Home Middle

ହିଏ-ଓ୍ବାଙ୍ଗ୍‌ଙ୍କୁ ମହିଳା ଡବଲ୍ସ ଟାଇଟଲ

ପ୍ୟାରିସ, ୧୨ା୬: ତାଇଓ୍ବାନର ହିଏ ସୁ ଓ୍ବେଇ ଓ ଚାଇନାର ଓ୍ବାଙ୍ଗ୍‌ ଜିନ୍‌ୟୁ ଫ୍ରେଞ୍ଚ ଓପନ ଟେନିସ ମହିଳା ଡବଲ୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ସେମାନେ ୟୁଏସ୍‌-କାନାଡିଆନ ଯୋଡ଼ି ଟେଲର ଟାଉନ୍‌ସେଣ୍ଡ ଓ ଲେଲା ଫର୍ନାଣ୍ଡିଜଙ୍କୁ ୧-୬, ୭-୬ (୭/୫),…

ଆର୍ଜେଣ୍ଟିନାକୁ ୨-୧ରେ ହରାଇଲା ଭାରତ

ଇନ୍ଧୋଭେନ୍‌, ୧୨ା୬(ପି.ଟି): ଆର୍ଜେଣ୍ଟିନା ବିପକ୍ଷରେ ବିଜୟ ସହିତ ୨୦୨୨-୨୩ ପ୍ରୋ ଲିଗ୍‌ ହକି ସିଜନ ଶେଷ କରିଛି ଭାରତ। ନେଦରଲାଣ୍ଡ୍ସ ବିପକ୍ଷ ପରାଜୟ ପରେ ଭାରତୀୟ ଦଳ ଚମତ୍କାର ପ୍ରତ୍ୟାବର୍ତ୍ତନ କରିବା ସହିତ ୨-୧ରେ ବିଜୟୀ ହୋଇଛି। ଭାରତ ପକ୍ଷରୁ ଆକାଶଦୀପ…

ଭାରତକୁ ପ୍ରଥମ ଟାଇଟଲ

କାକାମିଗହରା (ଜାପାନ), ୧୨ା୬(ପି.ଟି.): ଜାପାନରେ ଅନୁଷ୍ଠିତ ମହିଳା ଜୁନିୟର ଏସିଆ କପ୍‌ ହକିରେ ଭାରତ ଚାମ୍ପିୟନ୍‌ ଆଖ୍ୟା ଅର୍ଜନ କରିଛି। ରବିବାର ଅନୁଷ୍ଠିତ ଫାଇନାଲରେ ଭାରତ ୨-୧ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି। ଏହାସହିତ ପ୍ରଥମଥର ପାଇଁ ଭାରତ ମହିଳା…

‘ଆର୍ଦ୍ର ପରିବେଶରୁ ଭାରତକୁ ଫାଇଦା ମିଳିବ’

ଭୁବନେଶ୍ୱର, ୧୨।୬ (କ୍ରୀଡ଼ା ପ୍ରତିନିଧି): ଇଣ୍ଟରକଣ୍ଟିନେଣ୍ଟାଲ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଭାରତର ପରବର୍ତ୍ତୀ ପ୍ରତିଦ୍ୱନ୍ଦ୍ୱୀ ଭାନୁଆଟୁ ହୋଇଥିବାରୁ ଭୁବନେଶ୍ୱରର ଆର୍ଦ୍ର ପରିବେଶରୁ ଘରୋଇ ଦଳକୁ ଫାଇଦା ମିଳିବ ବୋଲି ଅନୁଭବ କରୁଛନ୍ତି ମୁଖ୍ୟ କୋଚ୍‌ ଇଗର ଷ୍ଟିମାକ୍‌। ମଙ୍ଗୋଲିଆ ବିପକ୍ଷରେ ଭାରତ ୨-୦…

ଭାରତ ଆଜି ଭାନୁଆଟୁକୁ ଭେଟିବ

ଭୁବନେଶ୍ୱର, ୧୨।୬ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ସୋମବାର ୨ଟି ମ୍ୟାଚ୍‌ ଅନୁଷ୍ଠିତ ହେବ। ଅପରାହ୍ନ ୪ଟା ୩୦ରେ ଲେବାନନ୍‌ ବିପକ୍ଷରେ ଖେଳିବ ମଙ୍ଗୋଲିଆ। ସନ୍ଧ୍ୟା ୭ଟା ୩୦ରେ ଭାରତ ଏହାର ଦ୍ୱିତୀୟ…

ଅନ୍ୟ ରାଜ୍ୟ ପାଇଁ କେନ୍ଦ୍ର ଆଣିବ ଅଧ୍ୟାଦେଶ

ନୂଆଦିଲ୍ଲୀ, ୧୨ା୬ : ଦିଲ୍ଲୀର ସେବା ପ୍ରଶାସନକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଥିବାରୁ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି।…

ଭବିଷ୍ୟତରେ ତାମିଲ ପ୍ରଧାନମନ୍ତ୍ରୀ ହୁଅନ୍ତୁ: ଶାହା

ଚେନ୍ନାଇ/ଭେଲୋର,୧୨ା୬: ଭବିଷ୍ୟତରେ ଜଣେ ତାମିଲ ଭାରତର ପ୍ରଧାନମନ୍ତ୍ରୀ ହେବା ଉଚିତ। ଅତୀତରେ ଡିଏମ୍‌କେ ଯୋଗୁ ଏପରି ସୁଯୋଗ ଦୁଇଥର ହାତଛଡ଼ା ହୋଇଛି ବୋଲି ରବିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ଚେନ୍ନାଇରେ ଆୟୋଜିତ ଭାଜପାର ଏକ ରୁଦ୍ଧଦ୍ୱାର ବୈଠକରେ ଶାହା ଦଳୀୟ…

ନୂଆ ଦଳ ଗଢ଼ିବେନି ସଚିନ ପାଇଲଟ

ଦାଉସା, ୧୨ା୬(ପି.ଟି.) : ରାଜସ୍ଥାନର ଅସନ୍ତୁଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ନୂଆ ଦଳ ଗଢ଼ିବେ ନାହିଁ। ତାଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜେଶ ପାଇଲଟ୍‌ଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ରବିବାର ନିଜ ନିର୍ବାଚନ ମଣ୍ଡଳୀ ଦାଉସାରେ…

ସ୍କଟଲାଣ୍ଡର ପୂର୍ବତନ ଫାଷ୍ଟ ମିନିଷ୍ଟର ଗିରଫ

ଲଣ୍ଡନ,୧୨ା୬: ସ୍କଟ୍‌ଲାଣ୍ଡର ପୂର୍ବତନ ଫାଷ୍ଟ ମିନିଷ୍ଟର ନିକୋଲା ଷ୍ଟର୍ଜନ ଦୁର୍ନୀତି ଅଭିଯୋଗରେ ରବିବାର ଗିରଫ ହୋଇଛନ୍ତି। ସ୍ବାଧୀନତା ସପକ୍ଷବାଦୀ ସ୍କଟିଶ୍‌ ନ୍ୟାଶନାଲ ପାର୍ଟି (ଏସ୍‌ଏନ୍‌ପି)ର ପାଣ୍ଠି ଓ ଆର୍ଥିକ ହେରଫେର ମାମଲାରେ ତଦନ୍ତ ଚାଲିଥିବାବେଳେ ୫୨ ବର୍ଷୀୟା ନିକୋଲାଙ୍କୁ ପୋଲିସ ଗିରଫ…

ଆତଙ୍କବାଦୀ ନେଟ୍‌ଓ୍ବର୍କରେ ମହିଳା, ନାବାଳିକାଙ୍କୁ ସାମିଲ କରିଛି ଆଇଏସ୍‌ଆଇ

ଶ୍ରୀନଗର, ୧୨ା୬(ପି.ଟି.) : ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବଂ ଆତଙ୍କବାଦୀ ସଂଗଠନର ମୁଖ୍ୟମାନେ କଶ୍ମୀରରେ ଥିବା ଆତଙ୍କବାଦୀମାନଙ୍କ ପାଖକୁ ଅସ୍ତ୍ରଶସ୍ତ୍ର ତଥା ବାର୍ତ୍ତା ପ୍ରେରଣ ଲାଗି ମହିଳା, ନାବାଳିକା ଓ ନାବାଳକମାନଙ୍କୁ ସାମିଲ କରୁଥିବା ସାମ୍‌ନାକୁ ଆସିଛି। ଏହା ଆଇଏସ୍‌ଆଇର…

ଯବାନଙ୍କ ସ୍ତ୍ରୀଙ୍କୁ ୪୦ ଜଣଙ୍କ ଆକ୍ରମଣ

ଚେନ୍ନାଇ, ୧୨ା୬ : ତାମିଲନାଡୁର ଥିରୁଭାନ୍ନମଲାଇ ଜିଲାରେ ଜଣେ ସେନା ଯବାନଙ୍କ ସ୍ତ୍ରୀଙ୍କୁ ପ୍ରାୟ ୪୦ ଜଣ ଲୋକ ଆକ୍ରମଣ କରିବା ସହ ଅର୍ଦ୍ଧଉଲଗ୍ନ କରିଦେଇଥିବା ଅଭିଯୋଗ ହୋଇଛି। ଆକ୍ରମଣକାରୀମାନେ ମହିଳାଙ୍କ ଛାତି ଓ ତଳିପେଟକୁ ଗୋଇଠା ମାରିବା ସହ ତାଙ୍କ…

ପାଇଖାନା ପାଣି ପିଇବାକୁ ବାଧ୍ୟ କରାଯାଇଥିଲା

କୋଚି, ୧୨ା୬(ଆଇଏଏନ୍‌ଏସ୍‌): ନାଇଜେରିଆ ଜେଲରେ ୧୦ ମାସ ରହିବା ପରେ ଶନିବାର ଘରକୁ ଫେରିଥିବା କେରଳର ୩ ଜଣ ନାବିକ ଗଣମାଧ୍ୟମ ଆଗରେ ସେମାନଙ୍କ ଦୁଃଖ କାହାଣୀ ବର୍ଣ୍ଣନା କରିଛନ୍ତି। ବନ୍ଦୀ ଥିବାବେଳେ ସେମାନଙ୍କୁ ଶୌଚାଳୟ ପାଣି ପିଇବାକୁ ବାଧ୍ୟ କରାଯାଇଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri