା ଘଟିଲା ତାହାର…
କରୋନା ଟିକା ନେଇ ନ ଥିବା ଲୋକଙ୍କୁ ପ୍ରମାଣପତ୍ର ଜାରି କରୁଛନ୍ତି ପ୍ରଶାସନ…
ଭୋପାଳ,୪।୬ : ମଧ୍ୟପ୍ରଦେଶର ଭିଣ୍ଡ ଜିଲାର ସୋନିର ଉପ-ସ୍ବାସ୍ଥ୍ୟ କେନ୍ଦ୍ରରେ ଗତ ଦୁଇମାସ ଧରି କରୋନା ଟିକା ଶେଷ ହୋଇଯାଇଛି। କିନ୍ତୁ ଏହା ସତ୍ତ୍ୱେ ପ୍ରଶାସନ କରୋନା ଟିକା ନେଇଥିବା ପ୍ରମାଣପତ୍ର ପ୍ରଦାନ କରୁଛନ୍ତି। ଯେତେବେଳେ ବରିଷ୍ଠ ଅଧିକାରୀମାନେ ଏହି ଘଟଣା…
Archives


