Home Middle

ଇସଲାମରେ ବିବାହ ପୂର୍ବ ଶାରୀରିକ ସମ୍ପର୍କ ନିଷେଧ, ଏହାକୁ ପ୍ରୋତ୍ସାହିତ କରାଯାଇପାରିବ ନାହିଁ, ଲିଭ-ଇନ ପାର୍ଟନରଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ …

ଲକ୍ଷ୍ନୌ,୨୫।୬ : ଆଲ୍ଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏକ ଲିଭ-ଇନ ସମ୍ପର୍କ ଉପରେ ଦାଖଲ ହୋଇଥିବା ପିଟିଶନ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏଥିରେ ଇସଲାମରେ ବିବାହର ନିୟମକୁ ଦର୍ଶାଯାଇଛି। କୋର୍ଟ କହିଛନ୍ତି ଇସଲାମରେ ବିବାହ ପୂର୍ବ ଶାରୀରିକ ସମ୍ପର୍କ ନିଷେଧ,…

ରୁଷିଆରେ ଓ୍ବାଗନର ବିଦ୍ରୋହ କରିବା କଥା ପୂର୍ବରୁ ଜାଣିଥିଲା ଆମେରିକା

ମସ୍କୋ,୨୫।୬: ବେସରକାରୀ ସେନା ୱାଗନରର ମୁଖ୍ୟ ତାଙ୍କ ସେନାଙ୍କୁ ମସ୍କୋ ଆଡକୁ ନ ବଢିବାକୁ ନିର୍ଦ୍ଦେଶ ଦେବା ପରେ ରୁଷିଆରେ ଦେଖାଦେଇଥିବା ସଙ୍କଟ ଶେଷ ହୋଇଛି। ଇତିମଧ୍ୟରେ ଏହି ଘଟଣା ସହ ଜଡିତ ବଡ ଖବର ସାମ୍ନାକୁ ଆସିଛି। ନ୍ୟୁୟର୍କ ଟାଇମ୍ସ…

୧୬ ବର୍ଷ ବୟସ୍କ ଶାରୀରିକ ସମ୍ପର୍କ ପାଇଁ ନିଷ୍ପତ୍ତି ନେବାକୁ ସକ୍ଷମ: ହାଇକୋର୍ଟଙ୍କ ରାୟ…

ଶିଲଂ,୨୫।୬ : ମେଘାଳୟ ହାଇକୋର୍ଟ କହିଛନ୍ତି ୧୬ ବର୍ଷର ପୁଅ କିମ୍ବା ଝିଅ ଶାରୀରିକ ସମ୍ପର୍କ ପାଇଁ ନିଷ୍ପତ୍ତି ନେବାକୁ ସକ୍ଷମ ଅଟନ୍ତି। ଏକ ମାମଲାର ଶୁଣାଣି ବେଳେ ହାଇକୋର୍ଟ ଜଣେ ଯୁବକଙ୍କ ବିରୋଧରେ ଥିବା ପୋକ୍ସା ମାମଲାକୁ ଖାରଜ କରିଦେଇଛନ୍ତି।…

ନାବାଳିକାଙ୍କ ସହିତ ଆପତ୍ତି ଜନକ ଫଟୋ ଉଠାଇଲେ ଭାଜପା ବିଧାୟକ: କଂଗ୍ରେସ କଲା ବିରୋଧ…

ଭୋପାଳ,୨୫।୬ : ମଧ୍ୟପ୍ରଦେଶର କଂଗ୍ରେସ ପକ୍ଷରୁ ବାଲାଘାଟର ଭାଜପା ବିଧାୟକ ଗୌରୀଶଙ୍କର ବିସେନଙ୍କ ଏକ ଭିଡିଓ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛି। ବିଧାୟକ ବିସେନ ନାବାଳିକାଙ୍କ ସହ ଲଜ୍ଜାଜନକ କାର୍ଯ୍ୟ କରିଥିବା କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ଶେୟାର କରିଥିବା…

ଗାଡ଼ି ଅଟକାଇ ବୃଦ୍ଧ ଦମ୍ପତିଙ୍କ ନିକଟରେ ଭୂମିରେ ବସିଲେ ଶିନ୍ଦେ, ସୋସିଆଲ ମିଡ଼ିଆରେ ଭାଇରାଲ…

ମୁମ୍ବାଇ,୨୫।୬ : ଏକ ସରକାରୀ ଗାଡିରେ ସତାରାର ନିଜ ଗାଁ ଦରେରୁ ମୁମ୍ବାଇ ଫେରୁଥିବା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ହଠାତ ଅଟକି ରହିଥିଲେ। କେହି କିଛି ବୁଝିବା ପୂର୍ବରୁ ସେ କାରରୁ ଓହ୍ଲାଇ ରାସ୍ତାରେ ବସିଥିବା ଏକ ବୃଦ୍ଧ ଦମ୍ପତିଙ୍କ ନିକଟକୁ…

ଆମେରିକାରୁ ଦାମୀ ଏମକ୍ୟୁ-୯ବି ଡ୍ରୋନ କିଣିବା ଖବର ମିଛ, ମୂଲ୍ୟ ଏପର୍ଯ୍ୟନ୍ତ ହୋଇନାହିଁ ସ୍ଥିର…

ନୂଆଦିଲ୍ଲୀ,୨୫।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ଏମକ୍ୟୁ-୯ବି ଡ୍ରୋନ କ୍ରୟ ପାଇଁ ଚୁକ୍ତି ଶେଷ ହୋଇଛି। ତେବେ ସୋସିଆଲ ମିଡିଆରେ କିଛି ରିପୋର୍ଟରେ ଦାବି କରାଯାଇଛି ସରକାର ଏହି ଡ୍ରୋନ କାରବାରକୁ ମହଙ୍ଗା ମୂଲ୍ୟରେ କରିଛନ୍ତି। ତେବେ…

‘ଅର୍ଡର ଅଫ ଦ ନାଇଲ’, ମୋଦିଙ୍କୁ ମିଳିଲା ମିଶ୍ରର ସର୍ବୋଚ୍ଚ ସମ୍ମାନ

କାଏରୋ,୨୫।୬: ମିଶ୍ରର ରାଷ୍ଟ୍ରପତି ଅବଦେଲ ଫତହ ଅଲ-ସିସି କାହିରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଅର୍ଡର ଅଫ ଦ ନାଇଲ’ ପୁରସ୍କାରରେ ସମ୍ମାନୀତ କରିଛନ୍ତି। ‘ଅର୍ଡର ଅଫ ଦ ନାଇଲ’ ମିଶ୍ରର ସର୍ବୋଚ୍ଚ ରାଜକୀୟ ସମ୍ମାନ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ଇଜିପ୍ଟ…

୭୫ ଗାଁ ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ହେବ ନାମିତ: ତ୍ରିପୁରା ସରକାରଙ୍କ ନିଷ୍ପତ୍ତି…

ଅଗରତାଲା,୨୫।୬ : ତ୍ରିପୁରା ସରକାର ରାଜ୍ୟର ୭୫ ସୀମାନ୍ତ ଗାଁର ନାମକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦେଶର ସ୍ବାଧୀନତା ଆନ୍ଦୋଳନ ସମୟରେ ପ୍ରାଣବଳୀ ହରାଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ଏହି ଗ୍ରାମଗୁଡିକର ନାମକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜଣେ ବରିଷ୍ଠ ଅଧିକାରୀ…

ବିରୋଧୀ ମେଣ୍ଟର ନାମ ହେବ ପାଟ୍ରିଓଟିକ୍‌ ଡୋମୋକ୍ରାଟିକ୍‌ ଆଲାଏନ୍ସ: ଶିମଲା ବୈଠକରେ କରାଯିବ ଅନୁମୋଦନ…

ନୂଆଦିଲ୍ଲୀ,୨୫।୬ : ବିରୋଧୀ ଦଳର ପାଟନା ବୈଠକ ପରେ ଏବେ ବିରୋଧୀ ଦଳର ନୂଆ ମେଣ୍ଟର ନାମ ମଧ୍ୟ ଦିଆଯାଇଛି। ଏହାର ନାମ ପାଟ୍ରିଓଟିକ୍‌ ଡୋମୋକ୍ରାଟିକ୍‌ ଆଲାଏନ୍ସ ହେବ। ବିରୋଧୀ ଏକତା ପାଇଁ ମିଳିତ ଦଳର ମିଳିତ ମଞ୍ଚର ନୂତନ ନାମ…

ଆମେରିକାର ଗୁପ୍ତଚର ସଂସ୍ଥାର ବଡ ଦାବି: ଉହାନଙ୍କ ଲ୍ୟାବରୁ ହୋଇନି କରୋନା ମହାମାରୀ ଲିକ…

ଓ୍ବାଶିଂଟନ,୨୫।୬ : ଆମେରିକାର ଅଧିକାରୀମାନେ ଚାଇନାର ଉହାନ ଲ୍ୟାବରୁ ଏକ କରୋନା ମହାମାରୀ ଲିକ ହୋଇଥିବା ଏକ ଗୁପ୍ତଚର ରିପୋର୍ଟ କୁ ଖଣ୍ଡନ କରିଛନ୍ତି। ଏହି ରିପୋର୍ଟରେ ଦୋହରାଯାଇଛି ମହାମାରୀ କିପରି ଉତ୍ପନ୍ନ ହେଲା ସେନେଇ ଆମେରିକାର ଗୁପ୍ତଚର ବିଭାଗଗୁଡ଼ିକର ରାୟରେ…

ଓ୍ବାଗନର ସେନା ସହର ଛାଡିବାରୁ ପ୍ରତିକ୍ରିୟା ଦେଲା ରୁଷିଆ ସେନା

ମସ୍କୋ,୨୫।୬: ସରକାରଙ୍କୁ ଭାଙ୍ଗି ଦେବାକୁ ଧମକ ଦେଇଥିବା ଶକ୍ତିଶାଳୀ ଓ୍ବାଗନର ଗ୍ରୁପ ଗୋଟିଏ ଦିନ ପରେ ରବିବାର ଦକ୍ଷିଣ ରୁଷିଆର ରୋଷ୍ଟୋଭ-ଅନ-ଡନ ସହର ଛାଡି ଦେଇଛନ୍ତି। ଫଳରେ ଗୃହଯୁଦ୍ଧ ଏବଂ ରୁଷିଆରେ ଆକ୍ରମଣର ବିପଦକୁ ଏଡାଇ ଦିଆଯାଇଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ…

ସହର ଛାଡ଼ିଲେ ଓ୍ବାଗନର ଗ୍ରୁପ୍‌

ମସ୍କୋ,୨୫ା୬: ପୁଟିନ ସରକାରଙ୍କୁ ହଟାଇବା ପାଇଁ ଧମକ ଦେବାର ଗୋଟିଏ ଦିନ ପରେ ଶକ୍ତିଶାଳୀ ଗୋଷ୍ଠୀ ଓ୍ବାଗନର ଗ୍ରୁପ୍‌ ରବିବାର ଦକ୍ଷିଣ ରୁଷିଆ ସହର ରୋଷ୍ଟୋଭ୍‌-ଅନ୍‌-ଡନ୍‌ ଛାଡ଼ିଛନ୍ତି। ଫଳରେ ରୁଷିଆରେ ଗୃହଯୁଦ୍ଧ ଏବଂ ପାଲଟା ଆକ୍ରମଣର ବିପଦ ଟଳି ଯାଇଛି। ରାଷ୍ଟ୍ରପତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri