ଆମେରିକାକୁ ଫେରି ସି ଜିନପିଙ୍ଗଙ୍କ ଏପରି ଫଟୋ ରିଲିଜ କଲେ ଟ୍ରମ୍ପ, ବିଶ୍ୱରେ ଚର୍ଚ୍ଚା
ନୂଆଦିଲ୍ଲୀ,୭ା୧୧: ଦକ୍ଷିଣ କୋରିଆରେ ଅନୁଷ୍ଠିତ ଏସିଆ-ପାସିଫିକ୍ ଅର୍ଥନୈତିକ ସହଯୋଗ (APEC) ଶିଖର ସମ୍ମିଳନୀ ଅବସରରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି ଦ୍ୱିପାକ୍ଷିକ ବୈଠକର କିଛି ଫଟୋ ହ୍ୱାଇଟ ହାଉସ୍ ପକ୍ଷରୁ ପ୍ରକାଶ କରାଯାଇଛି,…
ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ପୁଣି ସଂଘର୍ଷ, ୫ ମୃତ
ନୂଆଦିଲ୍ଲୀ,୭ା୧୧: ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମାରେ ଗୁରୁବାର ହୋଇଥିବା ସୀମାପାର ଗୁଳି ବିନିମୟରେ ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ୬ ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ପଟରୁ ଜଣେ ଡାକ୍ତରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଉଭୟ ଦେଶ…
ଭାରତ ଗସ୍ତ ପାଇଁ ଟ୍ରମ୍ପଙ୍କ ସଙ୍କେତ: ବାଣିଜ୍ୟ ବିବାଦ ମଧ୍ୟରେ ମୋଦିଙ୍କୁ କହିଲେ ଏପରି
ନୂଆଦିଲ୍ଲୀ,୭ା୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ “ଜଣେ ମହାନ ବ୍ୟକ୍ତି” ଏବଂ “ବନ୍ଧୁ” ବୋଲି ପ୍ରଶଂସା କରିବା ସହ ଆସନ୍ତା ବର୍ଷ ସେ ଭାରତ ଗସ୍ତ କରିପାରନ୍ତି ବୋଲି ସଙ୍କେତ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ…
JNU ଛାତ୍ର ସଂସଦ ନିର୍ବାଚନ ୨୦୨୫: ‘ବାମ ମେଣ୍ଟ’ର କ୍ଲିନ୍ ସୁଇପ୍
ନୂଆଦିଲ୍ଲୀ,୬।୧୧: ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU) ଛାତ୍ର ସଂସଦ (JNUSU) ନିର୍ବାଚନ ୨୦୨୫ର ଫଳାଫଳ ଘୋଷଣା ହୋଇଛି। ଏଥିରେ ବାମପନ୍ଥୀ ଛାତ୍ର ସଂଗଠନର ମେଣ୍ଟ ‘ଲେଫ୍ଟ ୟୁନିଟି’ (Left Unity) ବିଜୟର ପତାକା ଉଡ଼ାଇ ସମସ୍ତ ୪ଟି…
ଏସିଆର ସବୁଠୁ ଖୁସି ସହର: ସର୍ଭେରେ ଶୀର୍ଷ ସ୍ଥାନରେ ଭାରତର ଏହି ସହର
ନୂଆଦିଲ୍ଲୀ,୬।୧୧: ଭାରତର ଆର୍ଥିକ ରାଜଧାନୀ ତଥା ସ୍ୱପ୍ନର ସହର ଭାବେ ପରିଚିତ ମୁମ୍ବାଇକୁ ୨୦୨୫ ମସିହା ପାଇଁ ଏସିଆର ସବୁଠୁ ଖୁସି ସହର (Happiest City in Asia) ଭାବେ ଘୋଷଣା କରାଯାଇଛି। ‘ଟାଇମ୍ ଆଉଟ୍’ (Time Out) ପକ୍ଷରୁ କରାଯାଇଥିବା…
SSC ପରୀକ୍ଷାରେ ତ୍ରୁଟି ଓ ଚୟନ ଉପରେ SSC ଅଧ୍ୟକ୍ଷ ଦେଲେ ବଡ ବୟାନ
ନୂଆଦିଲ୍ଲୀ, ୬।୧୧: ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (SSC) ଚେୟାରମ୍ୟାନ୍ ଏସ୍. ଗୋପାଳକ୍ରିଷ୍ଣନ୍ ନିକଟରେ ଅନୁଷ୍ଠିତ SSC ପରୀକ୍ଷା ଚକ୍ରରେ ଦେଖାଦେଇଥିବା ସମସ୍ୟା, ଯେପରିକି ସିଷ୍ଟମ୍ ତ୍ରୁଟି ଏବଂ ପରୀକ୍ଷା କେନ୍ଦ୍ର ଦୂରରେ ପଡ଼ିବା ଆଦି ବିଷୟରେ ସ୍ପଷ୍ଟୀକରଣ ଦେଇଛନ୍ତି। ଏଥିସହ, ଅଭିଯୋଗ…
ଏହି ୫ ସହରରେ T20 ବିଶ୍ୱକପ୍ ୨୦୨୬ କରିବାକୁ BCCIର ନିଷ୍ପତ୍ତି, ଏଠାରେ ହେବ ଫାଇନାଲ୍
ମୁମ୍ବାଇ,୬।୧୧: ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରିବାକୁ ଥିବା ପୁରୁଷ T20 ବିଶ୍ୱକପ୍ ୨୦୨୬ (ମାର୍ଚ୍ଚ-ଏପ୍ରିଲ୍) ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ପକ୍ଷରୁ ପ୍ରସ୍ତାବିତ କାର୍ଯ୍ୟସୂଚୀ ICCକୁ ପଠାଯାଇଛି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, BCCI…
ଭାରତକୁ ଆବଶ୍ୟକ ବିଶ୍ୱସ୍ତରୀୟ ବ୍ୟାଙ୍କ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆପଡା,୬।୧୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର କହିଛନ୍ତି ଯେ ଦେଶକୁ ବଡ଼ ଏବଂ ବିଶ୍ୱସ୍ତରୀୟ ବ୍ୟାଙ୍କଗୁଡ଼ିକର ଆବଶ୍ୟକତା ରହିଛି ଏବଂ ଏ ନେଇ ରିଜର୍ଭ ବ୍ୟାଙ୍କ (RBI) ସହ ଆଲୋଚନା ଜାରି ରହିଛି। ୧୨ତମ SBI ବ୍ୟାଙ୍କିଙ୍ଗ୍ ଏବଂ ଅର୍ଥନୀତି…
ରାଜସ୍ଥାନରେ ବାହାଘର
ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଯୋଡ଼ି ଅଭିନେତା ରଶ୍ମିକା ମନ୍ଦନା ଓ ବିଜୟ ଦେବରକୋଣ୍ଡା ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଖବର ଅନୁଯାୟୀ, ଏହି ଦମ୍ପତି ରାଜସ୍ଥାନର ଉଦୟପୁରଠାରେ ୨୦୨୬ ମସିହା ଫେବୃଆରୀ ୨୬ ତାରିଖରେ…
ନୂଆପଡାରେ ବଡ଼ ଘୋଷଣା କରିଦେଲେ ମୁଖ୍ୟମନ୍ତ୍ରୀ! ଜୟ ଢୋଲକିଆ ଜିତିଲେ…
ନୂଆପଡା,୬।୧୧: ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋମନା ଉଦ୍ୟାନବନ୍ଧରେ ରୋଡ ଶୋ’ କରିଛନ୍ତି। ଏହି ସମୟରେ ବିରାଟ ଜନସଭାକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ କରି କହିଛନ୍ତି, ନୂଆପଡ଼ାର ବିକାଶ ପାଇଁ ମୋତେ ଏଠାକୁ ଆସିବାକୁ ପଡ଼ିଛି।ପୂର୍ବରୁ କେବେ ଏତେ ଜନସମାଗମ କେହି…
ମିସ୍ ୟୁନିଭର୍ସ ୨୦୨୫ରେ ଭାରତର ପ୍ରତିନିଧିତ୍ୱ କରିବେ ମନିକା
ମୁମ୍ବାଇ: ଚଳିତ ବର୍ଷ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୭୪ତମ ମିସ୍ ୟୁନିଭର୍ସ ୨୦୨୫ ପ୍ରତିଯୋଗିତାରେ ରାଜସ୍ଥାନର ୨୨ ବର୍ଷୀୟା ମନିକା ବିଶ୍ୱକର୍ମା ଭାରତର ପ୍ରତିନିଧିତ୍ୱ କରିବେ। ସେ ଚଳିତ ବର୍ଷ ଅଗଷ୍ଟରେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ର ତାଜ୍ ଜିତିଥିଲେ।…
ସୁନ୍ଦରଙ୍କ ଚମତ୍କାର ବୋଲିଂ: ଭାରତର ଜବରଦସ୍ତ ବିଜୟ
କାରାରା,୬।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଜବରଦସ୍ତ ବିଜୟ ହାସଲ କରିଛି। ଏହି ବିଜୟ ସହ ଭାରତ ୨-୧ରେ ସିରିଜ୍ରେ ଆଗୁଆ ହୋଇଛି। ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ୪୮ ରନ୍ରେ ପରାସ୍ତ କରି…
Archives


