Home Middle

ସଞ୍ଜୁ ସାମସନଙ୍କ ଧୂଆଁଧାର ବିଶ୍ୱକପ ପଦାର୍ପଣ, ଦ୍ୱିତୀୟ ବୟସ୍କ ଭାରତୀୟ ଭାବେ ରେକର୍ଡ

ନୂଆଦିଲ୍ଲୀ,୧୨।୨: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଟି୨୦ ବିଶ୍ୱକପରେ ପଦାର୍ପଣ କରିଛନ୍ତି ୱିକେଟ କିପର ବ୍ୟାଟର ସଞ୍ଜୁ ସାମସନ। ଗୁରୁବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ନାମିବିଆ ବିପକ୍ଷ ମ୍ୟାଚରେ ସଞ୍ଜୁଙ୍କୁ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଛି। ପେଟରେ…

ଲେଜର ଲାଇଟ୍ ବ୍ୟାନ୍: ଡିଜେ ଶବ୍ଦ ଉପରେ କଟକଣା ଲଗାଇଲେ ଓଡ଼ିଶା ହାଇକୋର୍ଟ

କଟକ,୧୨ା୨: ବଢ଼ୁଥିବା ଶବ୍ଦ ଓ ଆଲୋକ ପ୍ରଦୂଷଣକୁ ରୋକିବା ପାଇଁ ଓଡ଼ିଶା ହାଇକୋର୍ଟ ଏକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କଟକ ସହରର ବିଭିନ୍ନ ସମସ୍ୟା ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଲେଜର ଲାଇଟ୍ ଏବଂ ବିକଟାଳ ଶବ୍ଦ…

ଟି୨୦ ବିଶ୍ୱକପ: ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କଲା ନାମ୍ବିୟା, ଖେଳିବେନି ଅଭିଷେକ

ନୂଆଦିଲ୍ଲୀ,୧୨।୨: ଟି୨୦ ବିଶ୍ୱକପ ୨୦୨୬ର ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରୁପ୍-ଏ ମ୍ୟାଚରେ ଗୁରୁବାର ଭାରତ ଓ ନାମ୍ବିୟା ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ନାମ୍ବିୟା ଅଧିନାୟକ ଗେରାର୍ଡ ଏରାସମସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ…

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ମିଳିବ କି କେନ୍ଦ୍ରୀୟ ମାନ୍ୟତା ? ରାଜ୍ୟସଭାରେ ଉଠିଲା ଦାବି

ନୂଆଦିଲ୍ଲୀ,୧୨ା୨: ଓଡ଼ିଶାର ଶିକ୍ଷା ଦିଗରେ ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟର ବିରାଟ ଅବଦାନ ରହିଛି । ଏଠାରୁ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଶିକ୍ଷା ଗ୍ରହଣ କରିଛନ୍ତି। ଏବେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ‘କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ’ ମାନ୍ୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ବିଜେଡି ସାଂସଦ…

ଜାନୁଆରୀରେ ଖୁଚୁରା ଦରଦାମ୍ ହାର ୨.୭୫%, ପ୍ରଥମ ଥର ହେଲା ଏପରି ପରିବର୍ତ୍ତନ

ମୁମ୍ବାଇ,୧୨।୨: ଭାରତର ଆର୍ଥିକ ପରିସଂଖ୍ୟାନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI) ର ନୂଆ ବେସ୍ ଇୟର ୨୦୨୪ ଆଧାରରେ ପ୍ରଥମ ଥର ପାଇଁ ତଥ୍ୟ ପ୍ରକାଶ ପାଇଛି। ୨୦୨୬ ଜାନୁଆରୀ ମାସରେ ଦେଶର ଖୁଚୁରା…

ଯାହା ଭୟ କରୁଥିଲା ପାକିସ୍ତାନ, ତାହା କରିଦେଲା ଭାରତ: ୧୧୪ ରାଫାଲ ଜେଟ୍‌କୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୧୨।୨:ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇବାକୁ ଯାଉଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ରାଫାଲ ଲଢ଼ୁଆ ବିମାନ ପାଇଁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହୋଇଥିବା ମେଗା ଡିଲ ସମ୍ପର୍କରେ ଏକ ଭଲ ଖବର ଆସିଛି। ଗୁରୁବାର…

ବିଦ୍ୟାଳୟକୁ ମଦ ପିଇ ଆସିଲେ ଛାତ୍ର, ନିଶାରେ ଚେତାଶୂନ୍ୟ ହୋଇ କଲେ……

ନୟାଗଡ଼,୧୨।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ସହରାଞ୍ଚଳ ଦଶପଲା ବାଳକ ଉଚ୍ଚ ବିଦ୍ୟାଳୟରୁ ଏକ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି । ସ୍କୁଲକୁ ଶିକ୍ଷାର ମନ୍ଦିର କୁହାଯାଉଥିବା ବେଳେ ଜଣେ ଛାତ୍ର ସ୍କୁଲରେ ମଦ ପିଇ ଶୋଇ ପଡ଼ିଥିବା ଖବର ସାମ୍ନାକୁ…

ପ୍ରକାଶ ପାଇଲା OTET ରେଜଲ୍ଟ

ଭୁବନେଶ୍ୱର,୧୨ା୨: ଗୁରୁବାର ପ୍ରକାଶ ପାଇଛି OTET-୨୦୨୫ର ରେଜଲ୍ଟ। ୨୦୨୫ ଡିସେମ୍ବର ୨୫ ତାରିଖ ପରୀକ୍ଷାର ରେଜଲ୍ଟ ଆଜି ପ୍ରକାଶ ପାଇଛି। ପେପର-୧ରେ ୪୫ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୨ ହଜାର ଉତ୍ତୀର୍ଣ୍ଣ ହୋଇଥିବାବେଳେ ପେପର-୨ରେ ୧ ଲକ୍ଷ ୮ ହଜାର ପରୀକ୍ଷାର୍ଥୀଙ୍କ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା, ଜମି ପଟ୍ଟାରେ ଲାଗିବ QR କୋଡ୍

ଭୁବନେଶ୍ବର,୧୨।୨: କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ନୂଆ ଜମି ପଟ୍ଟା । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଜମି ପଟ୍ଟାରେ ଲାଗିବ କ୍ୟୁଆର କୋଡ୍ । ଇଲୋକ୍ଟ୍ରୋନିକ ଯୁକ୍ତ ହେବ ଏହି…

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବେ ବୈଭବ ସୂର୍ଯ୍ୟବଂଶୀ: ଜାରି ହେଲା ଆଡମିଟ କାର୍ଡ, କମ୍‌ ଉପସ୍ଥାନ ସତ୍ତ୍ୱେ…

ନୂଆଦିଲ୍ଲୀ,୧୨।୨: ଆଜିକାଲି ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଚର୍ଚ୍ଚାରେ ଅଛନ୍ତି। ମାତ୍ର ୧୪ ବର୍ଷ ବୟସରେ ସାରା ବିଶ୍ୱର ବୋଲରଙ୍କୁ ଧରାଶାୟୀ କରିଛନ୍ତି। ସେ ତାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା। ତାଙ୍କୁ ଏବେ କେବଳ ପଡ଼ିଆରେ ନୁହେଁ ବରଂ ପରୀକ୍ଷାରେ…

ଓକିଲଙ୍କ ବଡ଼ ଖୁଲାସା, ପୀତବାସଙ୍କ ସିକ୍ରେଟ୍‌ ଚାମ୍ବରରେ ଥିଲା ବିକ୍ରମ ପଣ୍ଡାଙ୍କ ଆପତ୍ତିଜନକ ଫଟୋ!

ଵ୍ରହ୍ମପୁର,୧୨ା୨(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ଘଟଣା ପଛର ରହସ୍ୟ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଦିନ ଗଡୁଥିବା ବେଳେ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନାହିଁ ।…

ବର ଗାଡ଼ିକୁ ଅଟକାଇଲେ ବିକ୍ଷୋଭକାରୀ: ପ୍ରବଳ ଉତ୍ତେଜନା

ଭୁବନେଶ୍ୱର,୧୨।୨: ଭାରତୀୟ ଚାଷୀ ଏବଂ ଟ୍ରେଡ୍‌ ୟୁନିୟନଗୁଡିକ ପକ୍ଷରୁ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ମୁଖ୍ୟତଃ କେନ୍ଦ୍ର ସରକାର ଆଣିଥିବା ୪ ନୂଆ ଶ୍ରମ କୋଡ୍‌ ବାତିଲ ଦାବିରେ ୧୦ ଟ୍ରେଡ୍‌ ୟୁନିୟନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ତେବେ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri