ମେକ୍ସିକୋରେ ୧୬ପୋଲିସ କର୍ମୀଙ୍କୁ ମୁକ୍ତ କଲେ ଅପହରଣକାରୀ
ମେକ୍ସିକୋ,୧।୭:ଦକ୍ଷିଣ ମେକ୍ସିକୋରେ ଅପହରଣକାରୀମାନେ ତିନି ଦିନ ପୂର୍ବରୁ ୧୬ଜଣ ପୋଲିସ କର୍ମୀଙ୍କୁ ଅପହରଣ କରିଥିଲେ। ସେମାନଙ୍କୁ ଶୁକ୍ରବାର ସେମାନଙ୍କୁ ଅପହରଣକାରୀ ମୁକ୍ତ କରିଛନ୍ତି। ଏନେଇ ମେକ୍ସିକୋର ଚିଆପାସ ରାଜ୍ୟର ରାଜ୍ୟପାଳ ରୁଟିଲିଓ ଏସ୍କାଣ୍ଡନ ଟ୍ବିଟରରେ ସୂଚନା ଦେଇଛନ୍ତି। ତେବେ ଏପର୍ଯ୍ୟନ୍ତ ଏହି…
ବୁଲଦାଣା ବସ ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧।୭: ମହାରାଷ୍ଟ୍ରର ବୁଲଦାଣା ଜିଲାରେ ଏକ ଭୟଙ୍କର ବସ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ ପିଲାଙ୍କ ସମେତ ୨୫ଜଣ ପ୍ରାଣ ହରାଇଛନ୍ତି। ପୋଲିସର ସୂଚନାନୁସାରେ ନାଗପୁରରୁ ଔରଙ୍ଗାବାଦ ରାସ୍ତାରେ ବସ ପ୍ରଥମେ ଏକ ଲୁହା ପୋଲକୁ ଧକ୍କା ଦେଇଥିଲା ଏବଂ…
ଟ୍ବିଟରର ନୂଆ ଫିଚର୍ସ:ଲଗ୍ ଇନ୍ ନ କଲେ ଦେଖି ପାରିବେ ନାହିଁ ଟ୍ବିଟ୍
ଓ୍ବାଶିଂଟନ୍,୧।୭:ସମ୍ପ୍ରତି ସମୟ ଏବଂ ୟୁଜର୍ସଙ୍କ ଚାହିଦାକୁ ଆଖି ଆଗରେ ରଖି ଟ୍ବିଟରରେ ବିଭିନ୍ନ ବିଭିନ୍ନ ପ୍ରକାର ଫିଚର୍ସକୁ ଯୋଡା ଯାଉଛି ଏବଂ କିଛିକୁ ପରିବର୍ତ୍ତନ ମଧ୍ୟ କରାଯାଉଛି। ଟ୍ବିଟର ଏକ ନୂଆ ଫିଚର୍ସ ଆଣିଛି ଯାହାଦ୍ୱାରା ୟୁଜର୍ସ ଲଗ୍ ଇନ ନ…
ପାକିସ୍ତାନରେ ବସ୍ ଦୁର୍ଘଟଣା: ୭ମୃତ,୨୦ଆହତ
ଇସଲାମବାଦ,୧।୭:ପାକିସ୍ତାନର ସିନ୍ଧ ପ୍ରଦେଶରେ ଦୁଇଟି ଦ୍ରୁତଗାମୀ ବସ୍ ଧକ୍କା ହେବା ଫଳରେ ୭ଜଣଙ୍କର ମତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରୁଛି। ପୋଲିସ ସୂଚନା ଉଯାୟୀ, ଦୁର୍ଘଟଣା ହୋଇଥିବା ଦୁଇଟି ବସ୍ ମଧ୍ୟରୁ…
ଆଜି ୟୁସିସି ଉପରେ କଂଗ୍ରେସର ସଂସଦୀୟ କମିଟିର ବୈଠକ: ଅଧ୍ୟକ୍ଷତା କରିବେ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୧।୭: ଭାରତର ଆଇନ ଆୟୋଗର ବିଜ୍ଞପ୍ତି ପରେ ସମଗ୍ର ଦେଶରେ ୟୁନିଫର୍ମ ସିଭିଲ କୋର୍ଡ (ୟୁସିସି)ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସର ଷ୍ଟାଣ୍ଡ କ’ଣ ହେବ ସେନେଇ କଳ୍ପନାଜଳ୍ପନା କରାଯାଉଥିଲା। ଏଭଳି…
ଆଲ୍କାରାଜ, ସ୍ବିଟେକ ଟପ୍ସିଡ୍
ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନ ଟେନିସ ଟୁର୍ନାମେଣ୍ଟ ଜୁଲାଇ ୩ରୁ ଲଣ୍ଡନରେ ଆରମ୍ଭ ହେବାକୁ ଯାଉଛି। ଓ୍ବିମ୍ବେଲଡନର ଏହି ୧୩୬ତମ ସଂସ୍କରଣରେ ସ୍ପେନ୍ର କାର୍ଲୋସ ଆଲକାରାଜ ଏବଂ ପୋଲାଣ୍ଡର ଇଗା ସ୍ବିଟେକ ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍ସରେ ଟପ୍ ସିଡ୍ର…
ବୀରେନ୍ ସିଂଙ୍କ ଇସ୍ତଫା ଦ୍ୱନ୍ଦ୍ୱ
ଇମ୍ଫାଲ, ୧।୭, (ପ୍ରସ୍ତୁତି: ଅରୂପାନନ୍ଦ ଦେଠୀ): ମଣିପୁରରେ ପ୍ରାୟ ଦୁଇ ମାସ ହେଲା ଜାତିଗତ ହିଂସା ଲାଗି ରହିଥିବାବେଳେ ଶତାଧିକ ଲୋକଙ୍କ ଜୀବନ ଗଲାଣି। ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି…
ଆଜି ରାଜ୍ୟର ୩୦୭ କେନ୍ଦ୍ରରେ ଓଟିଇଟି
କଟକ ,୧ା୭(ସୁପ୍ରିୟା ପ୍ରିୟଦର୍ଶିନୀ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ପକ୍ଷରୁ ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)କୁ ନେଇ ପୁଣି ବିଭ୍ରାଟ ଦେଖାଦେଇଛି। ବିଗତ ଦିନରେ ପରୀକ୍ଷା କେନ୍ଦ୍ରରେ ଅନିୟମିତତା ଦେଖାଦେଇଥିବାବେଳେ ଏବେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ନେଇ ଚର୍ଚ୍ଚା ଜୋର୍…
ଓସ୍କାର ବିଜେତା ଏଲନ ଆର୍କିନଙ୍କ ଦେହାନ୍ତ
୨୦୦୬ ଚଳଚ୍ଚିତ୍ର ‘ଲିଟିଲ ମିସ ସନସାଇନ’ ପାଇଁ ଓସ୍କାର ଜିତିଥିବା ହଲିଉଡ ବାଦଶାହ ଏଲନ ଆର୍କିନଙ୍କ ୮୯ ବର୍ଷ ବୟସରେ ପରଲୋକ। କାଲିଫର୍ନିଆର କାର୍ଲସବାଡର ନିଜସ୍ବ ବାସଭବନରେ ଅର୍କିନ ଗୁରୁବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ସଲିସେଟର ଜେନରାଲ ତୁଷାର ମେହେଟ୍ଟାଙ୍କ କାର୍ଯ୍ୟକାଳ ବଢିଲା
ନୂଆଦିଲ୍ଲୀ,୩୦।୬:କେନ୍ଦ୍ର ସରକାର ପୁଣି ଥରେ ସଲିସିଟର ଜେନେରାଲ ଭାବେ ତୁଷାର ମେହେଟ୍ଟାଙ୍କୁ ଦାୟିତ୍ୱ ଭାର ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଦାୟିତ୍ୱ ତୁଲାଉଥିଲେ। ତାଙ୍କର ଆଗାମୀ କାର୍ଯ୍ୟକାଳ ଜୁଲାଇ ୧ ଠାରୁ ଆରମ୍ଭ ହେବ। ନିଯୁକ୍ତି କମିଟି ଅନୁଯାୟୀ ବିକ୍ରମଜିତ ବାନାର୍ଜୀ…
ଅଷ୍ଟ୍ରେଲିଆରେ ଇଚ୍ଛାମୃତ୍ୟୁର ବୟସ ୧୮ରୁ ୧୪କୁ ହ୍ରାସ!
କାନବେରା,୩୦।୬:୧୪ବର୍ଷିୟ ନାବାଳିକ ମଧ୍ୟ ଇଚ୍ଛାମୃତ୍ୟୁ କରିପାରିବେ। ଏପରି ଏକ ଆଇନ୍ ଆଣିବାକୁ ଯାଉଛନ୍ତି ଅଷ୍ଟ୍ରେଲିଆ ସରକାର। ଅଷ୍ଟ୍ରେଲିଆର ରାଜଧାନୀ କେନବରାରେ ମସ୍କିଷ୍କ ବିକୃତ ବ୍ୟକ୍ତିଙ୍କ ଇଚ୍ଛାମୃତ୍ୟୁ କରିବାର ବୟସ ୧୮ରୁ ୧୪ବର୍ଷକୁ ହ୍ରାସ କରିଛନ୍ତି। ଯଦି ଏହି ଆଇନ ପାରିତ ହୁଏ,…
ୟୁନିଫର୍ମ ସିଭିଲ କୋର୍ଡକୁ ବିରୋଧ କଲେ କେରଳ ମୁଖ୍ୟମନ୍ତ୍ରୀ ପି ବିଜୟନ
ଥିରୁଭାନନ୍ତପୁରମ୍,୩୦।୬:ୟୁନିଫର୍ମ ସିଭିଲ କୋଡ(ୟୁସିସି)କୁ ରାଜନୀତି ସରଗରମ ରହିଛି। ବିରୋଧୀ ୟୁସିସିକୁ ଦୃଢ ବିରୋଧ କରିବା ସହ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ୟୁସିସିକୁ ଭାଜପା ନିର୍ବାଚନ ଏଜେଣ୍ଡା ଭାବେ ବ୍ୟବହାର କରୁଛି ବୋଲି କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ କହିଛନ୍ତି। ଏ…
Archives


